Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, June 02, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ହ୍ରାସ ପାଇବ ଗୃହ ଋଣ ଏବଂ କାର ଋଣର ମାସିକ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଶପଥ ନେଲେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜୀତ୍‌ ସିଂହ ଚନ୍ନୀ

ଶପଥ ନେଲେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜୀତ୍‌ ସିଂହ ଚନ୍ନୀ

2021-09-20 07:50:44
15892
Share:
Facebook
Twitter
E-Mail
WhatsApp
Telegram
ଶପଥ ନେଲେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜୀତ୍‌ ସିଂହ ଚନ୍ନୀ

ପଞ୍ଜାବର ୧୬ଶ ମୁଖ୍ୟମନ୍ତ୍ରୀ ଭାବେ ଚମକୌର୍‌ ସାହିବ୍ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ୫୮ ବର୍ଷୀୟ ଚରଣଜୀତ୍‌ ସିଂହ ଚନ୍ନୀ ଶପଥ ଗ୍ରହଣ କରିଛନ୍ତି। ପଞ୍ଜାବର ରାଜ୍ୟପାଳ ବନ୍‌ୱାରିଲାଲ୍‌ ପୁରୋହିତ ତାଙ୍କୁ ପଦ ଓ‌ ଗୋପନୀୟତାର ଶପଥ ପାଠ କରାଇଛନ୍ତି। 

ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ଏବଂ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ୍‌ ସିଂହ ସିଦ୍ଧୁ ଚରଣଜୀତ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାହୁଲ୍‌ ଗାନ୍ଧୀ ଉକ୍ତ ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ଥିଲେ।

ଦଳିତ ସମ୍ପ୍ରଦାୟରୁ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିବା ୫୮ ବର୍ଷିୟ ଚରଣଜୀତ୍‌ ସିଂହ ଚନ୍ନୀ ଚମକୌର୍‌ ସାହିବ ନିର୍ବାଚନ ମଣ୍ଡଳୀରୁ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ରାଜନୈତିକ ରେକର୍ଡରେ କୌଣସି କଳୁଷ ନଥିବା ଚନ୍ନୀ ମଧ୍ୟ ୨୦୧୫-୧୬ରେ ପଞ୍ଜାବ ବିଧାନସଭାରେ ବିରୋଧୀଦଳର ନେତା ଥିଲେ। ବିଦାୟୀ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହଙ୍କ କ୍ୟାବିନେଟ୍‌ରେ ସେ ଥିଲେ ବୈଷୟିକ ଶିକ୍ଷା ଏବଂ ଉଦ୍ୟୋଗ ତାଲିମ ମନ୍ତ୍ରୀ। 

