Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, September 21, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପାଠ୍ୟ ପୁସ୍ତକରେ ତ୍ରୁଟି ପାଇଁ ...

  • ଅକ୍ଟୋବର ପହିଲାରୁ ଏଲ୍‌ପିଜି ସିଲିଣ୍ଡର ...

  • ଭିଭିଆଇପିଙ୍କୁ ଏସ୍‌ଆଇଆର ନୋଟିସ

  • ୭୨ ଘଣ୍ଟାରେ ହ୍ୟାକ୍ କରିଥିଲେ ୩ ଭାରତୀୟ

  • ୨୦୨୭ ଜୁଲାଇରେ ଆସୁଛି ପ୍ରଥମ ଡେଙ୍ଗୁ ଟିକା

  • ଫ୍ଲାଇ ଓଭରରୁ ଖସି ପଡିଲା BMW କାର, ୩ ମୃତ

  • ଏସ୍‌ଆଇଆର୍‌ରେ ଜୟଶଙ୍କର ଓ ପୂର୍ବତନ ...

  • ୫ଦିନ ବନ୍ଦ ରହିବ ବ୍ୟାଙ୍କ

  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ...

  • ଗିରଫ ହେଲେ ଇମ୍ରାନ ଖାନ୍‌ଙ୍କ ଭଉଣୀ

ବାଣିଜ୍ୟ
Home ›› ବାଣିଜ୍ୟ ››ହ୍ୱାଇଟହ୍ୟାଟ୍‍ ଜୁନିୟର ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷା ଆହରଣ ସୁଯୋଗ ଦେବାକୁ ଅଗ୍ରଣୀ ସ୍ପେଶ୍‍ କମ୍ପାନୀ ଏଣ୍ଡ୍ୟୁରୋସାଟ୍‍ ସହିତ ହାତ ମିଳାଇଲା

ହ୍ୱାଇଟହ୍ୟାଟ୍‍ ଜୁନିୟର ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷା ଆହରଣ ସୁଯୋଗ ଦେବାକୁ ଅଗ୍ରଣୀ ସ୍ପେଶ୍‍ କମ୍ପାନୀ ଏଣ୍ଡ୍ୟୁରୋସାଟ୍‍ ସହିତ ହାତ ମିଳାଇଲା

