ଓଡ଼ିଶା ପୁଲିସ୍ ପ୍ରଶାସନରେ ହେବ ବଡ଼ ପରିବର୍ତ୍ତନ ହେବ, ବିନୟତୋଷ ମିଶ୍ର ନେବେ ଅବସର
ଭୁବନେଶ୍ଵର : ଖୁବ୍ ଶୀଘ୍ର ଓଡିଶା ପାଇବ ନୂଆ ଡିଜିପି। ଓଡ଼ିଶା ପୁଲିସ୍ ପ୍ରଶାସନରେ ବଡ଼ ପରିବର୍ତ୍ତନ ହେବ । ଆସନ୍ତା ୩୦ ତାରିଖରେ ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ଓଡ଼ିଶା ପୁଲିସର ଅନ୍ତରୀଣ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର ଅବସର ନେବେ। ତାଙ୍କୁ ଅବସର ନେବା ପାଇଁ ଗୃହ ବିଭାଗ ଅନୁମତି ଦେଇଛି । ୧୯୯୩ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର ଅଗଷ୍ଟ ୧୬ ତାରିଖରେ ଓଡ଼ିଶା ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିଲେ।
Powered by Froala Editor