Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, June 10, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପାକିସ୍ତାନୀ ସାମରିକ ଆକ୍ରମଣରେ ୧୩ ମୃତ

  • ପରମାଣୁ ରଣନୀତିରେ ବଡ ପରିବର୍ତ୍ତନ : ୧୨ଟି ...

  • ଇସ୍ରାଏଲ୍ ସେନା ପକ୍ଷରୁ ବଡ଼ଧରଣର ବିମାନ ...

  • ରିଲିଜ୍ ପୂର୍ବରୁ ଦିଲ୍ଲୀରେ ଟିକସମୁକ୍ତ ...

  • ନେହେରୁଙ୍କ ରେକର୍ଡ ଭାଙ୍ଗିଲେ ମୋଦି

  • ମହଙ୍ଗା ସେଲିବ୍ରିଟିଙ୍କ ତାଲିକାରେ ବିରାଟ ...

  • ଇନଷ୍ଟାଗ୍ରାମରେ ‘ବଣ୍ଟଓ୍ବାରା ୧୯୪୭’ର ...

  • ଶୋଇବା ପୂର୍ବରୁ ପାଣି ପିଇବା ଶରୀର ପାଇଁ ଭଲ ...

  • ‘ଦୀଘା ଜଗନ୍ନାଥ ଧାମ’ ନାମରୁ ‘ଧାମ’ ଶବ୍ଦ ...

  • ସାବାସ୍ ଚାରୁ, ୨୩ ବର୍ଷରେ ୧୯ ଟି ଚାକିରିରେ ...

Home ›› ››ଏହି କାରଣରୁ ହୋଇପାରେ ପତି-ପତ୍ନିଙ୍କ ମଧ୍ୟରେ ଝଗଡ଼ା

ଏହି କାରଣରୁ ହୋଇପାରେ ପତି-ପତ୍ନିଙ୍କ ମଧ୍ୟରେ ଝଗଡ଼ା

2022-02-27 03:55:02
14974
Share:
Facebook
Twitter
E-Mail
WhatsApp
Telegram
ଏହି କାରଣରୁ ହୋଇପାରେ ପତି-ପତ୍ନିଙ୍କ ମଧ୍ୟରେ ଝଗଡ଼ା


ଭୁବନେଶ୍ୱର: ଆପଣଙ୍କ ବୈବାହିକ ଜୀବନରେ ସମସ୍ୟା ଓ ଛୋଟ ନୋକ ଝୋକ ତ ସବୁବେଳେ ଚାଲିଥାଏ କିନ୍ତୁ ଏହି ଝଗଡ଼ା ନିତିଦିନିଆ ଝଗଡ଼ାରେ ପରିଣତ ହେବା ବିଲକୁଲ ବି ଠିକ ନୁହେଁ । ଏହିପରି ହେବା ଦ୍ୱାରା ଏହା ଆମର ଦୈନନ୍ଦିନ ଜୀବନ ଆମ ପରିବାର ପିଲା ଓ ବୟସ୍କ ଲୋକ ତଥା ଆଖପାଖ ଲୋକ ମଧ୍ୟ ଅଶାନ୍ତିର ଶିକାର ହେବେ । ଏଥିରୁ ନିବୃତ ରହିବା ନିତ୍ୟାନ୍ତ ଆବଶ୍ୟକ । ଏହି ଝଗଡ଼ାର କାରଣ ଖୋଜିବା ଓ ଏହାର ସମାଧାନ କରିବା ସହ ନିଜ ପାରିପାଶ୍ୱରେ ନିଜ ଘରେ ବସ୍ତୁଦୋଷ ଉପରେ ମଧ୍ୟ ନଜର ଦେବା ଆବଶ୍ୟକ । ଜୋତିଷ ଶାସ୍ତ୍ରରେ ବାସ୍ତୁର ବିଶେଷ ମହତ୍ତ୍ବ ରହିଥାଏ। ବାସ୍ତୁର ଉପାୟ ଦ୍ବାରା ବ୍ୟକ୍ତିଗତ ଜୀବନ ଏବଂ ପ୍ରଫେସନାଲ ଲାଇଫରେ ହେଉଥିବା ବିଭିନ୍ନ ପ୍ରକାରର ଚିନ୍ତାକୁ ଦୂର କରାଯାଇପାରିବ। କିଛି ଏମିତି ଟିପ୍ସ ଅଛି ଯାହା ସାହାଯ୍ୟରେ ଆପଣ ବିଭିନ୍ନ ସମସ୍ୟାର ସମାଧାନ କରିପାରିବେ।

– ବାସ୍ତୁ ଶାସ୍ତ୍ରରେ ଐଶାନ୍ୟ କୋଣର ବିଶେଷ ମହତ୍ତ୍ବ ରହିଥାଏ। ଏହି ଦିଶାକୁ ବହୁତ ଶୁଭ ବୋଲି ଧରାଯାଏ। ଘରର ଐଶାନ୍ୟ ଭାଗ ଉଠିଲା ଭଳି ରହିବା କଥା ନୁହେଁ। ଘରର ଏହି ଜାଗାରେ ଦୋଷ ହେବା କାରଣରୁ ପିତା-ପୁତ୍ରଙ୍କ ମଧ୍ୟରେ ଦୂରତା ବଢ଼ିଥାଏ।

