Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, July 11, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଜେଲ୍‌ ଯିବେ ରାଜପାଲ ଯାଦବ

  • ଦେଢ ବର୍ଷର ଶିଶୁକୁ କଚାଡି ମାରିଥିବା ...

  • ଛୋଟପିଲାଙ୍କ ଠାରେ ଥିଲେ ମଧୁମେହ ଲକ୍ଷଣ ...

  • ୧୪ ରେ ପ୍ରଥମ ଥର ସ୍ପେଶ୍‌ ‌ଷ୍ଟେସନ ଯିବେ ...

  • ଗୁଳି ବିନିମୟ: ଚାରି ଅପରାଧୀ ନିହତ

  • ଏହି ଔଷଧ ପାଇଁ ଆବଶ୍ୟକ ହେବ ଡାକ୍ତରଙ୍କ ...

  • କ୍ଲର୍କ ଚାକିରି ପାଇଁ ମା’କୁ ଟ୍ରକ୍ ଚଢ଼ାଇ ...

  • ମହାମହିମ, ମୁଁ ଜଣେ ଭାଙ୍ଗିପଡ଼ିଥିବା ପିତା ...

  • ମଧୁମେହରେ ପୀଡ଼ିତ ଲୋକଙ୍କ ପାଇଁ ଖୁସି ଖବର, ...

  • ଇଣ୍ଡୋନେସିଆର ପ୍ରମ୍ବାନନ ହିନ୍ଦୁ ...

Home ›› ››ହାର୍ଟକୁ ସବୁଦିନ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି କି? ଖାଆନ୍ତୁ ନାହିଁ ଏସବୁ ଜିନିଷ

ହାର୍ଟକୁ ସବୁଦିନ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି କି? ଖାଆନ୍ତୁ ନାହିଁ ଏସବୁ ଜିନିଷ

2021-08-19 01:55:25
15794
Share:
Facebook
Twitter
E-Mail
WhatsApp
Telegram
ହାର୍ଟକୁ ସବୁଦିନ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି କି? ଖାଆନ୍ତୁ ନାହିଁ ଏସବୁ ଜିନିଷ

ଶରୀରରେ ଥିବା ହୃଦୟ ଏକମାତ୍ର ଅଂଶ, ଯାହା ବନ୍ଦ ନ ହୋଇ ସାରା ଜୀବନ କାମ କରିଥାଏ । ଏପରି ପରିସ୍ଥିତିରେ, ଏହାକୁ ସୁସ୍ଥ ରଖିବା ଆମର ପ୍ରଥମ କାର୍ୟ୍ୟ । କିନ୍ତୁ ଏହାକୁ ସଠିକ୍ ଭାବେ ଯତ୍ନ ନନେବାରୁ ପ୍ରତିବର୍ଷ ଅନେକ ହୃଦଘାତ ରୋଗଜନିତ ମାମଲା ସାମ୍ନାକୁ ଆସିଥାଏ। କେବଳ ଏତିକି ନୁହେଁ, କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଫୁସଫୁସ ସହ ହାର୍ଟକୁ ମଧ୍ୟ ପ୍ରଭାବିତ କରୁଛି। ଏକ ରିପୋର୍ଟ ଅନୁଯାୟୀ, କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ହୃଦରୋଗ ସମ୍ବନ୍ଧୀୟ ରୋଗ ଆଶଙ୍କା ଅଧିକ ରହିଥାଏ। ଏପରି ସ୍ଥିତିରେ ସର୍ବଦା ନିଜ ହୃଦୟକୁ ସୁସ୍ଥ ରଖିବା ଆବଶ୍ୟକ, ଯାହାଫଳରେ କରୋନା ସହିତ ଅନ୍ୟ କୌଣସି ରୋଗ ମଧ୍ୟ ଆପଣଙ୍କୁ ଆକ୍ରମଣ କରିପାରିବ ନାହିଁ ।

