Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, May 06, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କେମିତି ଦୂର କରିବେ ଟେନ୍‌ସନ୍‌

  • ପଶ୍ଚିମବଙ୍ଗରେ ମେ ୯ ରେ ଅନୁଷ୍ଠିତ ହେବ ...

  • ଜବତ ହେଲା ୪୪ ଲକ୍ଷରୁ ଅଧିକ ମୂଲ୍ୟର ...

  • ଆକ୍ରମଣ କଲେ ଇରାନକୁ ପୃଥିବୀରୁ ...

  • ରଚିତଙ୍କ ହାତ ଧରିବେ ହୁମା

  • ଥାଲାପତିଙ୍କ ବିଜୟରେ ତ୍ରିଶାଙ୍କ ଲକ୍

  • ଜାମିନ ପାଇଁ ଅପମାନଜନକ ସର୍ତ୍ତ, ଭର୍ତ୍ସନା ...

  • ବିଜୟଙ୍କ ଆଡ଼କୁ କଂଗ୍ରେସ ‘ହାତ’, ...

  • ୯ରେ ପଶ୍ଚିମବଙ୍ଗରେ ଶପଥ ଗ୍ରହଣ, ...

  • କିଏ କେଉଁଠି ଆଗରେ ଜାଣନ୍ତୁ

ବିଶେଷ
Home ›› ବିଶେଷ ››ଅମ୍ଲଜାନ ସ୍ତର କମିଲେ ଶରୀରରେ ଦେଖାଯାଏ ଏହିସବୁ ଲକ୍ଷଣ

ଅମ୍ଲଜାନ ସ୍ତର କମିଲେ ଶରୀରରେ ଦେଖାଯାଏ ଏହିସବୁ ଲକ୍ଷଣ

2021-07-28 04:44:22
14899
Share:
Facebook
Twitter
E-Mail
WhatsApp
Telegram
ଅମ୍ଲଜାନ ସ୍ତର କମିଲେ ଶରୀରରେ ଦେଖାଯାଏ ଏହିସବୁ ଲକ୍ଷଣ


ଦେଶରେ କରୋନା ମହାମାରୀ ତାଣ୍ଡବ ରଚୁଛି। ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକମାନେ ସବୁ ପ୍ରକାରର ଚେଷ୍ଟା କରୁଛନ୍ତି। କିନ୍ତୁ ଏହା ସତ୍ତ୍ୱେ ବି ଲୋକମାନେ କରୋନାର କୋପରୁ ରକ୍ଷା ପାଇପାରୁନାାଁନ୍ତି। କରୋନାର ଏହି ଦ୍ୱିତୀୟ ଲହରରେ ଭେଣ୍ଟିଲେଟର ଅପେକ୍ଷା ରୋଗୀମାନେ ଅଧିକ ଅମ୍ଳଜାନ ଆବଶ୍ୟକ କରୁଛନ୍ତି।  ହେଲେ ଡାକ୍ତରଖାନାରେ ଅମ୍ଳଜାନ ଅଭାବ ସହ ଶଯ୍ୟା, ଡାକ୍ତର ଏବଂ କର୍ମଚାରୀଙ୍କ ଅଭାବ ହେତୁ ପ୍ରତିଦିନ ହଜାର ହଜାର ଲୋକଙ୍କର ମୃତ୍ୟୁ ହେଉଛି।

ଏଭଳି ପରିସ୍ଥିତିରେ ହୋମ ଆଇଶୋଲେଶନରେ ଥିବା ରୋଗୀଙ୍କ ପାଇଁ ବିପଦ ଅଧିକ ରହିଛି। ଘରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ପାଇଁ ଶରୀରରେ କମ୍ ଅମ୍ଳଜାନ ସ୍ତରର ଲକ୍ଷଣ କ’ଣ ଏବଂ କେତେବେଳେ  ଡାକ୍ତରଖାନା ଯିବା ଆବଶ୍ୟକ ତାହା ଜାଣିବା ନିହାତି ଜରୁରୀ ଅଟେ। ତେବେ ଆସନ୍ତୁ ଜାଣିବା ଅମ୍ଳଜାନ ହ୍ରାସ ହେବାର ଲକ୍ଷଣ କ’ଣ ଏବଂ ଯଦି ଏହା ଘଟେ ତେବେ କ’ଣ କରିବେ।

