Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, June 15, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ଆମେରିକା ଉପରେ ଆକ୍ରମଣ କଲେ ଇରାନକୁ ଧ୍ବଂସ ...

ବିଶେଷ
Home ›› ବିଶେଷ ››ଏସିଆରେ ଅଛନ୍ତି ସର୍ବାଧିକ ଶାକାହାରୀ ପିଲା

ଏସିଆରେ ଅଛନ୍ତି ସର୍ବାଧିକ ଶାକାହାରୀ ପିଲା

2022-05-08 02:43:34
15887
Share:
Facebook
Twitter
E-Mail
WhatsApp
Telegram
ଏସିଆରେ ଅଛନ୍ତି ସର୍ବାଧିକ ଶାକାହାରୀ ପିଲା

ମାଂସାଶୀ ପିଲାଙ୍କ ତୁଳନାରେ ଶାକାହାରୀ ପିଲାଙ୍କ ଓଜନ ଅଧାରୁ କମ୍ ହୋଇପାରେ । ଖାଦ୍ୟପେୟ ଯୋଗୁ ଏପରି ହୋଇପାରେ ବୋଲି ୨ରୁ ୫ ବର୍ଷ ବୟସ ପିଲାଙ୍କ ଉପରେ କରାଯାଇଥିବା ଅଧ୍ୟୟନରେ ସ୍ପଷ୍ଟ ହୋଇଛି । ଟରଣ୍ଟୋର ସେଣ୍ଟ୍  ମିଶେଲ୍ସ ହସ୍ପିଟାଲର ନେତୃତ୍ୱରେ କରାଯାଇଥିବା ଅଧ୍ୟୟନ ରେ ଏହି ଖୁଲାସା ହୋଇଛି । ଗବେଷକ ମାନେ ୯ ହଜାର ପିଲାଙ୍କୁ ଅଧ୍ୟୟନରେ ସାମିଲ କରିଥିଲେ । ଏଥିରେ ମୋଟ୍ ୨୫୦ ଜଣ ଶାକାହାରୀ ପିଲାଙ୍କୁ ସାମିଲ କରାଯାଇଥିଲା ।

ସେମାନଙ୍କର ଉଚ୍ଚତା , ବଡି ମଣ୍ଡେକ୍ସ ଓ ଗ୍ରହଣ କରୁଥିବା ପୋଷକ ତତ୍ତ୍ୱ ହାରାହାରୀ ମାଂସ ଖଉଥିବା ପିଲାଙ୍କ ସହ ସମାନ ଥିଲା । କିନ୍ତୁ ଯେତେବେଳେ ଏମାନଙ୍କ ବିଏମଆଇର ଗଣନା କରାଗଲା, ଶାକାହାରୀ ପିଲାଙ୍କ ଓଜନ କମ୍ ରହିବାର ସମ୍ଭାବନା ୯୪ ପ୍ରତିଶତ ପର୍ଯ୍ୟନ୍ତ ବୋଲି ଜଣାପଡିଥିଲା । ଅଧ୍ୟୟନରେ ୮,୭୦୦ ମାଂସଶୀ ପିଲାଙ୍କଠାରୁ ୭୮ ପ୍ରତିଶତ ପିଲାଙ୍କ ଓଜନ ବୟସ ହିସାବରେ  ଠିକ୍ ଥିଲା । ଅନ୍ୟପକ୍ଷରେ, ଉଚିତ ଓଜନ ବିଶିଷ୍ଟ ୭୯ ପ୍ରତିଶତ ଶାକାହାରୀ ପିଲା ଥିଲେ । ବୟସ ହିସାବରେ କମ ଓଜନର ପିଲାଙ୍କୁ ଯେତେବେଳେ ଖୋଜାଗଲା, ମାଂସାଶୀଙ୍କ ମଧ୍ୟରେ କେବଳ ୩ପ୍ରତିଶତ ହିଁ କମ ଓଜନର ମିଳିଲେ ।

