ରାଉଣ୍ଡ ୧୬ ରେ କେଉଁ ପ୍ରାର୍ଥୀଙ୍କୁ ମିଳିଛି କେତେ ଭୋଟ ଜାଣନ୍ତୁ
ଭୁବନେଶ୍ୱର: ଆଜି ନୂଆପଡ଼ା ଉପନିର୍ବାଚନ ନେଇ ଭୋଟ ଗଣତି ଚାଲିଛି । ରାଉଣ୍ଡ-୧୬ ସୁଦ୍ଧା ବିଜେପି ୫୩ ହଜାର ୮୭୨ଟି ଭୋଟରେ ଆଗୁଆ ଅଛି । ରାଉଣ୍ଡ-୧୬ ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢେ଼ାଲକିଆଙ୍କୁ ୭୮୫୦୭ଟି ଭୋଟ ମିଳିଥିବାବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୨୪୬୩୫ଟି ଭୋଟ ମିଳିଛି । ସେହିପରି କଂଗ୍ରେସ ପ୍ରାର୍ଥୀ ଘାସୀରାମ ମାଝୀଙ୍କୁ ୨୪୨୫୧ଟି ଭୋଟ ମିଳିଛି ।
Powered by Froala Editor