ଠକେଇ ମାମଲାରେ ବିଜେଡି ନେତ୍ରୀ ଗିରଫ
ଆନନ୍ଦପୁର: ଏକ ଠକେଇ ମାମଲାରେ ବିଜେଡି ନେତ୍ରୀ ତଥା ଜୟଦୁର୍ଗା ଫାଉଣ୍ଡେସନର ଅଧ୍ୟକ୍ଷା ସୁରେଶ୍ବରୀ ସାଗରିକା ଜେନାକୁ ଉଠାଇନେଲା ଖଣ୍ଡଗିରି ପୁଲିସ। ପୂର୍ବରୁ କେନ୍ଦୁଝର ସାଇବର ସେଲରେ ବିଭିନ୍ନ ପ୍ରକାରର ଅଭିଯୋଗ ହୋଇଥିଲା। ଖଣ୍ଡଗିରି ଥାନା ଅଞ୍ଚଳରୁ ଠକେଇ ମାମଲାରେ ଆଜି ସକାଳୁ ନନ୍ଦିପଦା ଥାନା ପୁଲିସ ସହଯୋଗରେ ହାଟଡିହି ବାସଭବନରୁ ଗିରଫ କରିଛି ଖଣ୍ଡଗିରି ପୁଲିସ ।
ସୁରେଶ୍ୱରୀ ସ୍ଥାନୀୟ ଅଂଚଳରୁ ପାଖାପାଖି ଏକ କୋଟି ଟଙ୍କା ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ନାମରେ ହରିଲୁଟ କରିଥିବା ଅଭିଯୋଗ ହୋଇଛି ।
Powered by Froala Editor