ଏ ମାମଲାରେ ଶାକାହାରୀ ପିଲାଙ୍କ ସଂଖ୍ୟା ୬ ପ୍ରତିଶତ ଥିଲା । ଏହି ଆଧାରରେ ଶାକାହାରୀ କମ୍ ଓଜନର ହେବା ଆଶଙ୍କା ବେଶି  ବୋଲି ବୈଜ୍ଞାନିକମାନେ କହିଛନ୍ତି । ଗବେଷଣାରୁ ଜଣାପଡିଲା ,ମାଂସ ଖାଉଥିବା ପିଲାଙ୍କଠାରେ ମେଦବୃଦ୍ଧି ଆଶଙ୍କା ବେଶି । ଏସିଆର ଅଧିକାଂଶ ପିଲା ଶାକାହାରୀ । ଅଧ୍ୟୟନରେ ସାମିଲ ଶିଶୁ ରୋଗ ବିଶେଷଜ୍ଞ ଜୋନଥନ ମାଗୁରି କହିଛନ୍ତି ,ଭରତ ଓ ଆମେରିକାରେ ପିଲାଙ୍କ ବିକାଶର ମାପ ଅଲଗା । ଭାରତରେ ୩ ବର୍ଷ ଝିଅ ଓଜନ ୧୭ କିଲୋ , ଉଚ୍ଚତା ୧୦୮ସେଣ୍ଟିମିଟର ହେବା ଉଚିତ୍ । ଅନ୍ୟପକ୍ଷେ ଆମେରିକାରେ ୧୮ କିଲୋ ହେବା ଉଚିତ୍ ।  

Powered by Froala Editor

Tags Herbivorous

Related articles Odisha News Lens 4.1

  • ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏ କ୍ଷତିପୂରଣ
    ଦେଶ-ଦେଶାନ୍ତର

    ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏ କ୍ଷତିପୂରଣ

    14234
    Jun 12, 2025
  • ଲାରି ଏଲିସନ ବିଶ୍ଵର ୨ୟ ଧନୀ
    ଦେଶ-ଦେଶାନ୍ତର

    ଲାରି ଏଲିସନ ବିଶ୍ଵର ୨ୟ ଧନୀ

    14123
    Jun 15, 2025
  •  କେଉଁ ସମୟରେ ବ୍ୟାୟାମ କରିବ ଶରୀର ପାଇଁ ଭଲ ଜାଣନ୍ତୁ…
    ବିଶେଷ

    କେଉଁ ସମୟରେ ବ୍ୟାୟାମ କରିବ ଶରୀର ପାଇଁ ଭଲ ଜାଣନ୍ତୁ…

    14381
    Jun 13, 2025
  • ଆମେରିକା ଉପରେ ଆକ୍ରମଣ କଲେ ଇରାନକୁ ଧ୍ବଂସ କରିଦେବୁ: ଡୋନାଲ୍ଡ ଟ୍ରମ୍ପ
    ଦେଶ-ଦେଶାନ୍ତର

    ଆମେରିକା ଉପରେ ଆକ୍ରମଣ କଲେ ଇରାନକୁ ଧ୍ବଂସ କରିଦେବୁ: ଡୋନାଲ୍ଡ ଟ୍ରମ୍ପ

    14179
    Jun 15, 2025
  • କେଶ ଝଡ଼ିବା କମାଇବ ଯୋଗ
    ବିଶେଷ

    କେଶ ଝଡ଼ିବା କମାଇବ ଯୋଗ

    14333
    Jun 13, 2025
  • ହିମାଳୟ  ବେବିକେୟାର ପ୍ରଚଳନ କଲା #GentleAsDad ପ୍ରଚାର ଅଭିଯାନ
    ବାଣିଜ୍ୟ

    ହିମାଳୟ ବେବିକେୟାର ପ୍ରଚଳନ କଲା #GentleAsDad ପ୍ରଚାର ଅଭିଯାନ

    14992
    Jun 14, 2025
  • ବିମାନରେ ବୋମା, ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ
    ଦେଶ-ଦେଶାନ୍ତର

    ବିମାନରେ ବୋମା, ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ

    13813
    Jun 13, 2025
  • ଭାଗ୍ୟଶାଳୀ ସିଟ୍‌ ନମ୍ବର 11A ଯାତ୍ରୀ ରମେଶ
    ଦେଶ-ଦେଶାନ୍ତର

    ଭାଗ୍ୟଶାଳୀ ସିଟ୍‌ ନମ୍ବର 11A ଯାତ୍ରୀ ରମେଶ

    14162
    Jun 12, 2025
  • ହୃଦୟ ବିଦାରକ ଦୃଶ୍ୟ, ନିଆଁ ସହ ଲଢ଼ି ମଧ୍ୟ ପୁଅକୁ ବଞ୍ଚାଇ ପାରିଲାନି ମା
    ଦେଶ-ଦେଶାନ୍ତର

    ହୃଦୟ ବିଦାରକ ଦୃଶ୍ୟ, ନିଆଁ ସହ ଲଢ଼ି ମଧ୍ୟ ପୁଅକୁ ବଞ୍ଚାଇ ପାରିଲାନି ମା

    14593
    Jun 13, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ହୃଦୟ ବିଦାରକ ଦୃଶ୍ୟ, ନିଆଁ ସହ ଲଢ଼ି ମଧ୍ୟ ପୁଅକୁ ବଞ୍ଚାଇ ପାରିଲାନି ମା

    14593
    Jun 13, 2025
  • ଦେଶ-ଦେଶାନ୍ତର

    ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏ କ୍ଷତିପୂରଣ

    14234
    Jun 12, 2025
  • ଦେଶ-ଦେଶାନ୍ତର

    ଭାଗ୍ୟଶାଳୀ ସିଟ୍‌ ନମ୍ବର 11A ଯାତ୍ରୀ ରମେଶ

    14162
    Jun 12, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16660
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16965
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15489
    Apr 03, 2021

ବିଶେଷ

  • କେଶ ଝଡ଼ିବା କମାଇବ ଯୋଗ

    14333
    Jun 13, 2025
  • କେଉଁ ସମୟରେ ବ୍ୟାୟାମ କରିବ ଶରୀର ପାଇଁ ଭଲ ଜାଣନ୍ତୁ…

    14381
    Jun 13, 2025
  • ଦାନ୍ତକୁ ସୁସ୍ଥ ରଖିବେ କିପରି ଜାଣନ୍ତୁ...

    15560
    Jun 11, 2025
  • ଭାରି ଲାଭକାରୀ ଭୃସଙ୍ଗପତ୍ର

    15091
    Jun 11, 2025
  • ସପ୍ତାହରେ ୨ ଥର ପିଅନ୍ତୁ ଡାଳିମ୍ବ ଜୁସ୍‌…

    14210
    Jun 10, 2025

ବାଣିଜ୍ୟ

ହିମାଳୟ ବେବିକେୟାର ପ୍ରଚଳନ କଲା #GentleAsDad ପ୍ରଚାର ଅଭିଯାନ

ମୁମ୍ବାଇ: ଭାରତର ୧ ନମ୍ବର ଡାକ୍ତରଙ୍କ ଦ୍ୱାରା ସୁପାରିଶ କରାଯାଉଥିବା ଶିଶୁ ବେବି କେୟାର ବ୍ରାଣ୍ଡ୍ ହିମାଳୟ ବେବିକେୟାର ପିତୃ ଦିବସ ପାଳନ କରିବାକୁ ଯାଇ ଏକ ହୃଦୟସ୍ପର୍ଶୀ ଡିଭିସି ଫିଲ୍ମ ଉନ୍ମୋଚନ କରିଛି । ଲୋକପି୍ର ...

  • କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

    14480
    May 30, 2025
  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15702
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16329
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14032
    Feb 06, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • କେଉଁ ସମୟରେ ବ୍ୟାୟାମ କରିବ ଶରୀର ପାଇଁ ଭଲ ଜାଣନ୍ତୁ…

    14381
    Jun 13, 2025
  • କେଶ ଝଡ଼ିବା କମାଇବ ଯୋଗ

    14333
    Jun 13, 2025
  • ଲାରି ଏଲିସନ ବିଶ୍ଵର ୨ୟ ଧନୀ

    14123
    Jun 15, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In