Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, February 14, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଘରେ ରଖନ୍ତୁ ନାହିଁ ଭାଙ୍ଗି ଯାଇଥିବା କାଚ

  • ମୋଦୀଙ୍କ ଦ୍ଵାରା ଉଦଘାଟିତ ହେଲା ...

  • ମାର୍ଚ୍ଚ ୯ ପର୍ଯ୍ୟନ୍ତ ମୁଲତବୀ ହେଲା ...

  • ହରଦୀପ ପୁରୀଙ୍କ ଇସ୍ତଫା ଦାବି କରି ...

  • ସବୁଜ କ୍ୟାପସିକମ ଏହି ରୋଗ ପାଇଁ ଭାରି ...

  • ବାହାରପଟୁ କବାଟ ଦେଇ ଲୁଟିନେଲେ ୫ ଲକ୍ଷର ...

  • ସ୍ୱାମୀ-ସ୍ତ୍ରୀ-ପରକୀୟା ପ୍ରୀତି : ଗର୍ଭବତୀ ...

  • ଦୂରଦର୍ଶନର ଲୋକପ୍ରିୟ ଆଙ୍କର ସରଳାଙ୍କ ...

  • ମେଗା ଚୁକ୍ତି ମଞ୍ଜୁରୀ, ୧୧୪ଟି ରାଫେଲ ଜେଟ୍ ...

  • ଆସନ୍ତାକାଲି ସେବା ତୀର୍ଥ ଭବନ ...

ରାଜ୍ୟ
Home ›› ରାଜ୍ୟ ››୨୮ରୁ ପ୍ରଥମରୁ ସପ୍ତମ କ୍ଲାସରୁମ୍ ପାଠପଢ଼ା

୨୮ରୁ ପ୍ରଥମରୁ ସପ୍ତମ କ୍ଲାସରୁମ୍ ପାଠପଢ଼ା

2022-02-24 05:22:35
14587
Share:
Facebook
Twitter
E-Mail
WhatsApp
Telegram
୨୮ରୁ ପ୍ରଥମରୁ ସପ୍ତମ କ୍ଲାସରୁମ୍ ପାଠପଢ଼ା

ଭୁବନେଶ୍ୱର: ଦୁଇ ବର୍ଷ ପରେ ଆସନ୍ତା ୨୮ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ସ୍କୁଲ ଖୋଲିବ । ଏଥିପାଇଁ ପିଲାମାନେ ବେଶ୍‌ ଉତ୍ସାହିତ ଅଛନ୍ତି । ଦୁଇ ବର୍ଷ ସ୍କୁଲ ବନ୍ଦ ହେବା କାରଣରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟବଧାନ ଦେଖାଯାଇଥିଲା । ହଠାତ୍‌ ସ୍କୁଲ ଖୋଲିଲେ ସେମାନଙ୍କ ଉପରେ ମାନସିକ ଚାପ ପଡ଼ିବ । ଏହି ଚାପରୁ ମୁକ୍ତ କରିବା, ପିଲାଙ୍କ ଭାବପ୍ରବଣତା ପ୍ରତି ଯତ୍ନବାନ ହେବା, ବିଦ୍ୟାଳୟରେ ଶିକ୍ଷା ପରିବେଶ ସୃଷ୍ଟି କରିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନୂଆ ପଦକ୍ଷେପ ନେଇଛି । ଏନେଇ ବିଭାଗ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି ।

ସ୍କୁଲ ଖୋଲିବାର ସପ୍ତାହେ ପର୍ୟ୍ୟନ୍ତ ରିପୋର୍ଟ ବିଲ୍ଡିଂ କାର୍ୟ୍ୟକ୍ରମ କରାଯିବ । ଏଥିପାଇଁ ୭ଦିନ ଯାଏ ପିଲାଙ୍କ ଲାଗି ସମୟ ସାରଣୀ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ପାଠପଢ଼ାକୁ ବିଶେଷ ଗୁରୁତ୍ୱ ଦିଆଯିବ ନାହିଁ । ଏହି ସାରଣୀରେ କୋଭିଡ୍‌ ସମୟରେ ସେମାନଙ୍କ କିଛି ଅଭୁଲା ସ୍ମୃତି, ସ୍କୁଲ ବନ୍ଦ ଥିବା ଯୋଗୁ କ’ଣ ଅନୁଭବ କରୁଥିଲେ, କ’ଣ ଖେଳିବାକୁ ପସନ୍ଦ କରୁଥିଲେ ଆଦି ଖେଳ ମାଧ୍ୟମରେ ଆଲୋଚନା କରାଯିବ। ଶବ୍ଦ ପଜଲ୍‌ ଖେଳ, ଫଳ ଓ ପଶୁପକ୍ଷୀଙ୍କ ନାମ ଉଭୟ ଓଡ଼ିଆ ଓ ଇଂରାଜୀରେ ଲେଖିବାକୁ କୁହାଯିବ । କାହାଣୀ କହିବା, କାହାଣୀ କ୍ଲିପଗୁଡ଼ିକ ସଜାଇବା, ଚିତ୍ରାଙ୍କନ ପରି ଅନେକ କାର୍ୟ୍ୟକ୍ରମରେ ପିଲାଙ୍କୁ ସାମିଲ କରାଯିବ ।

