Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, November 01, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ନିଧି ରାଜଦାନଙ୍କ ସହ ବିବାହ ବନ୍ଧନରେ ...

  • ଜାତିସଂଘରେ ଭାରତର ଅସନ୍ତୋଷ: ...

  • ବିରୋଧୀଙ୍କୁ ନିଶାଣ କରି ଏହା କହିଲେ ମୋଦୀ

  • କଦଳୀପତ୍ରରେ ଖାଇଲେ ସୁସ୍ଥ ରହିଥାଏ ଶରୀର ଓ ...

  • ଲାଞ୍ଜିଗଡ଼ ସ୍ଥିତ ଭିଏଏମ୍ଏଲ୍ ଦକ୍ଷତା ...

  • ଖିମଜୀ ଜୁଏଲର୍ସ ପକ୍ଷରୁ ‘ଧନତେରସ୍ ...

  • ଶିଶୁମାନଙ୍କ ପାଇଁ ମୌଳିକ ଭେଣ୍ଟିଲେସନ୍‌ ...

  • ନାଭିଗେସନ ଉପଗ୍ରହ ଏନ୍‌ଭିଏସ୍-୦୩ର ...

  • ୬ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ...

  • ଜାନୁଆରୀ ୨୫ ରୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ପାଣ୍ଡୋରା ପେପର୍ସ ଲିକ୍ : ଲିଷ୍ଟରେ ୩୮୦ ହାଇପ୍ରୋଫାଇଲ୍ ଭାରତୀୟଙ୍କ ନାଁ, ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

ପାଣ୍ଡୋରା ପେପର୍ସ ଲିକ୍ : ଲିଷ୍ଟରେ ୩୮୦ ହାଇପ୍ରୋଫାଇଲ୍ ଭାରତୀୟଙ୍କ ନାଁ, ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

2021-10-05 08:18:11
14701
Share:
Facebook
Twitter
E-Mail
WhatsApp
Telegram
ପାଣ୍ଡୋରା ପେପର୍ସ ଲିକ୍ : ଲିଷ୍ଟରେ ୩୮୦ ହାଇପ୍ରୋଫାଇଲ୍ ଭାରତୀୟଙ୍କ ନାଁ, ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

ଇଣ୍ଟରନ୍ୟାସନାଲ୍ କନ୍ସୋର୍ଟିୟମ୍ ଅଫ୍ ଇନଭେଷ୍ଟିଗେଟିଭ୍ ସାମ୍ବାଦିକ (ଆଇସିଆଇଜେ) ର ପାଣ୍ଡୋରା ପେପର୍ସ ତଥ୍ୟ ଏବେ ସବୁଠି ଆଲୋଡ଼ନ ସୃଷ୍ଟି କରିଛି । ଭାରତୀୟ କ୍ରିକେଟର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନାମ ପେଣ୍ଡୋରା ପେପର ଲିକ୍ସରେ ରହିଛି । ତାଙ୍କ ପରେ ବର୍ତ୍ତମାନ ଅନିଲ ଅମ୍ବାନୀ, ବିନୋଦ ଆଦାନୀ, ଜ୍ୟାକି ଶ୍ରଫ, କିରଣ ମଜୁମଦାର ଖାଁ , ନିରା ରେଡିଆ, ସତୀଶ ଶର୍ମାଙ୍କ ଭଳି ୩୮୦ରୁ ଅଧିକ ଚର୍ଚ୍ଚିତ ତଥା ହାଇପ୍ରୋଫାଇଲ୍‌ ଭାରତୀୟଙ୍କ ନାମ ରହିଛି। 

ତେବେ ପାଣ୍ଡୋରା ପେପର୍ସ ଲିକ୍ ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।  ଏଥିପାଇଁ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି)ର ଅଧ୍ୟକ୍ଷଙ୍କ ନେତୃତ୍ବରେ ଏକାଧିକ ଏଜେନ୍ସିକୁ ନେଇ ଏକ ତଦନ୍ତ ଟିମ୍ ଗଠନ କରାଯାଇଛି। ଆୟକର ବିଭାଗ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି), ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଆର୍ଥିକ ଗୁଇନ୍ଦା ଶାଖା (ଏଫ୍‌ଆଇୟୁ) ଭଳି ଏଜେନ୍ସିକୁ ତଦନ୍ତ ଟିମ୍‌ରେ ସାମିଲ କରାଯାଇଛି।

