Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, June 03, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଜୁନ୍ ୪ ସୁଦ୍ଧା କେରଳରେ ପହଞ୍ଚିବ ମୌସୁମୀ ...

  • ବିମାନ ଇନ୍ଧନ ରପ୍ତାନି ଉପରେ ଅସ୍ଥାୟୀ ...

  • ଆନ୍ନାମଲାଇଙ୍କ ବିଜେପିରୁ ଇସ୍ତଫା

  • ଏହି ଅଙ୍ଗରେ ସୁନା ପିନ୍ଧିଲେ କାହିଁକି ...

  • ସୁପ୍ରିମକୋର୍ଟରେ ଶପଥ ନେଲେ ୫ ନୂଆ ...

  • କଳା କୋଟ୍ ସହ ଧଳା ସାର୍ଟ ଲୁକ୍ ପଛର ରାଜ୍ ...

  • ଖୁବଶୀଘ୍ର କେରଳ ଛୁଇଁବ ମୌସୁମୀ

  • ସିବିଏସଇ ୱେବସାଇଟ୍ ଖୋଲୁନି; ବର୍ଷିଲେ ...

  • ପଶ୍ଚିମବଙ୍ଗରେ ବିଜେପି ସରକାରଙ୍କ ପ୍ରଥମ ...

  • ବୃଦ୍ଧି ହେଲା ବାଣିଜ୍ୟିକ ସିଲିଣ୍ଡର ...

Home ›› ››ସିବିଆଇ ଅଫିସର କଣ ସ୍ୱର୍ଗରୁ ଆସିଛନ୍ତି: ପ୍ରମିଳା

ସିବିଆଇ ଅଫିସର କଣ ସ୍ୱର୍ଗରୁ ଆସିଛନ୍ତି: ପ୍ରମିଳା

2021-10-21 06:43:14
15071
Share:
Facebook
Twitter
E-Mail
WhatsApp
Telegram
ସିବିଆଇ ଅଫିସର କଣ ସ୍ୱର୍ଗରୁ ଆସିଛନ୍ତି: ପ୍ରମିଳା


ଭୁବନେଶ୍ୱର: ମହାଲିଙ୍ଗ ସନ୍ ସଇନ୍ ପବ୍ଲିକ୍ ସ୍କୁଲ୍‌ର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଭଳି ଘଟଣାକୁ ରାଜ୍ୟ ସରକାରଙ୍କ ଦ୍ୱାରା ଏହି ମାମଲାର ତଦନ୍ତ ହେଲେ ହତ୍ୟାକାରୀ ଖସି ଯିବାର ଆଶଙ୍କା କରି ଉଭୟ ବିରୋଧୀ ବିଜେପି ଏବଂ କଂଗ୍ରେସ ସିବିଆଇ ତଦନ୍ତ ଦାବି କରିଛନ୍ତି । ତେବେ ଏହି ଦାବିକୁ ନେଇ ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ସିବିଆଇ ଅଫିସର କଣ ସ୍ୱର୍ଗରୁ ଆସିଛନ୍ତି । ଏହା ସହିତ ସେ ପ୍ରଶ୍ନ କରିଛନ୍ତି ଯେ ସିବିଆଇ ଯେତେ କେସ ନେଇଛନ୍ତି ସେ ସବୁରେ କଣ ଫଳ ହୋଇଛି ।

