Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, March 17, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ରାତ୍ରୀ ଭୋଜନରେ ଖାଆନ୍ତୁ ଏହି ଖାଦ୍ୟ, କମିବ ...

  • ଯୁଦ୍ଧକୁ ନେଇ ସାମାଜିକ ଗଣମାଧ୍ୟମରେ ...

  • ବୋମାମାଡରେ ଧ୍ଵଂସ ହେଲା ଖାମେନେଇ ...

  • ସାରା ଦେଶ ପାଇଁ ଗର୍ବ ଆଣିଲେ ଓଡ଼ିଆ ପୁଅ, ...

  • ବିକ୍ରି ହୋଇଗଲେ ୩ ଜଣ ବିଧାୟକ

  • ହରିଶଙ୍କୁ ଶେଷ ବାର୍ତ୍ତା, ଭିଡିଓ ଭାଇରାଲ

  • ପଶ୍ଚିମବଙ୍ଗ ନିର୍ବାଚନ: ମମତାଙ୍କ ...

  • ଥାଲାପତି ବିଜୟଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦ ...

  • ମନ୍ଦିର ଦର୍ଶନ କରି ଫେରୁଥିଲେ, ଖାଇରେ ବସ୍ ...

  • ଏକ୍ସପ୍ରେସ୍ ୱେରେ ରିଲ୍ସ କରି ଜୀବନ ...

Home ›› ›› କରୋନା: କଟକ ଓ ସମ୍ବଲପୁର ରେଡ୍ ଜୋନ୍‌ରେ ସାମିଲ

କରୋନା: କଟକ ଓ ସମ୍ବଲପୁର ରେଡ୍ ଜୋନ୍‌ରେ ସାମିଲ

2022-01-13 06:14:03
14519
Share:
Facebook
Twitter
E-Mail
WhatsApp
Telegram
 କରୋନା: କଟକ ଓ ସମ୍ବଲପୁର ରେଡ୍ ଜୋନ୍‌ରେ ସାମିଲ


ଭୁବନେଶ୍ୱର: ରାଜ୍ୟର ଦିନକୁ ଦିନ କରୋନା ଗ୍ରାଫ୍‌ ଦ୍ରୁତ ବେଗରେ ମାଡ଼ି ଚାଲିଛି। ଦ୍ୱିତୀୟ ଲହର ଶୀର୍ଷ ବେଳେ ଯେତିକି ଆକ୍ରାନ୍ତ ବାହାରୁଥିଲେ ଏବେ ତୃତୀୟ ଲହର ଆରମ୍ଭ ସମୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ସେହି ପାଖାପାଖି ଛୁଇଁଗଲାଣି । ଓଡ଼ିଶାରେ ଦୈନିକ ସଂକ୍ରମଣ ୧୦ ହଜାର ଟପିଲା। ଦିନକରେ ଏତେ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେବା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି । ଗତ ୨୪ ଘଣ୍ଟାରେ ୧୦୦୫୯ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଗତକାଲି ପୁଣି ଏକ ଓମିକ୍ରନ୍ ବିସ୍ଫୋରଣ ହୋଇ ଏକାଥରକରେ ୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଯାହାକୁ ନେଇ ଏବେ ରାଜ୍ୟରେ ଅତି ଉଦବେଗଜନକ ସ୍ଥିତିରେ ରହିଛି କରୋନା ମହାମାରୀର ଘାତକ ଭ୍ୟାରିଆଣ୍ଟ ଓମିକ୍ରନ୍ ।
ପୂର୍ବରୁ କେବଳ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ରେଡ୍ ଜୋନ୍‌ରେ ରହିଥିବା ବେଳେ ଆଜି କଟକ ଓ ସମ୍ବଲପୁର ମଧ୍ୟ ସଂକ୍ରମଣ ଦୃଷ୍ଟିରୁ ରେଡ୍ ଜୋନ୍‌ରେ ସାମିଲ ହୋଇଛି ।
ଗତ ସପ୍ତାହରେ ରାଜ୍ୟରେ ସଂକ୍ରମଣ ହାର ୧୦ ପ୍ରତିଶତ ରହିଥିବା ବେଳେ ଆଜି ୧୦ ହଜାରରୁ ଉର୍ଦ୍ଧ୍ୱ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟର ଟିପିଆର ବା ଟେଷ୍ଟ ପଜିଟିଭ୍ ରେଟ୍ ଏବେ ୧୧.୭୭ ପ୍ରତିଶତ ରହିଛି । ଯାହା ଅତି ଚିନ୍ତାଜନକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇଛନ୍ତି।
ପ୍ରକାଶ ଯେ, ୩୦ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୧୮୮ ଜଣ, ସୁନ୍ଦରଗଡ଼ରୁ ୧୩୪୮ ଜଣ, କଟକରୁ ୮୭୦ ଜଣ, ସମ୍ବଲପୁରରୁ ୫୭୦ ଜଣ, ମୟୂରଭଞ୍ଜରୁ ୪୨୩ ଜଣ,ବାଲେଶ୍ବରରୁ ୨୭୮ ଜଣ, ପୁରୀରୁ ୨୭୨ ଜଣ, ଝାରସୁଗୁଡ଼ାରୁ ୨୧୯ ଜଣ,ବଲାଙ୍ଗୀରରୁ ୨୧୬ ଜଣ, ଯାଜପୁରରୁ ୨୧୨ ଜଣ,କୋରାପୁଟରୁ ୧୫୫ ଜଣ, ଗଞ୍ଜାମରୁ ୧୫୪ ଜଣ, ଜଗତସିଂହପୁରରୁ ୧୪୨ ଜଣ, ଭଦ୍ରକରୁ ୧୩୮ ଜଣ,ରାୟଗଡ଼ାରୁ ୧୩୧ ଜଣ, କଳାହାଣ୍ଡିରୁ ୧୨୩ ଜଣ,ନବରଙ୍ଗପୁରରୁ ୧୨୨ ଜଣ, କେନ୍ଦୁଝରରୁ ୧୦୯ ଜଣ, ସୋନପୁରରୁ ୧୦୬ ଜଣ, ନୟାଗଡ଼ରୁ ୧୦୨ ଜଣ, ଗଜପତିରୁ ୮୨ ଜଣ, ବରଗଡ଼ରୁ ୭୬ ଜଣ,ନୂଆପଡ଼ାରୁ ୬୬ ଜଣ, କେନ୍ଦ୍ରାପଡ଼ାରୁ ୫୧ ଜଣ, ଢ଼େଙ୍କାନାଳରୁ ୫୦ ଜଣ, ଅନୁଗୁଳରୁ ୪୬ ଜଣ,କନ୍ଧମାାଳରୁ ୩୬ ଜଣ, ଦେବଗଡ଼ରୁ ୧୮ ଜଣ,ମାଲକାନଗିରିରୁ ୧୭ ଜଣ, ବୌଦ୍ଧରୁ ୧୫ ଜଣ ଏବଂ ଷ୍ଟେଟ୍ ପୁଲ୍‌୍ରୁ ୭୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Powered by Froala Editor

