Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, August 05, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭୟଙ୍କର : ମାଡ଼ିଆସିଲା ପାଣି, ଭସାଇ ନେଲା ଗାଁ

  • ପଞ୍ଚାୟତର ଅଜବ ନିୟମ : ପ୍ରେମ ବିବାହ କରି ...

  • ହଲ୍‌ରେ ଚହଳ ସୃଷ୍ଟି କରିଛି ‘ମହାବତାର ...

  • ୟୁକ୍ରେନ୍‌ରେ ମହିଳା ସେନାବାହିନୀଙ୍କ ...

  • ଜମ୍ମୁ-କଶ୍ମୀର ପୂର୍ବତନ ରାଜ୍ୟପାଳଙ୍କ ...

  • ବସ୍‌ରେ ହେଲା ଯୁବତୀଙ୍କ ମୃତ୍ୟୁ, କିନ୍ତୁ ...

  • ରୋମାଣ୍ଟିକ୍ କମେଡି ଫିଲ୍ମ ‘ଛୁମନ୍ତର୍‌’

  • ଭୋଜନ କରିବା ସମୟରେ ଏହି ନିୟମ ମାନନ୍ତୁ

  • ପିଓକେରେ ଆତଙ୍କାବାଦୀର ୧୫ଟି ଶିବିର ...

  • ୧୭ଟି ଜିଲାରେ ପ୍ରବଳରୁ ଅତି ବର୍ଷା: ୧୬ ମୃତ

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଡେଲ୍‌ଟା ଭାରିଏଣ୍ଟକୁ ମାତ୍ ଦେବାକୁ ଆରମ୍ଭ ହେବ ବୁଷ୍ଟର ଡୋଜ୍‌

ଡେଲ୍‌ଟା ଭାରିଏଣ୍ଟକୁ ମାତ୍ ଦେବାକୁ ଆରମ୍ଭ ହେବ ବୁଷ୍ଟର ଡୋଜ୍‌

2021-08-19 07:12:06
14732
Share:
Facebook
Twitter
E-Mail
WhatsApp
Telegram
ଡେଲ୍‌ଟା ଭାରିଏଣ୍ଟକୁ ମାତ୍ ଦେବାକୁ ଆରମ୍ଭ ହେବ ବୁଷ୍ଟର ଡୋଜ୍‌

ୱାଶିଂଟନ: କରୋନା ମହାମାରୀ ପାଇଁ ସାରା ବିଶ୍ୱ ଏବେ ଚିନ୍ତାରେ । ଦିନକୁ ଦିନ ଏହି ଭୂତାଣୁ ରୂପ ପରିବର୍ତ୍ତନ କରୁଛି । ଟିକାକରଣ ପରେ ବି ଲୋକମାନେ ସଂକ୍ରମିତ ହେଉଛନ୍ତି । ଏପରିକି ସମ୍ପୂର୍ଣ୍ଣ ଟିକାକରଣ ହୋଇଥିଲେ ମଧ୍ୟ ଜୀବନ ଚାଲି ଯାଉଛି । ସବୁଠାରୁ ଘାତକ ସାଜିଛି ଡେଲ୍‌ଟା ଭାରିଏଣ୍ଟ । ଡେଲ୍‌ଟା ଯୋଗୁଁ ପୁଣି ଥରେ ପଜିଟିଭ୍‌ ସଂଖ୍ୟା ବୃଦ୍ଧି ପାଇଛି । ବିଶେଷକରି ଆମେରିକା ଓ ଋଷରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି । ଦୀର୍ଘ ୪ ମାସ ପରେ ଆମେରିକାରେ ଗୋଟିଏ ଦିନରେ ହଜାରେରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ଏବେ ବିଶେଷଜ୍ଞମାନେ ଚିନ୍ତାରେ ପଡ଼ିଛନ୍ତି । ଏହାକୁ ମାତ୍ ଦେବାକୁ ବୁଷ୍ଟର୍ ଡୋଜ୍ ଦେବା ପାଇଁ ନିଷ୍ପତ୍ତି ହୋଇଛି ।

ସମୟ ସହିତ କୋଭିଡ୍‌-୧୯ ଟିକାର ପ୍ରଭାବ କମ୍ ହେବାରେ ଲାଗିଛି । ଯେଉଁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଟିକେ କମୁଛି ସେମାନଙ୍କୁ ତୁରନ୍ତ ହେଲ୍‌ଟା ସଂକ୍ରମଣ କରୁଛି । ଏଥିପାଇଁ ଟିକାର ପ୍ରଭାବ ପୁଣି ଥରେ ବୃଦ୍ଧି କରିବାକୁ ବୁଷ୍ଟର ଡୋଜ୍ ଦିଆଯିବ । ଆସନ୍ତା ସେପ୍ଟେମ୍ବର ୨୦ରୁ ଏହା ଆମେରିକାର ସମସ୍ତ ନାଗରିକଙ୍କୁ ଦିଆଯିବ । ଏଥିପାଇଁ ଅନୁମତି ମିଳିସାରିଛି ।