ଲକ୍ଷଣ:

ନିଶ୍ୱାସ-ପ୍ରଶ୍ୱାସରେ କଷ୍ଟ ହେବା: ଶରୀରରେ ହଠାତ୍ ଅମ୍ଳଜାନ ସ୍ତର କମିଗଲେ କରୋନା ରୋଗୀଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହୁଏ। ରୋଗୀ ଛାତିରେ  ଯନ୍ତ୍ରଣା, ଲଗାତାର କାଶ ଓ ଅଣନିଶ୍ୱାସୀ ଲାଗିବା ଓ ପ୍ରବଳ ମୁଣ୍ଡବିନ୍ଧା ଅନୁଭବ କରନ୍ତି। ତେବେ ଯଦି କରୋନା ରୋଗୀଙ୍କ ଠାରେ ଏଭଳି ଲକ୍ଷଣ ଦେଖାଯାଏ, ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ଏବଂ ଯଥାଶୀଘ୍ର ତାଙ୍କୁ ଡାକ୍ତରଖାନାରେ କରାନ୍ତୁ।

ଚେହେରା ନୀଳ ପଡ଼ିଯିବା: ଯଦି ଶରୀରରେ ଅମ୍ଳଜାନର ଅଭାବ ଥାଏ, ତେବେ ରୋଗୀଙ୍କ ଚେହେରାର ରଙ୍ଗ ନୀଳ ହେବାକୁ ଲାଗେ ଏବଂ ଓଠ ମଧ୍ୟ ନୀଳ ହୋଇଯାଏ। ଏହାକୁ ସିଆନୋସିସ୍ ର ଲକ୍ଷଣ ବି କୁହାଯାଏ। ବାସ୍ତବରେ ସୁସ୍ଥ ଅମ୍ଳଜାନଯୁକ୍ତ ରକ୍ତ ହେତୁ ଆମ ଚର୍ମ ଲାଲ କିମ୍ବା ଗୋଲାପୀ ଦେଖାଯାଏ। କିନ୍ତୁ ଯେତେବେଳେ ଶରୀର ଅମ୍ଳଜାନ ହରାଇବାକୁ ଲାଗେ, ସେତେବେଳେ ଏହିପରି ଲକ୍ଷଣ ଦେଖାଯାଏ।

କ’ଣ କରିବେ:

ଅମ୍ଳଜାନ ସ୍ତର ଯାଞ୍ଚ କରନ୍ତୁ: ଦିଲ୍ଲୀ ଇଓଗଝର ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ଅନୁଯାୟୀ ହୋମ କ୍ୱାରେଣ୍ଟାଇନରେ ଥିବା ରୋଗୀମାନେ ସେମାନଙ୍କର ଅମ୍ଳଜାନ ସ୍ତରକୁ ପର୍ୟ୍ୟାୟକ୍ରମେ ଯାଞ୍ଚ କରିବା ଉଚିତ୍। ଏଥିପାଇଁ ଘରେ ଏକ ପଲ୍ସ ଅକ୍ସିମିଟର ରଖନ୍ତୁ ଏବଂ ଏହାକୁ ହାତର ଆଙ୍ଗୁଳିରେ ଲଗାଇ ଅକ୍ସିଜେନ ଲେଭଲ ମାପନ୍ତୁ। ଯଦି ଆପଣଙ୍କ ଅକ୍ସିଜେନ ଲେଭଲ୍ ୯୪ରୁ ଅଧିକ ଅଛି, ତେବେ ଆପଣ ବିପଦରୁ ଦୂରେରେ ଅଛନ୍ତି।