2021-04-04 04:57:27
14526
Share:
Facebook
Twitter
E-Mail
WhatsApp
Telegram
ହ୍ୱାଇଟହ୍ୟାଟ୍‍ ଜୁନିୟର ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷା ଆହରଣ ସୁଯୋଗ ଦେବାକୁ ଅଗ୍ରଣୀ ସ୍ପେଶ୍‍ କମ୍ପାନୀ ଏଣ୍ଡ୍ୟୁରୋସାଟ୍‍ ସହିତ ହାତ ମିଳାଇଲା
ଏହି ଅନନ୍ୟ ସହଭାଗିତା ଛାତ୍ରଛାତ୍ରୀଙ୍କୁ ମହାକାଶରେ ଥିବା ଏକ ଉପଗ୍ରହକୁ ନିର୍ଦ୍ଦେଶ ପ୍ରେରଣ କରିବା ଏବଂ ତାହାର ଡାଟା ପର୍ଯ୍ୟନ୍ତ ପହଞ୍ଚିବାକୁ ଅନୁମତି ଦେବ ଭୁବନେଶ୍ୱର : କୋଡିଂ ଏବଂ ଗଣିତ ବିଷୟରେ ୧:୧ ଲାଇଭ ଅନ୍‍ଲାଇନ କ୍ଲାସ ପ୍ରଦାନ କରୁଥିବା ଏକ ଅଗ୍ରଣୀ ଏଡ୍‍ଟେକ କମ୍ପାନୀ ହ୍ୱାଇଟହ୍ୟାଟ୍‍ ଜୁନିୟର ଏକ ଅଗ୍ରଣୀ ସ୍ପେଶ୍‍ କମ୍ପାନୀ ଏଣ୍ଡ୍ୟରୋସାଟ୍‍ ସହିତ ଦୀର୍ଘବର୍ଷ ପାଇଁ ସହଯୋଗିତା କରିଛି । ଏହି ଚୁକ୍ତି ମୁତାବକ ୨୦୨୧ ଡିସେମ୍ବରରେ ଏକ ଉପଗ୍ରହ ଉତ୍‍କ୍ଷେପଣ କରାଯିବ, ଯେଉଁଥିରେ ପେ’ଲୋଡ କେବଳ ହ୍ୱାଇଟହ୍ୟାଟ୍‍ ଜୁନିୟର ପାଇଁ ଉତ୍ସର୍ଗୀକୃତ ରହିବ ଏବଂ ଏହା ହ୍ୱାଇଟହ୍ୟାଟ୍‍ ଜୁନିୟର ଛାତ୍ରଛାତ୍ରୀଙ୍କୁ ମହାକାଶ ସଂପର୍କିତ ଶିକ୍ଷା ଆହରଣ ସୁଯୋଗ ପ୍ରଦାନ କରିବ । ଏଥିସହିତ ହ୍ୱାଇଟହ୍ୟାଟ୍‍ ଜୁନିୟର ଛାତ୍ରଛାତ୍ରୀ ୨୦୨୧ ଜୁନ୍‍ ମାସରେ ଉତ୍‍କ୍ଷେପଣ ହେବାକୁ ଥିବା ଅନ୍ୟଏକ ଉପଗ୍ରହ ସହିତ ପରୀକ୍ଷାମୂଳକ ଭିତ୍ତିରେ ସଂପର୍କ ସ୍ଥାପନ କରିବେ । ଉଭୟ ଉପଗ୍ରହ ସ୍ପେଶ୍‍ଏକ୍ସ ଫାଲ୍‍କନ ୯ ରାଇଡସେୟାର୍‍ରୁ ଲାଭ ଉଠାଇବ । ହ୍ୱାଇଟହ୍ୟାଟ୍‍ ଜୁନିୟର ଏବଂ ଏଣ୍ଡ୍ୟୁରୋସାଟ୍‍ ମଧ୍ୟରେ ଏହି ଅନନ୍ୟ ସହଯୋଗିତା ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ତାକର୍ଷକ ପ୍ରୟୋଗାତ୍ମକ ବିଜ୍ଞାନ ସୁଯୋଗ ସୃଷ୍ଟିକରିବ, ଯେଉଁମାନେ ମହାକାଶରେ କାର୍ଯ୍ୟକରୁଥିବା ଏକ ଉପଗ୍ରହକୁ ନିର୍ଦ୍ଦେଶ ପଠାଇବା ଏବଂ ତାହାର ଡାଟା ପର୍ଯ୍ୟନ୍ତ ପହଞ୍ଚିବାକୁ ସମର୍ଥ ହୋଇପାରିବେ । ସେନ୍‍ସର ଡାଟା ବିଶ୍ଳେଷଣ (ପ୍ରତ୍ୟେକ ଉପଗ୍ରହରେ ୩୦ରୁ ଅଧିକ ସେନ୍‍ସର ଖଞ୍ଜାଯାଇଛି, ଯେଉଁଥିରେ ଇନ୍‍ଫ୍ରାରେଡ, ତାପମାତ୍ରା, ସନ୍‍ ସେନସର, ଜାଇରୋସ୍କୋପ ଆଦି ରହିଛି) ଠାରୁ କ୍ୟାମେରାଗୁଡିକ ନିୟନ୍ତ୍ରଣ କରିବା (ବିଭିନ୍ନ ମହାକାଶ ପଦାର୍ଥର ଚିତ୍ର ଉତ୍ତୋଳନ କରିବା), ଉପଗ୍ରହରୁ ବାର୍ତ୍ତା ପାଇବା ଏବଂ ଉପଗ୍ରହକୁ ବାର୍ତ୍ତା ପ୍ରେରଣ କରିବା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଅସୀମିତ ଏବଂ ଅତ୍ୟନ୍ତ ଉନ୍ନତ ଶିକ୍ଷା ଆହରଣ ସୁଯୋଗ ପାଇବେ । ତାହାସହିତ ଛାତ୍ରଛାତ୍ରୀ ହ୍ୱାଇଟହ୍ୟାଟ୍‍ ଜୁନିୟର ପେ’ଲୋଡ କଂପ୍ୟୁଟର (ଏକ ରାସ୍ପବେରୀ ପିଆଇ ୪ ଯାହାର ମୁଖ୍ୟ ଅନ୍‍ବୋର୍ଡ କଂପ୍ୟୁଟର ସହିତ ପ୍ରତ୍ୟକ୍ଷ ସଂଯୋଗ ରହିଛି)ରେ ମହାକାଶ ଡାଟାକୁ ବିଭିନ୍ନ ଭାଗରେ ଭିନ୍ନ ଭିନ୍ନ ଉପାୟରେ ସଜାଇବା କାର୍ଯ୍ୟରେ ଅଂଶଗ୍ରହଣ କରିବେ । ଏହି ସମସ୍ତ ଶିକ୍ଷା ଆହରଣ ଅନୁଭୂତିକୁ ହ୍ୱାଇଟହ୍ୟାଟ୍‍ ଜୁନିୟର ପାଠ୍ୟକ୍ରମ ସହିତ ସୁରୁଖୁରୁରେ ସମନ୍ୱିତ କରାଯିବ ଏବଂ ସର୍ବାଧିକ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ଏଥିରେ ନିୟୋଜିତ ରହିବାକୁ ନିଶ୍ଚିତ କରିବା ଲାଗି ଏକ କୌତୁକପୂର୍ଣ୍ଣ ଢଙ୍ଗରେ ପାଠ୍ୟବସ୍ତୁ ପ୍ରସ୍ତୁତ କରାଯିବ । ହ୍ୱାଇଟହ୍ୟାଟ୍‍ ଜୁନିୟରର ପ୍ରତିଷ୍ଠାତା ଏବଂ ସିଇଓ ଶ୍ରୀ କରନ୍‍ ବଜାଜ କହିଛନ୍ତି, “ନୂତନ ଅନୁସନ୍ଧାନ ଜରିଅରେ କିଛି ସୃଷ୍ଟି କରିବାର ଶକ୍ତିରେ ଆମେ ସର୍ବଦା ବିଶ୍ୱାସ କରିଆସିଛୁ । ଛୋଟ ପିଲାମାନେ ଯେଭଳି ସେମାନଙ୍କ ସମ୍ମୁଖରେ ଦେଖୁଥିବା ପଦାର୍ଥଠାରୁ ଉର୍ଦ୍ଧକୁ ଚିନ୍ତା କରିବେ ଏବଂ ତାରା ରାଇଜରେ ପହଞ୍ଚିବା ଲକ୍ଷ୍ୟ ରଖିବେ, ସେଥିପାଇଁ ସେମାନଙ୍କୁ ସମର୍ଥ କରାଇବା ପ୍ରୟାସର ଏହି ସହଭାଗିତା ଏକ ନିଦର୍ଶନ ହୋଇଛି । ଆମେ ଆମ ଛାତ୍ରଛାତ୍ରୀଙ୍କୁ ଏହି ଅନନ୍ୟ ଶିକ୍ଷା ଆହରଣ ସୁଯୋଗ ପ୍ରଦାନ କରିବା ନେଇ ଅତ୍ୟନ୍ତ ଉଲ୍ଲସିତ ଅଛୁ ଏବଂ ଏହାକୁ ବିଶ୍ୱସ୍ତରରେ ଲୋକପ୍ରିୟ କରିବାକୁ ବହୁଧା କୌଶଳ ଅବଲମ୍ବନ କରିବା ଏବଂ କର୍ପୋରେଟ ସହଭାଗୀମାନଙ୍କୁ ଏହି ପ୍ରକ୍ରିୟାରେ ସାମିଲ କରିବା ପ୍ରୟାସ କରୁଛୁ ।” ଏଣ୍ଡ୍ୟୁରୋସାଟ୍‍ର ପ୍ରତିଷ୍ଠାତା ଓ ସିଇଓ ରେଚୋ ରେଚେଭ୍‍ କହିଛନ୍ତି, “ହ୍ୱାଇଟହ୍ୟାଟ୍‍ ଜୁନିୟର ସହିତ ସହଭାଗିତା କରିବ ଆମେ ଅତ୍ୟନ୍ତ ଆନନ୍ଦିତ । ଏହା ଏକ ପ୍ରଥମ ଅଭିଯାନ ହେବାକୁ ଯାଉଛି ଯେଉଁଠାରେ ଏକ ସହଭାଗିତା ପିଲାମାନଙ୍କର ଶିକ୍ଷାକୁ ଆଦ୍ୟ ଅବସ୍ଥାକୁ ଉନ୍ନତ୍ତତର କରିବାକୁ ସଂପୂର୍ଣ୍ଣ ଭାବରେ ଉତ୍ସର୍ଗୀକୃତ । ଏଣ୍ଡ୍ୟୁରୋସାଟ୍‍ ଦୀର୍ଘକାଳରୁ ମହାକାଶ ସଂପର୍କିତ ଶିକ୍ଷାର ସାର୍ବଜନୀନକରଣ ଏବଂ ତାହା ଆମର ନିଜସ୍ୱ ସ୍ପେଶ୍‍ପୋର୍ଟ ଏକାଡେମୀ ଜରିଆରେ ପ୍ରତ୍ୟେକଙ୍କ ପାଇଁ ଉପଲବ୍ଧ ହେବା ସପକ୍ଷରେ କହିଆସୁଛି । ଆମେ ଆଶା କରୁଛୁ ଯେ ଏହି ମହାକାଶ ଅଭିଯାନ ନୂଆ ପିଢିର ମହାକାଶପ୍ରେମୀଙ୍କୁ ପ୍ରେରଣା ଦେବ ଏବଂ ଏହାକୁ ହଜାର ହଜାର ସଂଖ୍ୟାରେ ଛୋଟ ପିଲାଙ୍କ ସହିତ ଅଂଶୀଦାର କରିବା ସମ୍ଭାବନାକୁ ନେଇ ଆମେ ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଛୁ ।”
Tags white hat jr ,

