Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, September 01, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଇରାନ ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦୀ

  • ଏକ୍ସପ୍ରେସ୍‌ ଟ୍ରେନରେ ଖଣ୍ଡବିଖଣ୍ଡ ...

  • ଗିରଫ ହେଲେ ଆଇଏଏସ୍‌ ଜ୍ଞାନେନ୍ଦ୍ର କୁମାର

  • କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ...

  • ନେପାଳର ବନ୍ୟା ଯୋଗୁଁ ସୁଡ଼ଙ୍ଗରେ ଫସି ...

  • IST ବାଧ୍ୟତାମୂଳକ: ମାର୍ଚ୍ଚ ୨୦୨୭ ଠାରୁ ‘ୱାନ ...

  • ବନ୍ୟାରେ ନିଖୋଜ ଖବର ମିଛ, ମୁମ୍ବାଇରେ ...

  • ସତର୍କ କଲେ ବିଶେଷଜ୍ଞ: ଆହୁରି ୪୦୭ ହିମବାହ ...

  • ଟଙ୍କା ପାଇଁ ବାହାଘର, ଯୁବକଙ୍କୁ ଲୁଟି ...

  • କେନାଲରୁ ମିଳିଲା ବିଜେପି ନେତାଙ୍କ ମୃତଦେହ

ରାଜ୍ୟ
Home ›› ରାଜ୍ୟ ››ଏସ୍‌ସି, ଏସ୍‌ଟି ଛାତ୍ରୀଛାତ୍ରଙ୍କୁ ଦେବାକୁ ପଡିବନି ଟ୍ୟୁସନ ଫି’

ଏସ୍‌ସି, ଏସ୍‌ଟି ଛାତ୍ରୀଛାତ୍ରଙ୍କୁ ଦେବାକୁ ପଡିବନି ଟ୍ୟୁସନ ଫି’

2026-09-01 05:59:38
15461
Share:
Facebook
Twitter
E-Mail
WhatsApp
Telegram
ଏସ୍‌ସି, ଏସ୍‌ଟି ଛାତ୍ରୀଛାତ୍ରଙ୍କୁ ଦେବାକୁ ପଡିବନି ଟ୍ୟୁସନ ଫି’

ଭୁବନେଶ୍ୱର: ରାଜ୍ୟର ଅନୁସୂଚିତ ଜାତି (ଏସ୍‌ସି) ଓ ଅନୁସୂଚିତ ଜନଜାତି (ଏସ୍‌ଟି) ବର୍ଗର ମେଧାବୀ ଗରିବ ଛାତ୍ରୀଛାତ୍ରମାନଙ୍କ ପାଇଁ ବଡ଼ ଆଶ୍ୱସ୍ତି। ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ  କଲେଜଗୁଡ଼ିକରେ ନାମଲେଖା (ଆଡ୍‌ମିଶନ) ବେଳେ ଏବଂ ଆଡ୍‌ମିଶନର ପ୍ରଥମ ୬ ମାସ ପର୍ଯ୍ୟନ୍ତ ଏହି ବର୍ଗର ଛାତ୍ରୀଛାତ୍ରଙ୍କୁ ଟ୍ୟୁସନ ଫି’ କିମ୍ବା ଅନ୍ୟ କୌଣସି ଦେୟ ଜମା କରିବାକୁ ପଡ଼ିବ ନାହିଁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଅନେକ ସମୟରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଗରିବ ମେଧାବୀ ଛାତ୍ରୀଛାତ୍ରମାନେ ବିଭିନ୍ନ ଆହ୍ବାନର ସମ୍ମୁଖୀନ ହୋଇ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥାନ୍ତି। କିନ୍ତୁ ନାମଲେଖା ସମୟରେ ମୋଟା ଅଙ୍କର ଫି’ ଜମା କରିବା ପାଇଁ ସେମାନଙ୍କ ପାଖରେ ଆବଶ୍ୟକ ଆର୍ଥିକ ସମ୍ବଳ ନ ଥାଏ, ଯାହା ସେମାନଙ୍କ ଉଚ୍ଚଶିକ୍ଷା ପଥରେ ବାଧା ସୃଷ୍ଟି କରିଥାଏ। ସାଧାରଣତଃ ଏହି ଛାତ୍ରୀଛାତ୍ରମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ପୋଷ୍ଟ-ମାଟ୍ରିକ କିମ୍ବା ଅନ୍ୟାନ୍ୟ ବୃତ୍ତି (ସ୍କଲାରଶିପ୍‌) ପାଇଥାନ୍ତି। କିନ୍ତୁ ବୃତ୍ତି ପ୍ରଦାନ ପ୍ରକ୍ରିୟା ଶେଷ ହୋଇ ଟଙ୍କା ପହଞ୍ଚିବା ପାଇଁ ପ୍ରାୟ ୩ରୁ ୪ ମାସ ସମୟ ଲାଗିଯାଇଥାଏ। ଫଳରେ ନାମଲେଖା ବେଳେ ସେମାନେ ଆର୍ଥିକ ସଙ୍କଟର ସାମ୍ନା କରନ୍ତି। ମୁଖ୍ୟମନ୍ତ୍ରୀଙ୍କ ନୂଆ ନିର୍ଦ୍ଦେଶ ଅନୁଯାୟୀ, ବର୍ତ୍ତମାନ ଏହି ଛାତ୍ରୀଛାତ୍ରମାନେ ନିଜର ସ୍କଲାରଶିପ୍‌ ଟଙ୍କା ପାଇବା ପରେ ସୁବିଧା ଅନୁଯାୟୀ ଆଡ୍‌ମିଶନ ଓ ଟ୍ୟୁସନ ଫି’ ଜମା କରିପାରିବେ। 

