Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Sunday, October 01, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କ୍ଷୀର ପିଇବା ପୂର୍ବରୁ କେଉଁ ସବୁ ଖାଦ୍ୟ ...

  • ଏହି ୪ ଅକ୍ଷରର ନାମଧାରୀ ଯୁବତୀ ...

  • ଜାଣନ୍ତୁ ତୁଳସୀ ଗାଁ ବିଷୟରେ, ଯେଉଁଠି ...

  • ଖାଇରେ ଖସିପଡ଼ିଲା ଟୁରିଷ୍ଟ ବସ୍ : ୮ ମୃତ

  • ଦାଦା ଖୁଡୀ ମାଡ ସହିପାରିଲେନି, ବାଛିନେଲେ ...

  • ଆଉ ସପ୍ତାହେ ବଢିଲା 2000 ଟଙ୍କିଆ ନୋଟ୍ ବଦଳ ...

  • ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ...

  • ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ...

  • ଦୀପକ ବୋହରାଙ୍କ ଦାବି, ଭାରତ ଯାତ୍ରା ...

  • ୨ ହଜାର ଟଙ୍କିଆ ନୋଟ୍ ବଦଳ ଅବଧି ଆଜି ଶେଷ

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଅରବିନ୍ଦ କେଜରିୱାଲଙ୍କୁ ଜାମିନ

ଅରବିନ୍ଦ କେଜରିୱାଲଙ୍କୁ ଜାମିନ

2021-10-26 15:16:02
15451
Share:
Facebook
Twitter
E-Mail
WhatsApp
Telegram
ଅରବିନ୍ଦ କେଜରିୱାଲଙ୍କୁ ଜାମିନ

ନୂଆଦିଲ୍ଲୀ: ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ସମ୍ପର୍କିତ ଦୁଇଟି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଆପ) ଆବାହକ ଅରବିନ୍ଦ କେଜରିୱାଲଙ୍କୁ ସ୍ୱତନ୍ତ୍ର ଅଦାଲତ ଜାମିନ ପ୍ରଦାନ କରିଛନ୍ତି । ୨୦୧୪ ଲୋକସଭା ନିର୍ବାଚନ ସମୟରେ ସାମ୍ପ୍ରଦାୟିକ ସଦଭାବ ନଷ୍ଟ କରିବା ଓ ଅନ୍ୟ ନିର୍ବାଚନ ଅପରାଧକୁ ନେଇ କେଜରିୱାଲଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ ହୋଇଥିଲା । ମାମଲା ଆଧାରରେ ଜନପ୍ରତିନିଧିଙ୍କୁ ମାମଲାର ବିଚାର ଲାଗି ଉଦ୍ଧିଷ୍ଟ ସ୍ୱତନ୍ତ୍ର ଅଦାଲତ ତାଙ୍କୁ ସମନ ଜାରି କରିଥିଳେ । ସମନ ବିରୋଧରେ ପୂର୍ବରୁ କେଜରିୱାଲ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ସର୍ବୋଚ୍ଚ ଅଦାଲତ ତାଙ୍କୁ ବ୍ୟକ୍ତିଗତ ଉପସ୍ଥିତିରୁ ଆଶ୍ୱସ୍ତି ଦେଇଥିଲେ । ଫଳରେ କେଜରିୱାଲଙ୍କ ପକ୍ଷରୁ ତାଙ୍କର ଓକିଲ ମଦନ ସିଂହ ଅଦାଲତରେ ଉପସ୍ଥିତ ରହିଥିଲେ । ଅଦାଲତରେ କେଜରିୱାଲ ଜାମିନ ଆବେଦନ କରିଥିବା ବେଳେ ଏହାକୁ ଅନୁମୋଦନ କରାଯାଇଥିଲା ।  ନଭେମ୍ବର ୩୦ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ।

Powered by Froala Editor

Tags Arvind kejriwal

Related articles Odisha News Lens 3.2

  • ଜାଣନ୍ତୁ ତୁଳସୀ ଗାଁ ବିଷୟରେ, ଯେଉଁଠି ଅଛନ୍ତି ୧୧୦୦ରୁ ଅଧିକ ୟୁଟ୍ୟୁବର...
    ଦେଶ-ଦେଶାନ୍ତର

    ଜାଣନ୍ତୁ ତୁଳସୀ ଗାଁ ବିଷୟରେ, ଯେଉଁଠି ଅଛନ୍ତି ୧୧୦୦ରୁ ଅଧିକ ୟୁଟ୍ୟୁବର...

