Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, October 01, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପୁଣି ବଢିଲା ବାଣିଜ୍ୟିକ ଏଲପିଜି ...

  • ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ ...

  • ନିଜ ଜୀବନକୁ ବାଜି ଲଗାଇ ୧୮୦ ଯାତ୍ରୀଙ୍କୁ ...

  • ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ...

  • ରବି ଫସଲର MSP ବଢିଲା, କୁସୁମ ପାଇଁ ସର୍ବାଧିକ ...

  • ଟମାଟୋ, କାଜୁ, ଗୁଡ଼ ସବୁ ଫିମ୍ପି : ସେଭେନ ...

  • ୫୨୬ କିଲୋଗ୍ରାମ ହେରୋଇନ ଓ ...

  • ଭୀଷଣ ଗୁଳିବିନିମୟ, ଏନକାଉଣ୍ଟରରେ ଲସ୍କର ...

  • ଅଭାବ ନା ମାନସିକ ବିକୃତ: ୭ ବର୍ଷ ପୁଅକୁ ...

  • କଳହ ପରେ ଆଖିବୁଜା ଫାୟାରିଂ, ୪ ଯବାନ ମୃତ

ବିଶେଷ
Home ›› ବିଶେଷ ››ଅଧିକ ଗର୍ଭ ନିରୋଧକ ବଟିକା ଖାଉଥିଲେ ସାବଧାନ, ନହେଲେ ଭୋଗିବେ ପରିଣାମ

ଅଧିକ ଗର୍ଭ ନିରୋଧକ ବଟିକା ଖାଉଥିଲେ ସାବଧାନ, ନହେଲେ ଭୋଗିବେ ପରିଣାମ

2022-02-22 04:26:48
16213
Share:
Facebook
Twitter
E-Mail
WhatsApp
Telegram
ଅଧିକ ଗର୍ଭ ନିରୋଧକ ବଟିକା ଖାଉଥିଲେ ସାବଧାନ, ନହେଲେ ଭୋଗିବେ ପରିଣାମ


ଭୁବନେଶ୍ୱର: ଅନେକ ସମୟରେ କିଛି ମହିଳା ଅଛନ୍ତି ଯେଉଁମାନେ ଗର୍ଭ ନିରୋଧକ ବଟିକାର ବ୍ୟବାହାର ଅଧିକ କରିଥାଆନ୍ତି । କିନ୍ତୁ ଆପଣ କ’ଣ ଜାଣିଛନ୍ତି କି ଏହି ଗର୍ଭ ନିରୋଧକ ବଟିକାର ଅଧିକ ବ୍ୟବହାର କରିବା ଦ୍ୱାରା କେଉଁସବୁ ଅସୁବିଧାର ସାମ୍ନା କରିବାକୁ ପଡିଥାଏ ?

ତେବେ ଆସନ୍ତୁ ଜାଣିବା କ’ଣ ଏହି ଔଷଧର ପ୍ରଭାବ ରହିଛି ଯାହା ଆପଣଙ୍କ ଗର୍ଭ ଧାରଣ କ୍ଷମତା ଉପରେ ଖରାପ ପ୍ରଭାବ ପକାଇବ:
ଯଦି କୌଣସି ମହିଳା କିଛି ସମୟ ପାଇଁ ନିଜ ଗର୍ଭକୁ ରୋକିବା ପାଇଁ ଗର୍ଭ ନିରୋଧକ ବଟିକା ଖାଉଛନ୍ତି, ତେବେ ଏବେଠାରୁ ହୋଇଯାଆନ୍ତୁ ସାବଧାନ। କାରଣ ଏହାର ବ୍ୟବହାର ଦ୍ୱାରା ହୁଏତ ଦେଶରେ ଜନ୍ମ ହାର ବା ବର୍ଥ ରେଟ କମିଛି କିନ୍ତୁ ଏହା ପରେ ବି ଗର୍ଭ ନିରୋଧକ ଔଷଧ ମହିଳାଙ୍କ ଫର୍ଟିଲିଟି ପାୱାର ବା ଗର୍ଭ ନିର୍ଧାରଣ କ୍ଷମତା ଉପରେ ଖରାପ ପ୍ରଭାବ ପକାଇ ଥାଏ । ଆପଣ ଶୁଣିଲେ ହୁଏତ ଆଶ୍ଚର୍ଯ୍ୟ ହେବେ ଯେ ଏହି ବଟିକା ଅଧିକ ମାତ୍ରାରେ ଖାଇବା ଦ୍ୱାରା ଅନେକ ମହିଳା ନିସନ୍ତାନ ହୋଇଥାଆନ୍ତି। କାହିଁକିନା ଏହା ଗର୍ଭଧାରଣ ପାୱାର ବା କ୍ଷମତାରୁ ହ୍ରାସ କରାଇଥାଏ ।

