Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, September 25, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବିଧାନସଭା ନିର୍ବାଚନ: ୨୮୬.୯୯ କୋଟି ଟଙ୍କା ...

  • ସିକ୍କିମର ରିମ୍ବି ଅଞ୍ଚଳରେ ଭୂସ୍ଖଳନ, ...

  • ୨ରେ ‘ନୋ ୟୁପିଆଇ ଡେ’ ଭାବରେ ପାଳନ କରିବେ ...

  • ଇତିହାସ ରଚିଲେ ୱୁଶୁ ଖେଳାଳି ରୋଶିବିନା

  • ପ୍ରକ୍ରିୟା ଆରମ୍ଭ, ଫେରିଯିବ ମୌସୁମୀ

  • ୮ମ ବେତନ କମିଶନକୁ ନେଇ ଆସିଲା ବଡ଼ ଖବର, ...

  • ଭାରତ ଅଚାନକ ରୁଷରୁ ଅଶୋଧିତ ତୈଳ କ୍ରୟ ବନ୍ଦ ...

  • ଚୀନ୍ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ...

  • ସ୍ଲିପର ବସ୍‌ରେ ଲାଗିଲା ନିଆଁ, ୯ ଯାତ୍ରୀ ...

  • ‘ଲହରୀ’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ...

ରାଜ୍ୟ
Home ›› ରାଜ୍ୟ ››ଦିବ୍ୟଶଙ୍କରଙ୍କୁ ପାଖରେ ବସାଇଲେନି ମୁଖ୍ୟମନ୍ତ୍ରୀ, କାରଣ କହିଲେ ସତ୍ୟପ୍ରକାଶ

ଦିବ୍ୟଶଙ୍କରଙ୍କୁ ପାଖରେ ବସାଇଲେନି ମୁଖ୍ୟମନ୍ତ୍ରୀ, କାରଣ କହିଲେ ସତ୍ୟପ୍ରକାଶ

2021-10-23 07:40:53
15859
Share:
Facebook
Twitter
E-Mail
WhatsApp
Telegram
ଦିବ୍ୟଶଙ୍କରଙ୍କୁ ପାଖରେ ବସାଇଲେନି ମୁଖ୍ୟମନ୍ତ୍ରୀ, କାରଣ କହିଲେ ସତ୍ୟପ୍ରକାଶ


ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ଏବେ ସାରା ରାଜ୍ୟ ଉଠୁଛି ପଡ଼ୁଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାର ସହଯୋଗୀ ରାଧେକୁ ଗିରଫ କରାଯାଇଥିବାବେଳେ ଏଥିରେ ସମ୍ପୃକ୍ତି ଅଭିଯୋଗରେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ହୋଇଆସୁଛି । ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ନେଇ ଗତ କିଛି ଦିନ ହେଲା ବିରୋଧୀ ତୁମ୍ଭିତୋଫାନ କରିଆସୁଛନ୍ତି ।

ଏହାରି ଭିତରେ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।  ଏହି ମାମଲାରେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ଭୂମିକାକୁ ନେଇ ଶ୍ରୀ ନାୟକ ପ୍ରଶ୍ନ ଉଠାଇଛନ୍ତି ।  ଦିବ୍ୟଶଙ୍କରଙ୍କୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।  ଏପରିକି ଦିବ୍ୟଶଙ୍କରଙ୍କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱନ୍ଦ୍ୱରେ ରହିଛନ୍ତି  । ଏଥିପାଇଁ ଶୁକ୍ରବାର ମୟୂରଭଞ୍ଜରେ ଅନୁଷ୍ଠିତ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ ବେଳେ ମଞ୍ଚରେ ତାଙ୍କ ପାଖରେ ଦିବ୍ୟଶଙ୍କରଙ୍କୁ ବସିବାକୁ ଦେଇନାହାନ୍ତି । ଦ୍ୱନ୍ଦ୍ୱ ଯୋଗୁଁ ବାରିପଦା ଗସ୍ତବେଳେ ମୁଖ୍ୟମନ୍ତ୍ରୀ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସାଥିରେ ନେଇନାହାନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି । 

