Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, April 19, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଇଟାଲୀରେ ଦୁଇ ଭାରତୀୟଙ୍କୁ ଗୁଳି କରି ...

  • ହର୍ମୁଜ ପାରି ଉଦ୍ୟମ ବେଳେ ଦୁଇଟି ଜାହାଜ ...

  • ରାହୁଲ ଗାନ୍ଧୀଙ୍କ ବାସଭବନ ସାମ୍ନାରେ ...

  • ସମ୍ବିଧାନ (୧୩୧ତମ ସଂଶୋଧନ) ବିଲ୍‌ ୨୦୨୬: ...

  • ୱାର୍କ-ଇଟ୍-ସ୍ଲିପ୍ ସାଇକଲ ଫଲୋ କରି ଶ୍ରମିକ ...

  • ସର୍ବନିମ୍ନ ମଜୁରୀ ବଢ଼ାଇଲେ ଉତ୍ତରପ୍ରଦେଶ ...

  • ଜର୍ମାନ ମଡେଲଙ୍କ ଫଟୋ ଲାଇକ୍ କରି ଟ୍ରୋଲର ...

  • ଇରାନରୁ ଖୁସି ଖବର, ଖୋଲିଲା ହର୍ମୁଜ୍ ...

  • ପିଲାଦିନର ସାଥୀଙ୍କୁ ଜୀବନସାଥୀ କଲେ ଜୁବିନ

  • ‘ବୋଉ ବୁଟୁ ଭୂତ’ ଓ ‘ଅନନ୍ତା’ ...

Home ›› ››ବିଜୟ-ରଶ୍ମିକାଙ୍କୁ ଶୁଭେଚ୍ଛା ଜଣେଇଲେ ପ୍ରଧାନମନ୍ତ୍ରୀ

ବିଜୟ-ରଶ୍ମିକାଙ୍କୁ ଶୁଭେଚ୍ଛା ଜଣେଇଲେ ପ୍ରଧାନମନ୍ତ୍ରୀ

2026-02-25 19:48:11
16086
Share:
Facebook
Twitter
E-Mail
WhatsApp
Telegram
ବିଜୟ-ରଶ୍ମିକାଙ୍କୁ ଶୁଭେଚ୍ଛା ଜଣେଇଲେ ପ୍ରଧାନମନ୍ତ୍ରୀ

ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତା ବିଜୟ ଦେବରକୋଣ୍ଡା ଓ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ଫ୍ୟାନ୍ସମାନେ ଏହି ପ୍ରେମୀ ଯୁଗଳଙ୍କୁ ‘VIROS’ ବୋଲି କହୁଛନ୍ତି। ଏହି ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଷ୍ଟାର୍ କପଲଙ୍କୁ ବିବାହ ପୂର୍ବରୁ ଶୁଭେଚ୍ଛା ଜଣାଇଛନ୍ତି। ବିବାହ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇ ଏକ ସ୍ୱତନ୍ତ୍ର ଚିଠି ପଠାଇଥିଲେ। ଯାହାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଚିଠିରେ ପ୍ରଧାନମନ୍ତ୍ରୀ  ଦମ୍ପତି ଏବଂ ସେମାନଙ୍କ ପରିବାରକୁ ଅଭିନନ୍ଦନ ଜଣାଇଛନ୍ତି।

ଖବର ଅନୁସାରେ, ୨୬ ଫେବୃଆରୀ ୨୦୨୬ରେ ITC Mementos Udaipur ହୋଟେଲରେ ଏହି ବିବାହ ଅନୁଷ୍ଠିତ ହେବ। ଏହି ବିଶେଷ ଅବସରରେ ପରିବାର ଓ ନିକଟତମ ସମ୍ପ୍ରକିୟମାନେ ଉପସ୍ଥିତ ହେବେ। ପ୍ରଧାନମନ୍ତ୍ରୀ ଦୁଇ ପରିବାରକୁ ଶୁଭକାମନା ଜଣାଇ ଏହି ନୂତନ ଜୀବନର ଆରମ୍ଭ ପାଇଁ ଆଶୀର୍ବାଦ ଦେଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ସନ୍ଦେଶରେ ସେ କହିଛନ୍ତି ଯେ, ବିବାହ ହେଉଛି ଜୀବନର ଏକ ସୁନ୍ଦର ଓ ନୂଆ ଅଧ୍ୟାୟ। ‘ସଖା ସପ୍ତପଦୀ ଭବ’ ଉଲ୍ଲେଖ କରି ସେ କହିଛନ୍ତି, ସାତ ପଦ ଚାଲିବା ପରେ ଦୁଇଜଣ ସାରାଜୀବନ ପାଇଁ ସତ୍ୟ ସାଥୀ ଓ ମିତ୍ର ହୋଇଯାନ୍ତି। ଏହା କେବଳ ଦୁଇ ଲୋକଙ୍କ ନୁହେଁ, ଦୁଇଟି ପରିବାରଙ୍କ ମଧ୍ୟରେ ସମ୍ପର୍କକୁ ମଜବୁତ କରେ।

