Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, December 10, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବିବାହ ଭାଙ୍ଗିବା ପରେ ମୁହଁ ଖୋଲିଲେ ...

  • ଭୋଟ ଚୋରି ଅଭିଯୋଗର ଦୃଢ ଜବାବ : ...

  • ତିରୁପତି ମନ୍ଦିରରେ ଲଡୁ ପରେ ଶାଲ୍ ...

  • ଅନନ୍ତ ଅମ୍ବାନୀଙ୍କୁ 'ଗ୍ଲୋବାଲ୍ ...

  • ଦିଲ୍ଲୀର ଏହି ସ୍କୁଲକୁ ପୁଣି ଥରେ ବୋମା ଧମକ

  • ଦୀପାବଳିକୁ ୟୁନେସ୍କୋରେ ସାମିଲ

  • ଅଷ୍ଟ୍ରେଲିଆରେ ସୋସିଆଲ ମିଡିଆ ବ୍ୟାନ୍

  • ବାରବାଟୀରେ ବଡ଼ ବିଜୟ, ଜିତିଲା ଭାରତ

  • ଆଉ ଜଣେ ମୀରା...କୃଷ୍ଣଙ୍କୁ ସ୍ୱାମୀ ଭାବେ ...

  • ଭାରତରେ AI ପାଇଁ ମାଇକ୍ରୋସଫ୍ଟର ୧୭.୫ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ଭାବେ ନାମ ହାସଲ କରିଛି ଦିଲ୍ଲୀ

ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ଭାବେ ନାମ ହାସଲ କରିଛି ଦିଲ୍ଲୀ

2025-11-23 11:39:04
15976
Share:
Facebook
Twitter
E-Mail
WhatsApp
Telegram
ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ଭାବେ ନାମ ହାସଲ କରିଛି ଦିଲ୍ଲୀ

ନୂଆଦିଲ୍ଲୀ: ଦିଲ୍ଳୀ-ଏନ୍‌ସିଆରରେ ଲଗାତର ଭାବେ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଗୁରୁବାର ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୫୦୬ ଥିଲା ଓ ଏହା ନିହାତି ବିପଜ୍ଜନକ ବିବେଚିତ ହୋଇଛି। ଦିଲ୍ଲୀ ଏବେ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହରର ଭାବେ ଅଲୋଡା ନାମ ହାସଲ କରିଛି। ବିଶ୍ୱବ୍ୟାପୀ ବାୟୁ ପ୍ରଦୂଷଣ ମାପୁଥିବା ଅନ୍ତର୍ଜାତୀୟ ସଂସ୍ଥା ‘ଆଇକ୍ୟୁଏୟାର’ର ଲାଇଭ ମାନ୍ୟତାରେ ଦିଲ୍ଲୀ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ଭାବେ ପରିଗଣିତ ହେଉଛି। ବାୟୁରେ ବର୍ଦ୍ଧିତ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ନଭେମ୍ବରରେ ଓ ଡିସେମ୍ବରରେ ସବୁ ସ୍କୁଲ୍‌ରେ ସ୍ପୋର୍ଟ୍ସ ଇଭେଣ୍ଟକୁ ବନ୍ଦ କରିଦିଆଯାଇଛି। ପ୍ରଦୂଷଣ କାରଣରୁ ଦିଲ୍ଳୀରେ ସବୁ ପ୍ରକାର କ୍ରୀଡ଼ା ଇଭେଣ୍ଟକୁ ସ୍ଥଗିତ ରଖିବାକୁ କମିଶନ ଫର ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ (ସିଏକ୍ୟୁଏମ୍‌) ନିର୍ଦ୍ଦେଶ ଦେଇଛି। ଦିଲ୍ଳୀର ପ୍ରଦୂଷିତ ବାୟୁ ଏବେ ପିଲାମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରିଛି ବୋଲି କମିଶନ କହିଛି। ପୂର୍ବରୁ ଅକ୍ଟୋବର ୧୮ରେ ଦିଲ୍ଲୀ- ଏନ୍‌ସିଆରରେ ପ୍ରଦୂଷଣ ପାଇଁ ଦିଲ୍ଲୀରେ କ୍ରୀଡ଼ା ସମ୍ପର୍କିତ ସବୁ ପ୍ରକାର ପ୍ରତିଯୋଗିତାକୁ ବନ୍ଦ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସେପଟେ ସାରା ଦେଶରେ ପ୍ରବଳ ଥଣ୍ଡା ଜାରି ରହିଛି। ଶୀତର ପ୍ରକୋପ ବୃଦ୍ଧି ପାଇଥିବାରୁ ଦିଲ୍ଳର ପ୍ରଦୂଷଣ ଆହୁରି ଖରାପ ହୋଇଛି।  

