Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, February 09, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଅଜୀର୍ଣ୍ଣ ସମସ୍ୟା ଥିଲେ, କରନ୍ତୁ ଏହା

  • ମଙ୍ଗଳବାର ଦିନ ୧୧ଟା ପର୍ଯ୍ୟନ୍ତ ମୁଲତବୀ ...

  • ପ୍ରଥମ ବର୍ଷର ଆଇନ ଛାତ୍ର ସହପାଠୀଙ୍କୁ ...

  • ହସ୍ପିଟାଲରେ ଭର୍ତ୍ତି ହେଲେ ଶରଦ ପାୱର

  • ଚୋରା ମୋରମ ଖଣିରେ ଚଢ଼ଉ, ଛୁ’ ମାରିଲେ ମାଫିଆ

  • ୨୧ ଯାଏ ଚାଲିବ ଆଦିବାସୀ କଳା ଲାଇଭ୍ ...

  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ...

  • ମେଡିକାଲ ବିଶ୍ୱବିଦ୍ୟାଳୟରେ ଛୁରାମାଡ, ...

  • ଭାରତୀୟ ବାୟୁସେନା: ୧୧୪ଟି ରାଫେଲ ଯୁଦ୍ଧ ...

  • ପୁଣି ତାଲିମ ପ୍ରାପ୍ତ ବିମାନ ...

Home ›› ››ପ୍ରଥମ ବର୍ଷର ଆଇନ ଛାତ୍ର ସହପାଠୀଙ୍କୁ ଗୁଳି କରି ହତ୍ୟା ପରେ ନିଜକୁ କରିଲେ ଗୁଳି

ପ୍ରଥମ ବର୍ଷର ଆଇନ ଛାତ୍ର ସହପାଠୀଙ୍କୁ ଗୁଳି କରି ହତ୍ୟା ପରେ ନିଜକୁ କରିଲେ ଗୁଳି

2026-02-09 11:59:20
15101
Share:
Facebook
Twitter
E-Mail
WhatsApp
Telegram
ପ୍ରଥମ ବର୍ଷର ଆଇନ ଛାତ୍ର ସହପାଠୀଙ୍କୁ ଗୁଳି କରି ହତ୍ୟା ପରେ ନିଜକୁ କରିଲେ ଗୁଳି

ତରନତାରନ: ସୋମବାର ସକାଳେ ପଞ୍ଜାବର ଏକ କଲେଜର ଜଣେ ପ୍ରଥମ ବର୍ଷର ଆଇନ ଛାତ୍ର ନିଜ ସହପାଠୀଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜକୁ ଗୁଳି କରିଦେଇଛନ୍ତି। ସମଗ୍ର ଘଟଣାଟି ଶ୍ରେଣୀଗୃହରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏହି ଘଟଣାଟି ପଞ୍ଜାବର ତରନତାରନ ଜିଲ୍ଲାର ଉସମାର ମାଇ ଭାଗୋ ଆଇନ କଲେଜରେ ଘଟିଛି। ଗୁଳି ଚଳାଇଥିବା ବ୍ୟକ୍ତି ମାଲିଆନ୍ ଗାଁର ବାସିନ୍ଦା ପ୍ରିନ୍ସ ରାଜ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ସେ ଯେଉଁ ମହିଳାଙ୍କୁ ଗୁଳି କରି ହତ୍ୟା କରିଥିଲେ, ତାଙ୍କ ନାମ ନୌଶେରା ପନ୍ନୁଆନ୍ ର ସନ୍ଦୀପ କୌର। କୌରଙ୍କ ଘଟଣାସ୍ଥଳେ ମୃତ୍ୟୁ ହୋଇଥିବାବେଳେ, ପ୍ରିନ୍ସ ରାଜଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ସେ ମୃତ୍ୟୁବରଣ କରିଥିଲେ।

