Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, November 18, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଗୋଆର ୫୭ତମ ଭାରତୀୟ ଅନ୍ତର୍ଜାତୀୟ ...

  • ସୁରକ୍ଷା ବାହିନୀ- ଆତଙ୍କବାଦୀଙ୍କ ମଧ୍ୟରେ ...

  • ଖରିଫ ସମ୍ପର୍କିତ ଶିକ୍ଷା ଆହରଣର ସମୀକ୍ଷା ...

  • ଖର୍ଚ୍ଚ ଚାପ : ଲୁଣ, ସସ୍‌ ଏବଂ ମସଲା ସବୁ ...

  • ଭିଏଏମଏଲ ପକ୍ଷରୁ କଳାହାଣ୍ଡି ଓ ରାୟଗଡ଼ାର ...

  • ସହାୟତା ଦେବା ଆଳରେ ରିଲ୍ ବନାଉଛନ୍ତି ...

  • ଛଟ୍ ପର୍ବ ସମୟରେ ମନ୍ତ୍ରୀଙ୍କ ଘରୁ ସୁନା ସହ ...

  • ଅଟୋରିକ୍ସାରେ ବୁଲିଲେ ବ୍ରିଟେନ୍‌ର ...

  • ସଂଗ୍ରହାଳୟକୁ ଆସିବ ହାଇଦ୍ରାବାଦ ...

  • ଛୋଟପିଲାଙ୍କ ମଧୁମେହ ଲକ୍ଷଣ ଜାଣନ୍ତୁ ...

ବିଶେଷ
Home ›› ବିଶେଷ ››ଜାଣନ୍ତୁ ତଳେ ବସି ଖାଇଲେ କ’ଣ ଲାଭ ମିଳେ ?

ଜାଣନ୍ତୁ ତଳେ ବସି ଖାଇଲେ କ’ଣ ଲାଭ ମିଳେ ?

2021-10-19 05:13:55
15989
Share:
Facebook
Twitter
E-Mail
WhatsApp
Telegram
ଜାଣନ୍ତୁ ତଳେ ବସି ଖାଇଲେ କ’ଣ ଲାଭ ମିଳେ ?

