କିଏ କେଉଁଠି ଆଗରେ ଜାଣନ୍ତୁ
ନୂଆଦିଲ୍ଲୀ : ଆସାମରେ ୧୨୬/୧୨୬ ଆସନ ମଧ୍ୟରେ ବିଜେପି ୯୮, କଂଗ୍ରେସ ୨୬ ଓ ଅନ୍ୟାନ୍ୟ ୦୨ ଆସନ ହାତେଇଛନ୍ତି।
ତାମିଲନାଡୁରେ ୨୩୪/୨୩୪ ଆସନ ମଧ୍ୟରେ ଡିଏମକେ ୬୧, ଏଆଇଏଡିଏମକେ ୬୩, ଟିଭିକେ ୧୧୦। ତାମିଲନାଡୁରେ ଟିଭିକେ ମ୍ୟାଜିକ୍ ଦେଖାଇଛି।
ପଶ୍ଚିମବଙ୍ଗରେ ୨୯୩/୨୯୩
ବିଜେପି ୧୯୨ ଟିଏମସି ୯୬, ଅନ୍ୟାନ୍ୟ ୦୫
କେରଳରେ ୧୪୦/୧୪୦ ଏଲଡିଏଫ ୩୬, ୟୁଡିଏଫ ୯୯, ବିଜେପି ୦୨।
ଆସାମରେ ୧୨୬/୧୨୬ ବିଜେପି ୯୮, କଂଗ୍ରେସ ୨୬, ଅନ୍ୟାନ୍ୟ ୦୨।
ପୁଡୁଚେରୀରେ ୨୯/୩୦
ଏନଆରସି ୧୫, କଂଗ୍ରେସ ୧୧, ଅନ୍ୟାନ୍ୟ ୦୩।
ଆସାମରେ ପୁଣି ବିଜେପି ସରକାର। ବହୁ ପଛରେ ପଡ଼ିଛି ପ୍ରତିଦ୍ୱନ୍ଦୀ କଂଗ୍ରେସ।
Powered by Froala Editor