ହାର୍ଟକୁ ସୁସ୍ଥ ରଖିବା ପାଇଁ ଯୋଗ, ପ୍ରାଣାୟମ ସହ ଆପଣଙ୍କୁ ଡାଏଟ୍ ମଧ୍ୟ ଭଲ ହେବା ଦରକାର। କିନ୍ତୁ ଆଜିର ସମୟରେ ଅନେକ ଲୋକ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେଉ ନାହାନ୍ତି। ଯାହା ଦ୍ୱାରା ଆପଣଙ୍କ କୋଲେଷ୍ଟ୍ରୋଲ୍ ବଢ଼ିଥାଏ ଏବଂ ଏହା ହାର୍ଟ ଉପରେ ଖରାପ ପ୍ରଭାବ ପକାଇଥାଏ। ଜାଣନ୍ତୁ ଏମିତି କିଛି ଖାଦ୍ୟ, ଯାହା ଆପଣଙ୍କ ହାର୍ଟକୁ ଖରାପ କରିପାରେ।

ଲୁଣ: ଆମେ ସମସ୍ତେ ଭଲଭାବେ ଜାଣିଛୁ ଯେ ଲୁଣ ଅଧିକ ଖାଇବା ଦ୍ୱାରା ବ୍ଲଡ୍ ପ୍ରେସର ବଢ଼ିଥାଏ। କିନ୍ତୁ ରକ୍ତଚାପ ନିୟନ୍ତ୍ରଣ ନହେବା କାରଣରୁ ଆପଣଙ୍କୁ ହାର୍ଟ ସମ୍ବନ୍ଧିତ ସମସ୍ୟାର ସାମ୍ନାକୁ କରିବାକୁ ପଡ଼ିପାରେ। ଅନେକ ଗବେଷଣାରେ ମଧ୍ୟ ଏହା ସାମ୍ନାକୁ ଆସିଛି। ଏଭଳି ସ୍ଥିତିରେ ଖାଦ୍ୟରେ ଲୁଣର ପରିମାଣ କମ୍ ବ୍ୟବହାର କରିବା ଦରକାର।
ଏନର୍ଜି ଡ୍ରିଙ୍କ୍: ଏନର୍ଜି ଡ୍ରିଙ୍କରେ ଗୁଆରାନା ଓ ଟେରାଇନ୍ ଭଳି ପ୍ରାକୃତିକ ଶକ୍ତି ବୃଦ୍ଧିକାରୀ ରହିଥାଏ। ଯେତେବେଳେ ଆପଣ କଫିନ୍ ସଂସ୍ପର୍ଶରେ ଆସନ୍ତି, ଆପଣଙ୍କ ହୃଦସ୍ପନ୍ଦନ ଅଚାନକ ବଢ଼ିଯାଏ। ଏନର୍ଜି ଡ୍ରିଙ୍କ ବହୁତ ମାତ୍ରାରେ କଫିନ୍ ହୋଇଥାଏ, ଯେଉଁଥିରେ ହଜମ ପ୍ରକ୍ରିୟା ସହ ହାର୍ଟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ।

ସୋଡା: ସୋଡା ସେବନ କରିବା ଦ୍ୱାରା ବ୍ଲଡ୍ ସୁଗରର ମାତ୍ରା ବଢ଼ିଥାଏ । ଯେଉଁ କାରଣରୁ ହାର୍ଟ ସମ୍ବନ୍ଧିତ ରୋଗର ସାମ୍ନା କରିବାକୁ ପଡ଼ିଥାଏ। ଏଥିପାଇଁ ଦୈନିକ ସୋଡା ସେବନରୁ ଦୂରେଇ ରୁହନ୍ତୁ।

ଫ୍ରିଜରେ ରଖାଯାଇଥିବା ଖାଦ୍ୟ: ଖାଦ୍ୟ ପ୍ରସ୍ତୁତ କରି ଏହାକୁ ଫ୍ରିଜରେ ରଖିବା ସବୁଠାରୁ ଭଲ ଉପାୟ କୁହାଯାଏ। କିନ୍ତୁ ଆପଣ ଭୁଲ ଯାଆନ୍ତି ଯେ ଏହା ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ। ଫ୍ରିଜରେ ରଖାଯାଇଥିବା ଖାଦ୍ୟରେ ସୋଡିୟମ ମାତ୍ରା ଅଧିକ ରହିଥାଏ। ଯାହା ଆପଣଙ୍କ ହାର୍ଟ ପାଇଁ ବିପଦଜନକ ହୋଇପାରେ।