ଏବେ ସିବିଡିଟି ଅଧ୍ୟକ୍ଷ ଭାବେ ଜେ ବି ମହାପାତ୍ର କାର୍ଯ୍ୟ କରୁଛନ୍ତି। ଗତକାଲି ତଦନ୍ତକାରୀ ସାମ୍ବାଦିକଙ୍କ ଆନ୍ତର୍ଜାତିକ କନ୍‌ସୋର୍ଟିୟମ୍ (ଆଇସିଆଇଜେ) ପକ୍ଷରୁ ଆର୍ଥିକ ସେବା କ୍ଷେତ୍ରର ସବୁଠୁ ବଡ଼ ଲିକ୍‌ ଭାବେ ପାଣ୍ଡୋରା ପେପର୍ସକୁ ଜାରି କରାଯାଇଥିଲା। 

ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆଜି କୁହାଯାଇଛି ଯେ ପାଣ୍ଡୋରା ପେପର୍ସରେ ପ୍ରଘଟ ହୋଇଥିବା ତଥ୍ୟକୁ ସରକାର ବିଚାରକୁ ନେଇଛନ୍ତି। ତଦନ୍ତ ଏଜେନ୍ସିଗୁଡ଼ିକୁ ତଦନ୍ତ ଦାୟିତ୍ବ ଦିଆଯାଇଛି। ସେମାନେ ପ୍ରଚଳିତ ନିୟମ ଅନୁସାରେ ତଦନ୍ତ କରିବେ। ପୂର୍ବରୁ ପ୍ରଘଟ ହୋଇଥିବା ଆଇସିଆଇଜେ, ଏଚ୍‌ଏଚ୍‌ବିସି, ପାନାମା ପେପର୍ସ ଓ ପାରାଡାଇଜ୍‌ ପେପର୍ସ ଭଳି ଲିକ୍ ମାମଲାକୁ ସରକାର ବିଚାରକୁ ନେଇ ତଦନ୍ତ ନିର୍ଦେଶ ଦେଇଥିଲେ। କଳାଧନ ବିରୋଧୀ ଆଇନ ଆଧାରରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ପାନାମା ପେପର୍ସ ଓ ପାରାଡାଇଜ୍‌ ପେପର୍ସ‌ରେ ଥିବା ତଥ୍ୟ ଆଧାରରେ ତଦନ୍ତ କରି ୨୦,୩୫୨ କୋଟି ଟଙ୍କାର ‌ବେଆଇନ ଆୟ ଚିହ୍ନଟ କରାଯାଇଥିଲା ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Powered by Froala Editor

Tags pandora

Related articles Odisha News Lens 4.1

  • ଲାଞ୍ଜିଗଡ଼ ସ୍ଥିତ ଭିଏଏମ୍ଏଲ୍ ଦକ୍ଷତା କେନ୍ଦ୍ରର ସଦ୍ୟତମ ବ୍ୟାଚ୍ ଅଗ୍ରଣୀ ...
    ବାଣିଜ୍ୟ

    ଲାଞ୍ଜିଗଡ଼ ସ୍ଥିତ ଭିଏଏମ୍ଏଲ୍ ଦକ୍ଷତା କେନ୍ଦ୍ରର ସଦ୍ୟତମ ବ୍ୟାଚ୍ ଅଗ୍ରଣୀ ...

    15473
    Oct 31, 2026
  •  ୬ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ ତଥା ଏସଆଇଆର ତାରିଖ ପରିବର୍ତ୍ତନ
    ଦେଶ-ଦେଶାନ୍ତର

    ୬ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ ତଥା ଏସଆଇଆର ତାରିଖ ପରିବର୍ତ୍ତନ

    15200
    Oct 31, 2026
  • ଖିମଜୀ ଜୁଏଲର୍ସ  ପକ୍ଷରୁ ‘ଧନତେରସ୍ ଧନବର୍ଷା’ ଉନ୍ମୋଚିତ, ସମଗ୍ର କଲେକ୍ସନସ୍ ଉପରେ ...
    ବାଣିଜ୍ୟ

    ଖିମଜୀ ଜୁଏଲର୍ସ ପକ୍ଷରୁ ‘ଧନତେରସ୍ ଧନବର୍ଷା’ ଉନ୍ମୋଚିତ, ସମଗ୍ର କଲେକ୍ସନସ୍ ଉପରେ ...

