Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, August 02, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏୟାରଟେଲର ନୂଆ ରିଚାର୍ଜ ପ୍ଲାନ୍‌, ...

  • ଚାଷୀଙ୍କ ଆକାଉଣ୍ଟକୁ ଆସିଲା ପିଏମ୍ ...

  • ଧରାପଡ଼ିଲା ତେଜସ୍ଵୀ ଯାଦବଙ୍କ ମିଛ

  • ପନିପରିବାଗୁଡ଼ିକୁ କେଉଁ ପଦ୍ଧତିରେ ଖାଇବା ...

  • ବହୁ ଉପାଦେୟ ମେଥିପାଣି

  • ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ...

  • ବଢ଼ିବାରେ ଲାଗିଛି ଅନିଲ ଅମ୍ବାନୀଙ୍କ ...

  • କମିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ...

  • ଆଜିଠୁ UPI ୟୁଜର୍ସଙ୍କ ପାଇଁ ନୂଆ ନିୟମ, ...

  • ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ...

ରାଜ୍ୟ
Home ›› ରାଜ୍ୟ ››କେଉଁ ଦଳ କେଉଁଠି ଆଗୁଆ ଜାଣନ୍ତୁ

କେଉଁ ଦଳ କେଉଁଠି ଆଗୁଆ ଜାଣନ୍ତୁ

2022-03-26 05:35:39
14507
Share:
Facebook
Twitter
E-Mail
WhatsApp
Telegram
କେଉଁ ଦଳ କେଉଁଠି ଆଗୁଆ ଜାଣନ୍ତୁ

ଭୁବନେଶ୍ୱର : ଏବେ ପୌର ଗଣତି ଭୋଟ ଚାଲିଛି । ନିର୍ବାଚନ ଫଳାଫଳକୁ ନେଇ ସମସ୍ତଙ୍କ ମନରେ ସ୍ୱାଭାବିକ ଭାବେ ଉସôାହ ପରିଲକ୍ଷିତ ହୋଇଛି । ତେବେ ଯାହା ଆଶା କରାଯାଉଥିଲା ସେଇଆ ହିଁ ହୋଇଛି । ବିଜେଡ଼ି ବହୁ ଆଗରେ ରହିଥିବାବେଳେ ଅନେକ ପୌର ପରିଷଦରେ ବିରୋଧୀ ପୋଛି ହୋଇଯାଇଛନ୍ତି ।
ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି  । ଫଳରେ ଗଣନା କେନ୍ଦ୍ର ଆଗରେ ସକାଳୁ ସକାଳୁ ଭିଡ଼ ପରିଲକ୍ଷିତ ହୋଇଥିଲା   ।