Tags Corona

Related articles Odisha News Lens 4.1

  • ଏକ୍ସପ୍ରେସ୍ ୱେରେ ରିଲ୍ସ କରି ଜୀବନ ହରାଇଲେ ଛାତ୍ର
    ଦେଶ-ଦେଶାନ୍ତର

    ଏକ୍ସପ୍ରେସ୍ ୱେରେ ରିଲ୍ସ କରି ଜୀବନ ହରାଇଲେ ଛାତ୍ର

    15785
    Mar 16, 2026
  • ପଶ୍ଚିମବଙ୍ଗ ନିର୍ବାଚନ: ମମତାଙ୍କ ନିର୍ବାଚନ ମଣ୍ଡଳୀରୁ ଶୁଭେନ୍ଦୁଙ୍କୁ ପ୍ରାର୍ଥୀ ...
    ଦେଶ-ଦେଶାନ୍ତର

    ପଶ୍ଚିମବଙ୍ଗ ନିର୍ବାଚନ: ମମତାଙ୍କ ନିର୍ବାଚନ ମଣ୍ଡଳୀରୁ ଶୁଭେନ୍ଦୁଙ୍କୁ ପ୍ରାର୍ଥୀ ...

    15140
    Mar 16, 2026
  • ରାତ୍ରୀ ଭୋଜନରେ ଖାଆନ୍ତୁ ଏହି ଖାଦ୍ୟ, କମିବ ପେଟ
    ବିଶେଷ

    ରାତ୍ରୀ ଭୋଜନରେ ଖାଆନ୍ତୁ ଏହି ଖାଦ୍ୟ, କମିବ ପେଟ

    13977
    Mar 17, 2026
  • ବିକ୍ରି ହୋଇଗଲେ ୩ ଜଣ ବିଧାୟକ
    ରାଜନୀତି

    ବିକ୍ରି ହୋଇଗଲେ ୩ ଜଣ ବିଧାୟକ

    13841
    Mar 16, 2026
  • ସାରା ଦେଶ ପାଇଁ ଗର୍ବ ଆଣିଲେ ଓଡ଼ିଆ ପୁଅ, ‘ନନ୍ଦାଦେବୀ’ ଚଲାଇ ଗୁଜୁରାଟରେ ସୁରକ୍ଷିତ ...
    ଦେଶ-ଦେଶାନ୍ତର

    ସାରା ଦେଶ ପାଇଁ ଗର୍ବ ଆଣିଲେ ଓଡ଼ିଆ ପୁଅ, ‘ନନ୍ଦାଦେବୀ’ ଚଲାଇ ଗୁଜୁରାଟରେ ସୁରକ୍ଷିତ ...

