Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, August 06, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭୟଙ୍କର : ମାଡ଼ିଆସିଲା ପାଣି, ଭସାଇ ନେଲା ଗାଁ

  • ପଞ୍ଚାୟତର ଅଜବ ନିୟମ : ପ୍ରେମ ବିବାହ କରି ...

  • ହଲ୍‌ରେ ଚହଳ ସୃଷ୍ଟି କରିଛି ‘ମହାବତାର ...

  • ୟୁକ୍ରେନ୍‌ରେ ମହିଳା ସେନାବାହିନୀଙ୍କ ...

  • ଜମ୍ମୁ-କଶ୍ମୀର ପୂର୍ବତନ ରାଜ୍ୟପାଳଙ୍କ ...

  • ବସ୍‌ରେ ହେଲା ଯୁବତୀଙ୍କ ମୃତ୍ୟୁ, କିନ୍ତୁ ...

  • ରୋମାଣ୍ଟିକ୍ କମେଡି ଫିଲ୍ମ ‘ଛୁମନ୍ତର୍‌’

  • ଭୋଜନ କରିବା ସମୟରେ ଏହି ନିୟମ ମାନନ୍ତୁ

  • ପିଓକେରେ ଆତଙ୍କାବାଦୀର ୧୫ଟି ଶିବିର ...

  • ୧୭ଟି ଜିଲାରେ ପ୍ରବଳରୁ ଅତି ବର୍ଷା: ୧୬ ମୃତ

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››୫ ରାଜ୍ୟର ନିର୍ବାଚନ ପାଇଁ ତାରିଖ ଘୋଷଣା: ଫେବ୍ରୁଆରୀ ୧୦ରୁ ଭୋଟିଂ

୫ ରାଜ୍ୟର ନିର୍ବାଚନ ପାଇଁ ତାରିଖ ଘୋଷଣା: ଫେବ୍ରୁଆରୀ ୧୦ରୁ ଭୋଟିଂ

2022-01-08 15:23:59
15840
Share:
Facebook
Twitter
E-Mail
WhatsApp
Telegram
୫ ରାଜ୍ୟର ନିର୍ବାଚନ ପାଇଁ ତାରିଖ ଘୋଷଣା: ଫେବ୍ରୁଆରୀ ୧୦ରୁ ଭୋଟିଂ

ଦେଶର ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ । ୭ଟି ପର୍ଯ୍ୟାୟରେ ହେବ ନିର୍ବାଚନ। ଫେବୃଆରୀ ୧୦ରୁ ମତଦାନ ଆରମ୍ଭ ହେଉଥିବା ବେଳେ ମାର୍ଚ୍ଚ ୧୦ରେ ଫଳାଫଳ ପ୍ରକାଶ ପାଇବ। ଗୋଆ, ପଂଜାବ ଓ ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ ।

ୟୁପିରେ ଫେବ୍ରୁଆରୀ ୧୦ରେ ପ୍ରଥମ ପର୍ଯ୍ୟାୟ ଭୋଟ, ୧୪ରେ ଦ୍ୱିତୀୟ ପର୍ଯ୍ୟାୟ, ୨୦ରେ ତୃତୀୟ ପର୍ଯ୍ୟାୟ, ଫେବ୍ରୁଆରୀ ୨୩ରେ ଚତୁର୍ଥ, ୨୭ରେ ପଞ୍ଚମ ପର୍ଯ୍ୟାୟ, ମାର୍ଚ୍ଚ ୩ରେ ଷଷ୍ଠ ପର୍ଯ୍ୟାୟ ଭୋଟିଂ ହେବ । ପଂଜାବ, ଗୋଆ, ଉତ୍ତରାଖଣ୍ଡରେ ଫେବ୍ରୁଆରୀ ୧୪ରେ ଭୋଟିଂ ହେବ । ମଣିପୁରରେ ଦୁଇଟି ପର୍ଯ୍ୟାୟରେ ଭୋଟିଂ ହେବ। ମଣିପୁରରେ ଫେବ୍ରୁଆରୀ ୨୭ ଓ ମାର୍ଚ୍ଚ ୩ରେ ମତଦାନ ହେବ । ମାର୍ଚ୍ଚ ୭ରେ ମତଦାନ ଶେଷ, ୧୦ରେ ଭୋଟ୍ ଗଣତି ହେବ। ଏ ନେଇ ଦିଲ୍ଲୀ ବିଜ୍ଞାନ ଭବନରେ ମୁଖ୍ୟ ନିର୍ବାଚନ କମିଶନ ସାମ୍ୱାଦିକ ସମ୍ମିଳନୀ ସୂଚନା ଦେଇଛନ୍ତି ।