ତେବେ ଆପଣ ଜାଣିଥିବେ ବର୍ତ୍ତମାନ ର ଯୁବ ପିଢି ବିବାହ ପରେ ତୁରନ୍ତ ନିଜର ପରିବାର ବଢାଇବାକୁ ଚାହୁଁନାହାନ୍ତି । କାରଣ ସେମାନେ ପ୍ରଥମେ ପରସ୍ପରକୁ ବୁଝିବାକୁ ଚାହୁଁଛନ୍ତି ଓ ନିଜ କ୍ୟାରିଅର କୁ ଆଗକୁ ନେବା ପାଇଁ ଚାହୁଁଛନ୍ତି । ଯାହା ପାଇଁ କଣ୍ଟ୍ରାସେପଟିଭ୍ସ ବା ଗର୍ଭନିରୋଧକ ଔଷଧର ବ୍ୟବହାର ଅଧିକା ମାତ୍ରାରେ ବଢିବାରେ ଲାଗିଛି । ଭାରତ ଇତିହାସରେ ପ୍ରଥମ ଥର ଏମିତି ହୋଇଛି ଯେ ଗର୍ଭ ନିରୋଧକ ବଟିକାର ଅଧିକ ବ୍ୟବହାର ପାଇଁ ଟୋଟାଲ ଫର୍ଟିଲିଟି ରେଟ ବା (ଟିଏଫଆର) କମ ଆସିଥିବା ହେତୁ ରିପ୍ଲେସମେଣ୍ଟ ର ସ୍ତର ମଧ୍ୟ ତଳକୁ ଖସିଛି ।

ବର୍ତ୍ତମାନ ଚିନ୍ତା ଜନକ ବିଷୟ ହେଉଛି ଯେ ଏତେ ମାତ୍ରାରେ ଗର୍ଭ ନିରୋଧକ ଔଷଧର ବ୍ୟବହାର ବଢିଯାଇଛି ଯେ ଯାହା ମହିଳାଙ୍କ କ୍ଷେତ୍ରରେ ଗର୍ଭ ଧାରଣ କରିବା କ୍ଷମତାକୁ ହ୍ରାସ କରିଥିବା ଏକ ରିପୋର୍ଟରୁ ଜଣାପଡିଛି । ରିପୋର୍ଟ ଅନୁଯାୟୀ ଅଧିକ ମାତ୍ରାରେ ଗର୍ଭ ନିରୋଧକ ଔଷଧ ଖାଇଲେ ଏହା ଫର୍ଟିଲିଟି ପାୱାର ଉପରେ ଖରାପ ପ୍ରଭାବ ପକାଇଥାଏ, ଯାହା କି ପିଲା ନହେବାର ମୁଖ୍ୟ କାରଣ ।

ତେଣୁ ଏହି ଟାବଲେଟ ଖାଇବା ପୂର୍ବରୁ ଆପଣଙ୍କୁ ଅନେକ ଭାବି ବିଚାରି ଖାଇବା ଦରକାର। ଏକ ଫେମସ ଜର୍ନାଲ ର ରିପୋର୍ଟ ଅନୁଯାୟୀ ରାଷ୍ଟ୍ରୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ଦ୍ୱାରା କରାଯାଇଥିବା ସର୍ଭେ ରେ ଜଣା ପଡିଛି ଯେ ୨୦୧୫ – ୧୬ ପରଠାରୁ ଫ୍ୟାମିଲି ପ୍ଲାନିଙ୍ଗ ପାଇଁ ଗର୍ଭ ନିରୋଧକ ର ଆଧୁନିକ ଉପାୟ ଆପଣାଉଥିବା ପରିବାରଙ୍କ ସଂଖ୍ୟା ହେଉଛି ୮.୭ ପ୍ରତିଶତ।