କେତେବେଳେ ରୋଗୀକୁ ଡାକ୍ତରଖାନାରେ ଭର୍ତ୍ତି କରିବେ: କରୋନା ଦ୍ୱିତୀୟ ଲହରରେ ବ୍ୟକ୍ତି ସଂକ୍ରମିତ ହେବା ମାତ୍ରେ ଅକ୍ସିଜେନ ଲେଭଲ ସ୍ତର କମିଯାଉଛି। ଏଭଳି ସ୍ଥିତିରେ ରୋଗୀଙ୍କ ଝକ୍ଟ୍ରଙ୨  ସ୍ତର ଯଦି ୯୪ ରୁ ୧୦୦ ଭିତରେ ରହୁଛି ତେବେ ଏହା ସୁସ୍ଥ ଥିବାର ଲକ୍ଷଣ। କିନ୍ତୁ ଯଦି ଏହାର ଲେଭଲ ୯୪ରୁ ତଳକୁ ଯାଉଛି ତେବେ ଏହା ହାଇପୋକ୍ସୋମିଆର କାରଣ ହୋଇପାରେ। ଏଭଳି କ୍ଷେତ୍ରରେ ଆପଣଙ୍କ ଶରୀରରେ ଅନେକ ସମସ୍ୟା ହୋଇପାରେ। ଆଉ ଯଦି ଅକ୍ସିୁଜେନ ସାଚୁରେଶନ ଲେଭଲ ୯୦ରୁ ତଳକୁ ଯାଏ ତେବେ ଜୀବନ ବି ଯାଇପାରେଯ ତେଣୁ ଏଭଳି ପରିସ୍ଥିତି ଦେଖାଦେଲେ ରୋଗୀଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରନ୍ତୁ।

ଅମ୍ଳଜାନ ସ୍ତର ୯୧ ରୁ ୯୪ ମଧ୍ୟରେ ରହିଲେ କ’ଣ କରିବେ:
ଯଦି ରୋଗୀର ଅମ୍ଳଜାନ ସ୍ତର ୯୧ ରୁ ୯୪ ମଧ୍ୟରେ ଥାଏ, ତେବେ ଘରେ ପ୍ରୋନିଂ ଏକ୍ସରସାଇଜ୍ କରନ୍ତୁ। ତେବେ ଏହି ପ୍ରେନିଂ ଏକ୍ସରସାଇଜ କେମିତି ହୁଏ ଏହାର ସୂଚନା ଆପଣ ଇଣ୍ଟରନେଟରେ ସହଜରେ ପାଇଯିବେ। ତେବେ ଏହି ବ୍ୟାାୟମ କରିବା ଦ୍ୱାରା ରୋଗୀଙ୍କ ଶରୀରର ଅ୍ଳଜାନ ସ୍ତର ବୃଦ୍ଧି ହୋଇଥାଏ।

Powered by Froala Editor

Tags Oxygen

Related articles Odisha News Lens 4.1

  • ଜାମିନ ପାଇଁ ଅପମାନଜନକ ସର୍ତ୍ତ, ଭର୍ତ୍ସନା କଲେ ସର୍ବୋଚ୍ଚ ନ୍ୟାୟାଳୟ
    ଦେଶ-ଦେଶାନ୍ତର

    ଜାମିନ ପାଇଁ ଅପମାନଜନକ ସର୍ତ୍ତ, ଭର୍ତ୍ସନା କଲେ ସର୍ବୋଚ୍ଚ ନ୍ୟାୟାଳୟ

    13828
    May 05, 2026
  • ଜବତ ହେଲା ୪୪ ଲକ୍ଷରୁ ଅଧିକ ମୂଲ୍ୟର ବ୍ରାଉନସୁଗାର, ୩ ଗିରଫ
    ଦେଶ-ଦେଶାନ୍ତର

    ଜବତ ହେଲା ୪୪ ଲକ୍ଷରୁ ଅଧିକ ମୂଲ୍ୟର ବ୍ରାଉନସୁଗାର, ୩ ଗିରଫ

    15329
    May 05, 2026
  • ପଶ୍ଚିମବଙ୍ଗରେ ମେ ୯ ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ
    ଦେଶ-ଦେଶାନ୍ତର

    ପଶ୍ଚିମବଙ୍ଗରେ ମେ ୯ ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ

    13531
    May 05, 2026
  • ବିଜୟଙ୍କ ଆଡ଼କୁ କଂଗ୍ରେସ ‘ହାତ’, ରାହୁଲଙ୍କ ସବୁଜ ସଙ୍କେତ
    ଦେଶ-ଦେଶାନ୍ତର

    ବିଜୟଙ୍କ ଆଡ଼କୁ କଂଗ୍ରେସ ‘ହାତ’, ରାହୁଲଙ୍କ ସବୁଜ ସଙ୍କେତ

    13945
    May 05, 2026
  • ୯ରେ ପଶ୍ଚିମବଙ୍ଗରେ ଶପଥ ଗ୍ରହଣ, ମୁଖ୍ୟମନ୍ତ୍ରୀ ହେବାକୁ ଏମାନଙ୍କ ନାଁ ଆଗରେ...
    ଦେଶ-ଦେଶାନ୍ତର

    ୯ରେ ପଶ୍ଚିମବଙ୍ଗରେ ଶପଥ ଗ୍ରହଣ, ମୁଖ୍ୟମନ୍ତ୍ରୀ ହେବାକୁ ଏମାନଙ୍କ ନାଁ ଆଗରେ...

