Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, June 27, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଯିଏ ଦୋଷୀ ତାକୁ ସେହି ସ୍ଥାନକୁ ନେଇ ...

  • ବିଶ୍ୱାସଘାତକଙ୍କ ପାଇଁ କୌଣସି କ୍ଷମା ...

  • ଅଯୋଧ୍ୟାରେ ରାମ ମନ୍ଦିର ଦାନ ଅର୍ଥ ହେରଫେର ...

  • ୧ ରୁ ପାସପୋର୍ଟ ଦେୟ ମହଙ୍ଗା

  • କେତନ ଚନ୍ଦା ଥିଲେ, ସିୟାଙ୍କୁ ଏହା ପସନ୍ଦ ...

  • ଯଦି ମୋ ଝିଅ କେତନକୁ ମାରିଛି, ତାକୁ ବି ...

  • ରାମଗଡ଼ରେ ହୃଦୟବିଦାରକ ସଡ଼କ ଦୁର୍ଘଟଣା : ୭ ...

  • ପୁଷ୍କରା, ମାଇଁ ସୁଇଟ୍‌ ହାଉସ୍‌ ୱାଇଫ୍‌ ...

  • ଏହି ଖାଦ୍ୟ ଖାଇଲେ ହେବ ଭଲ ନିଦ

  • ସଙ୍କଟ ସମୟରେ ଠିଆ ହେଉଛୁ, ସମସ୍ତ ସହାୟତା ...

Home ›› ››ସ୍ୱଚ୍ଛ ଶକ୍ତି ଗ୍ରହଣୀୟତା ଉପରେ ତୃଣମୂଳ ସ୍ତରରେ ସଚେତନତାକୁ ଆଗେଇ ନେବା ପାଇଁ ‘ଅଭାଦା ଭାରତ ଉଦୟ ଯାତ୍ରା’ ଭୁବନେଶ୍ୱରରେ ପହଞ୍ଚିଲା

ସ୍ୱଚ୍ଛ ଶକ୍ତି ଗ୍ରହଣୀୟତା ଉପରେ ତୃଣମୂଳ ସ୍ତରରେ ସଚେତନତାକୁ ଆଗେଇ ନେବା ପାଇଁ ‘ଅଭାଦା ଭାରତ ଉଦୟ ଯାତ୍ରା’ ଭୁବନେଶ୍ୱରରେ ପହଞ୍ଚିଲା

2026-05-25 11:29:15
15415
Share:
Facebook
Twitter
E-Mail
WhatsApp
Telegram
ସ୍ୱଚ୍ଛ ଶକ୍ତି ଗ୍ରହଣୀୟତା ଉପରେ ତୃଣମୂଳ ସ୍ତରରେ ସଚେତନତାକୁ ଆଗେଇ ନେବା ପାଇଁ ‘ଅଭାଦା ଭାରତ ଉଦୟ ଯାତ୍ରା’ ଭୁବନେଶ୍ୱରରେ ପହଞ୍ଚିଲା


ଭୁବନେଶ୍ୱର : ନବୀକରଣଯୋଗ୍ୟ ଶକ୍ତିକୁ ନେଇ ସଚେତନତା ତ୍ୱରାନ୍ୱିତ କରିବାକୁ ନିଜର ଦେଶବ୍ୟାପୀ ଯାତ୍ରାକୁ ଜାରି ରଖି ୧୭.୭ ଜିଡବ୍ଲୁ୍ୟପିରୁ ଅଧିକ ନବୀକରଣଯୋଗ୍ୟ ଶକ୍ତି ପୋର୍ଟଫୋଲିଓ ରହିଥିବା ଭାରତର ଅନ୍ୟତମ ଅଗ୍ରଣୀ ସମନ୍ୱିତ ଶକ୍ତି ରୂପାନ୍ତରଣକାରୀ ଗୋଷ୍ଠୀ ଅଭାଦା ଗ୍ରୁପ୍‌ ତାହାର ଅଗ୍ରଣୀ ପ୍ରୟାସ ‘ଆଭାଡା ଭାରତ ଉଦୟ ଯାତ୍ରା’ ଭୁବନେଶ୍ୱରକୁ ଆଣିଛି; ଯାହା ନାଗରିକବୃନ୍ଦ ଏବଂ ସ୍ଥାନୀୟ ସହଭାଗୀଙ୍କୁ ଦୀର୍ଘସ୍ଥାୟୀ ଶକ୍ତି ଓ ଜଳବାୟୁ-ସମ୍ବେଦନଶୀଳ ଜୀବନ ନିର୍ବାହକୁ କେନ୍ଦ୍ରକରି ଆଲୋଚନାରେ ନିୟୋଜିତ କରୁଛି ।

