ନୂଆ ବର୍ଷରୁ ରାସନ କାର୍ଡ ଆବେଦନ କାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ଭୁବନେଶ୍ୱର :ସର୍ଭେ ପରେ ରାସନ କାର୍ଡ ଆବେଦନ କାରୀଙ୍କୁ ମିଳିବ ନୂଆ ରାସନ କାର୍ଡ । ଏହି ପ୍ରକ୍ରିୟା ଆରମ୍ଭ ହେବ ନୂଆ ବର୍ଷରୁ ଯେଉଁ ମାନେ ଆବେଦନ କରିବେ ସର୍ଭେ କରି ଦିଆଯିବ ରାସନ କାର୍ଡ। ବର୍ତ୍ତମାନ ସୁଦ୍ଧା ୬ ଲକ୍ଷ ୩୯ ହଜାର ରାସନ କାର୍ଡ ପାଇଥିବା ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।
Powered by Froala Editor