Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, June 10, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପାକିସ୍ତାନୀ ସାମରିକ ଆକ୍ରମଣରେ ୧୩ ମୃତ

  • ପରମାଣୁ ରଣନୀତିରେ ବଡ ପରିବର୍ତ୍ତନ : ୧୨ଟି ...

  • ଇସ୍ରାଏଲ୍ ସେନା ପକ୍ଷରୁ ବଡ଼ଧରଣର ବିମାନ ...

  • ରିଲିଜ୍ ପୂର୍ବରୁ ଦିଲ୍ଲୀରେ ଟିକସମୁକ୍ତ ...

  • ନେହେରୁଙ୍କ ରେକର୍ଡ ଭାଙ୍ଗିଲେ ମୋଦି

  • ମହଙ୍ଗା ସେଲିବ୍ରିଟିଙ୍କ ତାଲିକାରେ ବିରାଟ ...

  • ଇନଷ୍ଟାଗ୍ରାମରେ ‘ବଣ୍ଟଓ୍ବାରା ୧୯୪୭’ର ...

  • ଶୋଇବା ପୂର୍ବରୁ ପାଣି ପିଇବା ଶରୀର ପାଇଁ ଭଲ ...

  • ‘ଦୀଘା ଜଗନ୍ନାଥ ଧାମ’ ନାମରୁ ‘ଧାମ’ ଶବ୍ଦ ...

  • ସାବାସ୍ ଚାରୁ, ୨୩ ବର୍ଷରେ ୧୯ ଟି ଚାକିରିରେ ...

Home ›› ››ନବୀନ ଲୋକପ୍ରିୟ: ସ୍କଚ୍ ପ୍ରଶାସନିକ ରିପୋର୍ଟରେ ନମ୍ବର ୩

ନବୀନ ଲୋକପ୍ରିୟ: ସ୍କଚ୍ ପ୍ରଶାସନିକ ରିପୋର୍ଟରେ ନମ୍ବର ୩

2022-03-10 06:37:03
15450
Share:
Facebook
Twitter
E-Mail
WhatsApp
Telegram
ନବୀନ ଲୋକପ୍ରିୟ: ସ୍କଚ୍ ପ୍ରଶାସନିକ ରିପୋର୍ଟରେ ନମ୍ବର ୩


ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାରେ ମଳିନ ପଡିନି ।  ୨୦୨୧ ସ୍କଚ୍ ପ୍ରଶାସନିକ ରିପୋର୍ଟରେ କାର୍ଡ ଏହାକୁ ପୁଣିଥରେ ପ୍ରମାଣିତ କରିଛି ।ଗତ ବର୍ଷ ସ୍କଚ୍ ରିପୋର୍ଟ କାର୍ଡରେ ନବୀନ ୮ ନମ୍ବର ସ୍ଥାନରେ ଥିବା ବେଳେ ବର୍ଷକ ଭିତରେ ନବୀନଙ୍କ ପ୍ରଦର୍ଶନ ୩ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ରାଜ୍ୟର ପ୍ରଦର୍ଶନକୁ ନେଇ ବିରୋଧୀ ଯେତେ ଅଭିଯୋଗ କଲେ ବି ଦକ୍ଷତା ଭିତ୍ତିକ ରିପୋର୍ଟ କାର୍ଡ ସତ ବଖାଣିଛି । ଗତ ବର୍ଷ ସ୍କଚ୍ ପ୍ରଶାସନିକ ରିପୋର୍ଟ କାର୍ଡରେ ଓଡିଶା ମୁଖ୍ୟମନ୍ତ୍ରୀ ୮ ନମ୍ବର ସ୍ଥାନରେ ଥିଲେ ବି ବର୍ଷକ ଭିତରେ ତିନି ନମ୍ବର ସ୍ଥାନକୁ ଲମ୍ଫ ଦେଇଛନ୍ତି । ନିକଟରେ ଜଗନ ଓ ମମତା ନିର୍ବାଚନ ଜିତିଥିବାରୁ ଏହି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଏକ ନମ୍ବର ଓ ଦୁଇ ନମ୍ବର ସ୍ଥାନରେ ଅଛନ୍ତି । କିନ୍ତୁ କ୍ରମାଗତ ଭାବେ ୨୪ ବର୍ଷ ଧରି କ୍ଷମତାରେ ଥିବା ନବୀନ ପଟ୍ଟନାୟକଙ୍କ ନିଜ ଲୋକପ୍ରିୟତାକୁ ବଜାୟ ରଖିବା ନିଶ୍ଚିତ ଭାବେ ଉଲ୍ଲେଖନୀୟ ।