ଆମେରିକାର ଜଣେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, କୋଭିଡ୍‌-୧୯ ଟିକା ନେବାର ୮ ମାସ ପରେ ଏହାର ରୋଗ ପ୍ରତିରୋଧକ ଶକ୍ତି ସାମାନ୍ୟ କମି ଥାଏ । ଆଉ ଏହି ସମୟରେ ଜଣେ ବ୍ୟକ୍ତି କୋଭିଡ୍ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଲେ ସେ ଆକ୍ରାନ୍ତ ହୋଇଥାନ୍ତି । ତେଣୁ ଏଥିପାଇଁ ବୁଷ୍ଟର୍ ଡୋଜ୍ ଆବଶ୍ୟକ ।   

Powered by Froala Editor

Tags buster dose for delta variant

Related articles Odisha News Lens 4.1

  • ବସ୍‌ରେ ହେଲା ଯୁବତୀଙ୍କ ମୃତ୍ୟୁ, କିନ୍ତୁ ଦେହରେ ଲାଗିଥିଲା ୨୬ ଆଇଫୋନ୍‌
    ଦେଶ-ଦେଶାନ୍ତର

    ବସ୍‌ରେ ହେଲା ଯୁବତୀଙ୍କ ମୃତ୍ୟୁ, କିନ୍ତୁ ଦେହରେ ଲାଗିଥିଲା ୨୬ ଆଇଫୋନ୍‌

    15193
    Aug 05, 2025
  • ରୋମାଣ୍ଟିକ୍ କମେଡି ଫିଲ୍ମ ‘ଛୁମନ୍ତର୍‌’
    ମନୋରଞ୍ଜନ

    ରୋମାଣ୍ଟିକ୍ କମେଡି ଫିଲ୍ମ ‘ଛୁମନ୍ତର୍‌’

    15447
    Aug 05, 2025
  • ପିଓକେରେ ଆତଙ୍କାବାଦୀର ୧୫ଟି ଶିବିର ନିର୍ମାଣ
    ଦେଶ-ଦେଶାନ୍ତର

    ପିଓକେରେ ଆତଙ୍କାବାଦୀର ୧୫ଟି ଶିବିର ନିର୍ମାଣ

    15159
    Aug 05, 2025
  • ୟୁକ୍ରେନ୍‌ରେ ମହିଳା ସେନାବାହିନୀଙ୍କ ସଂଖ୍ୟା ଅଧିକ
    ଦେଶ-ଦେଶାନ୍ତର

    ୟୁକ୍ରେନ୍‌ରେ ମହିଳା ସେନାବାହିନୀଙ୍କ ସଂଖ୍ୟା ଅଧିକ

    13592
    Aug 05, 2025
  • ହଲ୍‌ରେ ଚହଳ ସୃଷ୍ଟି କରିଛି ‘ମହାବତାର ନୃସିଂହ’
    ମନୋରଞ୍ଜନ

    ହଲ୍‌ରେ ଚହଳ ସୃଷ୍ଟି କରିଛି ‘ମହାବତାର ନୃସିଂହ’