ତଳେ ବସି ଖାଇବାର ପରମ୍ପରା କାହିଁ କେଉଁ କାଳରୁ ରହି ଆସିଛି । କିନ୍ତୁ ଧୀରେ ଧୀରେ ସମୟ ବଦଳୁଛି ଏବଂ ତା’ସହ ପରମ୍ପରା ମଧ୍ୟ । ଆଜିକାଲି ପିଲାମାନେ ତଳେ ବସି ଖାଇବା ଅପେକ୍ଷା ଡ଼ାଇନିଙ୍ଗ ଟେବୁଲ ଉପରେ ବସି ଖାଇବାକୁ ଅଧିକ ଭଲ ପାଉଛନ୍ତି । କାରଣ ତଳେ ବସି ଖାଇବାକୁ ସେମାନେ ଏକ ପୁରୁଣା ପରମ୍ପରା ବୋଲି ଭାବି ନେଇଛନ୍ତି । ଯେଉଁମାନେ ଏଭଳି ଭାବୁଛନ୍ତି ସେମାନଙ୍କୁ ତଳେ ବସି ଖାଇବାର ଉପକାରିତା ବିଷୟରେ ଜାଣି ରଖିବା ଦରକାର । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ତଳେ ବସି ଖାଇଲେ କ’ଣ ଲାଭ ମିଳେ । ୧.ତଳେ ବସି ଖାଇଲେ ହଜମ ପ୍ରକ୍ରିୟା ଠିକ୍‌ ରହିଥାଏ । ସାଧାରଣତଃ ଭାବରେ ତଳେ ବସି ଖାଇବା ବେଳେ ଆମେ ଦୁଇଟି ଗୋଡ଼ ଛନ୍ଦି କରି ବସିଥାଉ । ଯାହକୁ ସୁଖାସନ ବୋଲି କୁହାଯାଏ । ଆପଣମାନେ ଜାଣିଥିବେ କି ଏହି ପ୍ରକାରର ଆସନ କରିବା ଦ୍ୱାରା ହଜମ ପ୍ରକ୍ରିୟା ଠିକ୍‌ ରହିଥାଏ । ସେଥିପାଇଁ ଯଦି ଆପଣ ଖାଇବା ସମୟରେ ତଳେ ବସି ଖାଉଛନ୍ତି ତେବେ ବଦ୍‌ହଜମିରୁ ଦୂରରେ ରହିବେ । ତଳେ ଖାଇବାବେଳେ ଆପଣ ଟିକେ ଆଗକୁ ଏବଂ ଟିକେ ପଛକୁ ଆସିଥାନ୍ତି । ଏଭଳି କରିବା ଦ୍ୱାରା ପେଟରେ ଥିବା ଶିରାକୁଡ଼ିକ ସକ୍ରିୟ ହୋଇ ଯାଇଥାଏ ଏବଂ ଏହା ପରେ ଷ୍ଟୋମାକ୍‌ ଏସିଡ କ୍ଷରଣ ହୋଇଥାଏ, ଯାହାଦ୍ୱାରା ହଜମ ଠିକ୍‌ ଭାବରେ ହୋଇଥାଏ ୨. ତଳେ ବସି ଖାଇବା ଦ୍ୱାରା ଓଜନ କମ ହୋଇଥାଏ । ତଳେ ବସି ଖାଇବା ଦ୍ୱାରା ଆପଣଙ୍କ ମସ୍ତିଷ୍କ ଶାନ୍ତ ହେବା ସହ ଆପଣଙ୍କ ଲକ୍ଷ ଖାଇବା ଉପରେ ଥାଏ । ଏପରି ବସିବା ଦ୍ୱାରା ଆପଣଙ୍କ ପେଟ ଶୀଘ୍ର ଭରିଯିବା ଭଳି ଲାଗିବ । କିନ୍ତୁ ତାହା ପ୍ରକୃତରେ ପୁରି ନଥାଏ ଜ୍ଝ ଏହା ଦ୍ୱାରା ଆପଣ କମ ଖାଦ୍ୟ ଖାଆନ୍ତି, ଯାହା ଦ୍ୱାରା ଶରୀରର ଓଜନ ବୃଦ୍ଧି ହୋଇ ନଥାଏ । ୩.ତଳେ ବସି ଖାଇବା ଦ୍ୱାରା ରକ୍ତ ସଞ୍ଚାଳନ ଠିକ୍‌ ରହିଥାଏ, ଯାହା ଦ୍ୱାରା ହୃତ୍‌ପିଣ୍ଡ ସୁସ୍ଥ ରହିବା ସହ ହୃଦ୍‌ଘାତ ହେବାର ଆଶଙ୍କା କମ ହୋଇଥାଏ ।

Powered by Froala Editor

Tags Sitting in floor

Related articles Odisha News Lens 4.1

  • ଖରିଫ ସମ୍ପର୍କିତ ଶିକ୍ଷା ଆହରଣର ସମୀକ୍ଷା ଓ ଜଳବାୟୁ-ସହନଶୀଳ ରବି ଋତୁ ପାଇଁ ଯୋଜନା ...
    ବାଣିଜ୍ୟ

    ଖରିଫ ସମ୍ପର୍କିତ ଶିକ୍ଷା ଆହରଣର ସମୀକ୍ଷା ଓ ଜଳବାୟୁ-ସହନଶୀଳ ରବି ଋତୁ ପାଇଁ ଯୋଜନା ...

    15362
    Nov 18, 2026
  • ଛଟ୍ ପର୍ବ ସମୟରେ ମନ୍ତ୍ରୀଙ୍କ ଘରୁ ସୁନା ସହ ୭ ଲକ୍ଷ ଲୁଟ୍
    ଦେଶ-ଦେଶାନ୍ତର

    ଛଟ୍ ପର୍ବ ସମୟରେ ମନ୍ତ୍ରୀଙ୍କ ଘରୁ ସୁନା ସହ ୭ ଲକ୍ଷ ଲୁଟ୍

    15527
    Nov 18, 2026
  • ସହାୟତା ଦେବା ଆଳରେ ରିଲ୍ ବନାଉଛନ୍ତି ଇନ୍‌ଫ୍ଲୁଏନ୍ସର
    ଦେଶ-ଦେଶାନ୍ତର

    ସହାୟତା ଦେବା ଆଳରେ ରିଲ୍ ବନାଉଛନ୍ତି ଇନ୍‌ଫ୍ଲୁଏନ୍ସର

    14195
    Nov 18, 2026
  • ଛୋଟପିଲାଙ୍କ ମଧୁମେହ ଲକ୍ଷଣ ଜାଣନ୍ତୁ ଏମିତି....
    ବିଶେଷ

    ଛୋଟପିଲାଙ୍କ ମଧୁମେହ ଲକ୍ଷଣ ଜାଣନ୍ତୁ ଏମିତି....