ସବୁଠାରୁ ଆଶ୍ଚର୍ୟ୍ୟର କଥା ହେଉଛି କୌଣସି ଗୋଟିଏ ହେଲେ ବିଜେପି ଶାସିତ ରାଜ୍ୟ ଶ୍ରେଷ୍ଠ ତିନି ମୁଖ୍ୟମନ୍ତ୍ରୀଙ୍କ ଭିତରେ ନାହାଁନ୍ତି । ଏପିରିକି ଗୁଜୁରାଟ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଭଳି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଗତ ବର୍ଷକ ମଧ୍ୟରେ ନିଜର ଲୋକପ୍ରିୟତା ଦ୍ରୁତ ଭାବେ ହରାଇଛନ୍ତି । ଗତ ୨୦୨୦ ସର୍ଭେରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଦୁଇ ନମ୍ବରରୁ ୪ ନମ୍ବର ସ୍ଥାନକୁ ଖସିଛନ୍ତି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଲୋକପ୍ରିୟତା ମଧ୍ୟ ୬ ନମ୍ବରରୁ ୭ ନମ୍ବର ସ୍ଥାନକୁ ହ୍ରାସ ପାଇଛି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ପ୍ରଶାସନିକ ଦକ୍ଷତା ଓ ଲୋକପ୍ରିୟତା ମଧ୍ୟ ୫ ନମ୍ବରରୁ ୮ ନମ୍ବରକୁ ହ୍ରାସ ପାଇଛି । ସେପଟେ ଅଣ ବିଜେପି ଶାସିତ ରାଜ୍ୟ ମଧ୍ୟରେ ଓଡିଶାର ପ୍ରଦର୍ଶନ ଆଖିଦୃଶିଆ ହୋଇଥିବା ବେଳେ ମହାରାଷ୍ଠ୍ର, ତେଲେଙ୍ଗନା ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ପୂର୍ବ ଅପେକ୍ଷା ବଢିଛି । ମମତା ବାନାର୍ଜୀ ତିନି ନମ୍ବରରୁ ଦୁଇ ନମ୍ବରକୁ ଉଠିଥିବା ବେଳେ ଉଦ୍ଧବ ଠାକରେ ୭ରୁ ୫ ଓ କେ.ଚନ୍ଦ୍ରଶେଖର ରାଓ ୯ରୁ ୬ ନମ୍ବରକୁ ଉନ୍ନିତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଆଧାର କରି ଏହି ତାଲିକା ପ୍ରସ୍ତୁତ ହୋଇଛି ।

Powered by Froala Editor

Tags Naveen pattanaik

Related articles Odisha News Lens 4.1

  • ଇନଷ୍ଟାଗ୍ରାମରେ ‘ବଣ୍ଟଓ୍ବାରା ୧୯୪୭’ର ପ୍ରଥମ ଝଲକ
    ମନୋରଞ୍ଜନ

    ଇନଷ୍ଟାଗ୍ରାମରେ ‘ବଣ୍ଟଓ୍ବାରା ୧୯୪୭’ର ପ୍ରଥମ ଝଲକ

    14481
    Jun 10, 2026
  • ପରମାଣୁ ରଣନୀତିରେ ବଡ ପରିବର୍ତ୍ତନ : ୧୨ଟି ପରମାଣୁ ଯୁଦ୍ଧାସ୍ତ୍ରକୁ ଆଇଏନଏସ୍‌ ...
    ଦେଶ-ଦେଶାନ୍ତର

    ପରମାଣୁ ରଣନୀତିରେ ବଡ ପରିବର୍ତ୍ତନ : ୧୨ଟି ପରମାଣୁ ଯୁଦ୍ଧାସ୍ତ୍ରକୁ ଆଇଏନଏସ୍‌ ...

    14777
    Jun 10, 2026
  • ସାବାସ୍ ଚାରୁ, ୨୩ ବର୍ଷରେ ୧୯ ଟି ଚାକିରିରେ ଉତ୍ତୀର୍ଣ୍ଣ
    ଦେଶ-ଦେଶାନ୍ତର

    ସାବାସ୍ ଚାରୁ, ୨୩ ବର୍ଷରେ ୧୯ ଟି ଚାକିରିରେ ଉତ୍ତୀର୍ଣ୍ଣ

    15078
    Jun 09, 2026
  • ଶୋଇବା ପୂର୍ବରୁ ପାଣି ପିଇବା ଶରୀର ପାଇଁ ଭଲ କି ଖରାପ ଜାଣନ୍ତୁ.....
    ବିଶେଷ

    ଶୋଇବା ପୂର୍ବରୁ ପାଣି ପିଇବା ଶରୀର ପାଇଁ ଭଲ କି ଖରାପ ଜାଣନ୍ତୁ.....