ଓଡିଶା ପଲିସ ଉପରେ ରାଜ୍ୟ ବାସୀଙ୍କର ଭରସା ଅଛି ଏବଂ ରାଜ୍ୟରେ ଭଲ ପୋଲିସ ଅଫିସର ମଧ୍ୟ ରହିଛନ୍ତି ଯେଉଁମାନେ କେନ୍ଦ୍ରରେ ରହି ମଧ୍ୟ ଭଲ କାମ କରିଛନ୍ତି ସେମାନଙ୍କ ଉପର ଯେଦି ଭରସ ରହିବନି ତେବେ କାହା ଉପରେ ଭରସା ରହିବ । ସେ ଏହା ମଧ୍ୟ କହିଛନ୍ତି ଯେ ଯେହେତୁ କେନ୍ଦ୍ରରେ ବିଜେପି ସରକାର ରହିଛି ତେଣୁ କରି ସେମାନେ ସିବିଆଇ ତଦନ୍ତ ଦାବି କରିଛନ୍ତି । ତେବେ ତଦନ୍ତ ନିରପେକ୍ଷ ଭାବରେ ହୋଇ ପ୍ରକୃତ ଦୋଷୀକୁ ଦଣ୍ଡ ମିଳିବ କୌଣସି ଦୋଷୀ କେତେବେଳେ ଖସି ଯାଇ ନାହାନ୍ତି ବୋଲି ସେ କହିଛନ୍ତି । 

ତେବେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କର ଇସ୍ଥଫା ବିରୋଧୀ ଦାବି କରୁଥିବାବେଳେ ସରକାର ବିରୋଧୀଙ୍କ କଥାରେ ଚାଲିବ ନାହିଁ ବୋଲି ସେ କହିଛନ୍ତି । ତେବେ ଘରୋଇ ସ୍କୁଲକୁ ମିଳିଥିବା ଅନୁଦାନ ବିଷୟରେ ସେ କହିଛନ୍ତି ଯେ ରାଜ୍ୟ ସରକାର ବିଭିନ୍ନ ଘରୋଇ ସ୍କୁଲ୍‌କୁ ଅନୁଦାନ ଦେଇଛନ୍ତି,ଖାଲି ସେଇ ସ୍କୁଲକୁ ଅନୁଦାନ ମିଳି ନାହିଁ ।

Powered by Froala Editor

Tags Mamita meher case

Related articles Odisha News Lens 4.1

  • ଜୁନ୍ ୪ ସୁଦ୍ଧା କେରଳରେ ପହଞ୍ଚିବ ମୌସୁମୀ ବାୟୁ
    ଦେଶ-ଦେଶାନ୍ତର

    ଜୁନ୍ ୪ ସୁଦ୍ଧା କେରଳରେ ପହଞ୍ଚିବ ମୌସୁମୀ ବାୟୁ

    13361
    Jun 02, 2026
  • ଏହି ଅଙ୍ଗରେ ସୁନା ପିନ୍ଧିଲେ କାହିଁକି ହୋଇଥାଏ ଅଶୁଭ ଜାଣନ୍ତୁ...
    ବିଶେଷ

    ଏହି ଅଙ୍ଗରେ ସୁନା ପିନ୍ଧିଲେ କାହିଁକି ହୋଇଥାଏ ଅଶୁଭ ଜାଣନ୍ତୁ...

    14325
    Jun 02, 2026
  • ସୁପ୍ରିମକୋର୍ଟରେ ଶପଥ ନେଲେ ୫ ନୂଆ ବିଚାରପତି
    ଦେଶ-ଦେଶାନ୍ତର

    ସୁପ୍ରିମକୋର୍ଟରେ ଶପଥ ନେଲେ ୫ ନୂଆ ବିଚାରପତି

    14660
    Jun 02, 2026
  • ବିମାନ ଇନ୍ଧନ ରପ୍ତାନି ଉପରେ ଅସ୍ଥାୟୀ ନିଷେଧ ଘୋଷଣା କଲେ ପୁଟିନ୍
    ଦେଶ-ଦେଶାନ୍ତର

    ବିମାନ ଇନ୍ଧନ ରପ୍ତାନି ଉପରେ ଅସ୍ଥାୟୀ ନିଷେଧ ଘୋଷଣା କଲେ ପୁଟିନ୍

    15539
    Jun 02, 2026
  • ଆନ୍ନାମଲାଇଙ୍କ ବିଜେପିରୁ ଇସ୍ତଫା
    ଦେଶ-ଦେଶାନ୍ତର

    ଆନ୍ନାମଲାଇଙ୍କ ବିଜେପିରୁ ଇସ୍ତଫା

    14081
    Jun 02, 2026
  • ପଶ୍ଚିମବଙ୍ଗରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବିସ୍ତାର, ୩୫ ଜଣ ନୂତନ ମନ୍ତ୍ରୀ ...
    ଦେଶ-ଦେଶାନ୍ତର

    ପଶ୍ଚିମବଙ୍ଗରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବିସ୍ତାର, ୩୫ ଜଣ ନୂତନ ମନ୍ତ୍ରୀ ...