ଏହା ଭଲ ଖବର, ଯାହା କି ଭାରତର ଜନସଂଖ୍ୟା କମାଉଛି କିନ୍ତୁ ଅଧିକ ମାତ୍ରାରେ ଗର୍ଭ ନିରୋଧକ ଔଷଧ ବ୍ୟବାହାର କରିବା ଦ୍ୱାରା ଏହା ଗର୍ଭ ଧାରଣ କରିବା କ୍ଷମତା ଉପରେ ମଧ୍ୟ ପ୍ରଭାବ ପକାଉଛି । ଯାହାଦ୍ୱାରା ମହିଳାଙ୍କ କ୍ଷେତ୍ରରେ ଇନଫର୍ଟିଲିଟି ବୃଦ୍ଧି ପାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା (WHO) ଅନୁଯାୟୀ ଇନଫର୍ଟିଲିଟି ପରୁଷ ଓ ମହିଳାଙ୍କ ପ୍ରଜନନ ପ୍ରଣାଳୀର ଏକ ପ୍ରକାର, ଯାହା ୧୨ ମାସ କିମ୍ବା ତା ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ସେକ୍ଚୁଆଲ ଇଣ୍ଟରକୋର୍ସ କରିବା ପରେ ବେବି କନ୍ସିଭ  ନକରିବାର ଅକ୍ଷମତାକୁ ବୁଝାଜାଇଥାଏ ।

ବର୍ତ୍ତମାନ ସମୟରେ ସାରା ଦୁନିଆର କପଲ୍ସ ଇନଫର୍ଟିଲିଟି ର ସମସ୍ୟା ର ସମୁଖୀନ କରୁଛନ୍ତି । ତେବେ ଇନଫର୍ଟିଲିଟି ର ମୂଳ କାରଣ ଗୁଡିକ ହେଉଛି ଟ୍ୟୁବଲ ଡିସଅର୍ଡର,ୟୁଟେରସ ଡିସଅର୍ଡର, ସେପ୍ଟେଟ ୟୁଟେରସ,ଓଭାରି ଡିଜିଜ ଓ ହର୍ମୋନ ଇମ୍ବାଲାନ୍ସ । ଏହା ଛଡା ଜେନେଟିକ କଣ୍ଡିସନକୁ ମଧ୍ୟ ଦ୍ୱାୟି କରାଯିବ। ଭାରତରେ ପରିବାର ନ ବଢାଇବା ପାଇଁ ଅଧିକରୁ ଅଧିକ ମାତ୍ରାରେ କଣ୍ଡୋମ,ଗର୍ଭନିରୋଧକ ଔଷଧ, ଗର୍ଭନିରୋଧକ ଇଞ୍ଜେକ୍ସନ, ଭଜାଇନାଲ ରିଙ୍ଗ୍ସ ଓ ଇଣ୍ଟ୍ରାଟରିନ ଡିଭାଇସ ର ବ୍ୟବହାର କରାଯାଉଛି ।

