Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, August 27, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ରାକ୍ଷୀ ବାନ୍ଧିବାର ଉଚିତ୍ ସମୟ ଜାଣନ୍ତୁ.....

  • ୨୦ ସାଂସଦଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ ...

  • ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୬ ମୃତ

  • ହସପିଟାଲରେ ନିଆଁ ଲାଗି ଚାଲିଗଲା ୧୫ ନବଜାତ ...

  • କୃତି ସାନନଙ୍କ ବିଜ୍ଞାପନ ପ୍ରତ୍ୟାହାର ...

  • ‘ମହାକାଳୀ’ର ପ୍ରଥମ ଝଲକ

  • ବିହାରର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ...

  • ସାଣ୍ଡୱିଚ୍‌ରୁ ଜିଅନ୍ତା ପୋକ

  • କାର୍‌ରେ ୩୪୦୦ ଚୁମ୍ବନ, କାର ମାଲିକଙ୍କୁ ...

  • ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ...

ବିଶେଷ
Home ›› ବିଶେଷ ››ଭୁଲରେ କରନ୍ତୁ ନାହିଁ ଏହି ୮ଟି ଭୁଲ ନ ହେଲେ ଭିକାରୀ ହୋଇଯିବେ

ଭୁଲରେ କରନ୍ତୁ ନାହିଁ ଏହି ୮ଟି ଭୁଲ ନ ହେଲେ ଭିକାରୀ ହୋଇଯିବେ

2021-10-19 05:15:55
14123
Share:
Facebook
Twitter
E-Mail
WhatsApp
Telegram
ଭୁଲରେ କରନ୍ତୁ ନାହିଁ ଏହି ୮ଟି ଭୁଲ ନ ହେଲେ ଭିକାରୀ ହୋଇଯିବେ

ମାଆ ଲକ୍ଷ୍ମୀ ଧନ ଏବଂ ଧନର ଦେବୀ ଏବଂ ତାଙ୍କୁ ଚଞ୍ଚଳା ମଧ୍ୟ କୁହାଯାଏ । ଏହାର କାରଣ ସେ ସବୁବେଳେ କାହା ପାଖରେ ସ୍ଥାୟୀ ହୋଇ ରହିପାରନ୍ତି ନାହିଁ । ଯାହା ଉପରେ ଦେବୀ ଲକ୍ଷ୍ମୀଙ୍କର କୃପା ହୋଇଥାଏ ତା ପାଖରେ କୌଣସି ଜିନିଷର ଅଭାବ କେବେ ହୁଏ ନାହିଁ । ମାଆଙ୍କ ଆଶୀର୍ବାଦ ହେଲେ ଅତି ଗରିବ ବ୍ୟକ୍ତିଙ୍କୁ ରାଜା କରିପାରେ ଏବଂ ଯଦି ସେ ରୁଷ୍ଠ ହୁଅନ୍ତି ତେବେ ଧନୀ ବି ଗରିବ ହୋଇଯାଏ । ଜ୍ୟୋତିଷ ଶାସ୍ତ୍ରରେ, ଏପରି କିଛି କଥା କୁହାଯାଇଛି, ଯାହା କରିବା ଦ୍ୱାରା ମାଆ ଲକ୍ଷ୍ମୀ ସବୁଦିନ ପାଇଁ ଘରୁ ପଳାଇଥାନ୍ତି । କାରଣ ଜାଣିଶୁଣି ଏବଂ ଅଜାଣତରେ, ଆମେ ଏପରି ଅନେକ ଭୁଲ୍ କରିଥାଉ, ଯାହା ମାଆ ଲକ୍ଷ୍ମୀଙ୍କୁ କ୍ରୋଧିତ ହୁଅନ୍ତି । ଆସନ୍ତୁ ଜାଣିବା କିଛି ଏମିତି ଭୁଲ୍ ବିଷୟରେ ଯାହା ଆପଣ ଅଜାଣନ୍ତି କରିଥାନ୍ତି ।