୨୦୨୬ ମେ ୮ ତାରିଖରେ ନଏଡାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ନବୀକରଣଯୋଗ୍ୟ ଶକ୍ତି ଓ ଦୀର୍ଘସ୍ଥାୟୀ ଜୀବନ ନିର୍ବାହକୁ ଆପଣୋଇବା ସମ୍ପର୍କରେ ତୃଣମୂଳ ସ୍ତରରେ ବୋଧଗମ୍ୟତାକୁ ସୁଦୃଢ କରିବା ଏବଂ ତାହାସହିତ ଏକ ସ୍ୱଚ୍ଛ ଓ ଅଧିକ ଆତ୍ମ- ନିର୍ଭରଶୀଳ ଶକ୍ତି ଭବିଷ୍ୟତ ଦିଗରେ ଭାରତର ରୂପାନ୍ତରଣକୁ ସମର୍ଥନ କରିବା ଲକ୍ଷ୍ୟରେ ଦେଶବ୍ୟାପୀ ସଚେତନତା ଅଭିଯାନ ଚଳାଉଛି ।

ସ୍ୱତନ୍ତ୍ର ଭାବରେ ଡିଜାଇନ କରାଯାଇଥିବା ଭ୍ୟାନ୍‌ ଏପର୍ଯ୍ୟନ୍ତ ଉତ୍ତର ପ୍ରଦେଶ, ଝାଡଖଣ୍ଡ ଏବଂ ଓଡ଼ିଶା ସମେତ ଚାରିଟି ରାଜ୍ୟ ଓ ଚାରିଟି ସହରରେ ପ୍ରାୟ ୨୦୧୦ କିଲୋମିଟର ଯାତ୍ରା କରିସାରିଛି । ଏହା ତଲ୍ଲୀନକାରୀ କ୍ଷେତ୍ରସ୍ତରୀୟ କାର୍ଯ୍ୟକଳାପ ଓ ସର୍ବସାଧାରଣ ନିୟୋଜନତା ପ୍ରୟାସସମୂହ ଜରିଆରେ ଜନସମୁଦାୟଙ୍କ ସହିତ ପ୍ରତ୍ୟକ୍ଷ ଭାବରେ ଯୋଡି ହେବା ଜାରି ରଖିଛି ।

