ଯନ୍ତାରେ ପଡିଲା କଲରାପତରିଆ ବାଘ
ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା ସେକ୍ସନ ଡ଼ିମିରିପାଳ ଗାଁ ନିକଟରେ ଏକ କଲରାପତରିଆ ବାଘ ଯନ୍ତାରେ ପଡିଛି। ଜନ୍ତୁ ଶିକାର ପାଇଁ ଗାଁରେ ଫାଶ ବସାଯାଇଥିଲା । ସେହି ଯନ୍ତାରେ କଲରାପତରିଆ ବାଘ ପଡି ଛଟପଟ ହେବା ସହ ଗର୍ଜନ କରୁଛି । ଯାହାକୁ ନେଇ ଗାଁଲୋକେ ଆତଙ୍କିତ ହୋଇପଡିଛନ୍ତି।
Powered by Froala Editor