Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, March 23, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ହରିଶଙ୍କ ୧୩ ବର୍ଷର ସଂଘର୍ଷକୁ ନେଇ ତିଆରି ...

  • ବକ୍ସ ଅଫିସରେ ‘ଧୁରନ୍ଧର: ଦି ରିଭେଞ୍ଜ’ ...

  • ସୁନା୬,୭୦୦ ଟଙ୍କା କମିଲା

  • ରଡ୍ ଚୋରି ପାଇଁ ୪ ମାସ ବେଡ଼ି

  • ବିଷାକ୍ତ କ୍ଷୀର ନେଇଗଲା ୧୬ ଜଣଙ୍କ ଜୀବନ

  • ଛିଣ୍ଡିଗଲା ରୋପୱେ, ମହିଳା ମୃତ

  • ଛୋଟ ଝିଅର ମନ ରଖିଲେ ଦକ୍ଷିଣ ସୁପରଷ୍ଟାର

  • ବୟସ ବୃଦ୍ଧିକୁ ହ୍ରାସ କରେ ଏହି ଫଳ

  • ପ୍ରତ୍ୟେକ ବୁନ୍ଦା ଜଳର ମୂଲ୍ୟ ବୁଝିବା ଆମର ...

  • ଭାରତ ଅଭିମୁଖେ ଆଉ ୨ ଏଲପିଜି ଟ୍ୟାଙ୍କର

Home ›› ››ଏସ୍‌ସିବି ମେଡିକାଲରେ ଅଗ୍ନିକାଣ୍ଡ ଘଟଣା: ଡିନ୍‌ ଓ ଅଧୀକ୍ଷକଙ୍କୁ ବଦଳି

ଏସ୍‌ସିବି ମେଡିକାଲରେ ଅଗ୍ନିକାଣ୍ଡ ଘଟଣା: ଡିନ୍‌ ଓ ଅଧୀକ୍ଷକଙ୍କୁ ବଦଳି

2026-03-23 04:55:32
14976
Share:
Facebook
Twitter
E-Mail
WhatsApp
Telegram
ଏସ୍‌ସିବି ମେଡିକାଲରେ ଅଗ୍ନିକାଣ୍ଡ ଘଟଣା: ଡିନ୍‌ ଓ ଅଧୀକ୍ଷକଙ୍କୁ ବଦଳି

ଭୁବନେଶ୍ବର: କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା ପରେ ରବିବାର ଏକ ବଡ଼ଧରଣର ଅଦଳବଦଳ ହୋଇଛି। ଏସ୍‌ସିବିର ଡିନ୍‌ (ଅଧ୍ୟକ୍ଷ) ଏବଂ ଅଧୀକ୍ଷକଙ୍କୁ ବଦଳି କରାଯାଇଛି। ବାରମ୍ବାର ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଶେଷରେ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ କରିଥିବା ଜଣାପଡ଼ିଛି। ରବିବାର ଛୁଟିଦିନ ସତ୍ତ୍ବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏ ସମ୍ପର୍କରେ ସୂଚନା ଜାରି କରାଯାଇଛି। ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ବିଜ୍ଞପ୍ତି ଅନୁଯାୟୀ, ବାରିପଦା ମେଡିକାଲ କଲେଜ ଏବଂ ହସ୍ପିଟାଲର ଡିନ୍ ପ୍ରଫେସର ଡା. ପ୍ରତିଭା ପଣ୍ଡାଙ୍କୁ ଏସ୍‌ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ଡିନ୍ ଭାବେ ନିଯୁକ୍ତ କରାଯାଇଛି।

