ଆଜି ସାମାନ୍ୟ କମିଛି ସୁନାଦର
ଭୁବନେଶ୍ୱର : ସୁନା ଦର କମ୍ ହେଲେ ଲୋକେ ଆଶ୍ୱସ୍ତି ହୁଅନ୍ତି। ତେବେ ଗତକାଲି ୧ ହଜାରରୁ ଅଧିକ ଟଙ୍କା କମ୍ ହୋଇଥିବା ବେଳେ ଆଜି ଦର ସାମାନ୍ୟ କମ୍ ହୋଇଛି। ଶୁକ୍ରବାର ଅର୍ଥାତ୍ ଏପ୍ରିଲ ୨୪ରେ ପୁଣି କମିଛି ସୁନା ଦର। ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ୧,୫୩,୫୪୦ ଟଙ୍କା। ଗତକାଲି ୧,୫୩,୫୫୦ ଟଙ୍କା ଥିଲା। ଏଥିରେ ୧୦ ଟଙ୍କା ହ୍ରାସ ହୋଇଛି।
୨୨ କ୍ୟାରେଟ ୧୦ ଗ୍ରାମ୍ ସୁନା ଦାମ୍ ୧,୪୦,୭୪୦ ଟଙ୍କା ରହିଛି। ଗତକାଲି ୧,୪୦,୭୫୦ ଟଙ୍କା ଥିଲା।
୧୮ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୧୫,୧୫୦ ଟଙ୍କା ରହିଛି। ଗତକାଲି ୧,୧୫,୧୬୦ ଟଙ୍କା ଥିଲା।
Powered by Froala Editor