ଏହି ପ୍ରୟାସ ସମ୍ପର୍କରେ ପ୍ରକାଶ କରି ଶ୍ରୀ ଭିନିତ ମିତ୍ତଲ, ଚେୟାରମ୍ୟାନ, ଅଭାଦା ଗ୍ରୁପ୍‌ କହିଥିଲେ, “ଏବେ ଭାରତରେ ସବୁଜ ଶକ୍ତିକୁ ଆପଣୋଇବା ପ୍ରକ୍ରିୟା ତ୍ୱରାନ୍ୱିତ କରିବା ସମୟ ଆସିଛି । ବୈଶ୍ୱିକ ଜୀବାଶ୍ମ ଇନ୍ଧନ ଏବଂ ଯୋଗାଣ ଶୃଙ୍ଖଳରେ ଯେଉଁ   ସମୟରେ ଭୂରାଜନୈତିକ ଅନିଶ୍ଚିତତା ଏବଂ ବ୍ୟାଘାତ ଶକ୍ତି ବଜାରଗୁଡିକୁ ପ୍ରଭାବିତ କରିବା ଲାଗିରହିଛି, ସେତେବେଳେ ସ୍ୱଚ୍ଛ ଶକ୍ତି ଆଡକୁ ଭାରତର ରୂପାନ୍ତରଣ କେବଳ ପରିବେଶଗତ ଅଗ୍ରାଧିକାରତା ନୁହେଁ, ବରଂ ଶକ୍ତି ନିରାପତ୍ତା ଓ ଆତ୍ମନିର୍ଭରଶୀଳତା ନିମନ୍ତେ ଏହା ଏକ ରଣକୋ÷ଶଳାତ୍ମକ ଅନିବାର୍ଯ୍ୟ ହୋଇପଡିଛି । ଏହି ଯାତ୍ରାରେ ଭାରତ ଏକ ନିର୍ଦ୍ଧାରଣକାରୀ ମୁହୂର୍ତ୍ତରେ ଛିଡାହୋଇଛି ଏବଂ ପରବର୍ତ୍ତୀ ପର୍ଯ୍ୟାୟ ନାଗରିକମାନଙ୍କ ଅଂଶଗ୍ରହଣ ଦ୍ୱାରା ଏହା ପରିଚାଳିତ ହେବାକୁ ପଡିବ । ଅଭାଦା ଭାରତ ଉଦୟ ଯାତ୍ରା ଜରିଆରେ ଆମେ ସ୍ୱଚ୍ଛ ଶକ୍ତିକୁ ଅଧିକ ସୁଲଭ୍ୟ, ସମ୍ପର୍କିତ ଏବଂ କାର୍ଯ୍ୟାନ୍ୱୟନଯୋଗ୍ୟ କରିବାକୁ ଲକ୍ଷ୍ୟ ରଖିଛୁ, ଯେଉଁଥିରେ ସଚେତନତାକୁ ଏକ ରାଷ୍ଟ୍ରବ୍ୟାପୀ ଆନେ୍ଦାଳନରେ ରୂପାନ୍ତରଣ କରାଯିବ ।”

ଭୁବନେଶ୍ୱରରେ ଏହା ଅଟକିବା ସମୟରେ ଏହି ଯାତ୍ରାରେ ନବୀକରଣଯୋଗ୍ୟ ଶକ୍ତି ଚିନ୍ତାଧାରାକୁ ସରଳ କରିବାକୁ ନୁକ୍କଡ ନାଟକ (ପଥପ୍ରାନ୍ତ ନାଟକ), ସ୍ୱଚ୍ଛ ଶକ୍ତିକୁ ନେଇ ରହିଥିବା ସାଧାରଣ ଭ୍ରାନ୍ତଧାରଣା ଦୂର କରିବାକୁ ଆନ୍ତଃକ୍ରିୟାଶୀଳ ସତ୍ୟ ଉନ୍ମୋଚନକାରୀ ଅଧିବେଶନ ଏବଂ ଏକ ଡିଜିଟାଲ ସ୍ୱଚ୍ଛ ଶପଥ ନେବାକୁ ନାଗରିକମାନଙ୍କ ପାଇଁ ସୁଯୋଗ ଯୋଗାଇଦେବା ସମେତ ଏକାଧିକ ନିୟୋଜନକାରୀ କାର୍ଯ୍ୟକଳାପ ଆୟୋଜନ କରାଯାଇଥିଲା, ଯାହା ଦୀର୍ଘସ୍ଥାୟୀ କାର୍ଯ୍ୟାଭ୍ୟାସ ଆଡକୁ ବ୍ୟକ୍ତିଗତ ପ୍ରତିବଦ୍ଧତାକୁ ଉତ୍ସାହିତ କରିଥିଲା ।

  ଭୁବନେଶ୍ୱରରେ ଏହାର ସଫଳ ନିୟୋଜନତା ପରେ ଯାତ୍ରା ରାୟପୁରକୁ ତାହାର ଦେଶବ୍ୟାପୀ ଯାତ୍ରା ଜାରି ରଖିବ ଏବଂ ସ୍ୱଚ୍ଛ ଶକ୍ତି ସଚେତନତା ଓ ଦୀର୍ଘସ୍ଥାୟୀ ଜୀବନ ନିର୍ବାହ ଉପରେ ଏହାର ପହଞ୍ଚକୁ ପୁନଃସମ୍ପ୍ରସାରିତ କରିବ ।