୫ରାଜ୍ୟର ୬୯୦ଆସନରେ ମତଦାନ ହେବ। ୨୯.୪ଲକ୍ଷ ନୂଆ ମତଦାତା ଦେବେ ଭୋଟ୍ ଦେବାକୁ ଥିବା ବେଳେ ୧୮.୩କୋଟି ମତଦାତା ନିଜ ମତାଧିକାର ସାବ୍ୟସ୍ତ କରିବେ । ସବୁ ପୋଲିଂ ବୁଥରେ ହ୍ୱିଲ୍ ଚେୟାର ରହିବ । ମୁଖ୍ୟ ନିର୍ବାଚନ ଆୟୋଗ ନିର୍ବାଚନ ସମୟରେ କରୋନା ନିୟମ କଡାକଡି ପାଳନ ଉପରେ ଗୁରୁତ୍ଵାରୋପ କରିଛନ୍ତି। ନିର୍ବାଚନରେ ସମସ୍ତ କର୍ମଚାରୀଙ୍କ ଦୁଇ ଡୋଜ୍ ଭ୍ୟାକ୍ସିନ ଜରୁରୀ ବୋଲି କହିଛନ୍ତି ।

Powered by Froala Editor

Tags voting

Related articles Odisha News Lens 4.1

  • ଜମ୍ମୁ-କଶ୍ମୀର ପୂର୍ବତନ ରାଜ୍ୟପାଳଙ୍କ ପରଲୋକ
    ଦେଶ-ଦେଶାନ୍ତର

    ଜମ୍ମୁ-କଶ୍ମୀର ପୂର୍ବତନ ରାଜ୍ୟପାଳଙ୍କ ପରଲୋକ

    13894
    Aug 05, 2025
  • ୧୭ଟି ଜିଲାରେ ପ୍ରବଳରୁ ଅତି ବର୍ଷା: ୧୬ ମୃତ
    ଦେଶ-ଦେଶାନ୍ତର

    ୧୭ଟି ଜିଲାରେ ପ୍ରବଳରୁ ଅତି ବର୍ଷା: ୧୬ ମୃତ

    14482
    Aug 05, 2025
  • ଭୟଙ୍କର : ମାଡ଼ିଆସିଲା ପାଣି, ଭସାଇ ନେଲା ଗାଁ
    ଦେଶ-ଦେଶାନ୍ତର

    ଭୟଙ୍କର : ମାଡ଼ିଆସିଲା ପାଣି, ଭସାଇ ନେଲା ଗାଁ

    14039
    Aug 05, 2025
  • ପିଓକେରେ ଆତଙ୍କାବାଦୀର ୧୫ଟି ଶିବିର ନିର୍ମାଣ
    ଦେଶ-ଦେଶାନ୍ତର

    ପିଓକେରେ ଆତଙ୍କାବାଦୀର ୧୫ଟି ଶିବିର ନିର୍ମାଣ

    15210
    Aug 05, 2025
  • ରୋମାଣ୍ଟିକ୍ କମେଡି ଫିଲ୍ମ ‘ଛୁମନ୍ତର୍‌’
    ମନୋରଞ୍ଜନ

    ରୋମାଣ୍ଟିକ୍ କମେଡି ଫିଲ୍ମ ‘ଛୁମନ୍ତର୍‌’

    15498
    Aug 05, 2025
  • ଭୋଜନ କରିବା ସମୟରେ ଏହି ନିୟମ ମାନନ୍ତୁ
    ବିଶେଷ

    ଭୋଜନ କରିବା ସମୟରେ ଏହି ନିୟମ ମାନନ୍ତୁ

    14483
    Aug 05, 2025
  • ବସ୍‌ରେ ହେଲା ଯୁବତୀଙ୍କ ମୃତ୍ୟୁ, କିନ୍ତୁ ଦେହରେ ଲାଗିଥିଲା ୨୬ ଆଇଫୋନ୍‌
    ଦେଶ-ଦେଶାନ୍ତର

    ବସ୍‌ରେ ହେଲା ଯୁବତୀଙ୍କ ମୃତ୍ୟୁ, କିନ୍ତୁ ଦେହରେ ଲାଗିଥିଲା ୨୬ ଆଇଫୋନ୍‌

    15246
    Aug 05, 2025
  • ୟୁକ୍ରେନ୍‌ରେ ମହିଳା ସେନାବାହିନୀଙ୍କ ସଂଖ୍ୟା ଅଧିକ
    ଦେଶ-ଦେଶାନ୍ତର

    ୟୁକ୍ରେନ୍‌ରେ ମହିଳା ସେନାବାହିନୀଙ୍କ ସଂଖ୍ୟା ଅଧିକ

    13643
    Aug 05, 2025
  • ହଲ୍‌ରେ ଚହଳ ସୃଷ୍ଟି କରିଛି ‘ମହାବତାର ନୃସିଂହ’
    ମନୋରଞ୍ଜନ

    ହଲ୍‌ରେ ଚହଳ ସୃଷ୍ଟି କରିଛି ‘ମହାବତାର ନୃସିଂହ’