    15080
    Nov 18, 2026
  • ସଂଗ୍ରହାଳୟକୁ ଆସିବ ହାଇଦ୍ରାବାଦ ନିଜାମଙ୍କ ମୂଲ୍ୟବାନ ରତ୍ନ
    ଦେଶ-ଦେଶାନ୍ତର

    ସଂଗ୍ରହାଳୟକୁ ଆସିବ ହାଇଦ୍ରାବାଦ ନିଜାମଙ୍କ ମୂଲ୍ୟବାନ ରତ୍ନ

    14471
    Nov 18, 2026
  • ଗୋଆର ୫୭ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ)ର ବୃହତ୍‍ ...
    ମନୋରଞ୍ଜନ

    ଗୋଆର ୫୭ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ)ର ବୃହତ୍‍ ...

    14259
    Nov 18, 2026
  • ସୁରକ୍ଷା ବାହିନୀ- ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର,  ଲତିଫ ଭଟ୍‌ ନିହତ
    ଦେଶ-ଦେଶାନ୍ତର

    ସୁରକ୍ଷା ବାହିନୀ- ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର, ଲତିଫ ଭଟ୍‌ ନିହତ

    14046
    Nov 18, 2026
  • ଅଟୋରିକ୍ସାରେ ବୁଲିଲେ ବ୍ରିଟେନ୍‌ର ପ୍ରିନ୍ସ ୱିଲିୟମ୍‌
    ଦେଶ-ଦେଶାନ୍ତର

    ଅଟୋରିକ୍ସାରେ ବୁଲିଲେ ବ୍ରିଟେନ୍‌ର ପ୍ରିନ୍ସ ୱିଲିୟମ୍‌

    15107
    Nov 18, 2026
  • ଖର୍ଚ୍ଚ ଚାପ : ଲୁଣ, ସସ୍‌ ଏବଂ ମସଲା ସବୁ ଦାମ୍ ବଢ଼ିଲା
    ଦେଶ-ଦେଶାନ୍ତର

    ଖର୍ଚ୍ଚ ଚାପ : ଲୁଣ, ସସ୍‌ ଏବଂ ମସଲା ସବୁ ଦାମ୍ ବଢ଼ିଲା

    13713
    Nov 18, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଛୋଟପିଲାଙ୍କ ମଧୁମେହ ଲକ୍ଷଣ ଜାଣନ୍ତୁ ଏମିତି....

    15080
    Nov 18, 2026
  • ମନୋରଞ୍ଜନ

    ଗୋଆର ୫୭ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ)ର ବୃହତ୍‍ ପ୍ରିମିୟର ପାଇଁ ଓଡ଼ିଶାର 'ବାଘୁଣୀ’ (ଏକ ବାଘ ଭଳି ...

    14259
    Nov 18, 2026
  • ଦେଶ-ଦେଶାନ୍ତର

    ଖର୍ଚ୍ଚ ଚାପ : ଲୁଣ, ସସ୍‌ ଏବଂ ମସଲା ସବୁ ଦାମ୍ ବଢ଼ିଲା

    13713
    Nov 18, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17291
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17996
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17950
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18365
    Sep 06, 2023

ବିଶେଷ

  • ଛୋଟପିଲାଙ୍କ ମଧୁମେହ ଲକ୍ଷଣ ଜାଣନ୍ତୁ ଏମିତି....