Powered by Froala Editor

Tags Pollution

Related articles Odisha News Lens 4.1

  • ଅଷ୍ଟ୍ରେଲିଆରେ ସୋସିଆଲ ମିଡିଆ ବ୍ୟାନ୍
    ଦେଶ-ଦେଶାନ୍ତର

    ଅଷ୍ଟ୍ରେଲିଆରେ ସୋସିଆଲ ମିଡିଆ ବ୍ୟାନ୍

    15513
    Dec 10, 2025
  • ଭାରତରେ AI ପାଇଁ ମାଇକ୍ରୋସଫ୍ଟର ୧୭.୫ ବିଲିୟନ ଆମେରିକୀୟ ଡଲାର ନିବେଶ
    ଦେଶ-ଦେଶାନ୍ତର

    ଭାରତରେ AI ପାଇଁ ମାଇକ୍ରୋସଫ୍ଟର ୧୭.୫ ବିଲିୟନ ଆମେରିକୀୟ ଡଲାର ନିବେଶ

    14487
    Dec 09, 2025
  • ଦୀପାବଳିକୁ ୟୁନେସ୍କୋରେ ସାମିଲ
    ଦେଶ-ଦେଶାନ୍ତର

    ଦୀପାବଳିକୁ ୟୁନେସ୍କୋରେ ସାମିଲ

    15062
    Dec 10, 2025
  • ଆଉ ଜଣେ ମୀରା...କୃଷ୍ଣଙ୍କୁ ସ୍ୱାମୀ ଭାବେ ବିବାହ କଲେ
    ଦେଶ-ଦେଶାନ୍ତର

    ଆଉ ଜଣେ ମୀରା...କୃଷ୍ଣଙ୍କୁ ସ୍ୱାମୀ ଭାବେ ବିବାହ କଲେ

    14483
    Dec 09, 2025
  • ଭୋଟ ଚୋରି ଅଭିଯୋଗର ଦୃଢ ଜବାବ : ନେହେରୁଙ୍କୁ ମିଳିଥିଲା ୨ ଭୋଟ୍, ତଥାପି ହେଲେ ...
    ଦେଶ-ଦେଶାନ୍ତର

    ଭୋଟ ଚୋରି ଅଭିଯୋଗର ଦୃଢ ଜବାବ : ନେହେରୁଙ୍କୁ ମିଳିଥିଲା ୨ ଭୋଟ୍, ତଥାପି ହେଲେ ...

    13445
    Dec 10, 2025
  • ଅନନ୍ତ ଅମ୍ବାନୀଙ୍କୁ 'ଗ୍ଲୋବାଲ୍ ହ୍ୟୁମାନିଟାରିଆନ୍ ପୁରସ୍କାର'
    ଦେଶ-ଦେଶାନ୍ତର

    ଅନନ୍ତ ଅମ୍ବାନୀଙ୍କୁ 'ଗ୍ଲୋବାଲ୍ ହ୍ୟୁମାନିଟାରିଆନ୍ ପୁରସ୍କାର'

    15042
    Dec 10, 2025
  • ଦିଲ୍ଲୀର ଏହି ସ୍କୁଲକୁ ପୁଣି ଥରେ ବୋମା ଧମକ
    ଦେଶ-ଦେଶାନ୍ତର

    ଦିଲ୍ଲୀର ଏହି ସ୍କୁଲକୁ ପୁଣି ଥରେ ବୋମା ଧମକ

    13976
    Dec 10, 2025
  • ତିରୁପତି ମନ୍ଦିରରେ ଲଡୁ ପରେ ଶାଲ୍ ଦୁର୍ନୀତି : ରେଶମ କହି ପଲିଷ୍ଟର ଦେଉଥିଲେ
    ଦେଶ-ଦେଶାନ୍ତର

    ତିରୁପତି ମନ୍ଦିରରେ ଲଡୁ ପରେ ଶାଲ୍ ଦୁର୍ନୀତି : ରେଶମ କହି ପଲିଷ୍ଟର ଦେଉଥିଲେ

    14280
    Dec 10, 2025
  • ବାରବାଟୀରେ ବଡ଼ ବିଜୟ, ଜିତିଲା ଭାରତ
    ଖେଳ ଖବର

    ବାରବାଟୀରେ ବଡ଼ ବିଜୟ, ଜିତିଲା ଭାରତ

    13731
    Dec 09, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଭାରତରେ AI ପାଇଁ ମାଇକ୍ରୋସଫ୍ଟର ୧୭.୫ ବିଲିୟନ ଆମେରିକୀୟ ଡଲାର ନିବେଶ

    14487
    Dec 09, 2025
  • ଦେଶ-ଦେଶାନ୍ତର

    ଦିଲ୍ଲୀର ଏହି ସ୍କୁଲକୁ ପୁଣି ଥରେ ବୋମା ଧମକ

    13976
    Dec 10, 2025
  • ଦେଶ-ଦେଶାନ୍ତର

    ଭୋଟ ଚୋରି ଅଭିଯୋଗର ଦୃଢ ଜବାବ : ନେହେରୁଙ୍କୁ ମିଳିଥିଲା ୨ ଭୋଟ୍, ତଥାପି ହେଲେ ପ୍ରଧାନମନ୍ତ୍ରୀ ?