    13763
    Oct 31, 2026
  •  ଜାତିସଂଘରେ ଭାରତର ଅସନ୍ତୋଷ: ମାନବାଧିକାରକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର ...
    ଦେଶ-ଦେଶାନ୍ତର

    ଜାତିସଂଘରେ ଭାରତର ଅସନ୍ତୋଷ: ମାନବାଧିକାରକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର ...

    13576
    Nov 01, 2026
  • ଶିଶୁମାନଙ୍କ ପାଇଁ ମୌଳିକ ଭେଣ୍ଟିଲେସନ୍‌ କର୍ମଶାଳା- ଆଇଏପି ଓଡ଼ିପେଡିକନ୍‌ ୨୦୨୬ର ଏକ ...
    ବାଣିଜ୍ୟ

    ଶିଶୁମାନଙ୍କ ପାଇଁ ମୌଳିକ ଭେଣ୍ଟିଲେସନ୍‌ କର୍ମଶାଳା- ଆଇଏପି ଓଡ଼ିପେଡିକନ୍‌ ୨୦୨୬ର ଏକ ...

    13512
    Oct 31, 2026
  • ନାଭିଗେସନ ଉପଗ୍ରହ ଏନ୍‌ଭିଏସ୍-୦୩ର ସଫଳତାର ସହ ମହାକାଶକୁ ପ୍ରକ୍ଷେପଣ
    ଦେଶ-ଦେଶାନ୍ତର

    ନାଭିଗେସନ ଉପଗ୍ରହ ଏନ୍‌ଭିଏସ୍-୦୩ର ସଫଳତାର ସହ ମହାକାଶକୁ ପ୍ରକ୍ଷେପଣ

    14812
    Oct 31, 2026
  • ବିରୋଧୀଙ୍କୁ ନିଶାଣ କରି ଏହା କହିଲେ ମୋଦୀ
    ଦେଶ-ଦେଶାନ୍ତର

    ବିରୋଧୀଙ୍କୁ ନିଶାଣ କରି ଏହା କହିଲେ ମୋଦୀ

    13639
    Nov 01, 2026
  •  କଦଳୀପତ୍ରରେ ଖାଇଲେ ସୁସ୍ଥ ରହିଥାଏ ଶରୀର ଓ ମନ
    ବିଶେଷ

    କଦଳୀପତ୍ରରେ ଖାଇଲେ ସୁସ୍ଥ ରହିଥାଏ ଶରୀର ଓ ମନ

    14346
    Nov 01, 2026
  • ଜାନୁଆରୀ ୨୫ ରୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ଦେଶରେ କରାଯିବ ଜନଗଣନା
    ଦେଶ-ଦେଶାନ୍ତର

    ଜାନୁଆରୀ ୨୫ ରୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ଦେଶରେ କରାଯିବ ଜନଗଣନା

    14160
    Oct 31, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବିରୋଧୀଙ୍କୁ ନିଶାଣ କରି ଏହା କହିଲେ ମୋଦୀ

    13639
    Nov 01, 2026
  • ବାଣିଜ୍ୟ

    ଶିଶୁମାନଙ୍କ ପାଇଁ ମୌଳିକ ଭେଣ୍ଟିଲେସନ୍‌ କର୍ମଶାଳା- ଆଇଏପି ଓଡ଼ିପେଡିକନ୍‌ ୨୦୨୬ର ଏକ ପ୍ରାକ୍‌-ସମ୍ମିଳନୀ କର୍ମଶାଳା

    13512
    Oct 31, 2026
  • ଦେଶ-ଦେଶାନ୍ତର

    ଜାନୁଆରୀ ୨୫ ରୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ଦେଶରେ କରାଯିବ ଜନଗଣନା

    14160
    Oct 31, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17242
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17940
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17883
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18306
    Sep 06, 2023