ଏହାପରେ ମାର୍ଚ୍ଚ ୯ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀର ପିଲାଙ୍କ ଗଣିତ, ଓଡ଼ିଆ, ଇଂରାଜୀ ପରୀକ୍ଷା ହେବ । ପରୀକ୍ଷାର ପ୍ରଶ୍ନ ଟିଇ ଆଣ୍ଡ ଏସ୍‌ସିଇଆରଟି ଦ୍ୱାରା ପ୍ରସ୍ତୁତ କରାଯିବ । ପରୀକ୍ଷା ଫଳ ଅନୁସାରେ ପିଲାଙ୍କୁ ଗ୍ରେଡ୍‌ ୧, ୨, ୩, ୪ ଓ ୫ ପ୍ରଦାନ କରାଯିବ । ମାର୍ଚ୍ଚ ମାସ ୯ ତାରିଖରେ ଓଡ଼ିଆ, ୧୦ ତାରିଖରେ ଗଣିତ, ୧୧ ତାରିଖରେ ଇଂରାଜୀ ପରୀକ୍ଷା ହେବ । ପିଲାଙ୍କ ପରୀକ୍ଷା ଫଳ ବେସଲାଇନ୍‌ ଆସେସ୍‌ମେଣ୍ଟ ଅନୁସାରେ ପିତାମାତା ଏବଂ ଶିକ୍ଷକମାନଙ୍କୁ ପ୍ରଦାନ କରାଯିବ । ଏହାପରେ ଶିକ୍ଷକମାନେ ପରୀକ୍ଷା ଫଳ ହିସାବରେ ପୁନର୍ବାର ପାଠ ପଢ଼ାଇବେ।

ସ୍କୁଲରେ ଅକ୍ଷର, ଶବ୍ଦ, ବାକ୍ୟ, ଗଣିତ ପାଠ ଉପରେ ଗୁରୁତ୍ୱ ଦିଆଯିବ । ତା’ସହିତ ପ୍ରତି ସପ୍ତାହରେ ପିତାମାତାମାନଙ୍କୁ ପିଲାମାନଙ୍କ ପାଠପଢ଼ାର ସଫଳତାର ପୋଗ୍ରୋସିଭ୍‌ ରିପୋର୍ଟ ପ୍ରଦାନ କରାଯିବ । ପିଲାଙ୍କ ସାପ୍ତାହିକ ବିଶ୍ଲେଷଣ ରିପୋର୍ଟ ୪୦ଦିନ ଭିତରେ କ୍ଲଷ୍ଟର ଜିଲ୍ଲା ଓ ବ୍ଲକକୁ ଦାଖଲ କରିବାକୁ ପଡ଼ିବ । କମ୍‌ ମାର୍କ ରଖିଥିବା ପିଲାଙ୍କ ଉପରେ ବେଶି ଗୁରୁତ୍ୱ ଦିଆଯିବ । ଗ୍ରେଡ ୧ ଓ ୨ ପିଲାଙ୍କ ମୌଖିକ ପାଠପଢ଼ାର ପ୍ରତି ଅଧିକ ଫୋକସ୍‌ ଦିଆଯିବ । ଏହି ଅଭ୍ୟାସ ଶିକ୍ଷାବର୍ଷର ଜାନୁଆରୀରୁ ମାର୍ଚ୍ଚ ଯାଏ ପ୍ରତି ସ୍କୁଲରେ କଡାକଡି ଭାବେ ପାଳନ କରାଯିବ । ସେହିପରି ଚତୁର୍ଥ ଓ ପଞ୍ଚମ ଗ୍ରେଡ୍‌ ପିଲାଙ୍କୁ ଗଣିତ ଏବଂ ଓଡ଼ିଆ ପାଠପଢ଼ା ଉପରେ ଗୁରୁତ୍ୱ ଦିଆଯିବ । ଷଷ୍ଠ ଓ ସପ୍ତମ ଗ୍ରେଡ୍‌ ପିଲାଙ୍କ ପରୀକ୍ଷା ଫଳ ଉପରେ ଗୁରୁତ୍ୱ ଦିଆଯିବ । ଯାହା ପରବର୍ତ୍ତୀ ଶ୍ରେଣୀରେ ସେମାନଙ୍କ ଲାଗି ସହାୟକ ହେବ । ପିତାମାତା ପିଲାଙ୍କୁ ସ୍କୁଲ ଆସିବାକୁ ବଝାଇବା ଉପରେ ଗୁରୁତ୍ୱ ଦିଆଯାଇଛି ।