    15626
    May 05, 2026
  • ଥାଲାପତିଙ୍କ ବିଜୟରେ ତ୍ରିଶାଙ୍କ ଲକ୍
    ଦେଶ-ଦେଶାନ୍ତର

    ଥାଲାପତିଙ୍କ ବିଜୟରେ ତ୍ରିଶାଙ୍କ ଲକ୍

    14747
    May 05, 2026
  • ରଚିତଙ୍କ ହାତ ଧରିବେ ହୁମା
    ମନୋରଞ୍ଜନ

    ରଚିତଙ୍କ ହାତ ଧରିବେ ହୁମା

    14910
    May 05, 2026
  •  ଆକ୍ରମଣ କଲେ ଇରାନକୁ ପୃଥିବୀରୁ ନିଶ୍ଚିହ୍ନ କରିଦିଆଯିବ: ଟ୍ରମ୍ପ
    ଦେଶ-ଦେଶାନ୍ତର

    ଆକ୍ରମଣ କଲେ ଇରାନକୁ ପୃଥିବୀରୁ ନିଶ୍ଚିହ୍ନ କରିଦିଆଯିବ: ଟ୍ରମ୍ପ

    13916
    May 05, 2026
  • କିଏ କେଉଁଠି ଆଗରେ ଜାଣନ୍ତୁ
    ଦେଶ-ଦେଶାନ୍ତର

    କିଏ କେଉଁଠି ଆଗରେ ଜାଣନ୍ତୁ

    14415
    May 04, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଥାଲାପତିଙ୍କ ବିଜୟରେ ତ୍ରିଶାଙ୍କ ଲକ୍

    14747
    May 05, 2026
  • ଦେଶ-ଦେଶାନ୍ତର

    ବିଜୟଙ୍କ ଆଡ଼କୁ କଂଗ୍ରେସ ‘ହାତ’, ରାହୁଲଙ୍କ ସବୁଜ ସଙ୍କେତ

    13945
    May 05, 2026
  • ଦେଶ-ଦେଶାନ୍ତର

    ଜାମିନ ପାଇଁ ଅପମାନଜନକ ସର୍ତ୍ତ, ଭର୍ତ୍ସନା କଲେ ସର୍ବୋଚ୍ଚ ନ୍ୟାୟାଳୟ

    13828
    May 05, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17457
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17507
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17864
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16337
    Apr 03, 2021

ବିଶେଷ

  • କେମିତି ଦୂର କରିବେ ଟେନ୍‌ସନ୍‌

    14654
    May 05, 2026
  • ଘଣ୍ଟା ଘଣ୍ଟା ଧରି ଏସି ଚାଲିଲେ ହୋଇଥାଏ ଏମିତି ଅସୁବିଧା

    15058
    May 03, 2026
  • ଖରାଦିନେ ଆଖୁ ରସ ପିଇବା ଲାଭ କି କ୍ଷତି ଜାଣନ୍ତୁ.....

    13852
    May 02, 2026
  • ଏପରି ନିଅନ୍ତୁ ନିଜର ଯତ୍ନ

    14073
    May 01, 2026
  • ମସ୍ତିଷ୍କକୁ ଗ୍ଲୁକୋଜ୍ ଯୋଗାଇଥାଏ ସକାଳ ଜଳଖିଆ

    14263
    Apr 30, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15375
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15112
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15607
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13923
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • କେମିତି ଦୂର କରିବେ ଟେନ୍‌ସନ୍‌

    14654
    May 05, 2026
  • ଥାଲାପତିଙ୍କ ବିଜୟରେ ତ୍ରିଶାଙ୍କ ଲକ୍

    14747
    May 05, 2026
  • ପଶ୍ଚିମବଙ୍ଗରେ ମେ ୯ ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ

    13531
    May 05, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In