Powered by Froala Editor

Tags oth taking

Related articles Odisha News Lens 4.1

  • ହ୍ରାସ ପାଇବ ଗୃହ ଋଣ ଏବଂ କାର ଋଣର ମାସିକ କିସ୍ତି
    ଦେଶ-ଦେଶାନ୍ତର

    ହ୍ରାସ ପାଇବ ଗୃହ ଋଣ ଏବଂ କାର ଋଣର ମାସିକ କିସ୍ତି

    15121
    Jun 02, 2025
  • ନିୟମିତ ମଦ୍ୟପାନ କଲେ ଜିନ୍‌ରେ ଆସେ ପରିବର୍ତ୍ତନ
    ବିଶେଷ

    ନିୟମିତ ମଦ୍ୟପାନ କଲେ ଜିନ୍‌ରେ ଆସେ ପରିବର୍ତ୍ତନ

    15162
    Jun 02, 2025
  • ମେ ମାସରେ GST ସଂଗ୍ରହ ୧୬.୪% ବୃଦ୍ଧି
    ଦେଶ-ଦେଶାନ୍ତର

    ମେ ମାସରେ GST ସଂଗ୍ରହ ୧୬.୪% ବୃଦ୍ଧି

    15453
    Jun 01, 2025
  • କ୍ୟାନସରରେ ପୀଡ଼ିତ ଦୀପିକା
    ମନୋରଞ୍ଜନ

    କ୍ୟାନସରରେ ପୀଡ଼ିତ ଦୀପିକା

    14928
    Jun 01, 2025
  • ଏହି ସ୍ଥାନରେ ବର୍ଷକୁ ୨୦୦ ଥର ହେଉଛି ଭୂମିକମ୍ପ
    ଦେଶ-ଦେଶାନ୍ତର

    ଏହି ସ୍ଥାନରେ ବର୍ଷକୁ ୨୦୦ ଥର ହେଉଛି ଭୂମିକମ୍ପ

    13559
    Jun 01, 2025
  • କୋହଲିଙ୍କ ବାଙ୍ଗାଲୁରୁ ରେଷ୍ଟୁରାଣ୍ଟ ବିରୋଧରେ ରୁଜୁ ହେଲା ମାମଲା
    ଦେଶ-ଦେଶାନ୍ତର

    କୋହଲିଙ୍କ ବାଙ୍ଗାଲୁରୁ ରେଷ୍ଟୁରାଣ୍ଟ ବିରୋଧରେ ରୁଜୁ ହେଲା ମାମଲା

    14683
    Jun 02, 2025
  • ଜେଇଇ ଆଡଭାନ୍ସଡ ଫଳ: ସର୍ବଭାରତୀୟ ଟପ୍ପର ଦିଲ୍ଲୀର ରଜିତ ଗୁପ୍ତା
    ଦେଶ-ଦେଶାନ୍ତର

    ଜେଇଇ ଆଡଭାନ୍ସଡ ଫଳ: ସର୍ବଭାରତୀୟ ଟପ୍ପର ଦିଲ୍ଲୀର ରଜିତ ଗୁପ୍ତା

    14858
    Jun 02, 2025
  • ୧୩ ଛାତ୍ରଛାତ୍ରୀଙ୍କ ଉପରେ କାର୍ ମଡାଇଦେଲା ନିଶାରେ ଚୁର୍ ଚାଳକ
    ଦେଶ-ଦେଶାନ୍ତର

    ୧୩ ଛାତ୍ରଛାତ୍ରୀଙ୍କ ଉପରେ କାର୍ ମଡାଇଦେଲା ନିଶାରେ ଚୁର୍ ଚାଳକ

    14155
    Jun 01, 2025
  • ୩୦ ଜୁନ ପର୍ଯ୍ୟନ୍ତ ଚାଲିବ “ଅପରେଶନ ସିନ୍ଦୂର” ପ୍ରବନ୍ଧ ପ୍ରତିଯୋଗିତା
    ଦେଶ-ଦେଶାନ୍ତର

    ୩୦ ଜୁନ ପର୍ଯ୍ୟନ୍ତ ଚାଲିବ “ଅପରେଶନ ସିନ୍ଦୂର” ପ୍ରବନ୍ଧ ପ୍ରତିଯୋଗିତା

    15517
    Jun 01, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୩୦ ଜୁନ ପର୍ଯ୍ୟନ୍ତ ଚାଲିବ “ଅପରେଶନ ସିନ୍ଦୂର” ପ୍ରବନ୍ଧ ପ୍ରତିଯୋଗିତା

    15517
    Jun 01, 2025
  • ଦେଶ-ଦେଶାନ୍ତର

    ଜେଇଇ ଆଡଭାନ୍ସଡ ଫଳ: ସର୍ବଭାରତୀୟ ଟପ୍ପର ଦିଲ୍ଲୀର ରଜିତ ଗୁପ୍ତା

    14858
    Jun 02, 2025
  • ମନୋରଞ୍ଜନ

    କ୍ୟାନସରରେ ପୀଡ଼ିତ ଦୀପିକା

    14928
    Jun 01, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16637
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16927
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15466
    Apr 03, 2021

ବିଶେଷ

  • ଅବସାଦ ଦୂର କରିବାର ସହଜ ଉପାୟ ଜାଣନ୍ତୁ....

    14788
    Jun 02, 2025
  • ନିୟମିତ ମଦ୍ୟପାନ କଲେ ଜିନ୍‌ରେ ଆସେ ପରିବର୍ତ୍ତନ

    15162
    Jun 02, 2025
  • ସିଝା ଅଣ୍ଡାରେ ମାଲିସ୍‌

    14990
    Jun 01, 2025
  • କଖାରୁ ଫୁଲ ଶରୀର ପାଇଁ ଭାରି ଉପକାରୀ

    15677
    Jun 01, 2025
  • ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହି ଫଳ ମନା

    13748
    May 31, 2025

ବାଣିଜ୍ୟ

କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ର ...

  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15684
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16298
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14009
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14807
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଜେଇଇ ଆଡଭାନ୍ସଡ ଫଳ: ସର୍ବଭାରତୀୟ ଟପ୍ପର ଦିଲ୍ଲୀର ରଜିତ ଗୁପ୍ତା

    14858
    Jun 02, 2025
  • ୧୩ ଛାତ୍ରଛାତ୍ରୀଙ୍କ ଉପରେ କାର୍ ମଡାଇଦେଲା ନିଶାରେ ଚୁର୍ ଚାଳକ

    14155
    Jun 01, 2025
  • ମେ ମାସରେ GST ସଂଗ୍ରହ ୧୬.୪% ବୃଦ୍ଧି

    15453
    Jun 01, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In