Related articles Odisha News Lens 4.1

  • ପାଠ୍ୟ ପୁସ୍ତକରେ ତ୍ରୁଟି ପାଇଁ ଉତ୍ତରଦାୟୀତ୍ୱ ନେଇ ଶିକ୍ଷାମନ୍ତ୍ରୀ ଇସ୍ତଫା ଦେବା ...
    ରାଜନୀତି

    ପାଠ୍ୟ ପୁସ୍ତକରେ ତ୍ରୁଟି ପାଇଁ ଉତ୍ତରଦାୟୀତ୍ୱ ନେଇ ଶିକ୍ଷାମନ୍ତ୍ରୀ ଇସ୍ତଫା ଦେବା ...

    14571
    Sep 21, 2026
  • ଏସ୍‌ଆଇଆର୍‌ରେ ଜୟଶଙ୍କର ଓ ପୂର୍ବତନ ସେନାମୁଖ୍ୟଙ୍କୁ ନୋଟିସ୍
    ଦେଶ-ଦେଶାନ୍ତର

    ଏସ୍‌ଆଇଆର୍‌ରେ ଜୟଶଙ୍କର ଓ ପୂର୍ବତନ ସେନାମୁଖ୍ୟଙ୍କୁ ନୋଟିସ୍

    14404
    Sep 21, 2026
  • ଅକ୍ଟୋବର ପହିଲାରୁ ଏଲ୍‌ପିଜି ସିଲିଣ୍ଡର ବୁକିଂ ଜାରି ରଖିବା ପାଇଁ ଇ-କେୱାଇସି ...
    ଦେଶ-ଦେଶାନ୍ତର

    ଅକ୍ଟୋବର ପହିଲାରୁ ଏଲ୍‌ପିଜି ସିଲିଣ୍ଡର ବୁକିଂ ଜାରି ରଖିବା ପାଇଁ ଇ-କେୱାଇସି ...

    13586
    Sep 21, 2026
  • ଭିଭିଆଇପିଙ୍କୁ ଏସ୍‌ଆଇଆର ନୋଟିସ
    ଦେଶ-ଦେଶାନ୍ତର

    ଭିଭିଆଇପିଙ୍କୁ ଏସ୍‌ଆଇଆର ନୋଟିସ

    13629
    Sep 21, 2026
  • ୭୨ ଘଣ୍ଟାରେ ହ୍ୟାକ୍ କରିଥିଲେ ୩ ଭାରତୀୟ
    ଦେଶ-ଦେଶାନ୍ତର

    ୭୨ ଘଣ୍ଟାରେ ହ୍ୟାକ୍ କରିଥିଲେ ୩ ଭାରତୀୟ

    13328
    Sep 21, 2026
  • ୨୦୨୭ ଜୁଲାଇରେ ଆସୁଛି ପ୍ରଥମ ଡେଙ୍ଗୁ ଟିକା
    ଦେଶ-ଦେଶାନ୍ତର

    ୨୦୨୭ ଜୁଲାଇରେ ଆସୁଛି ପ୍ରଥମ ଡେଙ୍ଗୁ ଟିକା

    13744
    Sep 21, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା
    ବିଶେଷ

    ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    14549
    Sep 21, 2026
  • ଗିରଫ ହେଲେ ଇମ୍ରାନ ଖାନ୍‌ଙ୍କ ଭଉଣୀ
    ଦେଶ-ଦେଶାନ୍ତର

