Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, June 10, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ‘ଦୀଘା ଜଗନ୍ନାଥ ଧାମ’ ନାମରୁ ‘ଧାମ’ ଶବ୍ଦ ...

  • ସାବାସ୍ ଚାରୁ, ୨୩ ବର୍ଷରେ ୧୯ ଟି ଚାକିରିରେ ...

  • ମମତା ବାନାର୍ଜୀଙ୍କ ଘରେ CID ଟିମ୍

  • ଧୀରେ ଧୀରେ ଆଗକୁ ବଢ଼ୁଛି ମୌସୁମୀ ବାୟୁ, ...

  • ଉଜ୍ଜ୍ବଳା ଯୋଜନା: ଏବେ ମିଳିବ ୪ ସିଲିଣ୍ଡର

  • ସାକ୍ଷାତ୍‌କାର ମଝିରୁ ଆଙ୍କରଙ୍କ ଉପରେ ...

  • ବିଜେପି ସରକାର ଆସିବା ପରେ ବାଂଲାଦେଶ ...

  • ଶକ୍ତିଶାଳୀ ଭୂକମ୍ପ: ୬.୧ ...

  • ଥାଇରଏଡ୍‌କୁ ସୁସ୍ଥ କରିବା ପାଇଁ ଯୋଗ ...

  • ଗିରଫ ହେଲେ TMC ନେତା ଜାହାଙ୍ଗୀର ଖାନ

ବିଶେଷ
Home ›› ବିଶେଷ ››କାହିଁକି ପୁରୁଷଙ୍କୁ ଲାଗେ ଅଧିକ ଗରମ ?

କାହିଁକି ପୁରୁଷଙ୍କୁ ଲାଗେ ଅଧିକ ଗରମ ?

2022-04-15 10:51:41
14580
Share:
Facebook
Twitter
E-Mail
WhatsApp
Telegram
କାହିଁକି ପୁରୁଷଙ୍କୁ ଲାଗେ ଅଧିକ ଗରମ ?

ଆରମ୍ଭ ହୋଇଯାଇଛି ଖରା । ଚୈତ୍ର ମାସର ଡହ ଡହ ଖରାରେ ଲୋକେ ତ୍ରାହି ତ୍ରାହି ଡାକିଲେଣି । ଅନେକ ସ୍ଥାନରେ ଅଘୋଷିତ ବିଦ୍ୟୁତ୍ କାଟ ଗରମକୁ ଆହୁରି ଅସହ୍ୟ କରି ଦେଇଛି । ଆଉ ଅନେକ ଲୋକଙ୍କ କହିବା କଥା ସେମାନଙ୍କୁ ଅଧିକ ଗରମ ଲାଗୁଛି । ଆଉ କିଛି ସମୟ ପରେ ଶରୀରର ତାପମାତ୍ରା ସ୍ୱଭାବିକ ହୋଇଥାଏ । କିନ୍ତୁ କିଛି ଲୋକ ଅଭିଯୋଗ କରିଛନ୍ତି ବହୁତ ଗରମ ହେଉଛି ।

ସାଧରଣତଃ ଶରୀରର ତାପମାତ୍ରା ୯୮.୬ ଡିଗ୍ରୀ ଫାରେନାଇଟ୍ ରହିଥାଏ । ଅନେକ ସମୟରେ ଶରୀରର ତାପମାତ୍ରା ବୟସ ଅଥବା ଦିନଯାକ କରିଥିବା କାର୍ୟ୍ୟ ଉପରେ ନିର୍ଭର କରିଥାଏ । ଆଉ କିଛି ଲୋକଙ୍କୁ ଅନ୍ୟଙ୍କ ତୁଳନାରେ ଥଣ୍ଡା କିମ୍ବା ଅଧିକ ଲାଗିଥାଏ । ଏହା ପଛରେ ଅନେକ କାରଣ ରହିଛି । ଆସନ୍ତୁ ଜାଣିବାଟ୍ଟ

ବୟସ- ଯୁବବଙ୍ଗଙ୍କ ତୁଳନାରେ ବୟସ୍କ ଲୋକ ସେମାନଙ୍କ ଶରୀର ତାପମାତ୍ରାକୁ ସନ୍ତୁଳିତ କରିପାରନ୍ତି ନାହିଁ । କାରଣ ବୟସ ବଢ଼ିବା ସହ ମେଟାବୋଲିଜିମ୍ ବହୁତ ଧିର ହୋଇ ଯାଇଥାଏ । ଫଳରେ ଶରୀରର ତାପମାତ୍ରା ଖସିଯାଏ । ଫଳରେ ବୟସ୍କ ଲୋକଙ୍କୁ ଅଧିକ ଥଣ୍ଡା ବା ହାଇପୋଥର୍ମିଆ ଆଶଙ୍କା ଅଧିକ ଥାଏ ।