ସେହିପରି ଏସ୍‌ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ଡିନ୍ ଭାବେ କାର୍ଯ୍ୟରତ ପ୍ରଫେସର ଡା. ଲୁସି ଦାସଙ୍କୁ ଏସ୍‌ସିବି ମେଡିକାଲ ସିଭିଟିଏସ୍ ପ୍ରଫେସର ଭାବେ ବଦଳି କରାଯାଇଛି। ଏଥିସହ ତାଙ୍କୁ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି। ଏସ୍‌ସିବି‌ ମେଡିକାଲ ଅସ୍ଥିଶଲ୍ୟ ବିଭାଗର ମୁଖ୍ୟ ଥିବା ଡା. ନିର୍ମଳ ଚନ୍ଦ୍ର ମହାପାତ୍ର ବାରିପଦା ମେଡିକାଲ କଲେଜର ଡିନ୍ ଭାବେ କାର୍ଯ୍ୟ କରିବେ। ଏସ୍‌ସିବି ଏଫ୍‌ଏମ୍‌ଟି ବିଭାଗର ମୁଖ୍ୟ ଡା. ଜ୍ୟୋତିଷ ଚନ୍ଦ୍ର ଚୌଧୁରୀଙ୍କୁ ଏସ୍‌ସିବି ମେଡିକାଲ ଅଧୀକ୍ଷକ ଭାବେ ନିଯୁକ୍ତ କରାଯାଇଛି। ସୁନ୍ଦରଗଡ଼ ମେଡିକାଲ କଲେଜ ଏବଂ ହସ୍ପିଟାଲ ଅସ୍ଥିଶଲ୍ୟ ବିଭାଗ ପ୍ରଫେସର ଡା. ସତ୍ୟଜିତ ରାୟଙ୍କୁ ଏସ୍‌ସିବି ଅସ୍ଥିଶଲ୍ୟ ବିଭାଗ ପ୍ରଫେସର ଭାବେ ଦାୟିତ୍ବ ଦିଆଯାଇଛି। ଏଥିସହ ଏସ୍‌ସିବିକୁ ଡେପୁଟେସନରେ ଥିବା ବ୍ରହ୍ମପୁର ମେଡିକାଲ କଲେଜ ଅସ୍ଥିଶଲ୍ୟ ବିଭାଗ ସହଯୋଗୀ ପ୍ରଫେସର ଡା. ତାପସ କୁମାର ପାଣିଗ୍ରାହୀଙ୍କୁ ସୁନ୍ଦରଗଡ଼ ମେଡିକାଲ କଲେଜକୁ ବଦଳି କରାଯାଇଛି।

ସୂଚନାଯୋଗ୍ୟ, ଏସ୍‌ସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲର ଜରୁରୀକାଳୀନ ଟ୍ରମା କେୟାର ଆଇସିୟୁରେ
ଅଗ୍ନିକାଣ୍ଡ ଘଟି ୧୩ଜଣଙ୍କ ଜୀବନ ଯାଇଥିଲା। ଏହି ଘଟଣାରେ ପ୍ରାଥମିକ ପର୍ଯ୍ୟାୟରେ ସରକାର ୩ଜଣ ଆଗ୍ନିକ ଅଧିକାରୀ ଓ ବିଦ୍ୟୁତ୍‌ ବିଭାଗର ଜଣେ ଅଧିକାରୀଙ୍କ ସମେତ ମୋଟ ୪ଜଣଙ୍କୁ ନିଲମ୍ବିତ କରିଛନ୍ତି। ତେବେ ଏ ନେଇ ଏସ୍‌ସିବି କର୍ତ୍ତୃପକ୍ଷଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ବାରମ୍ବାର ଖବର ପ୍ରକାଶ ପରେ ରାଜ୍ୟ ସରକାର ଏସ୍‌ସିବିରେ ବଡ଼ଧରଣର ଅଦଳବଦଳ କରିଛନ୍ତି।

