କୋର୍ଟ ଚ୍ୟାମ୍ବରରେ କର୍ମଚାରୀଙ୍କ ମୃତଦେହ
ଦିଲ୍ଲୀର ତିସ୍ ହଜାରୀ କୋର୍ଟର ଚ୍ୟାମ୍ବରରୁ ଜଣେ କର୍ମଚାରୀଙ୍କ ମୃତଦେହ ଜବତ ହୋଇଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ କିଛି କୁହାଯାଇପାରିବ ବୋଲି ପୁଲିସ କହିଛି।
ମୃତକ ଜଣକ ବାର୍ର ଜଣେ ଆସ୍ଥାୟୀ କର୍ମଚାରୀ । ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। କର୍ମଚାରୀ ଜଣକ ପ୍ରାୟତଃ ରାତିରେ ଚ୍ୟାମ୍ବରରେ ଶେଇଥାଆନ୍ତି।
Powered by Froala Editor