ନିଶା ବେପାରୀଙ୍କୁ ଆକ୍ରମଣ
ଭୁବନେଶ୍ୱର : ପୁଣି ରାଜଧାନୀରେ ଦେଖାଗଲା ଦୁର୍ବୃତ୍ତଙ୍କ ଆତଙ୍କରାଜ। କେଦାରପଲ୍ଲୀ ବସ୍ତିରେ ବୁଲିଲା ଖଣ୍ଡା। ଏଥିରେ ୪ ଜଣ ଆହତ ହୋଇଛନ୍ତି। ନିଶା କାରବାରକୁ ନେଇ ନିଶା ବେପାରୀଙ୍କ ଆକ୍ରମଣ କାରଣରୁ ଏଭଳି ଘଟିଛି ବୋଲି କୁହାଯାଉଛି। ୪ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Powered by Froala Editor