Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, September 08, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କମ୍ପାନୀ ସେକ୍ରେଟାରିଜ୍‌ର ୫୪ତମ ଜାତୀୟ ...

  • ସ୍ବଚ୍ଛ ବାୟୁ ସର୍ବେକ୍ଷଣ-୨୦୨୬ର ଫଳାଫଳ: ...

  • ବିଜ୍ଞାପନରେ ଦେବୀ ଦୁର୍ଗାଙ୍କର ୧୧ଟି ହାତ, ...

  • ରାତିରେ ବୁଲିବାକୁ ଦେଉନଥିଲେ ଶଶୁର, ଚାକର ...

  • ଜାପାନର ସବୁଠାରୁ ବୟସ୍କା ନାଗରିକ ଶିଗେକୋ ...

  • ସୁପ୍ରିମକୋର୍ଟରେ ପୁଣିଥରେ ଘୁଞ୍ଚିଲା ...

  • ନେପାଳ ବନ୍ୟା: ୧୩୮୫ରେ ପହଞ୍ଚିଲା ମୃତ୍ୟୁ ...

  • ମନ୍ତ୍ରୀଙ୍କ କାର୍ଯ୍ୟଧାରା ଓ ବିଭିନ୍ନ ...

  • ବିମାନ ଲ୍ୟାଣ୍ଡିଂ ବେଳେ ...

  • ଧାରୁଆ ଅସ୍ତ୍ରରେ ନେତାଙ୍କୁ ହତ୍ୟା

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ବାରାମତୀ ନିକଟରେ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ

ବାରାମତୀ ନିକଟରେ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ

2026-08-10 19:45:13
14152
Share:
Facebook
Twitter
E-Mail
WhatsApp
Telegram
ବାରାମତୀ ନିକଟରେ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ

ମହାରାଷ୍ଟ୍ରର ପୁଣେ ବାରାମତୀ ବିମାନବନ୍ଦରରେ ଏକ ଘରୋଇ କମ୍ପାନୀର ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ଥିବା ପାଇଲଟ୍ ସୁରକ୍ଷିତ ଭାବରେ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ସୂଚନା ମୁତାବକ, ରନୱେରୁ ଅଳ୍ପ ଦୂରରେ ବିମାନବନ୍ଦର ପରିସରରେ ଏହି ଦୁର୍ଘଟଣା ଘଟିଛି। ଏଥିରେ କୌଣସି ମୃତାହତ ହୋଇନଥିବା ବେଳେ ବିମାନଟି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ଦୁଃଖଦ ମୃତ୍ୟୁର ପ୍ରାୟ ୮ ମାସ ପରେ ଏହା ବାରାମତୀ ବିମାନବନ୍ଦରରେ ଏହା ତୃତୀୟ ବିମାନ ଦୁର୍ଘଟଣା।

ଚଳିତ ବର୍ଷ ଜାନୁଆରୀରେ ବାରାମତୀ ବିମାନବନ୍ଦର ନିକଟରେ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ଅନ୍ୟ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ମେ' ୧୩ ତାରିଖରେ ଏକ ଘରୋଇ କମ୍ପାନୀର ଅନ୍ୟ ଏକ ତାଲିମ ବିମାନ ବାରାମତୀରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।


Powered by Froala Editor

Tags barmati

Related articles Odisha News Lens 4.1

  • ବିଜ୍ଞାପନରେ ଦେବୀ ଦୁର୍ଗାଙ୍କର ୧୧ଟି ହାତ, ସାର୍ବଜନୀନ ଭାବେ କ୍ଷମା ମାଗିଲେ ଶୁଭେନ୍ଦୁ ...
    ଦେଶ-ଦେଶାନ୍ତର

    ବିଜ୍ଞାପନରେ ଦେବୀ ଦୁର୍ଗାଙ୍କର ୧୧ଟି ହାତ, ସାର୍ବଜନୀନ ଭାବେ କ୍ଷମା ମାଗିଲେ ଶୁଭେନ୍ଦୁ ...

