Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, February 19, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଇ-ମ୍ୟାଜିକ୍ ବକ୍ସ ଆପ୍ ଲଞ୍ଚ କଲା NCERT

  • ରୋବୋଡଗ୍‌ ବିବାଦ : ଏକ୍ସପୋରୁ ବାଦ୍‌ ...

  • ପୋଲ ଉପରୁ ଡେଇଁଲେ ମହିଳା

  • ଦୁଇ ଆଫ୍ରିକୀୟ ଦେଶରେ ଯୁଦ୍ଧ ଆଶଙ୍କା

  • ଦୁର୍ଘଟଣାରେ ଗର୍ଭବତୀ ସ୍ତ୍ରୀର ମୃତ୍ୟୁ

  • ୟୁଟ୍ୟୁବ୍‌ ଡାଉନ୍, ଡାଉନଲୋଡ ହେଉନାହିଁ ...

  • ଅନେକ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହ ...

  • ରାହୁଲ ଗାନ୍ଧୀଙ୍କ ଆଚରଣ ପିଲାଳିଆ ଏବଂ ...

  • ଶିକ୍ଷା କ୍ଷେତ୍ରରେ ଏଆଇର ବ୍ୟବହାର ଏବଂ ...

  • କଲରା ସହିତ ଏହିସବୁ ଖାଇଲେ କ୍ଷତିକାରକ

Home ›› ››୧୦୩୭ କୋଟିର ଗଞ୍ଜେଇ ଗଛ ନଷ୍ଟ

୧୦୩୭ କୋଟିର ଗଞ୍ଜେଇ ଗଛ ନଷ୍ଟ

2021-12-25 07:38:58
15596
Share:
Facebook
Twitter
E-Mail
WhatsApp
Telegram
୧୦୩୭ କୋଟିର ଗଞ୍ଜେଇ ଗଛ ନଷ୍ଟ

ଭୁବନେଶ୍ୱର : ରାଜ୍ୟ ଅବକାରୀ ବିଭାଗ ଚଳିତ ବର୍ଷ ନଭେମ୍ବର ଶେଷ ସୁଦ୍ଧା ଚଢଉ କରି ୧୦୩୭କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ କରିସାରିଲେଣି । ରାଜ୍ୟର ୭ଟି ଜିଲ୍ଲାରେ ୮୬୮୬ ଏକର ଜମିରେ ଥିବା ଏହି ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି ।

ରାଜ୍ୟରେ ଅବକାରୀ ବିଭାଗର କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ଅବକାରୀ କମିଶନର ଆଶିଷ କୁମାର ସିଂହ ଆଜି କରିଥିବା ସମୀକ୍ଷାରୁ ଏହା ଜଣାପଡିଛି । ଏତେ ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟ ସହିତ ଅବକାରୀ ବିଭାଗ ପକ୍ଷରୁ ଗତ ୧୧ମାସ ମଧ୍ୟରେ ଜବତ ବିଭିନ୍ନ ପ୍ରକାର ନିଶା ସାମଗ୍ରୀ ଓ ଗାଡିମୋଟର ମୂଲ୍ୟ ୮୯କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।

ଅବକାରୀ କମିଶନର କରିଥିବା ସମୀକ୍ଷାରୁ ଜଣାଯାଇଛି ଯେ ରାଜ୍ୟର ୭ଟି ଜିଲ୍ଲା ବୌଦ, ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରୁ ବିଭାଗ ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟ କରିଛି । ଏହିସବୁ ଜିଲ୍ଲାରେ ୮୬୮୬ ଏକର ଜମିରେ ଥିବା ୧,୦୩,୭୪,୫୭୩ଟି ଗଞ୍ଜେଇ ଗଛ ନଷ୍ଟ କରାଯାଇଛି ଯାହାର ଆନୁମାନିକ ମୂଲ୍ୟ ୧୦୩୭,୪୫,୭୩,୦୦୦ ଟଙ୍କା ହେବ ।

