ନିଟ୍ ପିଜି କାଉନସେଲିଂକୁ ସ୍ଥଗିତ ନିଦେ୍ର୍ଧଶ
ନୂଆଦିଲ୍ଲୀ: ନିଟ ପିଜି କାଉନସେଲିଂକୁ ସ୍ଥଗିତ ରଖିବାକୁ ନିଦେ୍ର୍ଧଶ ଦିଆଯାଇଛି । ଓବିସି ଓ ଇଡବ୍ଲୁଏସ ସଂରକ୍ଷଣ ବୈଧତା ନେଇ ନିଟ ପିଜି କାଉନାସେଲିଂକୁ ସ୍ଥଗିତ ରଖିବାକୁ ସୁପ୍ରିମ କୋର୍ଟ କେନ୍ଦ୍ରସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଏହାସହିତ ସଂରକ୍ଷଣ ବୈଧତାକୁ ନେଇ ମଧ୍ୟ ସୁପ୍ରିମ କୋର୍ଟ ସରକାରଙ୍କୁ ପ୍ରଶ୍ନ କରିଥିଲେ । ସର୍ବଭାରତୀୟ କୋଟାରେ ସଂରକ୍ଷଣ ପାଇଁ ସରକାର ନିଷ୍ପତ୍ତି ନେଇଥିଲେ ।
ତେବେ ବର୍ତ୍ତମାନ ସଂରକ୍ଷଣ ବୈଧତା ପାଇଁ କୋର୍ଟଙ୍କ ନିଦେ୍ର୍ଧଶକୁ ଅପେକ୍ଷା ରହିଛି ।
Powered by Froala Editor