    13638
    Oct 01, 2023
  • କ୍ଷୀର ପିଇବା ପୂର୍ବରୁ କେଉଁ ସବୁ ଖାଦ୍ୟ ଖାଇବା ଅନୁଚିତ୍ ଜାଣନ୍ତୁ....
    ବିଶେଷ

    କ୍ଷୀର ପିଇବା ପୂର୍ବରୁ କେଉଁ ସବୁ ଖାଦ୍ୟ ଖାଇବା ଅନୁଚିତ୍ ଜାଣନ୍ତୁ....

    14063
    Oct 01, 2023
  • ୨ ହଜାର ଟଙ୍କିଆ ନୋଟ୍ ବଦଳ ଅବଧି ଆଜି ଶେଷ
    ଦେଶ-ଦେଶାନ୍ତର

    ୨ ହଜାର ଟଙ୍କିଆ ନୋଟ୍ ବଦଳ ଅବଧି ଆଜି ଶେଷ

    13399
    Sep 30, 2023
  • ଦାଦା ଖୁଡୀ ମାଡ ସହିପାରିଲେନି, ବାଛିନେଲେ ଶେଷ ରାସ୍ତା
    ଦେଶ-ଦେଶାନ୍ତର

    ଦାଦା ଖୁଡୀ ମାଡ ସହିପାରିଲେନି, ବାଛିନେଲେ ଶେଷ ରାସ୍ତା

    14959
    Oct 01, 2023
  •  ଦୀପକ ବୋହରାଙ୍କ ଦାବି, ଭାରତ ଯାତ୍ରା ସମୟରେ ଟ୍ରୁଡୋଙ୍କ ବିମାନରେ ଭରି ରହିଥିଲା କୋକେନ
    ଦେଶ-ଦେଶାନ୍ତର

    ଦୀପକ ବୋହରାଙ୍କ ଦାବି, ଭାରତ ଯାତ୍ରା ସମୟରେ ଟ୍ରୁଡୋଙ୍କ ବିମାନରେ ଭରି ରହିଥିଲା କୋକେନ

    13945
    Sep 30, 2023
  • ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନ୍ୟ ଦାୟିତ୍ବରୁ ଅବ୍ୟାହତି ଦେବା ପାଇଁ ...
    ଦେଶ-ଦେଶାନ୍ତର

    ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନ୍ୟ ଦାୟିତ୍ବରୁ ଅବ୍ୟାହତି ଦେବା ପାଇଁ ...

    15129
    Sep 30, 2023
  • ଆଉ ସପ୍ତାହେ ବଢିଲା 2000 ଟଙ୍କିଆ ନୋଟ୍ ବଦଳ ଅବଧି
    ଦେଶ-ଦେଶାନ୍ତର

    ଆଉ ସପ୍ତାହେ ବଢିଲା 2000 ଟଙ୍କିଆ ନୋଟ୍ ବଦଳ ଅବଧି

    15009
    Oct 01, 2023
  • ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ,  ୨ ଅନୁପ୍ରବେଶକାରୀ ନିହତ
    ଦେଶ-ଦେଶାନ୍ତର

    ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ, ୨ ଅନୁପ୍ରବେଶକାରୀ ନିହତ

    14219
    Sep 30, 2023
  • ଖାଇରେ ଖସିପଡ଼ିଲା ଟୁରିଷ୍ଟ ବସ୍ : ୮ ମୃତ
    ଦେଶ-ଦେଶାନ୍ତର

    ଖାଇରେ ଖସିପଡ଼ିଲା ଟୁରିଷ୍ଟ ବସ୍ : ୮ ମୃତ

    14006
    Oct 01, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଜାଣନ୍ତୁ ତୁଳସୀ ଗାଁ ବିଷୟରେ, ଯେଉଁଠି ଅଛନ୍ତି ୧୧୦୦ରୁ ଅଧିକ ୟୁଟ୍ୟୁବର...