ବର୍ତ୍ତମାନ କେନ୍ଦ୍ରାପଡାରେ ବିଜେଡିର ସରିତା ସାହୁ ଆଗୁଆ ରହିଛନ୍ତି । ମୟୂରଭଂଜ ଜିଲ୍ଲା କରଞ୍ଜିଆରେ ପୌରାଧ୍ୟକ୍ଷ ଭୋଟରେ ବିଜେପିର ଜ୍ୟୋାସ୍ନାୀରାଣୀ ମହାନ୍ତ ଆଗୁଆ ରହିଛନ୍ତି । ରାଇରଙ୍ଗପୁରରେ ବିଜେଡିର ଅଭିଷେକ ପଟ୍ଟନାୟକ ବିଜୟୀ ହୋଇଛନ୍ତି । ନୟାଗଡ ମୁ୍ୟନିସିପାଲିଟିରେ ପୌରାଧ୍ୟକ୍ଷ ଭୋଟରେ ନିରୂପମା ଖଟେଇ ବିଜୟୀ ହୋଇଛନ୍ତି । ଖଣ୍ଡପଡାରେ ସ୍ୱାଧୀନ ପ୍ରାର୍ଥୀ ଆରତି ପ୍ରଧାନ ବିଜୟୀ ହୋଇଛନ୍ତି ।  ସେହିପରି ନବରଙ୍ଗପୁର ଜିଲ୍ଲାରେ ବିଜେପିର କୁନୁ ନାୟକ ଆଗୁଆ ଅଛନ୍ତି ଓ ଉମରକୋଟରେ ବିଜେଡିର ରାଧା ଭତ୍ରା ଆଗୁଆ ରହିଛନ୍ତି । ନୂଆପଡା ଏନଏସିରେ ସ୍ୱାଧୀନ ପ୍ରାର୍ଥୀ ମହମ୍ମଦ ଆଦମ ଆଗୁଆ ରହିଥିବାବେଳେ ଖରିଆର ରୋଡରେ ବିଜେପିର ସୋନିଆ ଅଗ୍ରୱାଲ ଆଗୁଆ ରହିଛନ୍ତି । ଖଡିଆଳରେ କଂଗ୍ରେସର ଉଜ୍ୱଳ ଗୁପ୍ତା ଆଗୁଆ ରହିଛନ୍ତି । କୋଣାର୍କ ଏନଏସିରେ ବିଜେଡିର ସଂଯୁକ୍ତା ତ୍ରିପାଠୀ ବିଜୟୀ ହୋଇଛନ୍ତି । ରାୟଗଡା ଜିଲ୍ଲା ଗୁଡାରୀରେ ବିଜେଡିର ଶର୍ମିଷ୍ଠା ଶବର ଆଗୁଆ ରହିଥିବାବେଳେ ଗୁଣୁପୁରରେ ସ୍ୱାଧୀନ ପ୍ରାର୍ଥୀ ମମତା ଗୌଡ ଆଗୁଆ ରହିଛନ୍ତି । ସମ୍ବଲପୁର ଜିଲ୍ଲା କୁଛିଣ୍ଡାରେ ବିଜେଡିର ପ୍ରଦୁ୍ୟତ କୁମାର ମହାନ୍ତି ଆଗୁଆ ରହିଛନ୍ତି ଓ ରେଢାଖୋଲରେ ବିଜେପିର ଶିବରାମ ସାହୁ ଆଗୁଆ ରହିଛନ୍ତି ।  ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁରରେ ବିଜେଡିର ସନ୍ଦୀପ ମିଶ୍ର ଆଗୁଆ ରହିଛନ୍ତି । ସୁନ୍ଦରଗଡରେ ବିଜେପିର ତନୟା ମିଶ୍ର ଆଗୁଆ ରହିଛନ୍ତି ଓ ରାଜଗାଙ୍ଗପୁରରେ ବିଜପିର କୁଲଦୀପ ସିଂହ ଆଗୁଆ ରହିଛନ୍ତି । ସେହିପରି କଟକରେ କଂଗ୍ରେସ ପୌରାଧ୍ୟକ୍ଷ ଭୋଟରେଆଗରେ ରହିଛି । କଟକ ମହାନଗର ମେୟର ନିର୍ବାଚନରେ କଂଗ୍ରେସର ଗିରିବାଳା ବେହେରା ଆଗରେ ଅଛନ୍ତି । ଅନୁଗୁଳ ଜିଲ୍ଲା ତାଳଚେରରେ ବିଜେଡିର ପବିତ୍ର ଭୂତିଆ ଆଗୁଆ ରହିଛନ୍ତି । ଅନୁଗୁଳରେ ବିଜେଡିର ଅକ୍ଷୟ ସାମନ୍ତ ଆଗୁଆ ଅଛନ୍ତି । ବଲାଙ୍ଗୀର ମୁ୍ୟନିସିପାଲିଟିରେ ବିଜେଡିର ଲିକା ସାହୁ ଆଗୁଆ ଓ ତୁଷୁରା ଏନଏସିରେ ବିଜେଡିର ଅଜୟ ଜୟସ୍ୱାଲ ବିଜୟୀ ହୋଇଛନ୍ତି । କଣ୍ଟାବାଞ୍ଜିରେ ବିଜେଡିର ବିନୟ ବିଭାର ଆଗୁଆ ଓ ଟିଟଲାଗଡରେ ବିଜେପିର ମମତା ଜୈନ ଆଗୁଆ ଅଛନ୍ତି । ପାଟଣାଗଡରେ ବିଜେଡିରେ ମାନସୀ ବିଶ୍ୱାଳ ଆଗୁଆ ଅଛନ୍ତି । ବାଲେଶ୍ୱର ମୁ୍ୟନିସିପାଲିଟିରେ ବିଜେଡିର ସବିତା ସାହୁ ଆଗୁଆ ରହିଛନ୍ତି । ବରଗଡ ମୁ୍ୟନିସିପାଲିଟିରେ ବିଜେଡିର କଳ୍ପନା ମାଝୀ ଆଗୁଆ ରହିଛନ୍ତି । ବିଜେପୁରରେ ବିଜେଡିର ସୀତା ବାରିକ୍ ୬୪୧ ଭୋଟରେ ବିଜୟୀ ହୋଇଛନ୍ତି ।