– ଘରର ଉତ୍ତର ପୂର୍ବ କୋଣରେ ଷ୍ଟୋର ରୁମ୍ ତିଆରି କରିବା ଉଚିତ ନୁହେଁ। ଏହିଭଳି କରିବା ଦ୍ବାରା ଘରର ସଦସ୍ୟଙ୍କ ଭିତରେ ମଧ୍ୟ ଝଗଡା ହୋଇଥାଏ।

– ବାସ୍ତୁ ଅନୁସାରେ ଉତ୍ତର ପୂର୍ବ ଦିଶାରେ ରୋଷେଇ ଘର କିମ୍ବା ଶୌଚାଳୟ ହେବା ଦ୍ବାରା ଘରର ସଦସ୍ୟ ମାନଙ୍କ ଭିତରେ ମନାନ୍ତର-ମତାନ୍ତର ଲାଗି ରହିଥାଏ। ଏହି ଚିନ୍ତାରେ ମୁକ୍ତି ପାଇବା ପାଇଁ ଉତ୍ତର ପୂର୍ବ ଦିଶାରେ ଶୌଚାଳୟ କିମ୍ବା ରୋଷେଇ ଘର କରିବା ଆବଶ୍ୟକ ନୁହେଁ।

-ଐଶାନ୍ୟ କୋଣରେ ବିଦ୍ୟୁତ୍ ଉପକରଣକୁ ରଖିବା ଦ୍ବାରା ପିତା-ପୁତ୍ରଙ୍କ ମଧ୍ୟରେ ମତାନ୍ତର ଲାଗି ରହିଥାଏ। ଘରର ଉତ୍ତର ପୂର୍ବ ଦିଶାରେ ଏହି ସବୁ ଜିନିଷ ରଖିବା ଉଚିତ ନୁହେଁ।

-ବାସ୍ତୁ ଅନୁସାରେ ଘରର ଉତ୍ତର ପୂର୍ବ ସ୍ତାନରେ ଡଷ୍ଟବିନ୍ ରଖିବା ଉଚିତ ନୁହେଁ। ଏଥିରୁ ଘରର ସଦସ୍ୟ ମାନଙ୍କ ମଧ୍ୟରେ ଝଗଡା ଲାଗି ରହିଥାଏ।

Powered by Froala Editor

Tags Bastu tips

Related articles Odisha News Lens 4.1

  • ଇସ୍ରାଏଲ୍ ସେନା ପକ୍ଷରୁ ବଡ଼ଧରଣର ବିମାନ ଆକ୍ରମଣ, ୮ ମୃତ
    ଦେଶ-ଦେଶାନ୍ତର

    ଇସ୍ରାଏଲ୍ ସେନା ପକ୍ଷରୁ ବଡ଼ଧରଣର ବିମାନ ଆକ୍ରମଣ, ୮ ମୃତ

    13361
    Jun 10, 2026
  • ମହଙ୍ଗା ସେଲିବ୍ରିଟିଙ୍କ ତାଲିକାରେ ବିରାଟ କୋହଲିଙ୍କ ସ୍ଥାନ ପ୍ରଥମ
    ମନୋରଞ୍ଜନ

    ମହଙ୍ଗା ସେଲିବ୍ରିଟିଙ୍କ ତାଲିକାରେ ବିରାଟ କୋହଲିଙ୍କ ସ୍ଥାନ ପ୍ରଥମ

    13286
    Jun 10, 2026
  • ଇନଷ୍ଟାଗ୍ରାମରେ ‘ବଣ୍ଟଓ୍ବାରା ୧୯୪୭’ର ପ୍ରଥମ ଝଲକ
    ମନୋରଞ୍ଜନ

    ଇନଷ୍ଟାଗ୍ରାମରେ ‘ବଣ୍ଟଓ୍ବାରା ୧୯୪୭’ର ପ୍ରଥମ ଝଲକ

    14435
    Jun 10, 2026
  • ରିଲିଜ୍ ପୂର୍ବରୁ ଦିଲ୍ଲୀରେ ଟିକସମୁକ୍ତ ହେଲା 'ଭାରତ ଭାଗ୍ୟ ବିଧାତା'
    ମନୋରଞ୍ଜନ

    ରିଲିଜ୍ ପୂର୍ବରୁ ଦିଲ୍ଲୀରେ ଟିକସମୁକ୍ତ ହେଲା 'ଭାରତ ଭାଗ୍ୟ ବିଧାତା'