ସବୁଠାରୁ ଅଧିଖକ ୫୩ଲକ୍ଷ ୨୧ହଜାର ଗଞ୍ଜେଇ ଗଛ କନ୍ଧମାଳ ଜିଲ୍ଲାରେ ନଷ୍ଟ କରାଯାଇଥିବାବେଳେ ମାଲକାନଗିରିରେ ୩୨,୭୩,୭୦୦ ଗଛ, ଗଜପତିରେ ୧୪,୪୪,୪୮୦, କେରାପୁଟରେ ୨,୭୫,୮୯୦, ରାୟଗଡାରେ ୪୩,୦୦୦, ବୌଦରେ ୧୬,୨୫୦ ଓ କଳାହାଣ୍ଡି ଜିଲ୍ଲାରେ ମାତ୍ର ୨୫୩ଟି ଗଞ୍ଜେଇ ଗଛ ନଷ୍ଟ ହୋଇଛି ।

ସେହିଭଳି ଅବକାରୀ ବିଭାଗ ଗତ ୧୧ମାସ ମଧ୍ୟରେ କରିଥିବା ବ୍ୟାପକ ଚଢଉ ସମୟରେ ୨୫,୫୩୪ଟି ମାମଲା ରୁଜୁ ହୋଇଥିାବବେଳେ ୧୯,୩୯୫ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି । ଏହି ସମୟରେ ବିଭାଗ ପକ୍ଷରୁ ସମଗ୍ର ରାଜ୍ୟରେ ୫୦୪୦ ଲିଟର ନକଲି ବିଦେଶୀ ମଦ, ୧୮୨୨ ଲିଟର ଟିକସ ଫାଙ୍କି ହୋଇଥିବା ବିଦେଶୀ ମଦ, ୩୪୫୭ଲିଟର ସ୍ପିରିଟ୍‍, ୧୬,୯୪୩ କିଲୋ ଗଞ୍ଜେଇ, ୭.୬ କିଲୋ ଅଫିମ, ୮୫୮୦ଗ୍ରାମ ବ୍ରାଉନସୁଗାର, ୫୧୯ ଲିଟର କଫ ସିରପ ଜବତ ହୋଇଛି । ଏହି କାରବାରରେ ସମ୍ପୃକ୍ତି ବ୍ୟକ୍ତିଙ୍କ ଠାରୁ ୧୪୦୬ଟି ଗାଡିମୋଟର ଜବତ ହୋଇଥିବାବେଳେ ଏଥି ମଧ୍ୟରେ ଦୁଇଚକିଆ, ତିନି ଚକିଆ, କାର୍‍ ଓ ଟ୍ରକ ଆଦି ଯାନ ରହିଛି ।

ଭର୍ଚୁଆଲ ବ୍ୟବସ୍ଥାରେ ଜିଲ୍ଲା ଅବକାରୀ ସୁପରିଟେଣ୍ଡଣ୍ଟମାନଙ୍କ ସହିତ ହୋଇଥିବା ଏହି ସମୀକ୍ଷା ବୈଠକରେ ଅବକାରୀ କମିଶନର ଚଢାଉକୁ ଆହୁରି ବ୍ୟାପକ କରିବାପାଇଁ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଯେଭଳି କୌଣସି ନକଲି କିମ୍ବା ଟିକସଫାଙ୍କି ବିଦେଶୀ ମଦ କାରବାର ନହୁଏ ତାହା ଉପରେ କଡା ନଜର ରଖିବାପାଇଁ ଅବକାରୀ ସୁପରିଟେଣ୍ଡଣ୍ଟମାନଙ୍କୁ କୁହାଯାଇଛି । ସେହିଭଳି ବେଆଇନ୍‍ ନିଶାକାରର ମୂଳୋତ୍ପାଟନ ସହିତ ଗଞ୍ଜେଇ ଓ ବ୍ରାଉନସୁଗାର ବିରୁଦ୍ଧରେ ସ୍ୱତନ୍ତ୍ର ଅଭିଯାନ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବିଦେଶୀ ମଦ ଦୋକାନଗୁଡିକରେ ଯେଭଳି ୫-ଟି ନିୟମ କଡାକଡି ଭାବେ କାର୍ଯ୍ୟକାରୀ ହେବ ତାହା ନିଶ୍ଚିତ କରିବାକୁ ଅବକାରୀ କମିଶନର କହିଛନ୍ତି । ପ୍ରତି ସପ୍ତାହରେ ସବଇନ୍ସପେକ୍ଟରମାନେ ମଦ ଦୋକାନର ଅନୁଧ୍ୟାନ କରିବା ସହିତ ୧୫ ଦିନରେ ଥିରେ ଇନ୍ସପେକ୍ଟର ଓ ଅବକାରୀ ସୁପରିଟେଣ୍ଡଣ୍ଟମାନେ ମାସିକ ଅନୁଧ୍ୟାନ କରି ନିର୍ଦ୍ଦେଶାଳୟକୁ ରିପୋର୍ଟ ପ୍ରଦାନ କରିବେ । ବିଭିନ୍ନ ମଦର ନମୂନା ସଂଗ୍ରହ ସହିତ ଏହାର ପରୀକ୍ଷା ପାଇଁ ମଧ୍ୟ କୁହାଯାଇଛି ।