ସ୍କୁଲ ଖୋଲିବା ପରେ ପିଲାମାନଙ୍କ ପିତାମାତାଙ୍କୁ ନେଇ ସଚେତନତା ଉପରେ ଧ୍ୟାନ ଦିଆଯାଇଛି । କାରଣ ସ୍କୁଲକୁ ୧୦୦ ପ୍ରତିଶତ ପିଲା ଆସିବା ନେଇ ବଡ ଅଭିଯାନର ଆୟୋଜନ କରାଯିବ । ଏଥିରେ ସ୍କୁଲ ପରିଚାଳନା କମିଟି ଓ ସିଆର୍‌ସିସି ଭୂମିକା ରହିବ । ଆସନ୍ତା ୨୬ ତାରିଖ ଦିନ ଅଭିଭାବକ ଓ ଶିକ୍ଷକ ବୈଠକ ଆୟୋଜନ କରାଯିବ । ସ୍କୁଲ ପରିଚାଳନା କମିଟି ବୈଠକ ଆସନ୍ତା ୨୫ ଓ ୨୮ ତାରିଖରେ ମିଟିଙ୍ଗ କରାଯିବ । ସେଥିରେ ସ୍କୁଲରେ ସୁରକ୍ଷା, ସଫାସୁତୁରା ଓ ସାନିଟାଇଜେସନ୍‌, ମ୍ୟାନେଜମେଣ୍ଟ ଓ ଅନ୍ୟ ସମସ୍ୟା ବିଷୟରେ ଆଲୋଚନା କରାଯିବ ।

Powered by Froala Editor

Tags School

Related articles Odisha News Lens 4.1

  • ସ୍ୱାମୀ-ସ୍ତ୍ରୀ-ପରକୀୟା ପ୍ରୀତି : ଗର୍ଭବତୀ ପତ୍ନୀକୁ ମାରିଦେଲା
    ଅପରାଧ

    ସ୍ୱାମୀ-ସ୍ତ୍ରୀ-ପରକୀୟା ପ୍ରୀତି : ଗର୍ଭବତୀ ପତ୍ନୀକୁ ମାରିଦେଲା

    14130
    Feb 12, 2026
  •  ମାର୍ଚ୍ଚ ୯ ପର୍ଯ୍ୟନ୍ତ ମୁଲତବୀ ହେଲା ଲୋକସଭା
    ଦେଶ-ଦେଶାନ୍ତର

    ମାର୍ଚ୍ଚ ୯ ପର୍ଯ୍ୟନ୍ତ ମୁଲତବୀ ହେଲା ଲୋକସଭା

    13881
    Feb 13, 2026
  • ଦୂରଦର୍ଶନର ଲୋକପ୍ରିୟ ଆଙ୍କର ସରଳାଙ୍କ ଦେହାନ୍ତ
    ଦେଶ-ଦେଶାନ୍ତର

    ଦୂରଦର୍ଶନର ଲୋକପ୍ରିୟ ଆଙ୍କର ସରଳାଙ୍କ ଦେହାନ୍ତ

    15014
    Feb 12, 2026
  • ସବୁଜ କ୍ୟାପସିକମ ଏହି ରୋଗ ପାଇଁ ଭାରି ଉପକାରୀ
    ବିଶେଷ

    ସବୁଜ କ୍ୟାପସିକମ ଏହି ରୋଗ ପାଇଁ ଭାରି ଉପକାରୀ

    15465
    Feb 13, 2026
  • ବାହାରପଟୁ କବାଟ ଦେଇ ଲୁଟିନେଲେ ୫ ଲକ୍ଷର ଅଳଙ୍କାର
    ଅପରାଧ

    ବାହାରପଟୁ କବାଟ ଦେଇ ଲୁଟିନେଲେ ୫ ଲକ୍ଷର ଅଳଙ୍କାର

    15599
    Feb 12, 2026
  • ଆସନ୍ତାକାଲି ସେବା ତୀର୍ଥ ଭବନ କମ୍ପ୍ଲେକ୍ସର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
    ଦେଶ-ଦେଶାନ୍ତର

    ଆସନ୍ତାକାଲି ସେବା ତୀର୍ଥ ଭବନ କମ୍ପ୍ଲେକ୍ସର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