ପ୍ରକାଶ ଯେ,  ନବୀନଙ୍କ ମୟୂରଭଂଜ ଗସ୍ତର ଶେଷ ମୁହୂର୍ତରେ ଅତିଥି ତାଲିକାରୁ ବାଦ୍ ପଡ଼ିଥିଲା ଦିବ୍ୟଶଙ୍କରଙ୍କ ନାଁ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମଂଚ ଉପରେ ବସିବା ପାଇଁ ସ୍ଥିର ହୋଇଥିଲା । ସେ ୪ ମିନିଟ୍ ଭାଷଣ ବି ଦେଇଥାନ୍ତେ । ହେଲେ ପ୍ରସ୍ତୁତ ହୋଇଥିବା ଚୂଡାନ୍ତ କାର୍ୟ୍ୟସୂଚୀରୁ ତାଙ୍କୁ ବାଦ୍ ଦିଆଯାଇଥିଲା । କେବଳ ସେତିକି ନୁହଁ, ମୟୂରଭଂଜ ଜିଲ୍ଲାର ବିଭିନ୍ନ ବ୍ଲକରେ ସ୍ମାର୍ଟ ହେଲଥ୍ କାର୍ଡ ବାଂଟିବା ପାଇଁ ଯେଉଁ ତାଲିକା ହୋଇଥିଲା, ସେଥିରୁ ମଧ୍ୟ ତାଙ୍କ ନାଁ ବାଦ୍ ଦିଆଯାଇଛି । ଏଥରୁ ଜଣାପଡ଼ୁଛି ଯେ, ମୁଖ୍ୟମନ୍ତ୍ରୀ ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ଓ ତାଙ୍କଠାରୁ ଦୂରେଇ ରଖିଛନ୍ତି ।

Powered by Froala Editor

Tags Satya prakash

Related articles Odisha News Lens 4.1

  • ପ୍ରକ୍ରିୟା ଆରମ୍ଭ, ଫେରିଯିବ ମୌସୁମୀ
    ଦେଶ-ଦେଶାନ୍ତର

    ପ୍ରକ୍ରିୟା ଆରମ୍ଭ, ଫେରିଯିବ ମୌସୁମୀ

    14793
    Sep 25, 2026
  • ଇତିହାସ ରଚିଲେ ୱୁଶୁ ଖେଳାଳି ରୋଶିବିନା
    ଖେଳ ଖବର

    ଇତିହାସ ରଚିଲେ ୱୁଶୁ ଖେଳାଳି ରୋଶିବିନା

    14683
    Sep 25, 2026
  • ୮ମ ବେତନ କମିଶନକୁ ନେଇ ଆସିଲା ବଡ଼ ଖବର, କେତେ ମିଳିବ ଦରମା ଜାଣନ୍ତୁ....
    ଦେଶ-ଦେଶାନ୍ତର

    ୮ମ ବେତନ କମିଶନକୁ ନେଇ ଆସିଲା ବଡ଼ ଖବର, କେତେ ମିଳିବ ଦରମା ଜାଣନ୍ତୁ....

    15225
    Sep 25, 2026
  • ସ୍ଲିପର ବସ୍‌ରେ ଲାଗିଲା ନିଆଁ, ୯ ଯାତ୍ରୀ ଜୀବନ୍ତ ଦଗ୍ଧ
    ଦେଶ-ଦେଶାନ୍ତର

    ସ୍ଲିପର ବସ୍‌ରେ ଲାଗିଲା ନିଆଁ, ୯ ଯାତ୍ରୀ ଜୀବନ୍ତ ଦଗ୍ଧ

    15057
    Sep 24, 2026
  •  ବିଧାନସଭା ନିର୍ବାଚନ: ୨୮୬.୯୯ କୋଟି ଟଙ୍କା ପଶ୍ଚିମବଙ୍ଗରେ ବ୍ୟୟ କରିଛି ବିଜେପି
    ଦେଶ-ଦେଶାନ୍ତର

    ବିଧାନସଭା ନିର୍ବାଚନ: ୨୮୬.୯୯ କୋଟି ଟଙ୍କା ପଶ୍ଚିମବଙ୍ଗରେ ବ୍ୟୟ କରିଛି ବିଜେପି

    14598
    Sep 25, 2026
  • ଚୀନ୍ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ବେଳେ ଚମକି ପଡ଼ିଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ଚୀନ୍ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ବେଳେ ଚମକି ପଡ଼ିଲେ ଟ୍ରମ୍ପ

    15589
    Sep 24, 2026
  • ‘ଲହରୀ’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର
    ମନୋରଞ୍ଜନ

    ‘ଲହରୀ’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର

    15851
    Sep 24, 2026
  • ସିକ୍କିମର ରିମ୍ବି ଅଞ୍ଚଳରେ ଭୂସ୍ଖଳନ, ପର୍ବତ ଢାଲରୁ ପ୍ରବାହିତ ହେଉଛି ବହୁ ପରିମାଣରେ ...
    ଦେଶ-ଦେଶାନ୍ତର

    ସିକ୍କିମର ରିମ୍ବି ଅଞ୍ଚଳରେ ଭୂସ୍ଖଳନ, ପର୍ବତ ଢାଲରୁ ପ୍ରବାହିତ ହେଉଛି ବହୁ ପରିମାଣରେ ...