ସେ ତାଙ୍କ ମେସେଜରେ ଏହା ମଧ୍ୟ କହିଛନ୍ତି ଯେ, ସିନେମାର କାହାଣୀ ସହିତ ପରିଚିତ ଏହି ଦମ୍ପତ୍ତିଙ୍କ ପାଇଁ ବାସ୍ତବ ଜୀବନର ଏହି ନୂଆ ଅଧ୍ୟାୟ ଅଧିକ ସୁନ୍ଦର ହେବ। ତାଙ୍କର ସାଙ୍ଗତ୍ୟ ତାଙ୍କ ଜୀବନକୁ ଅଧିକ ଖୁସିମୟ କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

Powered by Froala Editor

Tags rasmika

Related articles Odisha News Lens 4.1

  • ଜର୍ମାନ ମଡେଲଙ୍କ ଫଟୋ ଲାଇକ୍ କରି ଟ୍ରୋଲର ଶିକାର ହେଲେ ବିରାଟ
    ଦେଶ-ଦେଶାନ୍ତର

    ଜର୍ମାନ ମଡେଲଙ୍କ ଫଟୋ ଲାଇକ୍ କରି ଟ୍ରୋଲର ଶିକାର ହେଲେ ବିରାଟ

    15654
    Apr 18, 2026
  • ସର୍ବନିମ୍ନ ମଜୁରୀ ବଢ଼ାଇଲେ ଉତ୍ତରପ୍ରଦେଶ ସରକାର
    ଦେଶ-ଦେଶାନ୍ତର

    ସର୍ବନିମ୍ନ ମଜୁରୀ ବଢ଼ାଇଲେ ଉତ୍ତରପ୍ରଦେଶ ସରକାର

    15144
    Apr 18, 2026
  • ପିଲାଦିନର ସାଥୀଙ୍କୁ ଜୀବନସାଥୀ କଲେ ଜୁବିନ
    ମନୋରଞ୍ଜନ

    ପିଲାଦିନର ସାଥୀଙ୍କୁ ଜୀବନସାଥୀ କଲେ ଜୁବିନ

    15739
    Apr 18, 2026
  • ଇରାନରୁ ଖୁସି ଖବର, ଖୋଲିଲା ହର୍ମୁଜ୍ ପ୍ରଣାଳୀ
    ଦେଶ-ଦେଶାନ୍ତର

    ଇରାନରୁ ଖୁସି ଖବର, ଖୋଲିଲା ହର୍ମୁଜ୍ ପ୍ରଣାଳୀ

    15607
    Apr 18, 2026
  • ଇଟାଲୀରେ ଦୁଇ ଭାରତୀୟଙ୍କୁ ଗୁଳି କରି ହତ୍ୟା
    ଦେଶ-ଦେଶାନ୍ତର

    ଇଟାଲୀରେ ଦୁଇ ଭାରତୀୟଙ୍କୁ ଗୁଳି କରି ହତ୍ୟା

    14232
    Apr 19, 2026
  • ସମ୍ବିଧାନ (୧୩୧ତମ ସଂଶୋଧନ) ବିଲ୍‌ ୨୦୨୬: ଶାସକ ଓ ବିରୋଧୀ ଦଳ ଦେଲେ ଏମିତି ପ୍ରତିକ୍ରିୟା
    ଦେଶ-ଦେଶାନ୍ତର

    ସମ୍ବିଧାନ (୧୩୧ତମ ସଂଶୋଧନ) ବିଲ୍‌ ୨୦୨୬: ଶାସକ ଓ ବିରୋଧୀ ଦଳ ଦେଲେ ଏମିତି ପ୍ରତିକ୍ରିୟା

    15018
    Apr 18, 2026
  •  ହର୍ମୁଜ ପାରି ଉଦ୍ୟମ ବେଳେ ଦୁଇଟି ଜାହାଜ ଉପରେ ଗୁଳିମାଡ଼
    ଦେଶ-ଦେଶାନ୍ତର

    ହର୍ମୁଜ ପାରି ଉଦ୍ୟମ ବେଳେ ଦୁଇଟି ଜାହାଜ ଉପରେ ଗୁଳିମାଡ଼

    14699
    Apr 18, 2026
  • ‘ବୋଉ ବୁଟୁ ଭୂତ’ ଓ ‘ଅନନ୍ତା’ ଚଳଚ୍ଚିତ୍ରକୁ ଇନ୍‌କା ଆୱାର୍ଡ
    ମନୋରଞ୍ଜନ

    ‘ବୋଉ ବୁଟୁ ଭୂତ’ ଓ ‘ଅନନ୍ତା’ ଚଳଚ୍ଚିତ୍ରକୁ ଇନ୍‌କା ଆୱାର୍ଡ

    15666
    Apr 18, 2026
  • ୱାର୍କ-ଇଟ୍-ସ୍ଲିପ୍ ସାଇକଲ ଫଲୋ କରି ଶ୍ରମିକ ହେଲେ ବଡିବିଲ୍ଡର
    ଦେଶ-ଦେଶାନ୍ତର

    ୱାର୍କ-ଇଟ୍-ସ୍ଲିପ୍ ସାଇକଲ ଫଲୋ କରି ଶ୍ରମିକ ହେଲେ ବଡିବିଲ୍ଡର