Powered by Froala Editor

Tags St and sc

Related articles Odisha News Lens 4.1

  • ବନ୍ୟାରେ ନିଖୋଜ ଖବର ମିଛ, ମୁମ୍ବାଇରେ ପହଞ୍ଚିଲେ ମାନସୀ
    ମନୋରଞ୍ଜନ

    ବନ୍ୟାରେ ନିଖୋଜ ଖବର ମିଛ, ମୁମ୍ବାଇରେ ପହଞ୍ଚିଲେ ମାନସୀ

    14259
    Aug 31, 2026
  • ସତର୍କ କଲେ ବିଶେଷଜ୍ଞ: ଆହୁରି ୪୦୭ ହିମବାହ ହ୍ରଦ ଫାଟିବାର ବିପଦ ରହିଛି
    ଦେଶ-ଦେଶାନ୍ତର

    ସତର୍କ କଲେ ବିଶେଷଜ୍ଞ: ଆହୁରି ୪୦୭ ହିମବାହ ହ୍ରଦ ଫାଟିବାର ବିପଦ ରହିଛି

    15695
    Aug 31, 2026
  • ନେପାଳର ବନ୍ୟା ଯୋଗୁଁ ସୁଡ଼ଙ୍ଗରେ  ଫସି ରହିଛନ୍ତି ୯୦୦ ଶ୍ରମିକ
    ଦେଶ-ଦେଶାନ୍ତର

    ନେପାଳର ବନ୍ୟା ଯୋଗୁଁ ସୁଡ଼ଙ୍ଗରେ ଫସି ରହିଛନ୍ତି ୯୦୦ ଶ୍ରମିକ

    15379
    Aug 31, 2026
  • IST ବାଧ୍ୟତାମୂଳକ: ମାର୍ଚ୍ଚ ୨୦୨୭ ଠାରୁ ‘ୱାନ ନେସନ, ୱାନ ଟାଇମ’
    ଦେଶ-ଦେଶାନ୍ତର

    IST ବାଧ୍ୟତାମୂଳକ: ମାର୍ଚ୍ଚ ୨୦୨୭ ଠାରୁ ‘ୱାନ ନେସନ, ୱାନ ଟାଇମ’

    14391
    Aug 31, 2026
  • ଗିରଫ ହେଲେ ଆଇଏଏସ୍‌ ଜ୍ଞାନେନ୍ଦ୍ର କୁମାର
    ଦେଶ-ଦେଶାନ୍ତର

    ଗିରଫ ହେଲେ ଆଇଏଏସ୍‌ ଜ୍ଞାନେନ୍ଦ୍ର କୁମାର

    13561
    Aug 31, 2026
  • କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ଭରି ରହିଛି ଏହିସବୁ ଗୁଣ
    ବିଶେଷ

    କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ଭରି ରହିଛି ଏହିସବୁ ଗୁଣ

    14012
    Aug 31, 2026
  • ଏକ୍ସପ୍ରେସ୍‌ ଟ୍ରେନରେ ଖଣ୍ଡବିଖଣ୍ଡ ମୃତଦେହକୁ ସୁଟକେସରେ ଛାଡିବା ଘଟଣା: ମଣିପୁରରୁ ...
    ଦେଶ-ଦେଶାନ୍ତର

    ଏକ୍ସପ୍ରେସ୍‌ ଟ୍ରେନରେ ଖଣ୍ଡବିଖଣ୍ଡ ମୃତଦେହକୁ ସୁଟକେସରେ ଛାଡିବା ଘଟଣା: ମଣିପୁରରୁ ...