    14314
    Jun 01, 2026
  • ସିବିଏସଇ ୱେବସାଇଟ୍  ଖୋଲୁନି; ବର୍ଷିଲେ ଛାତ୍ରଛାତ୍ରୀ
    ଦେଶ-ଦେଶାନ୍ତର

    ସିବିଏସଇ ୱେବସାଇଟ୍ ଖୋଲୁନି; ବର୍ଷିଲେ ଛାତ୍ରଛାତ୍ରୀ

    14124
    Jun 02, 2026
  •  ବୃଦ୍ଧି ହେଲା ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟ
    ଦେଶ-ଦେଶାନ୍ତର

    ବୃଦ୍ଧି ହେଲା ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟ

    14423
    Jun 01, 2026
  • ଖୁବଶୀଘ୍ର କେରଳ ଛୁଇଁବ ମୌସୁମୀ
    ଦେଶ-ଦେଶାନ୍ତର

    ଖୁବଶୀଘ୍ର କେରଳ ଛୁଇଁବ ମୌସୁମୀ

    14249
    Jun 02, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସୁପ୍ରିମକୋର୍ଟରେ ଶପଥ ନେଲେ ୫ ନୂଆ ବିଚାରପତି

    14660
    Jun 02, 2026
  • ଦେଶ-ଦେଶାନ୍ତର

    ଆନ୍ନାମଲାଇଙ୍କ ବିଜେପିରୁ ଇସ୍ତଫା

    14081
    Jun 02, 2026
  • ଦେଶ-ଦେଶାନ୍ତର

    ବିମାନ ଇନ୍ଧନ ରପ୍ତାନି ଉପରେ ଅସ୍ଥାୟୀ ନିଷେଧ ଘୋଷଣା କଲେ ପୁଟିନ୍

    15539
    Jun 02, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16900
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17520
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17570
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17957
    Sep 06, 2023

ବିଶେଷ

  • ଏହି ଅଙ୍ଗରେ ସୁନା ପିନ୍ଧିଲେ କାହିଁକି ହୋଇଥାଏ ଅଶୁଭ ଜାଣନ୍ତୁ...

    14325
    Jun 02, 2026
  • ଚାପରୁ ମୁକ୍ତି ପାଇବାର ସରଳ ଉପାୟ

    15093
    May 31, 2026
  • ପ୍ରକୃତରେ ଅଣ୍ଡା ଫ୍ରିଜ୍‌ରେ ରଖିଲେ ଭଲ ନା ଖରାପ ଜାଣନ୍ତୁ.....

    15204
    May 30, 2026
  • ସବୁବେଳେ ଭିଟାମିନ୍‌ଯୁକ୍ତ ଖାଦ୍ୟ ଖାଇଲେ ଅବସାଦଠାରୁ ରହିବେ ଦୂରେଇ

    14846
    May 29, 2026
  • ସ୍ବାସ୍ଥ୍ୟ ପାଇଁ ଭିଟାମିନ୍‌ ‘ସି’ ଭାରି ଉପକାରୀ

    15413
    May 27, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15446
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15192
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15674
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    14014
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆନ୍ନାମଲାଇଙ୍କ ବିଜେପିରୁ ଇସ୍ତଫା

    14081
    Jun 02, 2026
  • ଜୁନ୍ ୪ ସୁଦ୍ଧା କେରଳରେ ପହଞ୍ଚିବ ମୌସୁମୀ ବାୟୁ

    13361
    Jun 02, 2026
  • ପଶ୍ଚିମବଙ୍ଗରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବିସ୍ତାର, ୩୫ ଜଣ ନୂତନ ମନ୍ତ୍ରୀ ନେଲେ ଶପଥ

    14314
    Jun 01, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In