ପଦମପୁରରେ ବିଜେଡିର ସାବିତ୍ରୀ ବାଗ ଆଗୁଆ ରହିଥିବାବେଳେ ବୌଦ୍ଧ ଏନଏସିରେ ବିଜେଡିର ମୃତୁ୍ୟଞ୍ଜୟ ମିଶ୍ର ବିଜୟୀ ହୋଇଛନ୍ତି । ଆଠଗଡରେ ବିଜେଡିର ସସ୍ମିତା ରାଉତ ଆଗୁଆ ଅଛନ୍ତି । ବାଙ୍କୀରେ ବିଜେଡିର ମାଣିକ ସାହୁ ଆଗୁଆ ରହିଛନ୍ତି । ଦେବଗଡରେ ବିଜେଡିର ଶାନ୍ତିମଂଜରୀ ଦେଇ ଆଗୁଆ ରହିଛନ୍ତି । ଯାଜପୁର ମୁ୍ୟନିସିପାଲିଟି ରେ ବିଜେଡିର ରଂଜୁଲତା ହୋତା ଆଗୁଆ ରହିଛନ୍ତି । ଝାରସୁଗୁଡାରେ ବିଜେଡର ରାଣୀ ହାତୀ ଆଗୁଆ ରହିଛନ୍ତି । କାଳାହାଣ୍ଡି ଧର୍ମଗଡରେ ବିଜେପିର ଅଶୋକ ମହାନ୍ତି ଆଗୁଆ ରହିଛନ୍ତି ।

କେସିଙ୍ଗାର ବିଜେଡିର ନୃପରାଜ ଯାଦବ ଆଗୁଆ ଓ ଜୁନାଗଡରେ ବିଜେପିର ମୁକେଶ ଅଗ୍ରୱାଲ ଆଗୁଆ ଅଛନ୍ତି । କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ବିଜେଡିର ହେମନ୍ତ ସାହୁ ଆଗୁଆ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ’ରେ ବିଜେଡିର ସୁକାନ୍ତି ପାଇକରାୟ ଆଗୁଆ ଅଛନ୍ତି । ବାଣପୁରରେ ବିଜେପିର ନନ୍ଦକିଶୋର ମିଶ୍ର ଆଗୁଆ, କୋରାପୁଟଠ ଜିଲ୍ଲା ଜୟପୁରରେ କଂଗ୍ରେସର ନରେନ୍ଦ୍ର ମହାନ୍ତି ଆଗୁଆ  ରହିଛନ୍ତି ।

Powered by Froala Editor

Tags Election result

Related articles Odisha News Lens 4.1

  •  ବହୁ ଉପାଦେୟ ମେଥିପାଣି
    ବିଶେଷ

    ବହୁ ଉପାଦେୟ ମେଥିପାଣି

    14894
    Aug 02, 2025
  • ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନିଙ୍କ ଘୋଷଣା; ଇଫ୍‌କୋର ନୂତନ ମ୍ୟାନେଜିଂ ...
    ବାଣିଜ୍ୟ

    ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନିଙ୍କ ଘୋଷଣା; ଇଫ୍‌କୋର ନୂତନ ମ୍ୟାନେଜିଂ ...