    14359
    Jun 10, 2026
  • ‘ଦୀଘା ଜଗନ୍ନାଥ ଧାମ’ ନାମରୁ ‘ଧାମ’ ଶବ୍ଦ ହଟାଯିବ
    ଦେଶ-ଦେଶାନ୍ତର

    ‘ଦୀଘା ଜଗନ୍ନାଥ ଧାମ’ ନାମରୁ ‘ଧାମ’ ଶବ୍ଦ ହଟାଯିବ

    14192
    Jun 09, 2026
  • ସାବାସ୍ ଚାରୁ, ୨୩ ବର୍ଷରେ ୧୯ ଟି ଚାକିରିରେ ଉତ୍ତୀର୍ଣ୍ଣ
    ଦେଶ-ଦେଶାନ୍ତର

    ସାବାସ୍ ଚାରୁ, ୨୩ ବର୍ଷରେ ୧୯ ଟି ଚାକିରିରେ ଉତ୍ତୀର୍ଣ୍ଣ

    15035
    Jun 09, 2026
  • ନେହେରୁଙ୍କ ରେକର୍ଡ ଭାଙ୍ଗିଲେ ମୋଦି
    ଦେଶ-ଦେଶାନ୍ତର

    ନେହେରୁଙ୍କ ରେକର୍ଡ ଭାଙ୍ଗିଲେ ମୋଦି

    13675
    Jun 10, 2026
  • ପରମାଣୁ ରଣନୀତିରେ ବଡ ପରିବର୍ତ୍ତନ : ୧୨ଟି ପରମାଣୁ ଯୁଦ୍ଧାସ୍ତ୍ରକୁ ଆଇଏନଏସ୍‌ ...
    ଦେଶ-ଦେଶାନ୍ତର

    ପରମାଣୁ ରଣନୀତିରେ ବଡ ପରିବର୍ତ୍ତନ : ୧୨ଟି ପରମାଣୁ ଯୁଦ୍ଧାସ୍ତ୍ରକୁ ଆଇଏନଏସ୍‌ ...

    14729
    Jun 10, 2026
  • ପାକିସ୍ତାନୀ ସାମରିକ ଆକ୍ରମଣରେ ୧୩ ମୃତ
    ଦେଶ-ଦେଶାନ୍ତର

    ପାକିସ୍ତାନୀ ସାମରିକ ଆକ୍ରମଣରେ ୧୩ ମୃତ

    14675
    Jun 10, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପରମାଣୁ ରଣନୀତିରେ ବଡ ପରିବର୍ତ୍ତନ : ୧୨ଟି ପରମାଣୁ ଯୁଦ୍ଧାସ୍ତ୍ରକୁ ଆଇଏନଏସ୍‌ ଅରିଘାତରେ ମୁତୟନ କଲା ଭାରତ

    14729
    Jun 10, 2026
  • ମନୋରଞ୍ଜନ

    ମହଙ୍ଗା ସେଲିବ୍ରିଟିଙ୍କ ତାଲିକାରେ ବିରାଟ କୋହଲିଙ୍କ ସ୍ଥାନ ପ୍ରଥମ

    13286
    Jun 10, 2026
  • ବିଶେଷ

    ଶୋଇବା ପୂର୍ବରୁ ପାଣି ପିଇବା ଶରୀର ପାଇଁ ଭଲ କି ଖରାପ ଜାଣନ୍ତୁ.....

    13304
    Jun 10, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16917
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17536
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17582
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17974
    Sep 06, 2023

ବିଶେଷ

  • ଶୋଇବା ପୂର୍ବରୁ ପାଣି ପିଇବା ଶରୀର ପାଇଁ ଭଲ କି ଖରାପ ଜାଣନ୍ତୁ.....

    13304
    Jun 10, 2026
  • ଥାଇରଏଡ୍‌କୁ ସୁସ୍ଥ କରିବା ପାଇଁ ଯୋଗ ନିହାତି ଜରୁରୀ

    15200
    Jun 09, 2026
  • ଶରୀରରେ ରକ୍ତ କମିଯାଉଥିଲେ ଖାଆନ୍ତୁ ଏହି ଖାଦ୍ୟ

    14137
    Jun 07, 2026
  • ଏହି ମସଲା ଖାଇଲେ ହେବନି ପେଟ ଗରମ

    14034
    Jun 05, 2026
  • ପିଲାଙ୍କ ମାନସିକତାକୁ ବୁଝି ଦିଅନ୍ତୁ ଖାଇବା

    14962
    Jun 03, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15458
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15201
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15687
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    14027
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଇନଷ୍ଟାଗ୍ରାମରେ ‘ବଣ୍ଟଓ୍ବାରା ୧୯୪୭’ର ପ୍ରଥମ ଝଲକ

    14435
    Jun 10, 2026
  • ନେହେରୁଙ୍କ ରେକର୍ଡ ଭାଙ୍ଗିଲେ ମୋଦି

    13675
    Jun 10, 2026
  • ପାକିସ୍ତାନୀ ସାମରିକ ଆକ୍ରମଣରେ ୧୩ ମୃତ

    14675
    Jun 10, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In