୫୦ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର
ବ୍ରହ୍ମପୁର : ବାତ୍ୟା ‘ଅକବାନ୍’ ଗଞ୍ଜାମ ଜିଲାର ଗୋପାଳପୁର ନିକଟବର୍ତ୍ତୀ ସମୁଦ୍ର କୂଳରେ ଲ୍ୟାଣ୍ଡଫଲ କରିବ ବୋଲି କୁହାଯାଉଛି। ସେହିକ୍ରମରେ ପ୍ରଶାସନ ଓ ପୁଲିସ ପକ୍ଷରୁ ସ୍ଥାନାନ୍ତର ଅଭିଯାନକୁ ଜୋରଦାର କରାଯାଇଛି। ଆଜି ସକାଳ ସୁଦ୍ଧା ସମୁଦ୍ର ତଟ, ନଦୀକୂଳ, ତଳିଆ ଅଞ୍ଚଳ, ପାହାଡ଼ିଆ ଅଞ୍ଚଳରେ ରହୁଥିବା ୫୦ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି।
Powered by Froala Editor