ସିସିଟିଭି ଫୁଟେଜରେ ଦେଖାଯାଉଛି ଯେ ପ୍ରିନ୍ସ ରାଜ ତାଙ୍କ ପିଠିରେ ଏକ ବ୍ୟାଗ ପକାଇ ଶ୍ରେଣୀଗୃହ ଭିତରକୁ ଯାଉଛନ୍ତି। ସେ କୌର ଏବଂ ଅନ୍ୟ ଜଣେ ମହିଳା ସହପାଠୀଙ୍କ ପାଖକୁ ଯାଇ ସେମାନଙ୍କ ସହିତ କଥାବାର୍ତ୍ତା କରୁଛନ୍ତି। ତା’ପରେ ତିନି ଜଣ ଶ୍ରେଣୀଗୃହର ପଛ ପାର୍ଶ୍ୱରେ ଥିବା ସିଟ୍ କୁ ଯାଇ କଥାବାର୍ତ୍ତା କରୁଛନ୍ତି। କିଛି ସମୟ ପରେ ରାଜ ହଠାତ୍ ଠିଆ ହୋଇ ଦୁଇ ମହିଳାଙ୍କ ଆଡ଼କୁ ପିଠି କରି ତାଙ୍କ ବ୍ୟାଗ ଖୋଲୁଛନ୍ତି । ଏବଂ ବ୍ୟାଗ୍‌ରୁ ଏକ ବନ୍ଧୁକ ବାହାର କରି ପଛକୁ ବୁଲିପଡ଼ି କୌରଙ୍କୁ ଗୁଳି କରୁଛନ୍ତି। ତା’ପରେ ରାଜ ନିଜ ବନ୍ଧୁକରୁ ନିଜକୁ ଗୁଳି କରୁଛନ୍ତି। ବର୍ତ୍ତମାନ୍ ପର୍ଯ୍ୟନ୍ତ ଗୁଳିକାଣ୍ଡର କାରଣ ଜଣାପଡିନଥିବାବେଳେ ପୁଲିସ୍‌ ସିସି ଟିଭି ଯାଞ୍ଚ କରୁଛି। 

Powered by Froala Editor

Tags Gun shoot

Related articles Odisha News Lens 4.1

  • ଅଜୀର୍ଣ୍ଣ ସମସ୍ୟା ଥିଲେ, କରନ୍ତୁ ଏହା
    ବିଶେଷ

    ଅଜୀର୍ଣ୍ଣ ସମସ୍ୟା ଥିଲେ, କରନ୍ତୁ ଏହା

    14961
    Feb 09, 2026
  • ପ୍ରଥମ ବର୍ଷର ଆଇନ ଛାତ୍ର ସହପାଠୀଙ୍କୁ ଗୁଳି କରି ହତ୍ୟା ପରେ ନିଜକୁ କରିଲେ ଗୁଳି
    ଦେଶ-ଦେଶାନ୍ତର

    ପ୍ରଥମ ବର୍ଷର ଆଇନ ଛାତ୍ର ସହପାଠୀଙ୍କୁ ଗୁଳି କରି ହତ୍ୟା ପରେ ନିଜକୁ କରିଲେ ଗୁଳି

    15101
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ...
    ବାଣିଜ୍ୟ

    ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ...

    14609
    Feb 08, 2026
  • ପୁଣି ତାଲିମ ପ୍ରାପ୍ତ ବିମାନ ଦୁର୍ଘଟଣାଗ୍ରସ୍ତ
    ଦେଶ-ଦେଶାନ୍ତର

    ପୁଣି ତାଲିମ ପ୍ରାପ୍ତ ବିମାନ ଦୁର୍ଘଟଣାଗ୍ରସ୍ତ

    13597
    Feb 08, 2026
  • ୨୧ ଯାଏ ଚାଲିବ ଆଦିବାସୀ କଳା ଲାଇଭ୍ କାର୍ଯ୍ୟକ୍ରମ
    ଜିଲ୍ଲା ପରିକ୍ରମା

    ୨୧ ଯାଏ ଚାଲିବ ଆଦିବାସୀ କଳା ଲାଇଭ୍ କାର୍ଯ୍ୟକ୍ରମ

    13540
    Feb 09, 2026
  • ଚୋରା ମୋରମ ଖଣିରେ ଚଢ଼ଉ, ଛୁ’ ମାରିଲେ ମାଫିଆ
    ଅପରାଧ

    ଚୋରା ମୋରମ ଖଣିରେ ଚଢ଼ଉ, ଛୁ’ ମାରିଲେ ମାଫିଆ

    15516
    Feb 09, 2026
  • ଭାରତୀୟ ବାୟୁସେନା: ୧୧୪ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ପ୍ରସ୍ତୁତି ତ୍ୱରାନ୍ୱିତ
    ଦେଶ-ଦେଶାନ୍ତର

    ଭାରତୀୟ ବାୟୁସେନା: ୧୧୪ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ପ୍ରସ୍ତୁତି ତ୍ୱରାନ୍ୱିତ