ଏମିତି କରିବା ଦ୍ୱାରା ମାଆ ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି

ଅନେକ ଲୋକ ଅଇଁଠା ବାସନ ଘରେ ଖେଳାଇ ରଖିଥାନ୍ତି । ଏହା ଅଧିଂକାଶ ରାତ୍ରି ଭୋଜନ ପରେ ହିଁ ହୋଇଥାଏ । ସାଧାରଣତଃ ରାତିର ଅଇଁଠା ବାସନ ଲୋକେ ସକାଳେ ଧୋଇ ଥାନ୍ତି । ଯାହା ଶାସ୍ତ୍ର ଅନୁଯାୟୀ ଠିକ୍ ନୁହେଁ । ଘରେ ଅଇଁଠା ବାସନ ରଖିବାଦ୍ୱାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି । ଏବଂ ଅଧିକା ସମୟ ପାଇଁ ଘରେ ରୁହନ୍ତି ନାହିଁ । ତେଣୁ, ଘରେ ପରିଷ୍କାର ପରିଚ୍ଛନ୍ନତା ଉପରେ ସର୍ବଦା ବିଶେଷ ଧ୍ୟାନ ଦେବା ଉଚିତ୍, ଯାହାଫଳରେ ମାଆ ଲକ୍ଷ୍ମୀଙ୍କ କୃପା ସର୍ବଦା ରହିବ ।

ଏହି ସ୍ଥାନରେ ରଖନ୍ତୁନି ଅଳିଆ

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଉତ୍ତରର ମୂଖ୍ୟ ଦେବତା ହେଉଛନ୍ତି କୁବେର ଏବଂ ଦେବୀ ଲକ୍ଷ୍ମୀ, ଯିଏ ଧନ ଏବଂ ସମୃଦ୍ଧିର ସଙ୍କେତ ଦିଅନ୍ତି । ଏହି ସ୍ଥାନକୁ ମାତୃ ସ୍ଥାନ ମଧ୍ୟକୁହାଯାଏ । ତେଣୁ ଅଳିଆ, ବର୍ଜ୍ୟବସ୍ତୁକୁ ଏହି ସ୍ଥାନରେ ରଖିବା ଉଚିତ୍ ନୁହେଁ । ଏହି ଦିଗକୁ ସର୍ବଦା ପରିଷ୍କାର ରଖିବା ଉଚିତ୍, ଫଳରେ ଅର୍ଥ ଲାଭ ହେବ । ଘରର ଏହି ଅଂଶ ସକରାତ୍ମକ ଶକ୍ତିରେ ପରିପୂର୍ଣ୍ଣ, ଯଦି ଆପଣ ଅଦରକାରୀ ଜିନିଷ ଏହି ସ୍ଥାନରେ ରଖନ୍ତି ତେବେ ଦେବୀ ଲକ୍ଷ୍ମୀ ଏବଂ କୁବେରଙ୍କ କ୍ରୋଧିତ ହୁଅନ୍ତି ।

ଚୁଲା ଉପରେ ଅଇଁଠା ବାସନ ରଖନ୍ତୁ ନାହିଁ

ରୋଷେଇ ଘରେ ପରିଷ୍କାର ପରିଚ୍ଛନ ରଖିବା ନିହାତି ଆବଶ୍ୟକ । ସେହି ପରି ଚୁଲା ବା ଚୁଲିରେ  ଖାଲି କିମ୍ବା ଅଇଁଠା ବାସନ ରଖନ୍ତୁ ନାହିଁ । ସବୁବେଳେ ଚୁଲାକୁ ସଫାସୁତରା ରଖନ୍ତୁ । ଫଳରେ ଘରେ ସୁଖ ଶାନ୍ତି ଓ ସମୃଦ୍ଧି ଆସିବ ଏବଂ ସମାଜରେ ସମ୍ମାନ ମିଳିବ । ପୁରାଣରେ କୁହାଯାଇଛି ଯେ, ଚୁଲାରେ ଖାଲି ପାତ୍ର ରଖିବା ଦ୍ୱାରା ଘରେ ଦାରିଦ୍ର୍ୟତା ବଢେ । କୁହାଯାଏଁ ଯେ, ଠାକୁର ଘର ପରେ ଘରର ପବିତ୍ର ସ୍ଥାନହେଲା ରୋଷେଇ ଘର ।

