Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, May 23, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆଫଗାନିସ୍ତାନରେ ଶିଶୁ ଟୀକାକରଣ ...

  • ୧୦ଟି ରାଜ୍ୟର ୨୪ଟି ରାଜ୍ୟସଭା ଆସନ ପାଇଁ ...

  • ରାସନକାର୍ଡକୁ ନେଇ ଆସିଲା ନୂଆ ନିୟମ, ...

  • NEET ପେପର୍ ଲିକ, ପୁଅ ପାଇଁ ପ୍ରଶ୍ନପତ୍ର ...

  • ଜୁନ୍ ୧୮ରେ ୨୪ଟି ରାଜ୍ୟସଭା ଆସନ ପାଇଁ ...

  • କାର୍ଯ୍ୟାନୁଷ୍ଠାନ ପରେ ନୂଆ ଆକାଉଣ୍ଟ ସହ ...

  • ଲୋ ବ୍ଲଡପ୍ରେସର ସମସ୍ୟା ଥିଲେ ଖାଆନ୍ତୁ ...

  • ବେଙ୍ଗାଲୁରୁ ବିମାନବନ୍ଦରରେ ଟଳିଲା ବଡ଼ ...

  • ଝିଅକୁ ହତ୍ୟା କରି ଖଣ୍ଡ ଖଣ୍ଡ କଲା ବାପା

  • ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ...

Home ›› ››ସୁଧୀର ପାତ୍ର ହତ୍ୟା ଘଟଣା: ବାଘୁଆ ଡ୍ୟାମରେ ବନ୍ଧୁକ ଖୋଜାଖୋଜି ଜାରି ରଖିଛି ଅଗ୍ନିଶମ ବିଭାଗ

ସୁଧୀର ପାତ୍ର ହତ୍ୟା ଘଟଣା: ବାଘୁଆ ଡ୍ୟାମରେ ବନ୍ଧୁକ ଖୋଜାଖୋଜି ଜାରି ରଖିଛି ଅଗ୍ନିଶମ ବିଭାଗ

2026-04-27 10:07:35
14884
Share:
Facebook
Twitter
E-Mail
WhatsApp
Telegram
ସୁଧୀର ପାତ୍ର ହତ୍ୟା ଘଟଣା: ବାଘୁଆ ଡ୍ୟାମରେ ବନ୍ଧୁକ ଖୋଜାଖୋଜି ଜାରି ରଖିଛି ଅଗ୍ନିଶମ ବିଭାଗ

ଗୋପାଳପୁର : ଗୋପାଳପୁର ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣା। ଭାଇରାଲ୍‌ ଭିଡିଓରେ ବ୍ୟବହୃତ ବନ୍ଧୁକକୁ ଖୋଜିବା ପ୍ରକ୍ରିୟା ଜାରି ରହିଛି। ବାଘୁଆ ଡ୍ୟାମ୍ ଭିତରେ ଅଗ୍ନିଶମଟିମ୍ ବନ୍ଧୁକ ଖୋଜାଖୋଜି ଜାରି ରଖିଛି। କ୍ରାଇମସିନ୍ ରିକ୍ରିଏସନ୍ ବେଳେ ମାନିଛନ୍ତି ଅଭିଯୁକ୍ତ ନାରାୟଣ ଓ ଆଶିଷ। ସେପଟେ ପୁଲିସ୍‌ ଏହି ଘଟଣାରେ ଗିରଫ କରିଥିବା ୯ ଜଣଙ୍କୁ ରିମାଣ୍ଡରେ ନେଇ ଅଧିକ ତଦନ୍ତ କରୁଛି। ରିମାଣ୍ଡରେ ଥିବା କାଳୁ ପ୍ରଧାନ ଏବଂ ସୂର୍ଯ୍ୟପ୍ରତାପ ଙ୍କୁ ନେଇ ପୁଲିସ୍‌ ପ୍ରଥମେ ଭାବି ନାରାୟଣପୁର ଗାଁର ଭଲିବଲ କୋର୍ଟ ନିକଟକୁ ନେଇ କ୍ରାଇମ ସିନ ରିକ୍ରିଏସନ କରିଥିଲା।  ସେଠାରେ ସେମାନେ କିଭଳି ସୁଧୀରଙ୍କ ପିଛା କରିବା ସହିତ ତାଙ୍କୁ ବୋଲେରୋ ପଛ ଗେଟ ଖୋଲି କିଭଳି ଅପହରଣ କରିଥିଲେ ତାହାର ଡେମୋ ଦେଖାଇଥିଲେ।