    14073
    Aug 01, 2025
  • କମିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ
    ଦେଶ-ଦେଶାନ୍ତର

    କମିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ

    14305
    Aug 01, 2025
  • ଆଜିଠୁ UPI ୟୁଜର୍ସଙ୍କ ପାଇଁ ନୂଆ ନିୟମ, ଜାଣନ୍ତୁ କ’ଣ?
    ଦେଶ-ଦେଶାନ୍ତର

    ଆଜିଠୁ UPI ୟୁଜର୍ସଙ୍କ ପାଇଁ ନୂଆ ନିୟମ, ଜାଣନ୍ତୁ କ’ଣ?

    15289
    Aug 01, 2025
  • ଧରାପଡ଼ିଲା ତେଜସ୍ଵୀ ଯାଦବଙ୍କ ମିଛ
    ଦେଶ-ଦେଶାନ୍ତର

    ଧରାପଡ଼ିଲା ତେଜସ୍ଵୀ ଯାଦବଙ୍କ ମିଛ

    14675
    Aug 02, 2025
  • ବଢ଼ିବାରେ ଲାଗିଛି ଅନିଲ ଅମ୍ବାନୀଙ୍କ ଅଡୁଆ, ସମନ ଜାରି କଲା ଇଡି
    ଦେଶ-ଦେଶାନ୍ତର

    ବଢ଼ିବାରେ ଲାଗିଛି ଅନିଲ ଅମ୍ବାନୀଙ୍କ ଅଡୁଆ, ସମନ ଜାରି କଲା ଇଡି

    14881
    Aug 01, 2025
  • ଏୟାରଟେଲର ନୂଆ ରିଚାର୍ଜ ପ୍ଲାନ୍‌, ଜାଣନ୍ତୁ କ’ଣ?
    ଦେଶ-ଦେଶାନ୍ତର

    ଏୟାରଟେଲର ନୂଆ ରିଚାର୍ଜ ପ୍ଲାନ୍‌, ଜାଣନ୍ତୁ କ’ଣ?

    15351
    Aug 02, 2025
  •  ଚାଷୀଙ୍କ ଆକାଉଣ୍ଟକୁ ଆସିଲା ପିଏମ୍ କିଷାନ୍ ନିଧିର ୨୦ତମ କିସ୍ତି ଟଙ୍କା
    ଦେଶ-ଦେଶାନ୍ତର

    ଚାଷୀଙ୍କ ଆକାଉଣ୍ଟକୁ ଆସିଲା ପିଏମ୍ କିଷାନ୍ ନିଧିର ୨୦ତମ କିସ୍ତି ଟଙ୍କା

    13833
    Aug 02, 2025
  • ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ବିକ୍ରାନ୍ତ ଓ ରାଣୀଙ୍କ ନାଁ ତାଲିକାର ଆଗରେ
    ମନୋରଞ୍ଜନ

    ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ବିକ୍ରାନ୍ତ ଓ ରାଣୀଙ୍କ ନାଁ ତାଲିକାର ଆଗରେ

    14674
    Aug 01, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଧରାପଡ଼ିଲା ତେଜସ୍ଵୀ ଯାଦବଙ୍କ ମିଛ

    14675
    Aug 02, 2025
  • ବାଣିଜ୍ୟ

    ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନିଙ୍କ ଘୋଷଣା; ଇଫ୍‌କୋର ନୂତନ ମ୍ୟାନେଜିଂ ଡାଇରେକ୍ଟର ହେଲେ ଶ୍ରୀ କେ ଜେ ପଟେଲ

    14073
    Aug 01, 2025
  • ବିଶେଷ

    ପନିପରିବାଗୁଡ଼ିକୁ କେଉଁ ପଦ୍ଧତିରେ ଖାଇବା ଭଲ ଜାଣନ୍ତୁ....

