କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଅଗ୍ନିକାଣ୍ଡ

କେନ୍ଦୁଝର: କେନ୍ଦୁଝର ଜିଲ୍ଲ ମୁଖ୍ୟ ଚିକିସôାଳୟରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଡାଏଲେସିସ୍ ରୁମରେ ଅଗ୍ନିକାଣ୍ଡ ଯୋଗୁଁ ରୋଗୀ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ଧୂଆଁ ଭିତରେ ଅସ୍ତବ୍ୟସ୍ତ ରୋଗୀଙ୍କୁ ସ୍ଥାନାନ୍ତର କରାଯାଉଛି । ଏଯାଏ ସେଠାରେ ଅଗ୍ନିଶମ ଗାଡ ପହଞ୍ଚିନଥିବାରୁ କର୍ମଚାରୀଙ୍କ ଦ୍ୱାରା ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରହିଛି ।
ତେବେ ନିଆଁ ଲାଗିବା କାରଣ ଅସ୍ପଶ ରହିଛି ।
Powered by Froala Editor