    13638
    Oct 01, 2023
  • ଦେଶ-ଦେଶାନ୍ତର

    ଖାଇରେ ଖସିପଡ଼ିଲା ଟୁରିଷ୍ଟ ବସ୍ : ୮ ମୃତ

    14006
    Oct 01, 2023
  • ଦେଶ-ଦେଶାନ୍ତର

    ୨ ହଜାର ଟଙ୍କିଆ ନୋଟ୍ ବଦଳ ଅବଧି ଆଜି ଶେଷ

    13399
    Sep 30, 2023

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    15230
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    15545
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    14267
    Apr 03, 2021

ବିଶେଷ

  • କ୍ଷୀର ପିଇବା ପୂର୍ବରୁ କେଉଁ ସବୁ ଖାଦ୍ୟ ଖାଇବା ଅନୁଚିତ୍ ଜାଣନ୍ତୁ....

    14063
    Oct 01, 2023
  • ଏହି ୪ ଅକ୍ଷରର ନାମଧାରୀ ଯୁବତୀ ସ୍ବାମୀଙ୍କର ହୋଇଥାନ୍ତି ରାଣୀ

    14522
    Oct 01, 2023
  • ଭୋକରେ ଆତୁର ‌ହୋଇ ମେଣ୍ଢାପଲ ଖାଇଗଲେ ୧୦୦କିଲୋ ଗଞ୍ଜେଇ ଗଛ

    14978
    Sep 30, 2023
  • ଆବଶ୍ୟକରୁ ଅଧିକ ମାଛ ଖାଇବା ତ୍ୱଚା ପାଇଁ ବିପଜ୍ଜନକ

    15251
    Sep 30, 2023
  • ମଣିଷକୁ ରୋଗମୁକ୍ତ କରାଏ ଧନିଆ ପତ୍ର

    14514
    Sep 29, 2023

ବାଣିଜ୍ୟ

ଅକ୍ଟୋବରରେ ୧୮ ଦିନ ବ୍ୟାଙ୍କ ଛୁଟି, ଶୀଘ୍ର ସାରନ୍ତୁ କାମ

ଅକ୍ଟୋବରରେ ୧୮ଦିନ ବ୍ୟାଙ୍କ ବନ୍ଦ ରହିବ। ଅକ୍ଟୋବର ପହିଲାରୁ ଆରମ୍ଭ କରି ମାସ ଶେଷ ଯାଏଁ ପର୍ବପର୍ବାଣୀ ପାଳନ କରିବେ ଭାରତବାସୀ। ଗାନ୍ଧୀ ଜୟନ୍ତୀ, ମହାଳୟା, କଟି ବିହୁ, ଦୁର୍ଗାପୂଜା, ଦଶହରା, ଲକ୍ଷ୍ମୀପୂଜା, ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିନ ଯୋଗୁ ସ୍କୁଲ କଲେଜ ଏବଂ ବିଭିନ୍ନ ଅନୁଷ୍ଠାନ ବନ୍ଦ ରହିବ।

ତେ ...

  • ସେୟାର ମାର୍କେଟ ଖସିଲା, ନିବେଶକ ହରାଇଲେ ୩ ଲକ୍ଷ କୋଟିରୁ ଅଧିକ

    15004
    Sep 20, 2023
  • ଗଣେଶ ଚତୁର୍ଥୀରେ ଲଞ୍ଚ ହେବ ଜିଓ ଏୟାର ଫାଇବର

    14329
    Aug 28, 2023
  • ରିଲାଏନ୍ସ ଲଞ୍ଚ କଲା ଆଡଭାନ୍ସ ‘ଜିଓବୁକ୍’

    15773
    Aug 04, 2023
  • ଜୁଲାଇରେ ଜିଏସଟି ୧୧% ବଢ଼ିଲା

    14143
    Aug 02, 2023

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ, ୨ ଅନୁପ୍ରବେଶକାରୀ ନିହତ

    14219
    Sep 30, 2023
  • ଦୀପକ ବୋହରାଙ୍କ ଦାବି, ଭାରତ ଯାତ୍ରା ସମୟରେ ଟ୍ରୁଡୋଙ୍କ ବିମାନରେ ଭରି ରହିଥିଲା କୋକେନ

    13945
    Sep 30, 2023
  • ଦାଦା ଖୁଡୀ ମାଡ ସହିପାରିଲେନି, ବାଛିନେଲେ ଶେଷ ରାସ୍ତା

    14959
    Oct 01, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In