    14327
    Apr 18, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ‘ବୋଉ ବୁଟୁ ଭୂତ’ ଓ ‘ଅନନ୍ତା’ ଚଳଚ୍ଚିତ୍ରକୁ ଇନ୍‌କା ଆୱାର୍ଡ

    15666
    Apr 18, 2026
  • ଦେଶ-ଦେଶାନ୍ତର

    ହର୍ମୁଜ ପାରି ଉଦ୍ୟମ ବେଳେ ଦୁଇଟି ଜାହାଜ ଉପରେ ଗୁଳିମାଡ଼

    14699
    Apr 18, 2026
  • ଦେଶ-ଦେଶାନ୍ତର

    ଇରାନରୁ ଖୁସି ଖବର, ଖୋଲିଲା ହର୍ମୁଜ୍ ପ୍ରଣାଳୀ

    15607
    Apr 18, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17423
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17477
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17834
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16306
    Apr 03, 2021

ବିଶେଷ

  • ଅସ୍ଥି ମଜଭୁତ କରେ ଖଜୁରି

    15929
    Apr 16, 2026
  • ଅକ୍ଷୟ ତୃତୀୟାରେ କରନ୍ତୁ ମାନସିକ ଜପ, ମିଳିବ ଖାଲି ଲାଭ

    15789
    Apr 13, 2026
  • ଫ୍ରିଜରୁ ବହୁତ ଥଣ୍ଡା ପାଣି ପିଇବା ଦ୍ଵାରା ହୋଇଥାଏ ଏହି କ୍ଷତି

    16146
    Apr 12, 2026
  • ଅମୃତଭଣ୍ଡାର ଆଶ୍ଚର୍ଯ୍ୟକାରୀ ଫାଇଦା ବିଷୟରେ ଜାଣନ୍ତୁ.....

    14765
    Apr 11, 2026
  • କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ଜାଣନ୍ତୁ....

    15740
    Apr 09, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15342
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15074
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15575
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13871
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ହର୍ମୁଜ ପାରି ଉଦ୍ୟମ ବେଳେ ଦୁଇଟି ଜାହାଜ ଉପରେ ଗୁଳିମାଡ଼

    14699
    Apr 18, 2026
  • ‘ବୋଉ ବୁଟୁ ଭୂତ’ ଓ ‘ଅନନ୍ତା’ ଚଳଚ୍ଚିତ୍ରକୁ ଇନ୍‌କା ଆୱାର୍ଡ

    15666
    Apr 18, 2026
  • ରାହୁଲ ଗାନ୍ଧୀଙ୍କ ବାସଭବନ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ ସହ କୁଶପୁତ୍ତଳିକା ଦାହ କଲା ମହିଳା ମୋର୍ଚ୍ଚା

    13459
    Apr 18, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In