    14485
    Aug 05, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ରୋମାଣ୍ଟିକ୍ କମେଡି ଫିଲ୍ମ ‘ଛୁମନ୍ତର୍‌’

    15498
    Aug 05, 2025
  • ଦେଶ-ଦେଶାନ୍ତର

    ୟୁକ୍ରେନ୍‌ରେ ମହିଳା ସେନାବାହିନୀଙ୍କ ସଂଖ୍ୟା ଅଧିକ

    13643
    Aug 05, 2025
  • ଦେଶ-ଦେଶାନ୍ତର

    ଜମ୍ମୁ-କଶ୍ମୀର ପୂର୍ବତନ ରାଜ୍ୟପାଳଙ୍କ ପରଲୋକ

    13894
    Aug 05, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16655
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16764
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17094
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15571
    Apr 03, 2021

ବିଶେଷ

  • ଭୋଜନ କରିବା ସମୟରେ ଏହି ନିୟମ ମାନନ୍ତୁ

    14483
    Aug 05, 2025
  • ସପ୍ତାହକୁ ଦୁଇ ଥର ଖାଆନ୍ତୁ ମାଛ, ହେବନି ହାର୍ଟଆଟାକ

    14356
    Aug 04, 2025
  • ପନିପରିବାଗୁଡ଼ିକୁ କେଉଁ ପଦ୍ଧତିରେ ଖାଇବା ଭଲ ଜାଣନ୍ତୁ....

    15408
    Aug 02, 2025
  • ବହୁ ଉପାଦେୟ ମେଥିପାଣି

    15440
    Aug 02, 2025
  • ଏମିତି କଲେ ଘରୁ ଦୂରେଇ ଯିବେ ଝିଟିପିଟି

    14912
    Jul 31, 2025

ବାଣିଜ୍ୟ

ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନିଙ୍କ ଘୋଷଣା; ଇଫ୍‌କୋର ନୂତନ ମ୍ୟାନେଜିଂ ଡାଇରେକ୍ଟର ହେଲେ ଶ୍ରୀ କେ ଜେ ପଟେଲ

ନୂଆଦିଲ୍ଲୀ: ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନି ଇଫ୍‌କୋର ନୂତନ ମ୍ୟାନେଜିଂ ଡାଇରେକ୍ଟର ଭାବରେ ଶ୍ରୀ କେ ଜେ ପଟେଲଙ୍କ ନାମ ଘୋଷଣା କରିଛନ୍ତି । ଶ୍ରୀ ପଟେଲ ଡାଇରେକ୍ଟର, ଟେକ୍‌ନିକାଲ, ଇଫ୍&z ...

  • ଏୟୁ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ ଭୁବନେଶ୍ୱରରେ ଚାରିଟି ନୂଆ ପୋଲିସ ବୁଥ୍‌ ସହିତ ସଡ଼କ ସୁରକ୍ଷାକୁ ପରିବର୍ଦ୍ଧିତ କଲା

    14260
    Jul 28, 2025
  • ଦୁର୍ଗମ ଅଞ୍ଚଳରେ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛ ୟୁଏଆଇଏଲ୍‌ର ‘ନିରୋଗଶାଳା’

    14723
    Jul 28, 2025
  • ହିଣ୍ଡାଲ୍କୋ ଓ ରାଜ୍ୟ ସରକାରଙ୍କ ମଧ୍ୟରେ 2'ଟି ଏମଓୟୁ ସ୍ଵାକ୍ଷର, କେନ୍ଦୁଝର ଓ ସମ୍ବଲପୁରରେ ହେବ ପୋଷାକ ତିଆରି କାରଖାନା

    14817
    Jul 25, 2025
  • ନ୍ୟୁବର୍ଗ ପଲ୍ସ-ମହେନ୍ଦ୍ର ସିଂହ ଧୋନିଙ୍କ ସହଭାଗିତାରେ ରାଞ୍ଚିରେ ସ୍ୱୟଂ ସମ୍ପୂର୍ଣ୍ଣ ସମନ୍ଵିତ ନିଦାନ କେନ୍ଦ୍ର ଆରମ୍ଭ, ଏଥିରେ ରହିଛି, ସହରର ପ୍ରଥମ ଉନ୍ନତ ପେଟ୍-ସିଟି (PET-CT) ବ୍ୟବସ୍ଥା

    14159
    Jul 21, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୧୭ଟି ଜିଲାରେ ପ୍ରବଳରୁ ଅତି ବର୍ଷା: ୧୬ ମୃତ

    14482
    Aug 05, 2025
  • ୟୁକ୍ରେନ୍‌ରେ ମହିଳା ସେନାବାହିନୀଙ୍କ ସଂଖ୍ୟା ଅଧିକ

    13643
    Aug 05, 2025
  • ଜମ୍ମୁ-କଶ୍ମୀର ପୂର୍ବତନ ରାଜ୍ୟପାଳଙ୍କ ପରଲୋକ

    13894
    Aug 05, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In