    13445
    Dec 10, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17097
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17189
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17532
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16006
    Apr 03, 2021

ବିଶେଷ

  • କାର୍ଯ୍ୟରତ ବ୍ୟକ୍ତି କିପରି ହୃଦରୋଗକୁ କରିବେ ନିୟନ୍ତ୍ରଣ ଜାଣନ୍ତୁ......

    15808
    Dec 09, 2025
  • ଧୂପକାଠି ଧୂଆଁ କରିଥାଏ ଏହି କ୍ଷତି....

    13661
    Dec 09, 2025
  • ଚିନି ସ୍ୱାସ୍ଥ୍ୟ ପାଇଁ କାହିଁକି କ୍ଷତିକାରକ ହୋଇଥାଏ ଜାଣନ୍ତୁ...

    15920
    Dec 08, 2025
  • ରାତିରେ ଶୋଇବା ପୂର୍ବରୁ କେତେବେଳେ ପଇବେ ପାଣି

    15852
    Dec 06, 2025
  • କଦଳୀ ଚୋପାରେ ଲୁଚି ରହିଛି ମହିଳାଙ୍କ ସୌନ୍ଦର୍ଯ୍ୟ

    15737
    Dec 05, 2025

ବାଣିଜ୍ୟ

ଲଞ୍ଚ ହେଲା ଟାଟା ସିଏରାର ଲାଟେଷ୍ଟ ମଡେଲ

ଟାଟା ମୋଟର୍ସ ସିଏରାର ୨୪ ପ୍ରକାର ମଡେଲ ଲଞ୍ଚ ହୋଇଛି । ଟାଟା ସିଏରାର ଏକ୍ସ-ଶୋରୁମ୍ ମୂଲ୍ୟ ୧୧.୪୯ ଲକ୍ଷରୁ ଆରମ୍ଭ ହୋଇ ୧୮.୪୯ ଲକ୍ଷ ପର୍ଯ୍ୟନ୍ତ ରହିଛି। ଟାଟା ସିଏରା ୫-ସିଟ୍ ବିଶିଷ୍ଟ ମଡେଲ ଭାରତୀୟ ବଜାରରେ ଲଞ୍ଚ୍ ହୋଇଥିଲା। ଲଞ୍ଚ୍ ସମୟରେ କେବଳ ସିଏରାର ମୂଳ ମଡେଲର ମୂଲ୍ୟ ପ୍ରକାଶ କରାଯାଇଥିଲା। ଏବେ ୨୪ ପ୍ରକାର ମଡ ...

  • ୟୁଡବ୍ଲୁ୍ଏ ଭୁବନେଶ୍ୱରରେ ପ୍ରମୁଖ ନୂଆ ସହଭାଗିତା ସହିତ ବୈଶ୍ୱିକ ଗତିଶୀଳତା ଜରିଆରେ ଆନ୍ତଃପିଢିଗତ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ଆଗକୁ ବଢାଉଛି

    15131
    Dec 08, 2025
  • ଏସଏସ୍‌ଆଇ ପକ୍ଷରୁ ୧୫୦ ଯୁବ ଆଥ୍‌ଲେଟଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ରେ ପ୍ରଥମ ବୋନ୍‌ ମିନେରାଲ ଡେନ୍‌ସିଟି କ୍ୟାମ୍ପ ଆୟୋଜିତ

    14231
    Dec 06, 2025
  • ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ କର୍ପୋରେଟ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

    14861
    Nov 20, 2025
  • ଓଡ଼ିଶାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଏ .ଜେ.ଏସ୍‌.ଏ ଇଣ୍ଡିଆକୁ କପ୍‌ ୩୦ ସମ୍ମିଳନୀରେ ମିଳିଲା ବିଶ୍ୱସ୍ତରୀୟ ମାନ୍ୟତା

    15097
    Nov 15, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବିବାହ ଭାଙ୍ଗିବା ପରେ ମୁହଁ ଖୋଲିଲେ ସ୍ମୃତି : ମୁଁ କ୍ରିକେଟ୍ ଅପେକ୍ଷା ଆଉ କାହାକୁ ଅଧିକ ଭଲ ପାଏ ନାହିଁ

    13451
    Dec 10, 2025
  • ଅଷ୍ଟ୍ରେଲିଆରେ ସୋସିଆଲ ମିଡିଆ ବ୍ୟାନ୍

    15513
    Dec 10, 2025
  • ଦୀପାବଳିକୁ ୟୁନେସ୍କୋରେ ସାମିଲ

    15062
    Dec 10, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In