    15523
    Feb 08, 2026
  • ହସ୍ପିଟାଲରେ ଭର୍ତ୍ତି ହେଲେ ଶରଦ ପାୱର
    ଦେଶ-ଦେଶାନ୍ତର

    ହସ୍ପିଟାଲରେ ଭର୍ତ୍ତି ହେଲେ ଶରଦ ପାୱର

    13546
    Feb 09, 2026
  • ମଙ୍ଗଳବାର ଦିନ ୧୧ଟା ପର୍ଯ୍ୟନ୍ତ ମୁଲତବୀ ହେଲା ଲୋକସଭା
    ଦେଶ-ଦେଶାନ୍ତର

    ମଙ୍ଗଳବାର ଦିନ ୧୧ଟା ପର୍ଯ୍ୟନ୍ତ ମୁଲତବୀ ହେଲା ଲୋକସଭା

    15404
    Feb 09, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବାଣିଜ୍ୟ

    ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14609
    Feb 08, 2026
  • ଦେଶ-ଦେଶାନ୍ତର

    ପ୍ରଥମ ବର୍ଷର ଆଇନ ଛାତ୍ର ସହପାଠୀଙ୍କୁ ଗୁଳି କରି ହତ୍ୟା ପରେ ନିଜକୁ କରିଲେ ଗୁଳି

    15101
    Feb 09, 2026
  • ଅପରାଧ

    ଚୋରା ମୋରମ ଖଣିରେ ଚଢ଼ଉ, ଛୁ’ ମାରିଲେ ମାଫିଆ

    15516
    Feb 09, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17327
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17400
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17743
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16221
    Apr 03, 2021

ବିଶେଷ

  • ଅଜୀର୍ଣ୍ଣ ସମସ୍ୟା ଥିଲେ, କରନ୍ତୁ ଏହା

    14961
    Feb 09, 2026
  • ଗୋଲାପ ଦିବସ

    15887
    Feb 07, 2026
  • ହଳଦୀ ପାଣିରୁ ଆରମ୍ଭ କରନ୍ତୁ ଦିନ, ମିଳିଥାଏ ଚମତ୍କାରୀ ଲାଭ

    15785
    Feb 06, 2026
  • ଭୃଷଙ୍ଗ ପତ୍ରରେ ଅଛି ଆଶ୍ଚର୍ଯ୍ୟଜନକ ଫାଇଦା, ଜାଣନ୍ତୁ କିପରି କରିବେ ବ୍ୟବହାର

    16132
    Feb 04, 2026
  • ସକାଳେ ଖାଲି ପେଟରେ ଉଷୁମ ପାଣି ସହିତ ଆପଣଙ୍କ ଦିନ କରନ୍ତୁ ଆରମ୍ଭ

    14254
    Feb 02, 2026

ବାଣିଜ୍ୟ

ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

ଭୁବନେଶ୍ୱର: ରୟାଲ ଆର୍କେଡ ଆସୋସିଏସନ୍‌ ଅଫ ଆଲଟିଜ୍‌ ପକ୍ଷରୁ ୨୦୨୫-୨୬ ବର୍ଷ ନିମନ୍ତେ ଏହାର ବାର୍ଷିକ ସାଧାରଣ ପରିଷଦ ବୈଠକ (ଏଜିବିଏମ୍‌) ୮ ଫେବୃଆରୀ, ୨୦୨୬ରେ ରୟାଲ ଆର୍କେଡ, ରଘୁନାଥପୁର, ଭୁବନେଶ ...

  • ଭୁଶୁଡିଲା ସେୟାର ମାର୍କେଟ

    14450
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16059
    Jan 28, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    15334
    Jan 22, 2026
  • ୧.୪୦ ଲକ୍ଷ ଟପିଲା ସୁନା

    15747
    Jan 12, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭାରତୀୟ ବାୟୁସେନା: ୧୧୪ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ପ୍ରସ୍ତୁତି ତ୍ୱରାନ୍ୱିତ

    15523
    Feb 08, 2026
  • ପ୍ରଥମ ବର୍ଷର ଆଇନ ଛାତ୍ର ସହପାଠୀଙ୍କୁ ଗୁଳି କରି ହତ୍ୟା ପରେ ନିଜକୁ କରିଲେ ଗୁଳି

    15101
    Feb 09, 2026
  • ହସ୍ପିଟାଲରେ ଭର୍ତ୍ତି ହେଲେ ଶରଦ ପାୱର

    13546
    Feb 09, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In