ବିଜେଡିର ଦୁଇ ଗୋଷ୍ଠି ମୁହାଁମୁହିଁ
ଭୁୁବନେଶ୍ୱର: ମନ୍ତ୍ରୀ ପ୍ରତାପ ଜେନାଙ୍କ ସାମ୍ନାରେ ବିଜେଡିର ଦୁଇ ଗୋଷ୍ଠି ମୁହାଁମୁହିଁ ହୋଇଛନ୍ତି । ବାଲିଗୁଡା ବ୍ଲକ ବିଜେଡି କାର୍ଯ୍ୟାଳୟ ଆଗରେ ବାଲିଗୁଡା ବ୍ଲକ ଓ ନଗର ବିଜେଡି କର୍ମକର୍ତ୍ତା ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପସ୍ଥିତିରେ ମୁହାଁମୁହିଁ ହୋଇଛନ୍ତି । ଦୁଇ ଗୋଷ୍ଠି ଠୋଲାପେଲା ବେଳେ ମନ୍ତ୍ରୀ ପ୍ରତାପ ଜେନା ଗାଡିରୁ ଓହ୍ଲାଇଲେ ଓ ଗଣ୍ଡଗୋଳ ଓ ଦାଦାଗିରି ବନ୍ଦ କରିବାକୁ ନିଦେ୍ର୍ଧଶ ଦେଲେ ଓ ଦାଦାଗିରି ବନ୍ଦ ନକେଲେ ସେ କାର୍ଯ୍ୟକ୍ରମକୁ ଯିବେନାହିିଁ ବୋଲି କହିଲେ । କନ୍ଧମାଳ ଗସ୍ତରେ ଥିବା ମନ୍ତ୍ରୀଙ୍କ ସ୍ୱାଗତ ନାଁ’ରେ ତେଜିଲା ଗୋଷ୍ଠି କନ୍ଦଳ । ଏହି ଘଟଣାକୁ ନେଇ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।
Powered by Froala Editor