Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, May 12, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବର୍ଷେ ପାଇଁ ସୁନା କିଣିବା ବନ୍ଦ କରିବାକୁ ...

  • ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟାକାଣ୍ଡ ...

  • ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ...

  • ବିଦେଶ ଯାତ୍ରାରୁ ନିବୃତ୍ତ ରୁହନ୍ତୁ, ସୁନା ...

  • ୨୯ ବର୍ଷ ବୟସରେ କ୍ୟାବିନେଟ୍ ମନ୍ତ୍ରୀ, ...

  • ଶୁଭେନ୍ଦୁଙ୍କ ପିଏ ହତ୍ୟାକାଣ୍ଡ: ୟୁପିଆଇ ...

  • ଛୋଟ ଡ୍ରେସ୍ ପିନ୍ଧି ରିଲ୍ସ କରୁଥିଲା ବୋହୂ, ...

  • ପେଟ୍ରୋଲ, ଡିଜେଲ ସଙ୍କଟ : ଆରମ୍ଭ ହୋଇପାରେ ...

  • ଶପଥ ଗ୍ରହଣ ପରେ ବିଜୟ ନେଲେ ଏହି ତିନି ବଡ଼ ...

  • ବିଜୟଙ୍କ ଶପଥ ଗ୍ରହଣ ଉତ୍ସବରେ ଭାବପ୍ରବଣ ...

ବିଶେଷ
Home ›› ବିଶେଷ ››ଏହି ଶିବଲିଙ୍ଗର ମୁଲ୍ୟ ୫୦୦ କୋଟି

ଏହି ଶିବଲିଙ୍ଗର ମୁଲ୍ୟ ୫୦୦ କୋଟି

2022-01-04 01:45:29
14743
Share:
Facebook
Twitter
E-Mail
WhatsApp
Telegram
ଏହି ଶିବଲିଙ୍ଗର ମୁଲ୍ୟ ୫୦୦ କୋଟି

ତାମିଲନାଡ଼ୁର ତାଞ୍ଜଭୁର ଇଲାକାରେ ଜଣେ ବ୍ୟକ୍ତିଙ୍କ ଘର ର ବ୍ୟାଙ୍କ ଲକରରୁ ମିଳିଛି ଏକ ବିରଳ ଶିବଲିଙ୍ଗ । ଏହି ଶିବଲିଙ୍ଗର ମୁଲ୍ୟ ହେଉଛି ୫୦୦କୋଟି, ଏହା ମର୍କତ ରତ୍ନରେ ତିଆରି ହୋଇଛି । ଏହା ହେଉଛି ଏକ ବହୁମୂଲ୍ୟ ରତ୍ନର ଶିବଲିଙ୍ଗ ଏଥିପାଇଁ ଏହାର ମୂଲ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଏଡ଼ିଜିପି ଜୟନାଥ ମୁରଲୀଙ୍କ ନେତୃତ୍ୱରେ ଏକ ଟିମ୍ ଜନୈକ ବ୍ୟକ୍ତିଙ୍କ ଘରୁ ଏହି ବିରଳ ଶିବଲିଙ୍ଗକୁ ଜବତ କରିଛି । ଶ୍ରୀ ମୁରଲୀଙ୍କ କହିବା ଅନୁଯାଇ, ତାଞାଭୁରର ଏକ ଘରେ ମୂଲ୍ୟବାନ ଶିବଲିଙ୍ଗ ଥିବା ନେଇ ସୂଚନା ମିଳିଥିଲା । ଏଥିରେ ଏସିପି ଆର ରାଜରାମ ଓ ପି ଅଶୋକ ନଟରାଜନଙ୍କ ନେତୃତ୍ୱରେ ଏକ ଟିମ ତାଞ୍ଜାଭୁର ଅରୁଲାନନ୍ଦ ନଗର ଅନ୍ତର୍ଗତ ସେଭେନ୍ କ୍ରସ ଷ୍ଟ୍ରିଟଠାରେ ଥିବା ଲାଙ୍ଗଭାଲ ଘରେ ଚଢ଼ଉ କରିଥିଲେ । ଏହି ସମୟରେ ଏନଏ ସାମିୟାପ୍ପାନଙ୍କ ପୁଅ ଏନଏସ ଅରୁଣଙ୍କୁ ପଚରାଉଚରା କରାଯାଇଥିଲା । ବାପା ଘରେ ନୁହେଁ ବରଂ ବ୍ୟାଙ୍କ ଲକର ରେ ମର୍କତ ରତ୍ନର ଶିବଲିଙ୍ଗ ରଖିଥିବା କହିଥିଲେ । ସେ ସିଆଇଡ଼ି ଟିମକୁ ତଦନ୍ତରେ ସହଯୋଗ କରି ମୂର୍ତ୍ତିକୁ ହସ୍ତାନ୍ତର କରିଥିଲେ ।