Powered by Froala Editor

Tags Scb medical

Related articles Odisha News Lens 4.1

  • ଛିଣ୍ଡିଗଲା ରୋପୱେ, ମହିଳା ମୃତ
    ଦେଶ-ଦେଶାନ୍ତର

    ଛିଣ୍ଡିଗଲା ରୋପୱେ, ମହିଳା ମୃତ

    15339
    Mar 22, 2026
  • ବୟସ ବୃଦ୍ଧିକୁ ହ୍ରାସ କରେ ଏହି ଫଳ
    ବିଶେଷ

    ବୟସ ବୃଦ୍ଧିକୁ ହ୍ରାସ କରେ ଏହି ଫଳ

    13467
    Mar 22, 2026
  • ବକ୍ସ ଅଫିସରେ ‘ଧୁରନ୍ଧର: ଦି ରିଭେଞ୍ଜ’ କ୍ରେଜ୍
    ମନୋରଞ୍ଜନ

    ବକ୍ସ ଅଫିସରେ ‘ଧୁରନ୍ଧର: ଦି ରିଭେଞ୍ଜ’ କ୍ରେଜ୍

    14160
    Mar 23, 2026
  • ସୁନା୬,୭୦୦ ଟଙ୍କା କମିଲା
    ବାଣିଜ୍ୟ

    ସୁନା୬,୭୦୦ ଟଙ୍କା କମିଲା

    14867
    Mar 23, 2026
  • ପ୍ରତ୍ୟେକ ବୁନ୍ଦା ଜଳର ମୂଲ୍ୟ ବୁଝିବା ଆମର ଦାୟିତ୍ୱ : ମୋଦୀ
    ଦେଶ-ଦେଶାନ୍ତର

    ପ୍ରତ୍ୟେକ ବୁନ୍ଦା ଜଳର ମୂଲ୍ୟ ବୁଝିବା ଆମର ଦାୟିତ୍ୱ : ମୋଦୀ

    15137
    Mar 22, 2026
  • ଛୋଟ ଝିଅର ମନ ରଖିଲେ ଦକ୍ଷିଣ ସୁପରଷ୍ଟାର
    ମନୋରଞ୍ଜନ

    ଛୋଟ ଝିଅର ମନ ରଖିଲେ ଦକ୍ଷିଣ ସୁପରଷ୍ଟାର

    13487
    Mar 22, 2026
  • ବିଷାକ୍ତ କ୍ଷୀର ନେଇଗଲା ୧୬ ଜଣଙ୍କ ଜୀବନ
    ଦେଶ-ଦେଶାନ୍ତର

    ବିଷାକ୍ତ କ୍ଷୀର ନେଇଗଲା ୧୬ ଜଣଙ୍କ ଜୀବନ

    14041
    Mar 22, 2026
  • ରଡ୍ ଚୋରି ପାଇଁ ୪ ମାସ ବେଡ଼ି
    ଅପରାଧ

    ରଡ୍ ଚୋରି ପାଇଁ ୪ ମାସ ବେଡ଼ି

    14168
    Mar 22, 2026
  • ଭାରତ ଅଭିମୁଖେ ଆଉ ୨ ଏଲପିଜି ଟ୍ୟାଙ୍କର
    ଦେଶ-ଦେଶାନ୍ତର

    ଭାରତ ଅଭିମୁଖେ ଆଉ ୨ ଏଲପିଜି ଟ୍ୟାଙ୍କର

    13500
    Mar 22, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଅପରାଧ

    ରଡ୍ ଚୋରି ପାଇଁ ୪ ମାସ ବେଡ଼ି

    14168
    Mar 22, 2026
  • ଦେଶ-ଦେଶାନ୍ତର

    ଛିଣ୍ଡିଗଲା ରୋପୱେ, ମହିଳା ମୃତ

    15339
    Mar 22, 2026
  • ଦେଶ-ଦେଶାନ୍ତର

    ବିଷାକ୍ତ କ୍ଷୀର ନେଇଗଲା ୧୬ ଜଣଙ୍କ ଜୀବନ

    14041
    Mar 22, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17381
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17446
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17792
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16265
    Apr 03, 2021

ବିଶେଷ

  • ବୟସ ବୃଦ୍ଧିକୁ ହ୍ରାସ କରେ ଏହି ଫଳ

    13467
    Mar 22, 2026
  • ‘ପଖାଳ’ ହେଉଛି ଓଡ଼ିଆଙ୍କ ସହ ଜଡ଼ିତ ଭାବପ୍ରବଣତା

    15014
    Mar 20, 2026
  • ସ୍ତ୍ରୀଙ୍କ ପାଖରେ ଏପରି ଗୁଣ ଥିଲେ ହୋଇଯାଆନ୍ତି ବରବାଦ

    15565
    Mar 19, 2026
  • ଗୋଟେ ଗ୍ଲାସ କମଳା ରସ ସହିତ ଆରମ୍ଭ କରନ୍ତୁ ସକାଳ

    15474
    Mar 18, 2026
  • ରାତ୍ରୀ ଭୋଜନରେ ଖାଆନ୍ତୁ ଏହି ଖାଦ୍ୟ, କମିବ ପେଟ

    14201
    Mar 17, 2026

ବାଣିଜ୍ୟ

ସୁନା୬,୭୦୦ ଟଙ୍କା କମିଲା

ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ହ୍ରାସ ହୋଇଛି । ସୋମବାର, ୨୩  ରିପୋର୍ଟ ଲେଖାଯିବା ସମୟରେ, ସୁନା ଫ୍ୟୁଚର୍ସ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ପ୍ରାୟ ୬,୭୦୬ ହ୍ରାସ ପାଉଥିଲା।

MCX ରେ, ସୁନା ୧,୪୦,୧୫୮ (ପ୍ରତି ୧୦ ଗ୍ରାମ) ରେ ଖୋଲିଥିଲା। ପୂର୍ବ MCX ରେ ସୁନା ୧,୪୪,୪୯୨ ରେ କା ...

  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    14793
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15309
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13813
    Mar 20, 2026
  • ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

    14260
    Mar 05, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭାରତ ଅଭିମୁଖେ ଆଉ ୨ ଏଲପିଜି ଟ୍ୟାଙ୍କର

    13500
    Mar 22, 2026
  • ବକ୍ସ ଅଫିସରେ ‘ଧୁରନ୍ଧର: ଦି ରିଭେଞ୍ଜ’ କ୍ରେଜ୍

    14160
    Mar 23, 2026
  • ଛୋଟ ଝିଅର ମନ ରଖିଲେ ଦକ୍ଷିଣ ସୁପରଷ୍ଟାର

    13487
    Mar 22, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In