    13372
    Sep 25, 2026
  • ଭାରତ ଅଚାନକ ରୁଷରୁ ଅଶୋଧିତ ତୈଳ କ୍ରୟ ବନ୍ଦ କରିପାରିବ ନାହିଁ: ଅର୍ଥମନ୍ତ୍ରୀ
    ଦେଶ-ଦେଶାନ୍ତର

    ଭାରତ ଅଚାନକ ରୁଷରୁ ଅଶୋଧିତ ତୈଳ କ୍ରୟ ବନ୍ଦ କରିପାରିବ ନାହିଁ: ଅର୍ଥମନ୍ତ୍ରୀ

    15288
    Sep 24, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସ୍ଲିପର ବସ୍‌ରେ ଲାଗିଲା ନିଆଁ, ୯ ଯାତ୍ରୀ ଜୀବନ୍ତ ଦଗ୍ଧ

    15057
    Sep 24, 2026
  • ଦେଶ-ଦେଶାନ୍ତର

    ବିଧାନସଭା ନିର୍ବାଚନ: ୨୮୬.୯୯ କୋଟି ଟଙ୍କା ପଶ୍ଚିମବଙ୍ଗରେ ବ୍ୟୟ କରିଛି ବିଜେପି

    14598
    Sep 25, 2026
  • ମନୋରଞ୍ଜନ

    ‘ଲହରୀ’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର

    15851
    Sep 24, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17125
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17812
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17785
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18195
    Sep 06, 2023

ବିଶେଷ

  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15608
    Sep 23, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    15172
    Sep 21, 2026
  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    14548
    Sep 18, 2026
  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    14788
    Sep 11, 2026
  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    16418
    Sep 09, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି

ଭୁବନେଶ୍ୱର : କଳାହାଣ୍ଡିର ଯୁବକଯୁବତୀଙ୍କ ପାଇଁ ଧନ୍ଦାମୂଳକ ତାଲିମ ଏବଂ ସ୍ଥାୟୀ ଜୀବିକା ନିର୍ବାହ ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ହୋଇ ରହିଛି। ଏହି ଆବଶ୍ୟକତାକୁ ପୂରଣ କରି, ବେଦାନ୍ତ ଆଲୁମିନିୟମ ସ୍ଥାନୀୟ ଅଞ୍ଚଳର ଯୁ ...

  • ଆଇଆଇଏ ଓଡ଼ିଶା ଚାପ୍ଟରର ନୂଆ ଏକଜିକ୍ୟୁଟିଭ କମିଟି ୨୦୨୬-୨୮ ନିମନ୍ତେ ଦାୟିତ୍ଵ ଗ୍ରହଣ କଲେ

    14422
    Sep 17, 2026
  • EPFOରେ ବଡ଼ ପରିବର୍ତ୍ତନ, ୧୫,୦୦୦ ଟଙ୍କାରୁ ୨୫,୦୦୦ ବଢ଼ିଲା ଟଙ୍କା ସୀମା

    15617
    Sep 17, 2026
  • ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିର ଗ୍ରାମାଞ୍ଚଳରେ ଜଳସେଚନ ସୁବିଧାକୁ ସୁଦୃଢ଼ କରିଛି

    15381
    Sep 16, 2026
  • ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

    14670
    Sep 12, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ‘ଲହରୀ’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର

    15851
    Sep 24, 2026
  • ୨ରେ ‘ନୋ ୟୁପିଆଇ ଡେ’ ଭାବରେ ପାଳନ କରିବେ ବ୍ୟବସାୟୀ

    13649
    Sep 25, 2026
  • ଚୀନ୍ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ବେଳେ ଚମକି ପଡ଼ିଲେ ଟ୍ରମ୍ପ

    15589
    Sep 24, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In