ଲିଙ୍ଗ- ମହିଳାଙ୍କ ଶରୀର ପୁରୁଷଙ୍କ ତୁଳନାରେ କମ୍ ମାଂସପେଶୀ ଥାଏ । ଫଳରେ ସେମାନଙ୍କ ତ୍ୱଚାର ଛିଦ୍ରରୁ କମ୍ ମାତ୍ରାରେ ଝାଳ ବାହାରିଥାଏ । ଫଳରେ ପୁରୁଷଙ୍କ ତୁଳନାରେ ମହିଳାଙ୍କୁ କମ୍ ଗରମ ଲାଗିଥାଏ । ଏହାଛଡ଼ା ମହିଳାଙ୍କ ମାସିକ ଋତୁସ୍ରାବ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବା ପରେ ପୁରୁଷଙ୍କ ତୁଳନାରେ ବେଶୀ ଗରମ ହୋଇଥାଏ । ମହିଳାଙ୍କ ଶରୀରରେ ହରମୋନ୍ସ ଅନେକ ପରିବର୍ତ୍ତନ ଯୋଗୁ ଏଭଳି ଘଟିଥାଏ ।

ମୋଟପଣ-  ଅଧ୍ୟୟନରୁ ଜଣାପଡ଼ିଛି ଶରୀରର ପ୍ରକାର ଅନୁସାରେ ଗରମ ଲାଗିଥାଏ । ମୋଟା ବ୍ୟକ୍ତିଙ୍କୁ ଅଧିକ ଗରମ ହୋଇଥାଏ । ଅଧିକ ଫ୍ୟାଟ ଶରୀରକୁ ଆହୁରି ଗରମ କରି ଦିଏ । ଆମକୁ ଗରମ ଲାଗିଲେ ଆମ ରକ୍ତକଣିକା ଓସାରି ହୋଇଯାଆନ୍ତି । ରକ୍ତ ପ୍ରବାହିତ ହେବା ସହ ତ୍ୱଚା ପର୍ୟ୍ୟନ୍ତ ଯାଇ ଗରମ ବାହିରି ଯାଇଥାଏ । କିନ୍ତୁ ଯେଉଁମାନେ ମୋଟା ହୋଇଥାନ୍ତି ସେମାନଙ୍କ ତ୍ୱଚା ତଳେ ଜମି ରହିଥିବା ଫ୍ୟାଟ ଗରମକୁ ବାହାରିବାକୁ ଦିଏ ନାହିଁ । ଫଳରେ ସେମାନଙ୍କୁ ଦୀର୍ଘ ସମୟ ଯାଏ ଗରମ ଲାଗିଥାଏ ।

ସ୍ୱାସ୍ଥ୍ୟ ସମସ୍ୟା- କିଛି ରୋଗ ପାଇଁ ଶରୀରର ତାପମାତ୍ରା ଉପରେ ପ୍ରଭାବ ପଡ଼ିଥାଏ ।

Powered by Froala Editor

Tags Heat wave

Related articles Odisha News Lens 4.1

  • ଧୀରେ ଧୀରେ ଆଗକୁ ବଢ଼ୁଛି ମୌସୁମୀ ବାୟୁ, ଏହି ରାଜ୍ୟରେ ପ୍ରବଳ ବର୍ଷିବ
    ଦେଶ-ଦେଶାନ୍ତର

    ଧୀରେ ଧୀରେ ଆଗକୁ ବଢ଼ୁଛି ମୌସୁମୀ ବାୟୁ, ଏହି ରାଜ୍ୟରେ ପ୍ରବଳ ବର୍ଷିବ

    15591
    Jun 09, 2026
  • ଗିରଫ ହେଲେ TMC ନେତା ଜାହାଙ୍ଗୀର ଖାନ
    ଦେଶ-ଦେଶାନ୍ତର

    ଗିରଫ ହେଲେ TMC ନେତା ଜାହାଙ୍ଗୀର ଖାନ

    13997
    Jun 08, 2026
  • ବିଜେପି ସରକାର ଆସିବା ପରେ ବାଂଲାଦେଶ ଅନୁପ୍ରେବଶକାରୀଙ୍କ ବିରୋଧରେ କଠୋର ...
    ଦେଶ-ଦେଶାନ୍ତର

    ବିଜେପି ସରକାର ଆସିବା ପରେ ବାଂଲାଦେଶ ଅନୁପ୍ରେବଶକାରୀଙ୍କ ବିରୋଧରେ କଠୋର ...