ତେବେ ଏକ ରିପୋର୍ଟ ଅନୁଯାୟୀ ଗର୍ଭ ନିରୋଧକ ବା କଣ୍ଟ୍ରାସେପ୍ଟିଭ୍ସ ବ୍ୟବହାର ବନ୍ଦ କରିବା ପରେ କରିବା ପରେ ୧ ବର୍ଷ ମଧ୍ୟରେ ପ୍ରାୟ ୮୩ ପ୍ରତିଶତ ମହିଳା ବେବି କନ୍ସିଭ କରିସାରିଛନ୍ତି । ଯଦି କୌଣସି ମହିଳା ଅଧିକ ସମୟରୁ କଣ୍ଟ୍ରାସେପଟିଭ୍ସ ବ୍ୟବହାର କରୁଛନ୍ତି , ତେବେ ତାଙ୍କୁ ପିଲା ଜନ୍ମ କରିବାରେ ଅସୁବିଧା ହୋଇପାରେ,ଏମିତିକି ନିସନ୍ତାନ ହୋଇପାରନ୍ତି ବାପା ଓ ମା’ । ତେବେ ଆପଣ ଏହି ସବୁ ଗର୍ଭ ନିରୋଧକ ମେଡିସିନ ଖାଇବା ପୂର୍ବରୁ ଡାକ୍ତଙ୍କ ପରାମର୍ଶ ନିଅନ୍ତୁ ।

Powered by Froala Editor

Tags Life style

Related articles Odisha News Lens 4.1

  • କଳହ ପରେ ଆଖିବୁଜା ଫାୟାରିଂ, ୪ ଯବାନ ମୃତ
    ଦେଶ-ଦେଶାନ୍ତର

    କଳହ ପରେ ଆଖିବୁଜା ଫାୟାରିଂ, ୪ ଯବାନ ମୃତ

    15005
    Sep 30, 2026
  • ଅଭାବ ନା ମାନସିକ ବିକୃତ: ୭ ବର୍ଷ ପୁଅକୁ କାମୁଡ଼ି କ୍ଷତାକ୍ତ କରୁଛି ମା’
    ଜିଲ୍ଲା ପରିକ୍ରମା

    ଅଭାବ ନା ମାନସିକ ବିକୃତ: ୭ ବର୍ଷ ପୁଅକୁ କାମୁଡ଼ି କ୍ଷତାକ୍ତ କରୁଛି ମା’

    14815
    Sep 30, 2026
  • ପୁଣି ବଢିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ
    ଦେଶ-ଦେଶାନ୍ତର

    ପୁଣି ବଢିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ

    14900
    Oct 01, 2026
  • ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ମୋଦୀଙ୍କ ଟେଲିଫୋନରେ ବାର୍ତ୍ତାଳପ
    ଦେଶ-ଦେଶାନ୍ତର

    ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ମୋଦୀଙ୍କ ଟେଲିଫୋନରେ ବାର୍ତ୍ତାଳପ

    14463
    Oct 01, 2026
  • ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ...
    ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ...

