୭ ରାଜ୍ୟକୁ ଓଡିଶାରୁ ଅକ୍ସିଜେନ ଯୋଗାଣ, କେଉଁ କେଉଁ ରାଜ୍ୟ ଜାଣନ୍ତୁ?
ଭୁବନେଶ୍ୱର: ୭ ରାଜ୍ୟକୁ ଓଡିଶାରୁ ଅକ୍ସିଜେନ ଯୋଗାଣ କରାଯାଇଛି ବୋଲି ଜେଠୱା କହିଛନ୍ତି । ଗତ ୪ ଦିନ ଭିତରେ ୬୭ ଟ୍ୟାଙ୍କର ଅକ୍ସିଜେନ ପଠାଯାଇଛି । ନିର୍ବିଘ୍ନ ଯାତାୟାତ ପାଇଁ ସ୍ପେଶାଲ କରିଡର କରାଯାଉଛି । ସୀମାପାର ଯାଏ ଆମ ପାଇଲଟିଂ ଟିମ୍ ସୁରକ୍ଷା ଯୋଗାଉଛନ୍ତି । କେବଳ ପରିବହନ ନା ଉପôାଦନ କଥା ବି ରାଜ୍ୟ ବୁଝୁଛି ପ୍ରଶ୍ନରେ ପ୍ରତିକ୍ରିୟା ରଖିଛନ୍ତି । ଆମେ କିପରି ସୁବିଧାରେ ପରିବହନ ହୋଇପାରିବ ବୁଝୁଛୁ କହିଲେ ଜେଠୱା ।
Powered by Froala Editor