    15080
    Nov 18, 2026
  • ଶୀତଦିନେ ଏମିତି କରନ୍ତୁ ମେକ୍ଅପ୍

    14750
    Nov 14, 2026
  • ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ

    14380
    Nov 09, 2026
  • ବାଦୁଡିଙ୍କ ପାଇଁ ୧୦୦ ବର୍ଷ ହେଲା ବାଣ ଫୁଟା ବ୍ୟାନ୍

    15720
    Nov 08, 2026
  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    14504
    Nov 07, 2026

ବାଣିଜ୍ୟ

ଖରିଫ ସମ୍ପର୍କିତ ଶିକ୍ଷା ଆହରଣର ସମୀକ୍ଷା ଓ ଜଳବାୟୁ-ସହନଶୀଳ ରବି ଋତୁ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପୁରୀରେ ଅନୁଷ୍ଠିତ ତୃତୀୟ ଡିଏଲ୍‌ସିସି ବୈଠକରେ ସାତଟି ଲାଇନ୍‌ ବିଭାଗ ଓ କେଭିକେ ଯୋଗଦେଲେ

ପୁରୀ: ପରିବର୍ତ୍ତନ ଗ୍ରହଣୀୟତା ପାଇଁ ଡାଟା ବିଜ୍ଞାନର ସ୍ଥାନୀୟକରଣ (ଲୋକାଲାଇଜିଂ ଡାଟା ସାଇନ୍ସ ଫର୍‌ ଚେଞ୍ଜ ଆଡାପ୍‌ଟେସନ / ଏଲ୍‌ଡିଏସ୍‌ସିସିଏ) ପ୍ରକଳ୍ପ ଅଧୀନରେ ତୃତୀୟ ଜିଲ୍ଲାସ୍ତରୀୟ ସମନ ...

  • ଭିଏଏମଏଲ ପକ୍ଷରୁ କଳାହାଣ୍ଡି ଓ ରାୟଗଡ଼ାର ୩୩୦ରୁ ଅଧିକ ପରିବାରଙ୍କୁ ଇନ୍ଧନ-ଦକ୍ଷ ଚୁଲା ବିତରଣ

    13990
    Nov 18, 2026
  • ପ୍ରିମାଚ୍ୟୁର ଶିଶୁଙ୍କ ପାଇଁ ଭୁବନେଶ୍ୱରକୁ ଏକଜୁଟ କଲା ଆୟୁ ଫାଉଣ୍ଡେସନ୍ ଓ ଅଙ୍କୁରା ହସ୍ପିଟାଲ

    15068
    Nov 17, 2026
  • ଓଡ଼ିଶା କ୍ରାଫ୍ଟ ଓଡିସୀ ଉପସ୍ଥାପନ କରୁଛି ମୋଲ୍‌ଟେନ୍‌ ମନୋଲିଥ୍‌, ଡୋକ୍ରାର ଜୀବନ୍ତ ପରମ୍ପରାର ଅନୁସନ୍ଧାନ କରୁଥିବା ଏକ ଗବେଷଣା ଭିତ୍ତିକ ପ୍ରଦର୍ଶନୀ

    14849
    Nov 17, 2026
  • ୧୦ ଗ୍ରାମ ପିଛା ୧,୨୫,୪୦୦ ଟଙ୍କା ହେଲା ୨୨ କ୍ୟାରେଟ୍ ସୁନା

    14095
    Nov 16, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଅଟୋରିକ୍ସାରେ ବୁଲିଲେ ବ୍ରିଟେନ୍‌ର ପ୍ରିନ୍ସ ୱିଲିୟମ୍‌

    15107
    Nov 18, 2026
  • ଖରିଫ ସମ୍ପର୍କିତ ଶିକ୍ଷା ଆହରଣର ସମୀକ୍ଷା ଓ ଜଳବାୟୁ-ସହନଶୀଳ ରବି ଋତୁ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପୁରୀରେ ଅନୁଷ୍ଠିତ ତୃତୀୟ ଡିଏଲ୍‌ସିସି ବୈଠକରେ ସାତଟି ଲାଇନ୍‌ ବିଭାଗ ଓ କେଭିକେ ଯୋଗଦେଲେ

    15362
    Nov 18, 2026
  • ଭିଏଏମଏଲ ପକ୍ଷରୁ କଳାହାଣ୍ଡି ଓ ରାୟଗଡ଼ାର ୩୩୦ରୁ ଅଧିକ ପରିବାରଙ୍କୁ ଇନ୍ଧନ-ଦକ୍ଷ ଚୁଲା ବିତରଣ

    13990
    Nov 18, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In