ବିଶେଷ

  • କଦଳୀପତ୍ରରେ ଖାଇଲେ ସୁସ୍ଥ ରହିଥାଏ ଶରୀର ଓ ମନ

    14346
    Nov 01, 2026
  • ଶୀତଦିନରେ କେମିତି ନେବେ ମେକଅପ ଜାଣନ୍ତୁ.....

    15530
    Oct 30, 2026
  • ଅଫିସ ଚାପରୁ ମୁକ୍ତି ପାଇବେ କିପରି, ଫୋଲୋ କରନ୍ତୁ ଏହି ଟିପ୍ସ....

    14883
    Oct 27, 2026
  • ଶୀତରେ ଶରୀରକୁ ଗରମ ରଖିବ ଏହି ଖାଦ୍ୟ, ଆଜି ହିଁ ଡାଇଟ୍‌ରେ କରନ୍ତୁ ସାମିଲ

    16075
    Oct 26, 2026
  • ଏଭଳି ନେତାଙ୍କୁ ଚିହ୍ନିଥାଏ ସାରା ବିଶ୍ଵ

    15002
    Oct 25, 2026

ବାଣିଜ୍ୟ

ଲାଞ୍ଜିଗଡ଼ ସ୍ଥିତ ଭିଏଏମ୍ଏଲ୍ ଦକ୍ଷତା କେନ୍ଦ୍ରର ସଦ୍ୟତମ ବ୍ୟାଚ୍ ଅଗ୍ରଣୀ କମ୍ପାନୀଗୁଡ଼ିକରେ ନିଯୁକ୍ତି ସୁନିଶ୍ଚିତ କରିଛି

ଭୁବନେଶ୍ୱର : ଯୁବ ସଶକ୍ତିକରଣ, ଗ୍ରାମୀଣ ବିକାଶ ଏବଂ ସ୍ଥାୟୀ ଜୀବିକା ସୃଷ୍ଟି ପ୍ରତି ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ କରି ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ନିଜର ଲାଞ୍ଜିଗଡ ସ୍ଥିତ ବେଦାନ୍ ...

  • ଖିମଜୀ ଜୁଏଲର୍ସ ପକ୍ଷରୁ ‘ଧନତେରସ୍ ଧନବର୍ଷା’ ଉନ୍ମୋଚିତ, ସମଗ୍ର କଲେକ୍ସନସ୍ ଉପରେ ଉତ୍ସବ ଅଫର ବର୍ଷା

    13763
    Oct 31, 2026
  • ଶିଶୁମାନଙ୍କ ପାଇଁ ମୌଳିକ ଭେଣ୍ଟିଲେସନ୍‌ କର୍ମଶାଳା- ଆଇଏପି ଓଡ଼ିପେଡିକନ୍‌ ୨୦୨୬ର ଏକ ପ୍ରାକ୍‌-ସମ୍ମିଳନୀ କର୍ମଶାଳା

    13512
    Oct 31, 2026
  • କିଓରବେ ଦ୍ଵାରା ପରିଚାଳିତ ଶ୍ରୀ ଉଷା ଡାଏଗ୍ନୋଷ୍ଟିକ୍ସ ସ୍ତନ କର୍କଟ ସଚେତନତା ମାସ ନିମନ୍ତେ ଟଙ୍କପାଣି ରୋଡ କୋଠାକୁ ଗୋଲାପି ରଙ୍ଗରେ ଆଲୋକିତ କଲା

    15174
    Oct 26, 2026
  • ଆମୱେ ଇଣ୍ଡିଆ ବ୍ରହ୍ମପୁର ଓ ବାଲେଶ୍ୱରରେ ନବୀକୃତ ଓ ଉନ୍ନୀତ ଷ୍ଟୋରଗୁଡିକ ଖୋଲିଲା

    16106
    Oct 26, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଶିଶୁମାନଙ୍କ ପାଇଁ ମୌଳିକ ଭେଣ୍ଟିଲେସନ୍‌ କର୍ମଶାଳା- ଆଇଏପି ଓଡ଼ିପେଡିକନ୍‌ ୨୦୨୬ର ଏକ ପ୍ରାକ୍‌-ସମ୍ମିଳନୀ କର୍ମଶାଳା

    13512
    Oct 31, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ‘ଧନତେରସ୍ ଧନବର୍ଷା’ ଉନ୍ମୋଚିତ, ସମଗ୍ର କଲେକ୍ସନସ୍ ଉପରେ ଉତ୍ସବ ଅଫର ବର୍ଷା

    13763
    Oct 31, 2026
  • ନାଭିଗେସନ ଉପଗ୍ରହ ଏନ୍‌ଭିଏସ୍-୦୩ର ସଫଳତାର ସହ ମହାକାଶକୁ ପ୍ରକ୍ଷେପଣ

    14812
    Oct 31, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In