ସମସ୍ତଙ୍କୁ ପିୟୁସିସି କରିବା ବାଧ୍ୟତାମୂଳକ: ମନ୍ତ୍ରୀ
ଭୁବନେଶ୍ଵର: ଆଜି ପିୟୁସିସି ନେଇ ବଡ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା। ମନ୍ତ୍ରୀ କହିଛନ୍ତି ସମସ୍ତଙ୍କୁ ପିୟୁସିସି କରିବା ବାଧ୍ୟତାମୂଳକ । ଟୋଲ୍ ଗେଟ୍ରେ ପିୟୁସିସି ଫାଇନ୍ କମାଇବା ପାଇଁ ଯୋଜନା ଚାଲିଛି। ୧୦ ହଜାର ଟଙ୍କା ଫାଇନ୍ କୁ କମ୍ କରିବାକୁ ଆଲୋଚନା ଚାଲିଛି। ଯାହାର ଗାଡ଼ି ଅଛି, ସରକାରଙ୍କ ପକ୍ଷରୁ ସେମାନଙ୍କୁ ପିୟୁସିସି କରିବାକୁ କୁହାଯାଇଥିଲା।
Powered by Froala Editor