    14006
    Feb 12, 2026
  • ମେଗା ଚୁକ୍ତି ମଞ୍ଜୁରୀ, ୧୧୪ଟି ରାଫେଲ ଜେଟ୍ ଭାରତ ଆସିବ
    ଦେଶ-ଦେଶାନ୍ତର

    ମେଗା ଚୁକ୍ତି ମଞ୍ଜୁରୀ, ୧୧୪ଟି ରାଫେଲ ଜେଟ୍ ଭାରତ ଆସିବ

    15196
    Feb 12, 2026
  • ହରଦୀପ ପୁରୀଙ୍କ ଇସ୍ତଫା ଦାବି କରି ଲୋକସଭାରେ ହଟ୍ଟଗୋଳ, ଗୃହ ମୁଲତବୀ
    ଦେଶ-ଦେଶାନ୍ତର

    ହରଦୀପ ପୁରୀଙ୍କ ଇସ୍ତଫା ଦାବି କରି ଲୋକସଭାରେ ହଟ୍ଟଗୋଳ, ଗୃହ ମୁଲତବୀ

    13546
    Feb 13, 2026
  • ମୋଦୀଙ୍କ ଦ୍ଵାରା ଉଦଘାଟିତ ହେଲା ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ
    ଦେଶ-ଦେଶାନ୍ତର

    ମୋଦୀଙ୍କ ଦ୍ଵାରା ଉଦଘାଟିତ ହେଲା ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ

    14728
    Feb 13, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଅପରାଧ

    ସ୍ୱାମୀ-ସ୍ତ୍ରୀ-ପରକୀୟା ପ୍ରୀତି : ଗର୍ଭବତୀ ପତ୍ନୀକୁ ମାରିଦେଲା

    14130
    Feb 12, 2026
  • ବିଶେଷ

    ଘରେ ରଖନ୍ତୁ ନାହିଁ ଭାଙ୍ଗି ଯାଇଥିବା କାଚ

    14998
    Feb 14, 2026
  • ବିଶେଷ

    ସବୁଜ କ୍ୟାପସିକମ ଏହି ରୋଗ ପାଇଁ ଭାରି ଉପକାରୀ

    15465
    Feb 13, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17336
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17404
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17749
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16224
    Apr 03, 2021

ବିଶେଷ

  • ଘରେ ରଖନ୍ତୁ ନାହିଁ ଭାଙ୍ଗି ଯାଇଥିବା କାଚ

    14998
    Feb 14, 2026
  • ସବୁଜ କ୍ୟାପସିକମ ଏହି ରୋଗ ପାଇଁ ଭାରି ଉପକାରୀ

    15465
    Feb 13, 2026
  • ଆଜ୍‌ମା କମାଇବାକୁ ହେଲେ କରନ୍ତୁ ଏହା.......

    15951
    Feb 12, 2026
  • ଦୃଷ୍ଟିଶକ୍ତି ପ୍ରଖର କରେ ଅମୃତଭଣ୍ଡା

    13887
    Feb 11, 2026
  • ତଳିପାଦ ଦେଖି ରୋଗ ବିଷୟରେ ଜାଣନ୍ତୁ .....

    14670
    Feb 10, 2026

ବାଣିଜ୍ୟ

୧ ଏପ୍ରିଲରୁ ନୂତନ ଆୟକର ଆଇନ

୧ ଏପ୍ରିଲ, ୨୦୨୬ରୁ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ ଟିକସ ରିଟର୍ନ ଫର୍ମ ପ୍ରକାଶ କରିଛି, ଯାହା ପ୍ରଥମ ଥର ପାଇଁ ନୂତନ ଆୟକର ଆଇନ, ୨୦୨୫ ପ୍ରକୃତରେ କିପରି କାମ କରିବ ତାହାର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିଛି।

ଦେଶରେ ବର୍ତ୍ତମାନର ଟିକସ ଆଇନ ୧୯୬୧ରୁ ...

  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14948
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14458
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16066
    Jan 28, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    15346
    Jan 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସ୍ୱାମୀ-ସ୍ତ୍ରୀ-ପରକୀୟା ପ୍ରୀତି : ଗର୍ଭବତୀ ପତ୍ନୀକୁ ମାରିଦେଲା

    14130
    Feb 12, 2026
  • ବାହାରପଟୁ କବାଟ ଦେଇ ଲୁଟିନେଲେ ୫ ଲକ୍ଷର ଅଳଙ୍କାର

    15599
    Feb 12, 2026
  • ମେଗା ଚୁକ୍ତି ମଞ୍ଜୁରୀ, ୧୧୪ଟି ରାଫେଲ ଜେଟ୍ ଭାରତ ଆସିବ

    15196
    Feb 12, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In