“ଅଭାଦା ଭାରତ ଉଦୟ ଯାତ୍ରା”ର ଅଂଶ ଭାବରେ ଦୁଇଟି ସ୍ୱତନ୍ତ୍ର ଭାବରେ ଡିଜାଇନ କରାଯାଇଥିବା ଭ୍ୟାନ୍‌ ୩୫ ଦିନରୁ ଅଧିକ କାଳ ଧରି ୯ଟି ରାଜ୍ୟ ଓ ୨୭ଟି ସହର ପରିଭ୍ରମଣ କରୁଛି, ଯାହା ସହରଗୁଡିକ ଓ ନାଗରିକମାନଙ୍କ ନିକଟରୁ ଦୀର୍ଘସ୍ଥାୟୀତାର ବାର୍ତ୍ତା ବହନ କରୁଛି ।

ଅଭାଦା ଗ୍ରୁପ୍‌ର ନବୀକରଣଯୋଗ୍ୟ ଶକ୍ତି ପୋର୍ଟଫୋଲିଓ ୧୭.୭ ଜିଡବ୍ଲୁ୍ୟପିକୁ ଅତିକ୍ରମ କରିସାରିଛି, ଯେଉଁଥିରେ ସମଗ୍ର ଦେଶରେ ୭.୨ ଜିଡବ୍ଲୁ୍ୟପିରୁ ଅଧିକ କାର୍ଯ୍ୟକ୍ଷମ କ୍ଷମତା ଏବଂ ପ୍ରାୟ ୧୦.୫ ଜିଡବ୍ଲୁ୍ୟପି କ୍ଷମତା ନିର୍ମାଣାଧୀନ ରହିଛି । କମ୍ପାନୀ ଆର୍ଥିକ ବର୍ଷ ୨୦୨୫-୨୬ରେ ୨ ଜିଡବ୍ଲୁ୍ୟପିରୁ ଅଧିକ କ୍ଷମତା ଯୋଗକରିଛି, ଯାହା ମଜଭୁତ କାର୍ଯ୍ୟକାରିତାଗତ କ୍ଷମତା ଏବଂ ଦୀର୍ଘସ୍ଥାୟୀ ଅଭିବୃଦ୍ଧି ଗତିଶୀଳତାକୁ ପ୍ରତିଫଳିତ କରୁଛି । ଏହାର ବ୍ୟବସାୟଗୁଡିକ ମଧ୍ୟରେ ନବୀକରଣଯୋଗ୍ୟ ଶକ୍ତି ଉତ୍ପାଦନ, ସୋଲାର ପିଭି ଉତ୍ପାଦନ, ସବୁଜ ଉଦ୍‌ଯାନ ଏବଂ ତାହାର ଡେରିଭେଟିଭ୍‌ସ୍‌ (ଗ୍ରୀନ ଆମୋନିଆ ଓ ଗ୍ରୀନ୍‌ ମେଥାନଲ୍‌ ସମେତ), ସବୁଜ ଡାଟା ସେଣ୍ଟର, ପମ୍ପଡ୍‌ ଷ୍ଟୋରେଜ ପ୍ରକଳ୍ପସମୂହ ଏବଂ ଶକ୍ତି ମହଜୁଦ ସମାଧାନଗୁଡିକ ଅନ୍ତର୍ଭୁକ୍ତ ।

‘ଅଭାଦା ଗ୍ରୀନ୍‌ ଫୁଏଲ୍ସ’ ସମ୍ପ୍ରତି ତାହାର ବାର୍ଷିକ ୦.୫ ନିୟୁତ ଟନ୍‌ କ୍ଷମତା (ଏମ୍‌ଟିପିଏ) ବିଶିଷ୍ଟ ପ୍ରଥମ ଗ୍ରୀନ୍‌ ଆମୋନିଆ ପ୍ରକଳ୍ପ ଓଡ଼ିଶାରେ ବିକାଶ ସାଧନ କରୁଛି ଯେଉଁଥିରେ ବିପୁଳ ନବୀକରଣଯୋଗ୍ୟ ଶକ୍ତି ସଂପୃକ୍ତ ରହିଛି । ଆଭାଡା ଏହି ପ୍ରକଳ୍ପ ନିମନ୍ତେ ଭାରତର ପ୍ରଥମ ଡିଜାଇନ- ଷ୍ଟେଜ୍‌ ପ୍ରମାଣନ ହାସଲ କରିସାରିଛି । ୟୁରୋପୀୟ ପ୍ରମାଣନକାରୀ ସଂସ୍ଥା ଟିୟୁଭି ରେନ୍‌ଲାଣ୍ଡ୍‌ ଏହି ପ୍ରକଳ୍ପକୁ ତାହାର ଡିଜାଇନ ପର୍ଯ୍ୟାୟରେ ପ୍ରମାଣପତ୍ର ପ୍ରଦାନ କରିସାରିଛି, ଯାହାର କାର୍ବନ ଇଣ୍ଟେନ୍‌ସିଟି ଉଭୟ ୟୁରୋପୀୟ ୟୁନିଅନ୍‌ ଏବଂ ଭାରତ ଦ୍ୱାରା ସବୁଜ ଉଦ୍‌ଯାନ ଉତ୍ପାଦନ ନିମନ୍ତେ ଧାର୍ଯ୍ୟ ମାନକ ଠାରୁ କମ୍‌ ରହିବା ଆକଳନ କରାଯାଇଛି ।