    13866
    Aug 31, 2026
  • କେନାଲରୁ ମିଳିଲା ବିଜେପି ନେତାଙ୍କ ମୃତଦେହ
    ଅପରାଧ

    କେନାଲରୁ ମିଳିଲା ବିଜେପି ନେତାଙ୍କ ମୃତଦେହ

    15328
    Aug 31, 2026
  • ଟଙ୍କା ପାଇଁ ବାହାଘର, ଯୁବକଙ୍କୁ ଲୁଟି କନ୍ୟା ଫେରାର
    ଅପରାଧ

    ଟଙ୍କା ପାଇଁ ବାହାଘର, ଯୁବକଙ୍କୁ ଲୁଟି କନ୍ୟା ଫେରାର

    14022
    Aug 31, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଅପରାଧ

    ଟଙ୍କା ପାଇଁ ବାହାଘର, ଯୁବକଙ୍କୁ ଲୁଟି କନ୍ୟା ଫେରାର

    14022
    Aug 31, 2026
  • ଦେଶ-ଦେଶାନ୍ତର

    ସତର୍କ କଲେ ବିଶେଷଜ୍ଞ: ଆହୁରି ୪୦୭ ହିମବାହ ହ୍ରଦ ଫାଟିବାର ବିପଦ ରହିଛି

    15695
    Aug 31, 2026
  • ଦେଶ-ଦେଶାନ୍ତର

    ଏକ୍ସପ୍ରେସ୍‌ ଟ୍ରେନରେ ଖଣ୍ଡବିଖଣ୍ଡ ମୃତଦେହକୁ ସୁଟକେସରେ ଛାଡିବା ଘଟଣା: ମଣିପୁରରୁ ଗିରଫ ହେଲେ ଦମ୍ପତି

    13866
    Aug 31, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17064
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17705
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17735
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18134
    Sep 06, 2023

ବିଶେଷ

  • କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ଭରି ରହିଛି ଏହିସବୁ ଗୁଣ

    14012
    Aug 31, 2026
  • ଛାତି ଯନ୍ତ୍ରଣା ହୋଇଥାଏ ଏହିସବୁ ରୋଗର ଲକ୍ଷଣ

    14670
    Aug 30, 2026
  • ରାକ୍ଷୀ ବାନ୍ଧିବାର ଉଚିତ୍ ସମୟ ଜାଣନ୍ତୁ.....

    14656
    Aug 27, 2026
  • ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ଟିପ୍ସ

    13995
    Aug 26, 2026
  • ବିନା ମୋଜାରେ ଜୋତା ପିନ୍ଧିଲେ ଶରୀର ଉପରେ ପଡିଥାଏ କୁପ୍ରଭାବ

    15384
    Aug 24, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ଜ୍ୟୋତି ଅଧୀନରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ ଜିଲ୍ଲାର ୨୨,୦୦୦ ପରିବାରକୁ ସୌର ଶକ୍ତି ଚାଳିତ ଆଲୋକ ପ୍ରଦାନ କରୁଛି

ସମସ୍ତଙ୍କ ପାଇଁ ସୁରକ୍ଷା, ଗତିଶୀଳତା ଏବଂ ଯୋଗାଯୋଗରେ ଉନ୍ନତି ଆଣିବା ଲାଗି ଏକ ସ୍ୱଚ୍ଛ-ଶକ୍ତି ପଦକ୍ଷେପ

ଭୁବନେଶ୍ୱର, ୨୫/୦୮/୨୦୨୬: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ କୋ ...

  • ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି

    14462
    Aug 21, 2026
  • ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେ

    15991
    Aug 19, 2026
  • ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

    14033
    Aug 13, 2026
  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    14296
    Aug 12, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • IST ବାଧ୍ୟତାମୂଳକ: ମାର୍ଚ୍ଚ ୨୦୨୭ ଠାରୁ ‘ୱାନ ନେସନ, ୱାନ ଟାଇମ’

    14391
    Aug 31, 2026
  • ଟଙ୍କା ପାଇଁ ବାହାଘର, ଯୁବକଙ୍କୁ ଲୁଟି କନ୍ୟା ଫେରାର

    14022
    Aug 31, 2026
  • ଇରାନ ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦୀ

    15313
    Aug 31, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In