ଯୁବ କଂଗ୍ରେସ ନେତାଙ୍କ ସନ୍ଦେହଜନକ ମୃତ୍ୟ
ସୋନପୁର: ସୋନପୁରର ଯୁବ କଂଗ୍ରେସ ନେତା ରାଜେଶ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟ। ସୁବର୍ଣ୍ଣପୁର ସହରର ଭଗବତୀ ପ୍ଲଟ ସ୍ଥିତ ନିଜ ଘରୁ ଗୁଳିବିଦ୍ଧ ଅବସ୍ଥାରେ ରାଜେଶଙ୍କ ମୃତଦେହ ଉଦ୍ଧାର ହୋଇଛି। ମଙ୍ଗଳବାର ରାତି ପ୍ରାୟ ୧୨ଟାରେ ରାଜେଶ ମିଶ୍ର ନିଜକୁ ନିଜେ ଗୁଳି ମାରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯଉଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।
Powered by Froala Editor