    14664
    Mar 17, 2026
  • ଯୁଦ୍ଧକୁ ନେଇ ସାମାଜିକ ଗଣମାଧ୍ୟମରେ ମିଥ୍ୟା ଓ ଆପତ୍ତିଜନକ ଭିଡିଓ ଅପ୍‌ଲୋଡ କରୁଥିଲେ, ...
    ଦେଶ-ଦେଶାନ୍ତର

    ଯୁଦ୍ଧକୁ ନେଇ ସାମାଜିକ ଗଣମାଧ୍ୟମରେ ମିଥ୍ୟା ଓ ଆପତ୍ତିଜନକ ଭିଡିଓ ଅପ୍‌ଲୋଡ କରୁଥିଲେ, ...

    14960
    Mar 17, 2026
  • ମନ୍ଦିର ଦର୍ଶନ କରି ଫେରୁଥିଲେ, ଖାଇରେ ବସ୍ ଖସି ୭ ମୃତ
    ଦେଶ-ଦେଶାନ୍ତର

    ମନ୍ଦିର ଦର୍ଶନ କରି ଫେରୁଥିଲେ, ଖାଇରେ ବସ୍ ଖସି ୭ ମୃତ

    14212
    Mar 16, 2026
  • ବୋମାମାଡରେ ଧ୍ଵଂସ ହେଲା ଖାମେନେଇ ବ୍ୟବହାର କରୁଥିବା ବିମାନ
    ଦେଶ-ଦେଶାନ୍ତର

    ବୋମାମାଡରେ ଧ୍ଵଂସ ହେଲା ଖାମେନେଇ ବ୍ୟବହାର କରୁଥିବା ବିମାନ

    13915
    Mar 17, 2026
  • ହରିଶଙ୍କୁ ଶେଷ ବାର୍ତ୍ତା, ଭିଡିଓ ଭାଇରାଲ
    ଦେଶ-ଦେଶାନ୍ତର

    ହରିଶଙ୍କୁ ଶେଷ ବାର୍ତ୍ତା, ଭିଡିଓ ଭାଇରାଲ

    14699
    Mar 16, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ରାଜନୀତି

    ବିକ୍ରି ହୋଇଗଲେ ୩ ଜଣ ବିଧାୟକ

    13841
    Mar 16, 2026
  • ଦେଶ-ଦେଶାନ୍ତର

    ହରିଶଙ୍କୁ ଶେଷ ବାର୍ତ୍ତା, ଭିଡିଓ ଭାଇରାଲ

    14699
    Mar 16, 2026
  • ଦେଶ-ଦେଶାନ୍ତର

    ଏକ୍ସପ୍ରେସ୍ ୱେରେ ରିଲ୍ସ କରି ଜୀବନ ହରାଇଲେ ଛାତ୍ର

    15785
    Mar 16, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17375
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17438
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17785
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16255
    Apr 03, 2021

ବିଶେଷ

  • ରାତ୍ରୀ ଭୋଜନରେ ଖାଆନ୍ତୁ ଏହି ଖାଦ୍ୟ, କମିବ ପେଟ

    13977
    Mar 17, 2026
  • ନିୟମିତ କ୍ଷୀର ପିଇଲେ ଦନ୍ତକ୍ଷୟଜନିତ ସମସ୍ୟା ହେବ ଦୂର

    13948
    Mar 15, 2026
  • ବର୍ଷେ ପୂର୍ବରୁ ପିଲାଙ୍କ ଖାଦ୍ୟରେ ଲୁଣ ଦେବା ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ

    14222
    Mar 14, 2026
  • ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା

    13973
    Mar 12, 2026
  • ଏହି ରୋଗୀ ଖାଆନ୍ତୁନି ତରଭୁଜ

    14544
    Mar 11, 2026

ବାଣିଜ୍ୟ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ଭୁବନେଶ୍ୱର: ଦି ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ (ୟୁଡବ୍ଲୁ୍ଏ) ଏବଂ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ (ଅଫିସ ଅଫ୍‌ ଦି ପ୍ରିନସିପାଲ ସାଇଣ୍ଟିଫିକ ...

  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15683
    Feb 23, 2026
  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15145
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14995
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14505
    Feb 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଯୁଦ୍ଧକୁ ନେଇ ସାମାଜିକ ଗଣମାଧ୍ୟମରେ ମିଥ୍ୟା ଓ ଆପତ୍ତିଜନକ ଭିଡିଓ ଅପ୍‌ଲୋଡ କରୁଥିଲେ, ୧୯ ଭାରତୀୟ ଗିରଫ

    14960
    Mar 17, 2026
  • ବିକ୍ରି ହୋଇଗଲେ ୩ ଜଣ ବିଧାୟକ

    13841
    Mar 16, 2026
  • ରାତ୍ରୀ ଭୋଜନରେ ଖାଆନ୍ତୁ ଏହି ଖାଦ୍ୟ, କମିବ ପେଟ

    13977
    Mar 17, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In