Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, June 03, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଜୁନ୍ ୪ ସୁଦ୍ଧା କେରଳରେ ପହଞ୍ଚିବ ମୌସୁମୀ ...

  • ବିମାନ ଇନ୍ଧନ ରପ୍ତାନି ଉପରେ ଅସ୍ଥାୟୀ ...

  • ଆନ୍ନାମଲାଇଙ୍କ ବିଜେପିରୁ ଇସ୍ତଫା

  • ଏହି ଅଙ୍ଗରେ ସୁନା ପିନ୍ଧିଲେ କାହିଁକି ...

  • ସୁପ୍ରିମକୋର୍ଟରେ ଶପଥ ନେଲେ ୫ ନୂଆ ...

  • କଳା କୋଟ୍ ସହ ଧଳା ସାର୍ଟ ଲୁକ୍ ପଛର ରାଜ୍ ...

  • ଖୁବଶୀଘ୍ର କେରଳ ଛୁଇଁବ ମୌସୁମୀ

  • ସିବିଏସଇ ୱେବସାଇଟ୍ ଖୋଲୁନି; ବର୍ଷିଲେ ...

  • ପଶ୍ଚିମବଙ୍ଗରେ ବିଜେପି ସରକାରଙ୍କ ପ୍ରଥମ ...

  • ବୃଦ୍ଧି ହେଲା ବାଣିଜ୍ୟିକ ସିଲିଣ୍ଡର ...

ରାଜ୍ୟ
Home ›› ରାଜ୍ୟ ››ସବୁଠି ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ଉପରେ ରେକର୍ଡ

ସବୁଠି ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ଉପରେ ରେକର୍ଡ

2026-02-02 06:18:48
13865
Share:
Facebook
Twitter
E-Mail
WhatsApp
Telegram
ସବୁଠି ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ଉପରେ ରେକର୍ଡ

ଭୁବନେଶ୍ବର: ରାଜ୍ୟର ସମସ୍ତ ଅଞ୍ଚଳରେ ପାରଦ ଉପର ମୁହାଁ ହୋଇଛି। ସବୁଠି ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ତଥାପି ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣ ଶୀତ ପ୍ରକୋପ ଲାଗି ରହିଛି। ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ରାତି ତାପମାତ୍ରା ବଢ଼ିବା କାରଣରୁ ଶୀତ ସାମାନ୍ୟ କମିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବା ସମ୍ଭାବନା ନାହିଁ।

ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ କମିବ। ଫଳସ୍ବରୂପ କିଛି ଅଞ୍ଚଳରେ ଶୀତ ପ୍ରକୋପ ବଢ଼ିବା ସମ୍ଭାବନା ରହିଛି। ରବିବାର ସକାଳେ ପାରାଦ୍ବୀପ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ଭବାନୀପାଟଣା, ଅନୁଗୋଳ, ଫୁଲବାଣୀ, ଛତ୍ରପୁର, ଚାନ୍ଦବାଲି, ଭୁବନେଶ୍ବର, ଗୋପାଳପୁର, ବାରିପଦା ଏବଂ କେନ୍ଦୁଝରରେ କୁହୁଡ଼ି ଦୃଶ୍ୟମାନ ହୋଇଛି।

ସୋମବାର ସକାଳେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଏବଂ ଗଜପତି ଜିଲାର କିଛି ଅଞ୍ଚଳରେ ଘନ କୁହୁଡ଼ି ଦୃଶ୍ୟମାନ ହେବା ସମ୍ଭାବନା ରହିଛି। ଏଥିପାଇଁ ଉପରୋକ୍ତ ଜିଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି।

Powered by Froala Editor

Tags Winter

Related articles Odisha News Lens 4.1

  • ସିବିଏସଇ ୱେବସାଇଟ୍  ଖୋଲୁନି; ବର୍ଷିଲେ ଛାତ୍ରଛାତ୍ରୀ
    ଦେଶ-ଦେଶାନ୍ତର

    ସିବିଏସଇ ୱେବସାଇଟ୍ ଖୋଲୁନି; ବର୍ଷିଲେ ଛାତ୍ରଛାତ୍ରୀ

    14108
    Jun 02, 2026
  • ଏହି ଅଙ୍ଗରେ ସୁନା ପିନ୍ଧିଲେ କାହିଁକି ହୋଇଥାଏ ଅଶୁଭ ଜାଣନ୍ତୁ...
    ବିଶେଷ

    ଏହି ଅଙ୍ଗରେ ସୁନା ପିନ୍ଧିଲେ କାହିଁକି ହୋଇଥାଏ ଅଶୁଭ ଜାଣନ୍ତୁ...