ଏହାପରେ ଅଭିଯୁକ୍ତ ଆଶିଷ ମହାପାତ୍ର ସୂର୍ଯ୍ୟପ୍ରତାପ ସିଂ ଏବଂ ନାରାୟଣ ପ୍ରଧାନଙ୍କୁ ବୁଗୁଡ଼ା ରାମପାଦ ନିକଟ କିରିଆମ୍ବା ଜଙ୍ଗଲକୁ ନେଇ ପୁଲିସ୍‌ କ୍ରାଇମ ସିନ ରିକ୍ରିଏସନ କରାଇଥିଲା। ଘଟଣାର ଗୋଟିଏ ଦିନ ପୂର୍ବରୁ ସ୍ଥାନୀୟ ଅଂଚଳର ଆଶିଷ ଏବଂ ନାରାୟଣ ସ୍ଥାନ ଚି଼ହ୍ନଟ କରିଥିବା ଜଣା ପଡିଥିଲା। ଅପହରଣ ଦିନ ବିଳମ୍ବିତ ରାତିରେ ସୁଧୀରକୁ ଧରି ନେଇ ରାମପାଦ ଜଙ୍ଗଲରେ ପହଞ୍ଚିଥିଲେ ଅପହରଣକାରୀ।  ସେଠାରେ ସୁଧୀରଙ୍କୁ ଶାରୀରିକ ନିର୍ଯ୍ୟାତନା ଦିଆଯାଇଥିଲା। ଫଳରେ ସୁଧୀରଙ୍କ ମୃତ୍ୟୁ ଘଟିଥିଲା ବୋଲି ସିନ ରିକ୍ରିଏସନରେ କହିଛନ୍ତି ୩ ଅଭିଯୁକ୍ତ।

ଏହି ଘଟଣା ପରେ ଅଭିଯୁକ୍ତ ମାନେ ସୁଧୀରଙ୍କ ମୃତ ଶରୀରକୁ ନେଇ ଜଗନ୍ନାଥପ୍ରସାଦ-ସୋରଡ଼ା ରାସ୍ତା ଦେଇ ଗାଜଲବାଡ଼ି ଜଙ୍ଗଲରେ ଫୋଫାଡ଼ି ଦେଇ ଦାରିଙ୍ଗବାଡି ଆଡକୁ ଚାଲି ଯାଇଥିଲେ।  ଏପଟେ ରାମପାଦ ଜଙ୍ଗଲରୁ ଆଶିଷ ଏବଂ ନାରାୟଣ ଫେରାର ହୋଇଯାଇଥିଲେ । ସେମାନେ ଧରିଥିବା ବନ୍ଧୁକକୁ ବୁଗୁଡ଼ା ବାଘୁଆ ଜଳଭଣ୍ଡାରରେ ଫୋଫାଡ଼ି ଦେଇ ଚାଲିଯାଇଥିଲେ।

Powered by Froala Editor

Tags Sudhir patra murder case

Related articles Odisha News Lens 4.1

  • ଲୋ ବ୍ଲଡପ୍ରେସର ସମସ୍ୟା ଥିଲେ ଖାଆନ୍ତୁ ମିଶ୍ରି
    ବିଶେଷ

    ଲୋ ବ୍ଲଡପ୍ରେସର ସମସ୍ୟା ଥିଲେ ଖାଆନ୍ତୁ ମିଶ୍ରି

    14619
    May 21, 2026
  • NEET ପେପର୍ ଲିକ, ପୁଅ ପାଇଁ ପ୍ରଶ୍ନପତ୍ର କିଣିଥିଲେ ଡାକ୍ତର
    ଦେଶ-ଦେଶାନ୍ତର

    NEET ପେପର୍ ଲିକ, ପୁଅ ପାଇଁ ପ୍ରଶ୍ନପତ୍ର କିଣିଥିଲେ ଡାକ୍ତର

    14801
    May 22, 2026
  • ବେଙ୍ଗାଲୁରୁ ବିମାନବନ୍ଦରରେ ଟଳିଲା ବଡ଼ ଦୁର୍ଘଟଣା, ୧୮୧ ଯାତ୍ରୀ ସୁରକ୍ଷିତ
    ଦେଶ-ଦେଶାନ୍ତର

    ବେଙ୍ଗାଲୁରୁ ବିମାନବନ୍ଦରରେ ଟଳିଲା ବଡ଼ ଦୁର୍ଘଟଣା, ୧୮୧ ଯାତ୍ରୀ ସୁରକ୍ଷିତ

    13674
    May 21, 2026
  • ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହମଜା ବୁରହାନକୁ ଗୁଳି କରି ହତ୍ୟା
    ଦେଶ-ଦେଶାନ୍ତର

    ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହମଜା ବୁରହାନକୁ ଗୁଳି କରି ହତ୍ୟା

    14045
    May 21, 2026
  • ଝିଅକୁ ହତ୍ୟା କରି ଖଣ୍ଡ ଖଣ୍ଡ କଲା ବାପା
    ଦେଶ-ଦେଶାନ୍ତର

    ଝିଅକୁ ହତ୍ୟା କରି ଖଣ୍ଡ ଖଣ୍ଡ କଲା ବାପା

    13762
    May 21, 2026
  • ୧୦ଟି ରାଜ୍ୟର ୨୪ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ
    ଦେଶ-ଦେଶାନ୍ତର

    ୧୦ଟି ରାଜ୍ୟର ୨୪ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ

    15260
    May 22, 2026
  • ରାସନକାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣନ୍ତୁ କ’ଣ ?
    ଦେଶ-ଦେଶାନ୍ତର

    ରାସନକାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣନ୍ତୁ କ’ଣ ?

    13937
    May 22, 2026
  • ଜୁନ୍ ୧୮ରେ ୨୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ
    ଦେଶ-ଦେଶାନ୍ତର

    ଜୁନ୍ ୧୮ରେ ୨୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ

    13583
    May 22, 2026
  •  ଆଫଗାନିସ୍ତାନରେ ଶିଶୁ ଟୀକାକରଣ କାର୍ଯ୍ୟକ୍ରମକୁ ବୃଦ୍ଧି କରିବା ପାଇଁ ୨୦ଟନ୍ ...
    ଦେଶ-ଦେଶାନ୍ତର

    ଆଫଗାନିସ୍ତାନରେ ଶିଶୁ ଟୀକାକରଣ କାର୍ଯ୍ୟକ୍ରମକୁ ବୃଦ୍ଧି କରିବା ପାଇଁ ୨୦ଟନ୍ ...

    13867
    May 22, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଲୋ ବ୍ଲଡପ୍ରେସର ସମସ୍ୟା ଥିଲେ ଖାଆନ୍ତୁ ମିଶ୍ରି

    14619
    May 21, 2026
  • ଦେଶ-ଦେଶାନ୍ତର

    ଜୁନ୍ ୧୮ରେ ୨୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ

    13583
    May 22, 2026
  • ଦେଶ-ଦେଶାନ୍ତର

    ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହମଜା ବୁରହାନକୁ ଗୁଳି କରି ହତ୍ୟା

    14045
    May 21, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16873
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17488
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17539
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17924
    Sep 06, 2023

ବିଶେଷ

  • ଲୋ ବ୍ଲଡପ୍ରେସର ସମସ୍ୟା ଥିଲେ ଖାଆନ୍ତୁ ମିଶ୍ରି

    14619
    May 21, 2026
  • ଅନ୍ଧାରକଣା ସମସ୍ୟା ଥିବା ବ୍ୟକ୍ତି ନିୟମିତ ଖାଆନ୍ତୁ କଖାରୁ ଫୁଲ

    14324
    May 20, 2026
  • ପିଲାମାନେ ଖାଇବା ସମୟରେ ଏଭଳି ବାରମ୍ବାର କରୁଥିଲେ ଜାଣନ୍ତୁ କଣ କରିବେ?

    14448
    May 18, 2026
  • ଆଲୁମିନିୟମ ବାସନକୁସନର ବହୁଳ ବ୍ୟବହାର ହେଲେ କଣ ହୋଇଥାଏ ଜାଣନ୍ତୁ....

    15510
    May 17, 2026
  • ଝିଟିପିଟିକୁ ଦୂର କରିବାକୁ ଚାହାଁନ୍ତି କି, ଆପଣାନ୍ତୁ ଏହି ଉପାୟ.....

    15125
    May 15, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15414
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15155
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15647
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13977
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • କାର୍ଯ୍ୟାନୁଷ୍ଠାନ ପରେ ନୂଆ ଆକାଉଣ୍ଟ ସହ ଫେରିଲା ‘କକ୍‌ରୋଚ ଜନତା ପାର୍ଟି’

    13414
    May 22, 2026
  • ଲୋ ବ୍ଲଡପ୍ରେସର ସମସ୍ୟା ଥିଲେ ଖାଆନ୍ତୁ ମିଶ୍ରି

    14619
    May 21, 2026
  • ଝିଅକୁ ହତ୍ୟା କରି ଖଣ୍ଡ ଖଣ୍ଡ କଲା ବାପା

    13762
    May 21, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In