ଏହି ଶିବଲିଙ୍ଗ ୫୩୦ ଗ୍ରାମ ଓ ଉଚ୍ଚତା ୮ ସେଣ୍ଟିମିଟର । ସାମିୟାପ୍ପାନ କେଉଁଠୁ ଏହି ଶିବଲିଙ୍ଗ ପାଇଥିଲେ ତାହା ତାଙ୍କ ପୁଅ କିମ୍ବା କାହାରିକୁ ମଧ୍ୟ ୂଜଣାନାହିଁ ବୋଲି କହିଛନ୍ତି । ଏହାର ବଜାର ମୂଲ୍ୟ ୫୦୦ କୋଟି ଟଙ୍କା ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Powered by Froala Editor

Tags 500 cores sir ling

Related articles Odisha News Lens 4.1

  • ୨୯ ବର୍ଷ ବୟସରେ କ୍ୟାବିନେଟ୍ ମନ୍ତ୍ରୀ, ଜାଣନ୍ତୁ ଏସ୍ କିର୍ତ୍ତନାଙ୍କ ବିଷୟରେ...
    ରାଜନୀତି

    ୨୯ ବର୍ଷ ବୟସରେ କ୍ୟାବିନେଟ୍ ମନ୍ତ୍ରୀ, ଜାଣନ୍ତୁ ଏସ୍ କିର୍ତ୍ତନାଙ୍କ ବିଷୟରେ...

    13676
    May 11, 2026
  • ବିଦେଶ ଯାତ୍ରାରୁ ନିବୃତ୍ତ ରୁହନ୍ତୁ, ସୁନା ଗହଣା କିଣନ୍ତୁ ନାହିଁ
    ଦେଶ-ଦେଶାନ୍ତର

    ବିଦେଶ ଯାତ୍ରାରୁ ନିବୃତ୍ତ ରୁହନ୍ତୁ, ସୁନା ଗହଣା କିଣନ୍ତୁ ନାହିଁ

    13980
    May 11, 2026
  • ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ଜମି ଯୋଗାଇବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
    ଦେଶ-ଦେଶାନ୍ତର

    ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ଜମି ଯୋଗାଇବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

    13410
    May 11, 2026
  • ପେଟ୍ରୋଲ, ଡିଜେଲ ସଙ୍କଟ : ଆରମ୍ଭ ହୋଇପାରେ ୱାର୍କଫ୍ରମ ହୋମ୍ ଓ ଲକ୍‌ଡାଉନ
    ଦେଶ-ଦେଶାନ୍ତର

    ପେଟ୍ରୋଲ, ଡିଜେଲ ସଙ୍କଟ : ଆରମ୍ଭ ହୋଇପାରେ ୱାର୍କଫ୍ରମ ହୋମ୍ ଓ ଲକ୍‌ଡାଉନ

    14386
    May 11, 2026
  • ଛୋଟ ଡ୍ରେସ୍ ପିନ୍ଧି ରିଲ୍ସ କରୁଥିଲା ବୋହୂ, ବିଷ ପିଇଦେଲେ ଶାଶୂ-ଶ୍ୱଶୁର
    ଦେଶ-ଦେଶାନ୍ତର

    ଛୋଟ ଡ୍ରେସ୍ ପିନ୍ଧି ରିଲ୍ସ କରୁଥିଲା ବୋହୂ, ବିଷ ପିଇଦେଲେ ଶାଶୂ-ଶ୍ୱଶୁର

    14105
    May 11, 2026
  • ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟାକାଣ୍ଡ ଘଟଣା: ତିନି ସନ୍ଦିଗ୍ଧ ଗିରଫ
    ଦେଶ-ଦେଶାନ୍ତର

    ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟାକାଣ୍ଡ ଘଟଣା: ତିନି ସନ୍ଦିଗ୍ଧ ଗିରଫ