ଗଞ୍ଜେଇ ଚାଷ ହେଉଥିବା ଜିଲ୍ଲାଗୁଡିକ ଉପରେ ସ୍ୱତନ୍ତ୍ର ନଜର ସହିତ ଏହାକୁ ସମୂଳେ ନଷ୍ଟ କରିବା ଏବଂ ଏହି ଚାଷରେ କେଉଁ କେଉଁମାନେ ଜଡିତ ଅଛନ୍ତି ତାହାର ସୂଚନା ସଂଗ୍ରହ କରି ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ ପାଇଁ ଅବକାରୀ କମିଶନର ଶ୍ରୀ ସିଂହ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରିଛନ୍ତି । 

Powered by Froala Editor

Tags Ganjei

Related articles Odisha News Lens 4.1

  • ରାହୁଲ ଗାନ୍ଧୀଙ୍କ ଆଚରଣ ପିଲାଳିଆ ଏବଂ ଦାୟିତ୍ୱହୀନ: କିରଣ ରିଜିଜୁ
    ଦେଶ-ଦେଶାନ୍ତର

    ରାହୁଲ ଗାନ୍ଧୀଙ୍କ ଆଚରଣ ପିଲାଳିଆ ଏବଂ ଦାୟିତ୍ୱହୀନ: କିରଣ ରିଜିଜୁ

    13675
    Feb 18, 2026
  • ପୋଲ ଉପରୁ ଡେଇଁଲେ ମହିଳା
    ଜିଲ୍ଲା ପରିକ୍ରମା

    ପୋଲ ଉପରୁ ଡେଇଁଲେ ମହିଳା

    14342
    Feb 18, 2026
  • ରୋବୋଡଗ୍‌ ବିବାଦ : ଏକ୍ସପୋରୁ ବାଦ୍‌ ପଡ଼ିଲା ଗଲଗୋଟିଆ ବିଶ୍ବବିଦ୍ୟାଳୟ
    ଦେଶ-ଦେଶାନ୍ତର

    ରୋବୋଡଗ୍‌ ବିବାଦ : ଏକ୍ସପୋରୁ ବାଦ୍‌ ପଡ଼ିଲା ଗଲଗୋଟିଆ ବିଶ୍ବବିଦ୍ୟାଳୟ

    15412
    Feb 18, 2026
  • ଅନେକ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ମୋଦୀ
    ଦେଶ-ଦେଶାନ୍ତର

    ଅନେକ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ମୋଦୀ

    15187
    Feb 18, 2026
  • ୟୁଟ୍ୟୁବ୍‌ ଡାଉନ୍, ଡାଉନଲୋଡ ହେଉନାହିଁ ହୋମପେଜ୍
    ଦେଶ-ଦେଶାନ୍ତର

    ୟୁଟ୍ୟୁବ୍‌ ଡାଉନ୍, ଡାଉନଲୋଡ ହେଉନାହିଁ ହୋମପେଜ୍

    15208
    Feb 18, 2026
  • ଇ-ମ୍ୟାଜିକ୍ ବକ୍ସ ଆପ୍ ଲଞ୍ଚ କଲା NCERT
    ଦେଶ-ଦେଶାନ୍ତର

    ଇ-ମ୍ୟାଜିକ୍ ବକ୍ସ ଆପ୍ ଲଞ୍ଚ କଲା NCERT

    14640
    Feb 18, 2026
  • ଦୁର୍ଘଟଣାରେ ଗର୍ଭବତୀ ସ୍ତ୍ରୀର ମୃତ୍ୟୁ
    ଜିଲ୍ଲା ପରିକ୍ରମା

    ଦୁର୍ଘଟଣାରେ ଗର୍ଭବତୀ ସ୍ତ୍ରୀର ମୃତ୍ୟୁ

    15186
    Feb 18, 2026
  • ଶିକ୍ଷା କ୍ଷେତ୍ରରେ ଏଆଇର ବ୍ୟବହାର ଏବଂ ଏଆଇ ସମ୍ପର୍କିତ ଶିକ୍ଷା ପରସ୍ପର ପରିପୂରକ: ...
    ଦେଶ-ଦେଶାନ୍ତର

    ଶିକ୍ଷା କ୍ଷେତ୍ରରେ ଏଆଇର ବ୍ୟବହାର ଏବଂ ଏଆଇ ସମ୍ପର୍କିତ ଶିକ୍ଷା ପରସ୍ପର ପରିପୂରକ: ...

