୧୦୭ ପୌର ପରିଷଦ ଅଧ୍ୟକ୍ଷ ପାଇଁ ସଂରକ୍ଷଣ ଚିଠା ତାଲିକା ପ୍ରକାଶ
ଭୁବନେଶ୍ୱର:ପଞ୍ଚାୟତ ପିର୍ବାଚନ ପରେ ପରେ ପୌର ନର୍ବାଚନ ହେବ । ଏ ନେଇ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ରାଜ୍ୟରେ ପ୍ରକାଶ ପାଇଲା ସଂରକ୍ଷଣ ଚିଠା ତାଲିକା । ୧୦୭ ପୌର ପରିଷଦ ଅଧ୍ୟକ୍ଷ ପାଇଁ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି ।
ନଗର ଉନ୍ନୟନ ବିଭାଗ ପକ୍ଷରୁ ଏି ବିଜ୍ଞପ୍ତି ପ୍ରକାଶ ପାଇଛି । କୌଣସି ଆପତ୍ତି ଅଭିଯୋଗ ଥିଲେ ୧୫ ଦିନ ମଧ୍ୟରେ ଜଣାଇ ପାରିବେ । ପୌର ପ୍ରଶାସନ ନିଦେ୍ର୍ଧଶକଙ୍କ ନିକଟରେ ଅଭିଯୋଗ କରିପାରିବେ । ଏହାପରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।
Powered by Froala Editor