    15645
    May 11, 2026
  • ବିଜୟଙ୍କ ଶପଥ ଗ୍ରହଣ ଉତ୍ସବରେ ଭାବପ୍ରବଣ ହେଲେ ଟିଭିକେ ଦଳର ସଦସ୍ୟ
    ଦେଶ-ଦେଶାନ୍ତର

    ବିଜୟଙ୍କ ଶପଥ ଗ୍ରହଣ ଉତ୍ସବରେ ଭାବପ୍ରବଣ ହେଲେ ଟିଭିକେ ଦଳର ସଦସ୍ୟ

    14551
    May 10, 2026
  • ଶପଥ ଗ୍ରହଣ ପରେ ବିଜୟ ନେଲେ ଏହି ତିନି ବଡ଼ ପଦକ୍ଷେପ, ଜାଣନ୍ତୁ କ’ଣ?
    ଦେଶ-ଦେଶାନ୍ତର

    ଶପଥ ଗ୍ରହଣ ପରେ ବିଜୟ ନେଲେ ଏହି ତିନି ବଡ଼ ପଦକ୍ଷେପ, ଜାଣନ୍ତୁ କ’ଣ?

    13854
    May 10, 2026
  • ଶୁଭେନ୍ଦୁଙ୍କ ପିଏ ହତ୍ୟାକାଣ୍ଡ:  ୟୁପିଆଇ ପେମେଣ୍ଟ ପାଇଁ ଧରାପଡ଼ିଲେ ୩ ସନ୍ଦିଗ୍ଧ
    ଦେଶ-ଦେଶାନ୍ତର

    ଶୁଭେନ୍ଦୁଙ୍କ ପିଏ ହତ୍ୟାକାଣ୍ଡ: ୟୁପିଆଇ ପେମେଣ୍ଟ ପାଇଁ ଧରାପଡ଼ିଲେ ୩ ସନ୍ଦିଗ୍ଧ

    13828
    May 11, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବର୍ଷେ ପାଇଁ ସୁନା କିଣିବା ବନ୍ଦ କରିବାକୁ ନିବେଦନ କଲେ ମୋଦୀ

    15078
    May 11, 2026
  • ଦେଶ-ଦେଶାନ୍ତର

    ଶୁଭେନ୍ଦୁଙ୍କ ପିଏ ହତ୍ୟାକାଣ୍ଡ: ୟୁପିଆଇ ପେମେଣ୍ଟ ପାଇଁ ଧରାପଡ଼ିଲେ ୩ ସନ୍ଦିଗ୍ଧ

    13828
    May 11, 2026
  • ଦେଶ-ଦେଶାନ୍ତର

    ଶପଥ ଗ୍ରହଣ ପରେ ବିଜୟ ନେଲେ ଏହି ତିନି ବଡ଼ ପଦକ୍ଷେପ, ଜାଣନ୍ତୁ କ’ଣ?

    13854
    May 10, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17470
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17520
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17878
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16351
    Apr 03, 2021

ବିଶେଷ

  • ଏହି ଉପାୟରେ ଖାଆନ୍ତୁ ଖାଦ୍ୟ, ଜୀବନ ହେବ ସୁସ୍ଥ

    16065
    May 09, 2026
  • ଅଧିକ ମୋବାଇଲ୍ ଦେଖୁଥିଲେ ଭୋଗିବେ ଏହି ସମସ୍ୟା

    14517
    May 07, 2026
  • କେମିତି ଦୂର କରିବେ ଟେନ୍‌ସନ୍‌

    15476
    May 05, 2026
  • ଘଣ୍ଟା ଘଣ୍ଟା ଧରି ଏସି ଚାଲିଲେ ହୋଇଥାଏ ଏମିତି ଅସୁବିଧା

    15223
    May 03, 2026
  • ଖରାଦିନେ ଆଖୁ ରସ ପିଇବା ଲାଭ କି କ୍ଷତି ଜାଣନ୍ତୁ.....

    14023
    May 02, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15395
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15133
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15625
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13947
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ଜମି ଯୋଗାଇବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

    13410
    May 11, 2026
  • ପେଟ୍ରୋଲ, ଡିଜେଲ ସଙ୍କଟ : ଆରମ୍ଭ ହୋଇପାରେ ୱାର୍କଫ୍ରମ ହୋମ୍ ଓ ଲକ୍‌ଡାଉନ

    14386
    May 11, 2026
  • ୨୯ ବର୍ଷ ବୟସରେ କ୍ୟାବିନେଟ୍ ମନ୍ତ୍ରୀ, ଜାଣନ୍ତୁ ଏସ୍ କିର୍ତ୍ତନାଙ୍କ ବିଷୟରେ...

    13676
    May 11, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In