    14434
    Aug 05, 2025
  • ୧୭ଟି ଜିଲାରେ ପ୍ରବଳରୁ ଅତି ବର୍ଷା: ୧୬ ମୃତ
    ଦେଶ-ଦେଶାନ୍ତର

    ୧୭ଟି ଜିଲାରେ ପ୍ରବଳରୁ ଅତି ବର୍ଷା: ୧୬ ମୃତ

    14432
    Aug 05, 2025
  • ଜମ୍ମୁ-କଶ୍ମୀର ପୂର୍ବତନ ରାଜ୍ୟପାଳଙ୍କ ପରଲୋକ
    ଦେଶ-ଦେଶାନ୍ତର

    ଜମ୍ମୁ-କଶ୍ମୀର ପୂର୍ବତନ ରାଜ୍ୟପାଳଙ୍କ ପରଲୋକ

    13843
    Aug 05, 2025
  • ପଞ୍ଚାୟତର ଅଜବ ନିୟମ : ପ୍ରେମ ବିବାହ କରି ପାରିବେ ନାହିଁ
    ଦେଶ-ଦେଶାନ୍ତର

    ପଞ୍ଚାୟତର ଅଜବ ନିୟମ : ପ୍ରେମ ବିବାହ କରି ପାରିବେ ନାହିଁ

    14509
    Aug 05, 2025
  • ଭୟଙ୍କର : ମାଡ଼ିଆସିଲା ପାଣି, ଭସାଇ ନେଲା ଗାଁ
    ଦେଶ-ଦେଶାନ୍ତର

    ଭୟଙ୍କର : ମାଡ଼ିଆସିଲା ପାଣି, ଭସାଇ ନେଲା ଗାଁ

    13989
    Aug 05, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୧୭ଟି ଜିଲାରେ ପ୍ରବଳରୁ ଅତି ବର୍ଷା: ୧୬ ମୃତ

    14432
    Aug 05, 2025
  • ଦେଶ-ଦେଶାନ୍ତର

    ଜମ୍ମୁ-କଶ୍ମୀର ପୂର୍ବତନ ରାଜ୍ୟପାଳଙ୍କ ପରଲୋକ

    13843
    Aug 05, 2025
  • ଦେଶ-ଦେଶାନ୍ତର

    ୟୁକ୍ରେନ୍‌ରେ ମହିଳା ସେନାବାହିନୀଙ୍କ ସଂଖ୍ୟା ଅଧିକ

    13592
    Aug 05, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16655
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16764
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17092
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15571
    Apr 03, 2021

ବିଶେଷ

  • ଭୋଜନ କରିବା ସମୟରେ ଏହି ନିୟମ ମାନନ୍ତୁ

    14433
    Aug 05, 2025
  • ସପ୍ତାହକୁ ଦୁଇ ଥର ଖାଆନ୍ତୁ ମାଛ, ହେବନି ହାର୍ଟଆଟାକ

    14305
    Aug 04, 2025
  • ପନିପରିବାଗୁଡ଼ିକୁ କେଉଁ ପଦ୍ଧତିରେ ଖାଇବା ଭଲ ଜାଣନ୍ତୁ....

    15402
    Aug 02, 2025
  • ବହୁ ଉପାଦେୟ ମେଥିପାଣି

    15434
    Aug 02, 2025
  • ଏମିତି କଲେ ଘରୁ ଦୂରେଇ ଯିବେ ଝିଟିପିଟି

    14906
    Jul 31, 2025

ବାଣିଜ୍ୟ

ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନିଙ୍କ ଘୋଷଣା; ଇଫ୍‌କୋର ନୂତନ ମ୍ୟାନେଜିଂ ଡାଇରେକ୍ଟର ହେଲେ ଶ୍ରୀ କେ ଜେ ପଟେଲ

ନୂଆଦିଲ୍ଲୀ: ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନି ଇଫ୍‌କୋର ନୂତନ ମ୍ୟାନେଜିଂ ଡାଇରେକ୍ଟର ଭାବରେ ଶ୍ରୀ କେ ଜେ ପଟେଲଙ୍କ ନାମ ଘୋଷଣା କରିଛନ୍ତି । ଶ୍ରୀ ପଟେଲ ଡାଇରେକ୍ଟର, ଟେକ୍‌ନିକାଲ, ଇଫ୍&z ...

  • ଏୟୁ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ ଭୁବନେଶ୍ୱରରେ ଚାରିଟି ନୂଆ ପୋଲିସ ବୁଥ୍‌ ସହିତ ସଡ଼କ ସୁରକ୍ଷାକୁ ପରିବର୍ଦ୍ଧିତ କଲା

    14260
    Jul 28, 2025
  • ଦୁର୍ଗମ ଅଞ୍ଚଳରେ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛ ୟୁଏଆଇଏଲ୍‌ର ‘ନିରୋଗଶାଳା’

    14723
    Jul 28, 2025
  • ହିଣ୍ଡାଲ୍କୋ ଓ ରାଜ୍ୟ ସରକାରଙ୍କ ମଧ୍ୟରେ 2'ଟି ଏମଓୟୁ ସ୍ଵାକ୍ଷର, କେନ୍ଦୁଝର ଓ ସମ୍ବଲପୁରରେ ହେବ ପୋଷାକ ତିଆରି କାରଖାନା

    14816
    Jul 25, 2025
  • ନ୍ୟୁବର୍ଗ ପଲ୍ସ-ମହେନ୍ଦ୍ର ସିଂହ ଧୋନିଙ୍କ ସହଭାଗିତାରେ ରାଞ୍ଚିରେ ସ୍ୱୟଂ ସମ୍ପୂର୍ଣ୍ଣ ସମନ୍ଵିତ ନିଦାନ କେନ୍ଦ୍ର ଆରମ୍ଭ, ଏଥିରେ ରହିଛି, ସହରର ପ୍ରଥମ ଉନ୍ନତ ପେଟ୍-ସିଟି (PET-CT) ବ୍ୟବସ୍ଥା

    14159
    Jul 21, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭୋଜନ କରିବା ସମୟରେ ଏହି ନିୟମ ମାନନ୍ତୁ

    14433
    Aug 05, 2025
  • ୟୁକ୍ରେନ୍‌ରେ ମହିଳା ସେନାବାହିନୀଙ୍କ ସଂଖ୍ୟା ଅଧିକ

    13592
    Aug 05, 2025
  • ଭୟଙ୍କର : ମାଡ଼ିଆସିଲା ପାଣି, ଭସାଇ ନେଲା ଗାଁ

    13989
    Aug 05, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In