    13904
    Sep 08, 2026
  • କମ୍ପାନୀ ସେକ୍ରେଟାରିଜ୍‌ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଯାପିତ
    ବାଣିଜ୍ୟ

    କମ୍ପାନୀ ସେକ୍ରେଟାରିଜ୍‌ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଯାପିତ

    14152
    Sep 08, 2026
  • ମନ୍ତ୍ରୀଙ୍କ କାର୍ଯ୍ୟଧାରା ଓ ବିଭିନ୍ନ ମନ୍ତ୍ରଣାଳୟର ପ୍ରଦର୍ଶନକୁ ନେଇ ହେବ ବୈଠକ
    ଦେଶ-ଦେଶାନ୍ତର

    ମନ୍ତ୍ରୀଙ୍କ କାର୍ଯ୍ୟଧାରା ଓ ବିଭିନ୍ନ ମନ୍ତ୍ରଣାଳୟର ପ୍ରଦର୍ଶନକୁ ନେଇ ହେବ ବୈଠକ

    14260
    Sep 07, 2026
  • ସ୍ବଚ୍ଛ ବାୟୁ ସର୍ବେକ୍ଷଣ-୨୦୨୬ର ଫଳାଫଳ: ଉତ୍ତମ ପାହ୍ୟା ହାସଲ କରିଛି ରାଜଧାନୀ ଦିଲ୍ଲୀ
    ଦେଶ-ଦେଶାନ୍ତର

    ସ୍ବଚ୍ଛ ବାୟୁ ସର୍ବେକ୍ଷଣ-୨୦୨୬ର ଫଳାଫଳ: ଉତ୍ତମ ପାହ୍ୟା ହାସଲ କରିଛି ରାଜଧାନୀ ଦିଲ୍ଲୀ

    14690
    Sep 08, 2026
  • ନେପାଳ ବନ୍ୟା: ୧୩୮୫ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
    ଦେଶ-ଦେଶାନ୍ତର

    ନେପାଳ ବନ୍ୟା: ୧୩୮୫ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

    13709
    Sep 07, 2026
  • ଧାରୁଆ ଅସ୍ତ୍ରରେ ନେତାଙ୍କୁ ହତ୍ୟା
    ଦେଶ-ଦେଶାନ୍ତର

    ଧାରୁଆ ଅସ୍ତ୍ରରେ ନେତାଙ୍କୁ ହତ୍ୟା

    15543
    Sep 07, 2026
  • ଜାପାନର ସବୁଠାରୁ ବୟସ୍କା ନାଗରିକ ଶିଗେକୋ କାଗାୱାଙ୍କ ଦେହାନ୍ତ
    ଦେଶ-ଦେଶାନ୍ତର

    ଜାପାନର ସବୁଠାରୁ ବୟସ୍କା ନାଗରିକ ଶିଗେକୋ କାଗାୱାଙ୍କ ଦେହାନ୍ତ

    14916
    Sep 08, 2026
  • ବିମାନ ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ, ୫ ମୃତ
    ଦେଶ-ଦେଶାନ୍ତର

    ବିମାନ ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ, ୫ ମୃତ

    14119
    Sep 07, 2026
  •   ସୁପ୍ରିମକୋର୍ଟରେ ପୁଣିଥରେ ଘୁଞ୍ଚିଲା ଡିଜିପି ନିଯୁକ୍ତି ସଂକ୍ରାନ୍ତ ମାମଲାର ...
    ଦେଶ-ଦେଶାନ୍ତର

    ସୁପ୍ରିମକୋର୍ଟରେ ପୁଣିଥରେ ଘୁଞ୍ଚିଲା ଡିଜିପି ନିଯୁକ୍ତି ସଂକ୍ରାନ୍ତ ମାମଲାର ...