    14278
    Feb 18, 2026
  • ଦୁଇ ଆଫ୍ରିକୀୟ ଦେଶରେ ଯୁଦ୍ଧ ଆଶଙ୍କା
    ଦେଶ-ଦେଶାନ୍ତର

    ଦୁଇ ଆଫ୍ରିକୀୟ ଦେଶରେ ଯୁଦ୍ଧ ଆଶଙ୍କା

    13737
    Feb 18, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଜିଲ୍ଲା ପରିକ୍ରମା

    ଦୁର୍ଘଟଣାରେ ଗର୍ଭବତୀ ସ୍ତ୍ରୀର ମୃତ୍ୟୁ

    15186
    Feb 18, 2026
  • ଜିଲ୍ଲା ପରିକ୍ରମା

    ପୋଲ ଉପରୁ ଡେଇଁଲେ ମହିଳା

    14342
    Feb 18, 2026
  • ଦେଶ-ଦେଶାନ୍ତର

    ଦୁଇ ଆଫ୍ରିକୀୟ ଦେଶରେ ଯୁଦ୍ଧ ଆଶଙ୍କା

    13737
    Feb 18, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17342
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17408
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17754
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16228
    Apr 03, 2021

ବିଶେଷ

  • କଲରା ସହିତ ଏହିସବୁ ଖାଇଲେ କ୍ଷତିକାରକ

    14854
    Feb 18, 2026
  • ହଳଦୀରେ ଭରି ରହିଛି ସ୍ବାସ୍ଥ୍ୟୋପକାରୀ ଗୁଣ

    15597
    Feb 17, 2026
  • ଘରେ ରଖନ୍ତୁ ନାହିଁ ଭାଙ୍ଗି ଯାଇଥିବା କାଚ

    15847
    Feb 14, 2026
  • ସବୁଜ କ୍ୟାପସିକମ ଏହି ରୋଗ ପାଇଁ ଭାରି ଉପକାରୀ

    16262
    Feb 13, 2026
  • ଆଜ୍‌ମା କମାଇବାକୁ ହେଲେ କରନ୍ତୁ ଏହା.......

    16403
    Feb 12, 2026

ବାଣିଜ୍ୟ

୧ ଏପ୍ରିଲରୁ ନୂତନ ଆୟକର ଆଇନ

୧ ଏପ୍ରିଲ, ୨୦୨୬ରୁ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ ଟିକସ ରିଟର୍ନ ଫର୍ମ ପ୍ରକାଶ କରିଛି, ଯାହା ପ୍ରଥମ ଥର ପାଇଁ ନୂତନ ଆୟକର ଆଇନ, ୨୦୨୫ ପ୍ରକୃତରେ କିପରି କାମ କରିବ ତାହାର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିଛି।

ଦେଶରେ ବର୍ତ୍ତମାନର ଟିକସ ଆଇନ ୧୯୬୧ରୁ ...

  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14953
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14466
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16073
    Jan 28, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    15358
    Jan 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୟୁଟ୍ୟୁବ୍‌ ଡାଉନ୍, ଡାଉନଲୋଡ ହେଉନାହିଁ ହୋମପେଜ୍

    15208
    Feb 18, 2026
  • ଦୁର୍ଘଟଣାରେ ଗର୍ଭବତୀ ସ୍ତ୍ରୀର ମୃତ୍ୟୁ

    15186
    Feb 18, 2026
  • ଶିକ୍ଷା କ୍ଷେତ୍ରରେ ଏଆଇର ବ୍ୟବହାର ଏବଂ ଏଆଇ ସମ୍ପର୍କିତ ଶିକ୍ଷା ପରସ୍ପର ପରିପୂରକ: ଧର୍ମେନ୍ଦ୍ର

    14278
    Feb 18, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In