Powered by Froala Editor

Tags Avaada Bharat Uday Yatra

Related articles Odisha News Lens 4.1

  •  ଯିଏ ଦୋଷୀ ତାକୁ ସେହି ସ୍ଥାନକୁ ନେଇ କେତନଙ୍କ ପରି ମୃତ୍ୟୁ ଦିଆଯାଉ: ସିଆଙ୍କ ମାଆ
    ଦେଶ-ଦେଶାନ୍ତର

    ଯିଏ ଦୋଷୀ ତାକୁ ସେହି ସ୍ଥାନକୁ ନେଇ କେତନଙ୍କ ପରି ମୃତ୍ୟୁ ଦିଆଯାଉ: ସିଆଙ୍କ ମାଆ

    13738
    Jun 27, 2026
  • ଯଦି ମୋ ଝିଅ କେତନକୁ ମାରିଛି, ତାକୁ ବି ଦୁର୍ଗରୁ ଫିଙ୍ଗିଦିଅ
    ଅପରାଧ

    ଯଦି ମୋ ଝିଅ କେତନକୁ ମାରିଛି, ତାକୁ ବି ଦୁର୍ଗରୁ ଫିଙ୍ଗିଦିଅ

    15596
    Jun 26, 2026
  • ୧ ରୁ ପାସପୋର୍ଟ ଦେୟ ମହଙ୍ଗା
    ଦେଶ-ଦେଶାନ୍ତର

    ୧ ରୁ ପାସପୋର୍ଟ ଦେୟ ମହଙ୍ଗା

    15291
    Jun 26, 2026
  • ପୁଷ୍କରା, ମାଇଁ ସୁଇଟ୍‌ ହାଉସ୍‌ ୱାଇଫ୍‌ ଶ୍ରେଷ୍ଠ ଚଳଚ୍ଚିତ୍ର
    ମନୋରଞ୍ଜନ

    ପୁଷ୍କରା, ମାଇଁ ସୁଇଟ୍‌ ହାଉସ୍‌ ୱାଇଫ୍‌ ଶ୍ରେଷ୍ଠ ଚଳଚ୍ଚିତ୍ର

    15622
    Jun 26, 2026
  • ଅଯୋଧ୍ୟାରେ ରାମ ମନ୍ଦିର ଦାନ ଅର୍ଥ ହେରଫେର ଅଭିଯୋଗ ମାମଲା: ୮ ଜଣଙ୍କ ନାଁରେ ଏଫଆଇଆର
    ଦେଶ-ଦେଶାନ୍ତର

    ଅଯୋଧ୍ୟାରେ ରାମ ମନ୍ଦିର ଦାନ ଅର୍ଥ ହେରଫେର ଅଭିଯୋଗ ମାମଲା: ୮ ଜଣଙ୍କ ନାଁରେ ଏଫଆଇଆର

    14323
    Jun 26, 2026
  • ଏହି ଖାଦ୍ୟ ଖାଇଲେ ହେବ ଭଲ ନିଦ
    ବିଶେଷ

    ଏହି ଖାଦ୍ୟ ଖାଇଲେ ହେବ ଭଲ ନିଦ

    15395
    Jun 26, 2026
  • କେତନ ଚନ୍ଦା ଥିଲେ, ସିୟାଙ୍କୁ ଏହା ପସନ୍ଦ ନଥିଲା
    ଦେଶ-ଦେଶାନ୍ତର

    କେତନ ଚନ୍ଦା ଥିଲେ, ସିୟାଙ୍କୁ ଏହା ପସନ୍ଦ ନଥିଲା

    15181
    Jun 26, 2026
  • ସଙ୍କଟ ସମୟରେ ଠିଆ ହେଉଛୁ, ସମସ୍ତ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛୁ: ମୋଦି
    ଦେଶ-ଦେଶାନ୍ତର

