ଟ୍ରେନ୍ ବଗି ଉପରେ ଚଢ଼ି ଫଟୋ ଉଠାଉଥିବା ବେଳେ ଜଳିଗଲେ ଯୁବକ
ଭୁବନେଶ୍ୱର : ରିଲ୍ସ ହେଲା କାଳ। ଟ୍ରେନ୍ ବଗି ଉପରେ ଚଢ଼ି ଫଟୋ ଉଠାଉଥିଲା ବେଳେ ଜଳିଗଲେ ଯୁବକ। ଭୁବନେଶ୍ୱର ମଞ୍ଚେଶ୍ୱର ରେଳଷ୍ଟେସନରେ ଘଟିଛି ଏହି ଘଟଣା।
ଯୁବକ ଜଣକ ରାଜସ୍ଥାନ ରୁ କଟକ ଟ୍ରେନିଂ ପାଇଁ ଆସିଥିଲେ। ଆହତ ଯୁବକଙ୍କୁ ଚିକିତ୍ସା ପାଇଁ ପ୍ରଥମେ ରେଲୱେ ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି।
Powered by Froala Editor