    ଗିରଫ ହେଲେ ଇମ୍ରାନ ଖାନ୍‌ଙ୍କ ଭଉଣୀ

    13671
    Sep 20, 2026
  •  ୫ଦିନ ବନ୍ଦ ରହିବ ବ୍ୟାଙ୍କ
    ଦେଶ-ଦେଶାନ୍ତର

    ୫ଦିନ ବନ୍ଦ ରହିବ ବ୍ୟାଙ୍କ

    14354
    Sep 21, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଭିଭିଆଇପିଙ୍କୁ ଏସ୍‌ଆଇଆର ନୋଟିସ

    13629
    Sep 21, 2026
  • ରାଜନୀତି

    ପାଠ୍ୟ ପୁସ୍ତକରେ ତ୍ରୁଟି ପାଇଁ ଉତ୍ତରଦାୟୀତ୍ୱ ନେଇ ଶିକ୍ଷାମନ୍ତ୍ରୀ ଇସ୍ତଫା ଦେବା ଉଚିତ୍‌ – ନବୀନ ପଟ୍ଟନାୟକ

    14571
    Sep 21, 2026
  • ବିଶେଷ

    ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    14549
    Sep 21, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17111
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17798
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17774
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18182
    Sep 06, 2023

ବିଶେଷ

  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    14549
    Sep 21, 2026
  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    14423
    Sep 18, 2026
  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    14676
    Sep 11, 2026
  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    16301
    Sep 09, 2026
  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14825
    Sep 06, 2026

ବାଣିଜ୍ୟ

ଆଇଆଇଏ ଓଡ଼ିଶା ଚାପ୍ଟରର ନୂଆ ଏକଜିକ୍ୟୁଟିଭ କମିଟି ୨୦୨୬-୨୮ ନିମନ୍ତେ ଦାୟିତ୍ଵ ଗ୍ରହଣ କଲେ

ଭୁବନେଶ୍ୱର : ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଆର୍କିଟେକ୍ଟସ୍ (ଆଇଆଇଏ), ଓଡ଼ିଶା ଚାପ୍ଟରର ୨୦୨୬-୨୮ ନିମନ୍ତେ ନବ ନିର୍ବାଚିତ ଏକଜିକ୍ୟୁଟିଭ କମିଟି (କାର୍ଯ୍ୟନିର୍ବାହୀ କମିଟି) ନିର୍ବାଚନ ଫଳ  ସେପ୍ଟେମ୍ବର ୪, ୨୦୨୬ ...

  • EPFOରେ ବଡ଼ ପରିବର୍ତ୍ତନ, ୧୫,୦୦୦ ଟଙ୍କାରୁ ୨୫,୦୦୦ ବଢ଼ିଲା ଟଙ୍କା ସୀମା

    15606
    Sep 17, 2026
  • ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିର ଗ୍ରାମାଞ୍ଚଳରେ ଜଳସେଚନ ସୁବିଧାକୁ ସୁଦୃଢ଼ କରିଛି

    15364
    Sep 16, 2026
  • ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

    14656
    Sep 12, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

    14330
    Sep 09, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    14549
    Sep 21, 2026
  • ପାଠ୍ୟ ପୁସ୍ତକରେ ତ୍ରୁଟି ପାଇଁ ଉତ୍ତରଦାୟୀତ୍ୱ ନେଇ ଶିକ୍ଷାମନ୍ତ୍ରୀ ଇସ୍ତଫା ଦେବା ଉଚିତ୍‌ – ନବୀନ ପଟ୍ଟନାୟକ

    14571
    Sep 21, 2026
  • ଗିରଫ ହେଲେ ଇମ୍ରାନ ଖାନ୍‌ଙ୍କ ଭଉଣୀ

    13671
    Sep 20, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In