    13856
    Jun 09, 2026
  • ଉଜ୍ଜ୍ବଳା ଯୋଜନା: ଏବେ ମିଳିବ ୪ ସିଲିଣ୍ଡର
    ଦେଶ-ଦେଶାନ୍ତର

    ଉଜ୍ଜ୍ବଳା ଯୋଜନା: ଏବେ ମିଳିବ ୪ ସିଲିଣ୍ଡର

    14912
    Jun 09, 2026
  • ସାକ୍ଷାତ୍‌କାର ମଝିରୁ ଆଙ୍କରଙ୍କ ଉପରେ ରାଗି ଯାଇ ମୂର୍ଖ କହି ମାଇକ୍ରୋଫୋନ୍ ଫିଙ୍ଗି ...
    ଦେଶ-ଦେଶାନ୍ତର

    ସାକ୍ଷାତ୍‌କାର ମଝିରୁ ଆଙ୍କରଙ୍କ ଉପରେ ରାଗି ଯାଇ ମୂର୍ଖ କହି ମାଇକ୍ରୋଫୋନ୍ ଫିଙ୍ଗି ...

    13650
    Jun 09, 2026
  • ଥାଇରଏଡ୍‌କୁ ସୁସ୍ଥ କରିବା ପାଇଁ ଯୋଗ ନିହାତି ଜରୁରୀ
    ବିଶେଷ

    ଥାଇରଏଡ୍‌କୁ ସୁସ୍ଥ କରିବା ପାଇଁ ଯୋଗ ନିହାତି ଜରୁରୀ

    15046
    Jun 09, 2026
  • ସାବାସ୍ ଚାରୁ, ୨୩ ବର୍ଷରେ ୧୯ ଟି ଚାକିରିରେ ଉତ୍ତୀର୍ଣ୍ଣ
    ଦେଶ-ଦେଶାନ୍ତର

    ସାବାସ୍ ଚାରୁ, ୨୩ ବର୍ଷରେ ୧୯ ଟି ଚାକିରିରେ ଉତ୍ତୀର୍ଣ୍ଣ

    14880
    Jun 09, 2026
  • ମମତା ବାନାର୍ଜୀଙ୍କ ଘରେ CID ଟିମ୍
    ଦେଶ-ଦେଶାନ୍ତର

    ମମତା ବାନାର୍ଜୀଙ୍କ ଘରେ CID ଟିମ୍

    14552
    Jun 09, 2026
  • ଶକ୍ତିଶାଳୀ ଭୂକମ୍ପ: ୬.୧ ମ୍ୟାଗ୍ନିଚ୍ୟୁଡରେ ଥରିଲା କ୍ୟୁବା
    ଦେଶ-ଦେଶାନ୍ତର

    ଶକ୍ତିଶାଳୀ ଭୂକମ୍ପ: ୬.୧ ମ୍ୟାଗ୍ନିଚ୍ୟୁଡରେ ଥରିଲା କ୍ୟୁବା

    15207
    Jun 09, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସାବାସ୍ ଚାରୁ, ୨୩ ବର୍ଷରେ ୧୯ ଟି ଚାକିରିରେ ଉତ୍ତୀର୍ଣ୍ଣ

    14880
    Jun 09, 2026
  • ଦେଶ-ଦେଶାନ୍ତର

    ଉଜ୍ଜ୍ବଳା ଯୋଜନା: ଏବେ ମିଳିବ ୪ ସିଲିଣ୍ଡର

    14912
    Jun 09, 2026
  • ବିଶେଷ

    ଥାଇରଏଡ୍‌କୁ ସୁସ୍ଥ କରିବା ପାଇଁ ଯୋଗ ନିହାତି ଜରୁରୀ

    15046
    Jun 09, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16914
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17533
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17580
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17972
    Sep 06, 2023

ବିଶେଷ

  • ଥାଇରଏଡ୍‌କୁ ସୁସ୍ଥ କରିବା ପାଇଁ ଯୋଗ ନିହାତି ଜରୁରୀ

    15046
    Jun 09, 2026
  • ଶରୀରରେ ରକ୍ତ କମିଯାଉଥିଲେ ଖାଆନ୍ତୁ ଏହି ଖାଦ୍ୟ

    14118
    Jun 07, 2026
  • ଏହି ମସଲା ଖାଇଲେ ହେବନି ପେଟ ଗରମ

    14014
    Jun 05, 2026
  • ପିଲାଙ୍କ ମାନସିକତାକୁ ବୁଝି ଦିଅନ୍ତୁ ଖାଇବା

    14938
    Jun 03, 2026
  • ଏହି ଅଙ୍ଗରେ ସୁନା ପିନ୍ଧିଲେ କାହିଁକି ହୋଇଥାଏ ଅଶୁଭ ଜାଣନ୍ତୁ...

    14803
    Jun 02, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15457
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15200
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15685
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    14026
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଶକ୍ତିଶାଳୀ ଭୂକମ୍ପ: ୬.୧ ମ୍ୟାଗ୍ନିଚ୍ୟୁଡରେ ଥରିଲା କ୍ୟୁବା

    15207
    Jun 09, 2026
  • ମମତା ବାନାର୍ଜୀଙ୍କ ଘରେ CID ଟିମ୍

    14552
    Jun 09, 2026
  • ଗିରଫ ହେଲେ TMC ନେତା ଜାହାଙ୍ଗୀର ଖାନ

    13997
    Jun 08, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In