ଧଳା ଚାଉଳ, ପାସ୍ତା: ଧଳା ମଇଦାରେ ପ୍ରସ୍ତୁତ ହେଉଥିବା ଚାଉଳ, ବ୍ରେଡ୍, ପାସ୍ତା ଆଦି ଖାଦ୍ୟ ସାମଗ୍ରୀରେ ସୁସ୍ଥ ଫାଇବର, ଭିଟାମିନ୍, ମିନେରାଲ୍ସ ନାହିଁ। ଏସବୁ ଜିନିଷରେ ଚିନିର ମାତ୍ରା ଅଧିକ ଥାଏ । ଯାହାଦ୍ୱାରା ଆପଣଙ୍କ ଶରୀରରେ ଚର୍ବି ବଢ଼ିବା ସହ ଆପଣ ବ୍ଲଡ୍ ସୁଗରର ଶିକାର ମଧ୍ୟ ହୋଇପାରନ୍ତି । ଏଥିପାଇଁ ଏହା ବଦଳରେ ଆପଣ ଓଟ୍ସ, ବ୍ରାଇନ୍ ରାଇସ୍ କିମ୍ବା ଶସ୍ୟ ଜାତୀୟ ଖାଦ୍ୟ ଖାଇବା ଦରକାର ।

Powered by Froala Editor

Tags Heart

Related articles Odisha News Lens 4.1

  • ମହାମହିମ, ମୁଁ ଜଣେ ଭାଙ୍ଗିପଡ଼ିଥିବା ପିତା : ପୁଅ ପାଇଁ ନ୍ୟାୟ ଚାହୁଁଛି
    ଦେଶ-ଦେଶାନ୍ତର

    ମହାମହିମ, ମୁଁ ଜଣେ ଭାଙ୍ଗିପଡ଼ିଥିବା ପିତା : ପୁଅ ପାଇଁ ନ୍ୟାୟ ଚାହୁଁଛି

    14102
    Jul 10, 2026
  • ଛୋଟପିଲାଙ୍କ ଠାରେ ଥିଲେ ମଧୁମେହ ଲକ୍ଷଣ କେମିତି ଜାଣିବେ ?
    ବିଶେଷ

    ଛୋଟପିଲାଙ୍କ ଠାରେ ଥିଲେ ମଧୁମେହ ଲକ୍ଷଣ କେମିତି ଜାଣିବେ ?