    14479
    Sep 07, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ମନ୍ତ୍ରୀଙ୍କ କାର୍ଯ୍ୟଧାରା ଓ ବିଭିନ୍ନ ମନ୍ତ୍ରଣାଳୟର ପ୍ରଦର୍ଶନକୁ ନେଇ ହେବ ବୈଠକ

    14260
    Sep 07, 2026
  • ଦେଶ-ଦେଶାନ୍ତର

    ନେପାଳ ବନ୍ୟା: ୧୩୮୫ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

    13709
    Sep 07, 2026
  • ଦେଶ-ଦେଶାନ୍ତର

    ଜାପାନର ସବୁଠାରୁ ବୟସ୍କା ନାଗରିକ ଶିଗେକୋ କାଗାୱାଙ୍କ ଦେହାନ୍ତ

    14916
    Sep 08, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17083
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17748
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17750
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18154
    Sep 06, 2023

ବିଶେଷ

  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14491
    Sep 06, 2026
  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    13803
    Sep 03, 2026
  • କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ଭରି ରହିଛି ଏହିସବୁ ଗୁଣ

    14610
    Aug 31, 2026
  • ଛାତି ଯନ୍ତ୍ରଣା ହୋଇଥାଏ ଏହିସବୁ ରୋଗର ଲକ୍ଷଣ

    14915
    Aug 30, 2026
  • ରାକ୍ଷୀ ବାନ୍ଧିବାର ଉଚିତ୍ ସମୟ ଜାଣନ୍ତୁ.....

    14866
    Aug 27, 2026

ବାଣିଜ୍ୟ

କମ୍ପାନୀ ସେକ୍ରେଟାରିଜ୍‌ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଯାପିତ

ଭୁବନେଶ୍ୱର: କମ୍ପାନୀ ସେକ୍ରେଟାରିଜ୍‌ର ୫୪ତମ ଜାତୀୟ ସମ୍ମିଳନୀ ୭ ସେପ୍ଟେମ୍ବର ୨୦୨୬ରେ ଐତିହାସିକ ସହର ଭୁବନେଶ୍ୱରଠାରେ ଉଦ୍‌ଯାପିତ ହୋଇଯାଇଛି । ଏଥିସହିତ ବ୍ୟାପକ ବିମର୍ଷ, ନବୋନ୍ମେଷୀ ଚିନ୍ତାଧାରା ଏବଂ ...

  • ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଘାଟିତ

    14985
    Sep 06, 2026
  • ଓଡ଼ିଶା କ୍ରାଫ୍ଟ ଓଡ଼ିସି ଉନ୍ମୋଚନ କରିବ ଚାନ୍ଦୁଆ: କାନୋପିଜ୍‌ ଅଫ୍‌ ଲେବର, ଯେଉଁଥିରେ ଓଡ଼ିଶାର ଜୀବନ୍ତ ଚାନ୍ଦୁଆ ପରମ୍ପରାର ସବିଶେଷ ବିଷୟ ସ୍ଥାନ ପାଇଛି

    14981
    Sep 03, 2026
  • ଆମୱେ ଆୟୁର୍ବେଦ କ୍ଷେତ୍ରରେ ସମ୍ପ୍ରସାରଣ ସହିତ ବିକଶିତ ଭାରତ ଲକ୍ଷ୍ୟକୁ ସମର୍ଥନ କରୁଛି

    14075
    Sep 03, 2026
  • ସୁନା ଦରରେ ବଡ଼ ଧରଣର ହ୍ରାସ

    14599
    Sep 03, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସ୍ବଚ୍ଛ ବାୟୁ ସର୍ବେକ୍ଷଣ-୨୦୨୬ର ଫଳାଫଳ: ଉତ୍ତମ ପାହ୍ୟା ହାସଲ କରିଛି ରାଜଧାନୀ ଦିଲ୍ଲୀ

    14690
    Sep 08, 2026
  • ଧାରୁଆ ଅସ୍ତ୍ରରେ ନେତାଙ୍କୁ ହତ୍ୟା

    15543
    Sep 07, 2026
  • ରାତିରେ ବୁଲିବାକୁ ଦେଉନଥିଲେ ଶଶୁର, ଚାକର ହାତରେ ବୋହୂ ନେଇଗଲା ଜୀବନ

    14417
    Sep 08, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In