    14820
    Oct 01, 2026
  • ୫୨୬ କିଲୋଗ୍ରାମ ହେରୋଇନ ଓ ମେଥାମ୍ଫେଟାମାଇନ୍‌ ଜବତ, ୫ ପାକିସ୍ତାନୀ ଗିରଫ
    ଦେଶ-ଦେଶାନ୍ତର

    ୫୨୬ କିଲୋଗ୍ରାମ ହେରୋଇନ ଓ ମେଥାମ୍ଫେଟାମାଇନ୍‌ ଜବତ, ୫ ପାକିସ୍ତାନୀ ଗିରଫ

    15097
    Sep 30, 2026
  • ଟମାଟୋ, କାଜୁ, ଗୁଡ଼ ସବୁ ଫିମ୍ପି : ସେଭେନ ସିଜ ହସ୍ପିଟାଲିଟିର ଲାଇସେନ୍ସ ସସପେଣ୍ଡ
    ଦେଶ-ଦେଶାନ୍ତର

    ଟମାଟୋ, କାଜୁ, ଗୁଡ଼ ସବୁ ଫିମ୍ପି : ସେଭେନ ସିଜ ହସ୍ପିଟାଲିଟିର ଲାଇସେନ୍ସ ସସପେଣ୍ଡ

    15609
    Oct 01, 2026
  • ରବି ଫସଲର MSP ବଢିଲା, କୁସୁମ ପାଇଁ ସର୍ବାଧିକ ବୃଦ୍ଧି
    ଦେଶ-ଦେଶାନ୍ତର

    ରବି ଫସଲର MSP ବଢିଲା, କୁସୁମ ପାଇଁ ସର୍ବାଧିକ ବୃଦ୍ଧି

    15159
    Oct 01, 2026
  •  ନିଜ ଜୀବନକୁ ବାଜି ଲଗାଇ ୧୮୦ ଯାତ୍ରୀଙ୍କୁ ବଞ୍ଚାଇଲେ ସ୍ମିତ, ଚାରିଆଡୁ ଛୁଟୁଛି ...
    ଦେଶ-ଦେଶାନ୍ତର

    ନିଜ ଜୀବନକୁ ବାଜି ଲଗାଇ ୧୮୦ ଯାତ୍ରୀଙ୍କୁ ବଞ୍ଚାଇଲେ ସ୍ମିତ, ଚାରିଆଡୁ ଛୁଟୁଛି ...

    15381
    Oct 01, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଜିଲ୍ଲା ପରିକ୍ରମା

    ଅଭାବ ନା ମାନସିକ ବିକୃତ: ୭ ବର୍ଷ ପୁଅକୁ କାମୁଡ଼ି କ୍ଷତାକ୍ତ କରୁଛି ମା’

    14815
    Sep 30, 2026
  • ଦେଶ-ଦେଶାନ୍ତର

    ଭୀଷଣ ଗୁଳିବିନିମୟ, ଏନକାଉଣ୍ଟରରେ ଲସ୍କର ଆତଙ୍କୀ ହାଶିମ ମୂସା ନିହତ

    15055
    Sep 30, 2026
  • ଦେଶ-ଦେଶାନ୍ତର

    କଳହ ପରେ ଆଖିବୁଜା ଫାୟାରିଂ, ୪ ଯବାନ ମୃତ

    15005
    Sep 30, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17141
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17830
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17795
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18211
    Sep 06, 2023

ବିଶେଷ

  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15197
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14016
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15755
    Sep 23, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    15322
    Sep 21, 2026
  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    14696
    Sep 18, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ପ୍ରଦାନ କରୁଛି

ସ୍ଥାପିତ ୬ଟି ଡିଜିଟାଲ ଶ୍ରେଣୀଗୃହରେ ୫୬୦ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି

ଭୁବନେଶ୍ୱର: ଶିକ୍ଷା ସେତେବେଳେ ଅଧିକ ଅର୍ଥପୂର୍ଣ୍ଣ ହୋଇଯାଏ ଯେତେବେଳେ ଛାତ୍ରମାନେ ସଠିକ୍ ଉପକରଣ ଏବଂ ସମ୍ବଳ ପାଇଥ ...

  • ଭାରତରେ ‘Apple Pay’ ପ୍ରବେଶ

    14637
    Sep 30, 2026
  • ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

    14386
    Sep 28, 2026
  • ଆକ୍ସନ ଟେସା ଜାତୀୟ ବଢେଇ ଦିବସ ପାଳନ କଲା, ବଢେଇମାନଙ୍କ ନିମନ୍ତେ ବୃହତ୍‌ କଲ୍ୟାଣକାରୀ କାର୍ଯ୍ୟକ୍ରମ ଘୋଷଣା କଲା

    14341
    Sep 26, 2026
  • ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି

    15955
    Sep 23, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୫୨୬ କିଲୋଗ୍ରାମ ହେରୋଇନ ଓ ମେଥାମ୍ଫେଟାମାଇନ୍‌ ଜବତ, ୫ ପାକିସ୍ତାନୀ ଗିରଫ

    15097
    Sep 30, 2026
  • ଟମାଟୋ, କାଜୁ, ଗୁଡ଼ ସବୁ ଫିମ୍ପି : ସେଭେନ ସିଜ ହସ୍ପିଟାଲିଟିର ଲାଇସେନ୍ସ ସସପେଣ୍ଡ

    15609
    Oct 01, 2026
  • ରବି ଫସଲର MSP ବଢିଲା, କୁସୁମ ପାଇଁ ସର୍ବାଧିକ ବୃଦ୍ଧି

    15159
    Oct 01, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In