    14304
    Jul 10, 2026
  • କ୍ଲର୍କ ଚାକିରି ପାଇଁ ମା’କୁ ଟ୍ରକ୍ ଚଢ଼ାଇ ମାରିଦେଲା ଝିଅ
    ଅପରାଧ

    କ୍ଲର୍କ ଚାକିରି ପାଇଁ ମା’କୁ ଟ୍ରକ୍ ଚଢ଼ାଇ ମାରିଦେଲା ଝିଅ

    13821
    Jul 10, 2026
  • ଦେଢ ବର୍ଷର ଶିଶୁକୁ କଚାଡି ମାରିଥିବା ଅଭିଯୁକ୍ତକୁ ଫାଶୀ
    ଅପରାଧ

    ଦେଢ ବର୍ଷର ଶିଶୁକୁ କଚାଡି ମାରିଥିବା ଅଭିଯୁକ୍ତକୁ ଫାଶୀ

    14410
    Jul 10, 2026
  •  ଏହି ଔଷଧ ପାଇଁ ଆବଶ୍ୟକ ହେବ ଡାକ୍ତରଙ୍କ ପ୍ରେସକ୍ରିପସନ୍, ନହଲେ ମିଳିବନି
    ଦେଶ-ଦେଶାନ୍ତର

    ଏହି ଔଷଧ ପାଇଁ ଆବଶ୍ୟକ ହେବ ଡାକ୍ତରଙ୍କ ପ୍ରେସକ୍ରିପସନ୍, ନହଲେ ମିଳିବନି

    14800
    Jul 10, 2026
  •  ୧୪ ରେ ପ୍ରଥମ ଥର ସ୍ପେଶ୍‌ ‌ଷ୍ଟେସନ ଯିବେ ଅନିଲ ମେନନ
    ଦେଶ-ଦେଶାନ୍ତର

    ୧୪ ରେ ପ୍ରଥମ ଥର ସ୍ପେଶ୍‌ ‌ଷ୍ଟେସନ ଯିବେ ଅନିଲ ମେନନ

    14619
    Jul 10, 2026
  • ମଧୁମେହରେ ପୀଡ଼ିତ ଲୋକଙ୍କ ପାଇଁ ଖୁସି ଖବର, ସପ୍ତାହକୁ ଥରେ ଇନ୍‌ସୁନିଲ୍‌ ନେବେ
    ଦେଶ-ଦେଶାନ୍ତର

    ମଧୁମେହରେ ପୀଡ଼ିତ ଲୋକଙ୍କ ପାଇଁ ଖୁସି ଖବର, ସପ୍ତାହକୁ ଥରେ ଇନ୍‌ସୁନିଲ୍‌ ନେବେ

    14297
    Jul 10, 2026
  • ଗୁଳି ବିନିମୟ: ଚାରି ଅପରାଧୀ ନିହତ
    ଦେଶ-ଦେଶାନ୍ତର

    ଗୁଳି ବିନିମୟ: ଚାରି ଅପରାଧୀ ନିହତ

    14750
    Jul 10, 2026
  • ଇଣ୍ଡୋନେସିଆର ପ୍ରମ୍ବାନନ ହିନ୍ଦୁ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୋଦୀ
    ଦେଶ-ଦେଶାନ୍ତର

    ଇଣ୍ଡୋନେସିଆର ପ୍ରମ୍ବାନନ ହିନ୍ଦୁ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୋଦୀ

    15539
    Jul 09, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଜେଲ୍‌ ଯିବେ ରାଜପାଲ ଯାଦବ

    14730
    Jul 10, 2026
  • ଦେଶ-ଦେଶାନ୍ତର

    ମଧୁମେହରେ ପୀଡ଼ିତ ଲୋକଙ୍କ ପାଇଁ ଖୁସି ଖବର, ସପ୍ତାହକୁ ଥରେ ଇନ୍‌ସୁନିଲ୍‌ ନେବେ

    14297
    Jul 10, 2026
  • ଦେଶ-ଦେଶାନ୍ତର

    ୧୪ ରେ ପ୍ରଥମ ଥର ସ୍ପେଶ୍‌ ‌ଷ୍ଟେସନ ଯିବେ ଅନିଲ ମେନନ

    14619
    Jul 10, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16971
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17582
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17637
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18036
    Sep 06, 2023

ବିଶେଷ

  • ଛୋଟପିଲାଙ୍କ ଠାରେ ଥିଲେ ମଧୁମେହ ଲକ୍ଷଣ କେମିତି ଜାଣିବେ ?

    14304
    Jul 10, 2026
  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    15503
    Jul 07, 2026
  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା

    15609
    Jul 06, 2026
  • ଦମ୍ପତିଙ୍କ ମଧ୍ୟରେ ବଢୁଛି ସ୍ଲିପ୍ ଡିଭୋର୍ସ, ଜାଣନ୍ତୁ କ'ଣ ?

    15414
    Jul 05, 2026
  • ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା

    15280
    Jul 03, 2026

ବାଣିଜ୍ୟ

ମାସକରେ ୧୫ ହଜାର ଖସିଲାଣି ସୁନା

ସୁନା ଓ ରୁପା ଦରରେ ଲଗାତାର ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ଏଇ ମାସରେ ସୁନା ଭରି ପିଛା ଖସିଲାଣି ପ୍ରାୟ ୧୫ ହଜାର ଟଙ୍କା । ୨୨ କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପିଛା ୧ ଲକ୍ଷ ୩୦ ହଜାର ଟଙ୍କା ତଳକୁ ଖସିଛି।  ଏହା ଗ୍ରାହକଙ୍କ ପାଇଁ କିଛିଟା ଆଶ୍ୱସ୍ତିର ଖବର ହୋଇଥିବା ବେଳେ, ନିବେଶକଙ୍କ ମଧ୍ୟରେ ଏହାକୁ ନେଇ ଚର ...

  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15839
    Jun 30, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15709
    Jun 17, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13815
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14929
    Apr 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଜେଲ୍‌ ଯିବେ ରାଜପାଲ ଯାଦବ

    14730
    Jul 10, 2026
  • ଇଣ୍ଡୋନେସିଆର ପ୍ରମ୍ବାନନ ହିନ୍ଦୁ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୋଦୀ

    15539
    Jul 09, 2026
  • ଦେଢ ବର୍ଷର ଶିଶୁକୁ କଚାଡି ମାରିଥିବା ଅଭିଯୁକ୍ତକୁ ଫାଶୀ

    14410
    Jul 10, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In