    13348
    Jun 10, 2026
  • ନେହେରୁଙ୍କ ରେକର୍ଡ ଭାଙ୍ଗିଲେ ମୋଦି
    ଦେଶ-ଦେଶାନ୍ତର

    ନେହେରୁଙ୍କ ରେକର୍ଡ ଭାଙ୍ଗିଲେ ମୋଦି

    13720
    Jun 10, 2026
  • ମହଙ୍ଗା ସେଲିବ୍ରିଟିଙ୍କ ତାଲିକାରେ ବିରାଟ କୋହଲିଙ୍କ ସ୍ଥାନ ପ୍ରଥମ
    ମନୋରଞ୍ଜନ

    ମହଙ୍ଗା ସେଲିବ୍ରିଟିଙ୍କ ତାଲିକାରେ ବିରାଟ କୋହଲିଙ୍କ ସ୍ଥାନ ପ୍ରଥମ

    13331
    Jun 10, 2026
  • ରିଲିଜ୍ ପୂର୍ବରୁ ଦିଲ୍ଲୀରେ ଟିକସମୁକ୍ତ ହେଲା 'ଭାରତ ଭାଗ୍ୟ ବିଧାତା'
    ମନୋରଞ୍ଜନ

    ରିଲିଜ୍ ପୂର୍ବରୁ ଦିଲ୍ଲୀରେ ଟିକସମୁକ୍ତ ହେଲା 'ଭାରତ ଭାଗ୍ୟ ବିଧାତା'

    14404
    Jun 10, 2026
  • ପାକିସ୍ତାନୀ ସାମରିକ ଆକ୍ରମଣରେ ୧୩ ମୃତ
    ଦେଶ-ଦେଶାନ୍ତର

    ପାକିସ୍ତାନୀ ସାମରିକ ଆକ୍ରମଣରେ ୧୩ ମୃତ

    14721
    Jun 10, 2026
  • ଇସ୍ରାଏଲ୍ ସେନା ପକ୍ଷରୁ ବଡ଼ଧରଣର ବିମାନ ଆକ୍ରମଣ, ୮ ମୃତ
    ଦେଶ-ଦେଶାନ୍ତର

    ଇସ୍ରାଏଲ୍ ସେନା ପକ୍ଷରୁ ବଡ଼ଧରଣର ବିମାନ ଆକ୍ରମଣ, ୮ ମୃତ

    13408
    Jun 10, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଇସ୍ରାଏଲ୍ ସେନା ପକ୍ଷରୁ ବଡ଼ଧରଣର ବିମାନ ଆକ୍ରମଣ, ୮ ମୃତ

    13408
    Jun 10, 2026
  • ଦେଶ-ଦେଶାନ୍ତର

    ପରମାଣୁ ରଣନୀତିରେ ବଡ ପରିବର୍ତ୍ତନ : ୧୨ଟି ପରମାଣୁ ଯୁଦ୍ଧାସ୍ତ୍ରକୁ ଆଇଏନଏସ୍‌ ଅରିଘାତରେ ମୁତୟନ କଲା ଭାରତ

    14777
    Jun 10, 2026
  • ଦେଶ-ଦେଶାନ୍ତର

    ‘ଦୀଘା ଜଗନ୍ନାଥ ଧାମ’ ନାମରୁ ‘ଧାମ’ ଶବ୍ଦ ହଟାଯିବ

    14235
    Jun 09, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16917
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17536
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17582
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17974
    Sep 06, 2023

ବିଶେଷ

  • ଶୋଇବା ପୂର୍ବରୁ ପାଣି ପିଇବା ଶରୀର ପାଇଁ ଭଲ କି ଖରାପ ଜାଣନ୍ତୁ.....

    13348
    Jun 10, 2026
  • ଥାଇରଏଡ୍‌କୁ ସୁସ୍ଥ କରିବା ପାଇଁ ଯୋଗ ନିହାତି ଜରୁରୀ

    15243
    Jun 09, 2026
  • ଶରୀରରେ ରକ୍ତ କମିଯାଉଥିଲେ ଖାଆନ୍ତୁ ଏହି ଖାଦ୍ୟ

    14143
    Jun 07, 2026
  • ଏହି ମସଲା ଖାଇଲେ ହେବନି ପେଟ ଗରମ

    14038
    Jun 05, 2026
  • ପିଲାଙ୍କ ମାନସିକତାକୁ ବୁଝି ଦିଅନ୍ତୁ ଖାଇବା

    14966
    Jun 03, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15458
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15201
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15687
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    14027
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମହଙ୍ଗା ସେଲିବ୍ରିଟିଙ୍କ ତାଲିକାରେ ବିରାଟ କୋହଲିଙ୍କ ସ୍ଥାନ ପ୍ରଥମ

    13331
    Jun 10, 2026
  • ଶୋଇବା ପୂର୍ବରୁ ପାଣି ପିଇବା ଶରୀର ପାଇଁ ଭଲ କି ଖରାପ ଜାଣନ୍ତୁ.....

    13348
    Jun 10, 2026
  • ରିଲିଜ୍ ପୂର୍ବରୁ ଦିଲ୍ଲୀରେ ଟିକସମୁକ୍ତ ହେଲା 'ଭାରତ ଭାଗ୍ୟ ବିଧାତା'

    14404
    Jun 10, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In