ଏଏସଆଇ ଡିଜିଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୀକ୍ଷା

ପୁରୀ: ଦୁଇ ଦିନିଆ ଓଡିଶା ଗସ୍ତରେ ଏଏସଆଇ ଡିଜି ଭି. ବିଦ୍ୟାବତୀ ଆସିଛନ୍ତି । ଓଡିଶାରେ ପହଞ୍ଚି ଭି.ବିଦ୍ୟାବତୀ ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଦର୍ଶନ ପରେ ଏସଆଇ ଡିଜି ସମୀକ୍ଷା ବୈଠକ ଯୋଗ ଦେଇଛନ୍ତି ।
ଏହି ସମୀକ୍ଷା ବୈଠକରେ ଏଏସଆଇ ଡିଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କରୁଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଅଛନ୍ତି ।
Powered by Froala Editor