    14862
    Aug 02, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16650
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16763
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17088
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15569
    Apr 03, 2021

ବିଶେଷ

  • ପନିପରିବାଗୁଡ଼ିକୁ କେଉଁ ପଦ୍ଧତିରେ ଖାଇବା ଭଲ ଜାଣନ୍ତୁ....

    14862
    Aug 02, 2025
  • ବହୁ ଉପାଦେୟ ମେଥିପାଣି

    14894
    Aug 02, 2025
  • ଏମିତି କଲେ ଘରୁ ଦୂରେଇ ଯିବେ ଝିଟିପିଟି

    14559
    Jul 31, 2025
  • ଉପକାରୀ ଗୁଣରେ ଭରପୁର ଭିଟାମିନ୍‌-ଇ’

    14491
    Jul 31, 2025
  • ରାକ୍ଷୀରେ ଥାଳିରେ ରଖନ୍ତୁ ଏହିସବୁ ଜିନିଷ

    15181
    Jul 30, 2025

ବାଣିଜ୍ୟ

ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନିଙ୍କ ଘୋଷଣା; ଇଫ୍‌କୋର ନୂତନ ମ୍ୟାନେଜିଂ ଡାଇରେକ୍ଟର ହେଲେ ଶ୍ରୀ କେ ଜେ ପଟେଲ

ନୂଆଦିଲ୍ଲୀ: ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନି ଇଫ୍‌କୋର ନୂତନ ମ୍ୟାନେଜିଂ ଡାଇରେକ୍ଟର ଭାବରେ ଶ୍ରୀ କେ ଜେ ପଟେଲଙ୍କ ନାମ ଘୋଷଣା କରିଛନ୍ତି । ଶ୍ରୀ ପଟେଲ ଡାଇରେକ୍ଟର, ଟେକ୍‌ନିକାଲ, ଇଫ୍&z ...

  • ଏୟୁ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ ଭୁବନେଶ୍ୱରରେ ଚାରିଟି ନୂଆ ପୋଲିସ ବୁଥ୍‌ ସହିତ ସଡ଼କ ସୁରକ୍ଷାକୁ ପରିବର୍ଦ୍ଧିତ କଲା

    14258
    Jul 28, 2025
  • ଦୁର୍ଗମ ଅଞ୍ଚଳରେ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛ ୟୁଏଆଇଏଲ୍‌ର ‘ନିରୋଗଶାଳା’

    14720
    Jul 28, 2025
  • ହିଣ୍ଡାଲ୍କୋ ଓ ରାଜ୍ୟ ସରକାରଙ୍କ ମଧ୍ୟରେ 2'ଟି ଏମଓୟୁ ସ୍ଵାକ୍ଷର, କେନ୍ଦୁଝର ଓ ସମ୍ବଲପୁରରେ ହେବ ପୋଷାକ ତିଆରି କାରଖାନା

    14811
    Jul 25, 2025
  • ନ୍ୟୁବର୍ଗ ପଲ୍ସ-ମହେନ୍ଦ୍ର ସିଂହ ଧୋନିଙ୍କ ସହଭାଗିତାରେ ରାଞ୍ଚିରେ ସ୍ୱୟଂ ସମ୍ପୂର୍ଣ୍ଣ ସମନ୍ଵିତ ନିଦାନ କେନ୍ଦ୍ର ଆରମ୍ଭ, ଏଥିରେ ରହିଛି, ସହରର ପ୍ରଥମ ଉନ୍ନତ ପେଟ୍-ସିଟି (PET-CT) ବ୍ୟବସ୍ଥା

    14157
    Jul 21, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆଜିଠୁ UPI ୟୁଜର୍ସଙ୍କ ପାଇଁ ନୂଆ ନିୟମ, ଜାଣନ୍ତୁ କ’ଣ?

    15289
    Aug 01, 2025
  • ପନିପରିବାଗୁଡ଼ିକୁ କେଉଁ ପଦ୍ଧତିରେ ଖାଇବା ଭଲ ଜାଣନ୍ତୁ....

    14862
    Aug 02, 2025
  • ବହୁ ଉପାଦେୟ ମେଥିପାଣି

    14894
    Aug 02, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In