    ସଙ୍କଟ ସମୟରେ ଠିଆ ହେଉଛୁ, ସମସ୍ତ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛୁ: ମୋଦି

    15176
    Jun 25, 2026
  • ବିଶ୍ୱାସଘାତକଙ୍କ ପାଇଁ କୌଣସି କ୍ଷମା ନାହିଁ: ମମତା
    ଦେଶ-ଦେଶାନ୍ତର

    ବିଶ୍ୱାସଘାତକଙ୍କ ପାଇଁ କୌଣସି କ୍ଷମା ନାହିଁ: ମମତା

    15428
    Jun 27, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସଙ୍କଟ ସମୟରେ ଠିଆ ହେଉଛୁ, ସମସ୍ତ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛୁ: ମୋଦି

    15176
    Jun 25, 2026
  • ଦେଶ-ଦେଶାନ୍ତର

    ଯିଏ ଦୋଷୀ ତାକୁ ସେହି ସ୍ଥାନକୁ ନେଇ କେତନଙ୍କ ପରି ମୃତ୍ୟୁ ଦିଆଯାଉ: ସିଆଙ୍କ ମାଆ

    13738
    Jun 27, 2026
  • ଦେଶ-ଦେଶାନ୍ତର

    ରାମଗଡ଼ରେ ହୃଦୟବିଦାରକ ସଡ଼କ ଦୁର୍ଘଟଣା : ୭ ମୃତ

    15019
    Jun 26, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16952
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17565
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17616
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18013
    Sep 06, 2023

ବିଶେଷ

  • ଏହି ଖାଦ୍ୟ ଖାଇଲେ ହେବ ଭଲ ନିଦ

    15395
    Jun 26, 2026
  • ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କଖାରୁ ଫୁଲ, ମିଳିବ ଏହି ଫାଇଦା

    15476
    Jun 24, 2026
  • ଇଣ୍ଡକସନରେ ଖାଦ୍ୟ ରୋଷେଇ କରୁଥିଲେ ଏହିସବୁକୁ ଦିଅନ୍ତୁ ଧ୍ୟାନ

    15254
    Jun 22, 2026
  • ରାତିରେ ଶୋଇବା ପୂର୍ବରୁ ଗାଧୋଇଲେ ମିଳିଥାଏ ଏହିସବୁ ଲାଭ

    15083
    Jun 21, 2026
  • ମସ୍ତିଷ୍କକୁ ବୟସ୍କ କରିଦିଏ ରାଗ

    15698
    Jun 20, 2026

ବାଣିଜ୍ୟ

ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

ମୁମ୍ବାଇ, ଭାରତ । ଜୁନ ୧୬, ୨୦୨୬: ଭାରତରେ ଫିଟ୍‌ନେସ୍‌ ଉପକରଣର ସ୍ୱୟଂଚାଳିତ ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନୀ ଜେରାଇ ଫିଟ୍‌ନେସ୍‌ ଲିମିଟେଡ ରିବକ୍‌କୁ ଏହାର ପଣ୍ୟଦ୍ରବ୍ୟ ଓ ...

  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13790
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14884
    Apr 01, 2026
  • ସୁନା୬,୭୦୦ ଟଙ୍କା କମିଲା

    15497
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15252
    Mar 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ରାମଗଡ଼ରେ ହୃଦୟବିଦାରକ ସଡ଼କ ଦୁର୍ଘଟଣା : ୭ ମୃତ

    15019
    Jun 26, 2026
  • ୧ ରୁ ପାସପୋର୍ଟ ଦେୟ ମହଙ୍ଗା

    15291
    Jun 26, 2026
  • ଏହି ଖାଦ୍ୟ ଖାଇଲେ ହେବ ଭଲ ନିଦ

    15395
    Jun 26, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In