    14309
    Jun 02, 2026
  • ଜୁନ୍ ୪ ସୁଦ୍ଧା କେରଳରେ ପହଞ୍ଚିବ ମୌସୁମୀ ବାୟୁ
    ଦେଶ-ଦେଶାନ୍ତର

    ଜୁନ୍ ୪ ସୁଦ୍ଧା କେରଳରେ ପହଞ୍ଚିବ ମୌସୁମୀ ବାୟୁ

    13345
    Jun 02, 2026
  • କଳା କୋଟ୍ ସହ ଧଳା ସାର୍ଟ ଲୁକ୍ ପଛର ରାଜ୍ କହିଲେ ଥାଲାପତି
    ଦେଶ-ଦେଶାନ୍ତର

    କଳା କୋଟ୍ ସହ ଧଳା ସାର୍ଟ ଲୁକ୍ ପଛର ରାଜ୍ କହିଲେ ଥାଲାପତି

    15569
    Jun 02, 2026
  • ପଶ୍ଚିମବଙ୍ଗରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବିସ୍ତାର, ୩୫ ଜଣ ନୂତନ ମନ୍ତ୍ରୀ ...
    ଦେଶ-ଦେଶାନ୍ତର

    ପଶ୍ଚିମବଙ୍ଗରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବିସ୍ତାର, ୩୫ ଜଣ ନୂତନ ମନ୍ତ୍ରୀ ...

    14298
    Jun 01, 2026
  • ଖୁବଶୀଘ୍ର କେରଳ ଛୁଇଁବ ମୌସୁମୀ
    ଦେଶ-ଦେଶାନ୍ତର

    ଖୁବଶୀଘ୍ର କେରଳ ଛୁଇଁବ ମୌସୁମୀ

    14233
    Jun 02, 2026
  • ଆନ୍ନାମଲାଇଙ୍କ ବିଜେପିରୁ ଇସ୍ତଫା
    ଦେଶ-ଦେଶାନ୍ତର

    ଆନ୍ନାମଲାଇଙ୍କ ବିଜେପିରୁ ଇସ୍ତଫା

    14065
    Jun 02, 2026
  • ସୁପ୍ରିମକୋର୍ଟରେ ଶପଥ ନେଲେ ୫ ନୂଆ ବିଚାରପତି
    ଦେଶ-ଦେଶାନ୍ତର

    ସୁପ୍ରିମକୋର୍ଟରେ ଶପଥ ନେଲେ ୫ ନୂଆ ବିଚାରପତି

    14644
    Jun 02, 2026
  •  ବୃଦ୍ଧି ହେଲା ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟ
    ଦେଶ-ଦେଶାନ୍ତର

    ବୃଦ୍ଧି ହେଲା ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟ

    14410
    Jun 01, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସିବିଏସଇ ୱେବସାଇଟ୍ ଖୋଲୁନି; ବର୍ଷିଲେ ଛାତ୍ରଛାତ୍ରୀ

    14108
    Jun 02, 2026
  • ଦେଶ-ଦେଶାନ୍ତର

    ଆନ୍ନାମଲାଇଙ୍କ ବିଜେପିରୁ ଇସ୍ତଫା

    14065
    Jun 02, 2026
  • ଦେଶ-ଦେଶାନ୍ତର

    ବିମାନ ଇନ୍ଧନ ରପ୍ତାନି ଉପରେ ଅସ୍ଥାୟୀ ନିଷେଧ ଘୋଷଣା କଲେ ପୁଟିନ୍

    15523
    Jun 02, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16899
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17519
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17569
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17956
    Sep 06, 2023

ବିଶେଷ

  • ଏହି ଅଙ୍ଗରେ ସୁନା ପିନ୍ଧିଲେ କାହିଁକି ହୋଇଥାଏ ଅଶୁଭ ଜାଣନ୍ତୁ...

    14309
    Jun 02, 2026
  • ଚାପରୁ ମୁକ୍ତି ପାଇବାର ସରଳ ଉପାୟ

    15080
    May 31, 2026
  • ପ୍ରକୃତରେ ଅଣ୍ଡା ଫ୍ରିଜ୍‌ରେ ରଖିଲେ ଭଲ ନା ଖରାପ ଜାଣନ୍ତୁ.....

    15191
    May 30, 2026
  • ସବୁବେଳେ ଭିଟାମିନ୍‌ଯୁକ୍ତ ଖାଦ୍ୟ ଖାଇଲେ ଅବସାଦଠାରୁ ରହିବେ ଦୂରେଇ

    14844
    May 29, 2026
  • ସ୍ବାସ୍ଥ୍ୟ ପାଇଁ ଭିଟାମିନ୍‌ ‘ସି’ ଭାରି ଉପକାରୀ

    15411
    May 27, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15445
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15191
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15673
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    14013
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବୃଦ୍ଧି ହେଲା ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟ

    14410
    Jun 01, 2026
  • ବିମାନ ଇନ୍ଧନ ରପ୍ତାନି ଉପରେ ଅସ୍ଥାୟୀ ନିଷେଧ ଘୋଷଣା କଲେ ପୁଟିନ୍

    15523
    Jun 02, 2026
  • ଆନ୍ନାମଲାଇଙ୍କ ବିଜେପିରୁ ଇସ୍ତଫା

    14065
    Jun 02, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In