ଏହି ସମୟରେ ଲଗାନ୍ତୁ ନାହିଁ ଝାଡ଼ୁ

ଯଦି ଆପଣ ସୂର୍ୟ୍ୟ ଅସ୍ତ ପରେ ଝାଡ଼ୁ ଲଗାନ୍ତି ତେବେ ଏହାକୁ ଦୁର୍ଭାଗ୍ୟର ପ୍ରତିକ ମନାଯିବ । କାରଣ ଝାଡ଼ୁରେ ମାଆ ଲକ୍ଷ୍ମୀଙ୍କ ବାସ ହୋଇଥାଏ । ସୂର୍ୟ୍ୟ ଅସ୍ତ ପରେ ଝାଡ଼ୁ ଲଗାଇବା ଦ୍ୱାରା ମାଆ ଲକ୍ଷ୍ମୀ କ୍ରୋଧିତ ହୋଇ ଘରୁ ପଳାଇଥାନ୍ତି । ଯଦି କୌଣସି ଆବଶ୍ୟକତା ଥାଏ ତେବେ ଆପଣ ଝାଡ଼ୁ ଲଗାଇ ପାରିବେ କିନ୍ତୁ ଅଳିଆକୁ ବହାରେ ନପକାଇ ତାହାକୁ ପର ଦିନ ପକାଇବେ ।

ଗୋଟିଏ ହାତରେ ଏହି ଭୁଲ କରନ୍ତୁ ନାହିଁ

ଗୋଟିଏ ହାତରେ କେବେ ବି ଚନ୍ଦନ ଘସିବେ ନାହିଁ ଏମିତି କରିବା ଦ୍ୱାରା ଭଗବାନ ନାରାୟଣ ମଧ୍ୟ ଦରିଦ୍ର ହୋଇଯିବେ ।ଏମିତି କରିବା ଦ୍ୱାରା ମାଆ ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ଏବଂ ଧନ ଅଭାବ ଦେଖାଦିଏ । ଏହାସହ ଚନ୍ଦନ ଘସିବା ପରେ ସିଧା ଭଗବାନଙ୍କୁ ଲଗାଯାଏ ନାହିଁ  । ଚନ୍ଦନଙ୍କୁ ପ୍ରଥମେ ଗୋଟିଏ ପାତ୍ରରେ ରଖିବେ ଏହାପରେ ଆପଣ ଭଗବାନଙ୍କୁ ଲଗାଇପାରବେ ।

ନାରାୟଣଙ୍କ ବିନା ମାଆ ଲକ୍ଷ୍ମୀଙ୍କ ପୂଜା କଲେ ସଫଳତା ମିଳି ନଥାଏ

ଶାସ୍ତ୍ରରେ କୁହାଯାଇଛି ଯେ, କେବଳ ମାଆ ଲକ୍ଷ୍ମୀଙ୍କ ପୂଜା କରନ୍ତୁ ନାହିଁ ବରଂ ମାଆଙ୍କ ସହ ସବୁ ବେଳେ ନାରାୟଣଙ୍କୁ ପୂଜା କରନ୍ତୁ । ସେଥିପାଇଁ ଏମାନଙ୍କୁ ଲକ୍ଷ୍ମୀ ନାରାୟଣ କୁହାଯାଏ । ଖାଲି ମାଆ ଲକ୍ଷ୍ମୀଙ୍କୁ ପୂଜା କଲେ ତାଙ୍କ କୃପା ମିଳେ ନାହିଁ । ସେଥି ପାଇଁ ମାଆ ଲକ୍ଷ୍ମୀଙ୍କ ସହ ସବୁ ବେଳେ ଭଗବାନ ନାରାୟଣଙ୍କୁ ପୂଜା କରନ୍ତୁ ।

ଏହି ସମୟରେ ଶୋଇବା ଦ୍ୱାରା ମାଆ ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି

ଶାସ୍ତ୍ରରେ ମଧ୍ୟ ଶୋଇବା ପାଇଁ ସମୟ ନିର୍ଦ୍ଧାରିତ କରାଯାଇଛି । ସୂର୍ୟ୍ୟ ଉଦୟ ପୂର୍ବରୁ ଉଠିବା ଏବଂ ରାତ୍ରି ସମୟରେ ଶୋଇବା ସର୍ବଶ୍ରେଷ୍ଠ ବୋଲି ଗ୍ରହଣ କରାଯାଏ । କିଛି ଲୋକ ଅଳସୁଆ ହୋଇ ସୂର୍ୟ୍ୟ ଉଦୟ ଓ ସୂର୍ୟ୍ୟ ଅସ୍ତ ସମୟରେ ଶୋଇ ରୁହନ୍ତି ଯାହା ଅନୁଚିତ । ପାହାନ୍ତରେ ଠାକୁର ପୂଜାକୁ ଶୁଭ ବୋଲି କୁହାଯାଏ ।

ଏମାନଙ୍କ ଅନାଦାର କରିବା ଦ୍ୱାରା ମାଆ ଲକ୍ଷ୍ମୀ ଚାଲିଯାଆନ୍ତି

ଗୃହରର ଲକ୍ଷ୍ମୀ ହେଉଛନ୍ତି ମହିଳା । ଏମାନଙ୍କୁ ଯଦି ଅନାଦର କରାଯାଏ ତେବେ ମାଆ ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି । ଯେଉଁ ଘରେ ଲୋକ ମହିଳାମାନଙ୍କ ଅପମାନ କରନ୍ତି କିମ୍ବା ମାର-ପିଟ କରନ୍ତି ସେମିତି ଘରେ ଲକ୍ଷ୍ମୀ ବାସ କରନ୍ତି ନାହିଁ ।

Powered by Froala Editor

Tags Maa laxmi

Related articles Odisha News Lens 4.1

  • କୃତି ସାନନଙ୍କ ବିଜ୍ଞାପନ ପ୍ରତ୍ୟାହାର କଲା GIVA
    ମନୋରଞ୍ଜନ

    କୃତି ସାନନଙ୍କ ବିଜ୍ଞାପନ ପ୍ରତ୍ୟାହାର କଲା GIVA

    13817
    Aug 26, 2026
  • ୨୦ ସାଂସଦଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ ଜାରି
    ଦେଶ-ଦେଶାନ୍ତର

    ୨୦ ସାଂସଦଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ ଜାରି

    15488
    Aug 26, 2026
  • ରାକ୍ଷୀ ବାନ୍ଧିବାର ଉଚିତ୍ ସମୟ ଜାଣନ୍ତୁ.....
    ବିଶେଷ

    ରାକ୍ଷୀ ବାନ୍ଧିବାର ଉଚିତ୍ ସମୟ ଜାଣନ୍ତୁ.....

    14086
    Aug 27, 2026
  • ସାଣ୍ଡୱିଚ୍‌ରୁ ଜିଅନ୍ତା ପୋକ
    ଦେଶ-ଦେଶାନ୍ତର

    ସାଣ୍ଡୱିଚ୍‌ରୁ ଜିଅନ୍ତା ପୋକ

    14193
    Aug 26, 2026
  • ହସପିଟାଲରେ ନିଆଁ ଲାଗି ଚାଲିଗଲା ୧୫ ନବଜାତ ଶିଶୁଙ୍କ ଜୀବନ
    ଦେଶ-ଦେଶାନ୍ତର

    ହସପିଟାଲରେ ନିଆଁ ଲାଗି ଚାଲିଗଲା ୧୫ ନବଜାତ ଶିଶୁଙ୍କ ଜୀବନ

    13505
    Aug 26, 2026
  • ‘ମହାକାଳୀ’ର ପ୍ରଥମ ଝଲକ
    ମନୋରଞ୍ଜନ

    ‘ମହାକାଳୀ’ର ପ୍ରଥମ ଝଲକ

    14315
    Aug 26, 2026
  • ବିହାରର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ଇଣ୍ଟରକାଷ୍ଟ ମ୍ୟାରେଜ୍ କଲେ ମିଳିବ ୨.୫ ଲକ୍ଷ ...
    ଦେଶ-ଦେଶାନ୍ତର

    ବିହାରର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ଇଣ୍ଟରକାଷ୍ଟ ମ୍ୟାରେଜ୍ କଲେ ମିଳିବ ୨.୫ ଲକ୍ଷ ...

    13513
    Aug 26, 2026
  • ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ଟିପ୍ସ
    ବିଶେଷ

    ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ଟିପ୍ସ

    13668
    Aug 26, 2026
  • ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୬ ମୃତ
    ଦେଶ-ଦେଶାନ୍ତର

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୬ ମୃତ

    14672
    Aug 26, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    କୃତି ସାନନଙ୍କ ବିଜ୍ଞାପନ ପ୍ରତ୍ୟାହାର କଲା GIVA

    13817
    Aug 26, 2026
  • ଦେଶ-ଦେଶାନ୍ତର

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୬ ମୃତ

    14672
    Aug 26, 2026
  • ଦେଶ-ଦେଶାନ୍ତର

    ବିହାରର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ଇଣ୍ଟରକାଷ୍ଟ ମ୍ୟାରେଜ୍ କଲେ ମିଳିବ ୨.୫ ଲକ୍ଷ ଟଙ୍କା

    13513
    Aug 26, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17052
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17684
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17726
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18122
    Sep 06, 2023

ବିଶେଷ

  • ରାକ୍ଷୀ ବାନ୍ଧିବାର ଉଚିତ୍ ସମୟ ଜାଣନ୍ତୁ.....

    14086
    Aug 27, 2026
  • ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ଟିପ୍ସ

    13668
    Aug 26, 2026
  • ବିନା ମୋଜାରେ ଜୋତା ପିନ୍ଧିଲେ ଶରୀର ଉପରେ ପଡିଥାଏ କୁପ୍ରଭାବ

    15237
    Aug 24, 2026
  • ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର

    15596
    Aug 21, 2026
  • ଏହା କଲେ ହେବ ନାହିଁ ଗ୍ୟାସ୍

    16127
    Aug 17, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ଜ୍ୟୋତି ଅଧୀନରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ ଜିଲ୍ଲାର ୨୨,୦୦୦ ପରିବାରକୁ ସୌର ଶକ୍ତି ଚାଳିତ ଆଲୋକ ପ୍ରଦାନ କରୁଛି

ସମସ୍ତଙ୍କ ପାଇଁ ସୁରକ୍ଷା, ଗତିଶୀଳତା ଏବଂ ଯୋଗାଯୋଗରେ ଉନ୍ନତି ଆଣିବା ଲାଗି ଏକ ସ୍ୱଚ୍ଛ-ଶକ୍ତି ପଦକ୍ଷେପ

ଭୁବନେଶ୍ୱର, ୨୫/୦୮/୨୦୨୬: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ କୋ ...

  • ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି

    14448
    Aug 21, 2026
  • ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେ

    15977
    Aug 19, 2026
  • ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

    14012
    Aug 13, 2026
  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    14276
    Aug 12, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ‘ମହାକାଳୀ’ର ପ୍ରଥମ ଝଲକ

    14315
    Aug 26, 2026
  • ୨୦ ସାଂସଦଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ ଜାରି

    15488
    Aug 26, 2026
  • ହସପିଟାଲରେ ନିଆଁ ଲାଗି ଚାଲିଗଲା ୧୫ ନବଜାତ ଶିଶୁଙ୍କ ଜୀବନ

    13505
    Aug 26, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In